Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
bhupesh_ch.pradhan_official
@bhupeshchpradh1
Secretary,Biju Janata dal,Dhenkanal, Director,Markfed,odisha Director,DCCB,Angul Chairman,Atma,Parjang Block Ex-president,BJD Parjang Block Ex-PS Member,B.purGP
dhenkanal,parjang,Barihapur
Joined September 2018
762
Following
423
Followers
310
Posts
bhupeshchpradh1
retweeted
Mahesh Sahoo
@Mahesh5700
over 6 years ago
ଢେଙ୍କାନାଳ ପୁରୁଣା ମେଡିକାଲରେ କୋରନା ମୁକାବିଲା ପାଇଁ ଆଇସୋଲେସନ ୱାଡ ଆରମ୍ଭ କରିବା ନିମନ୍ତେ ସାଂସଦ ପାଣ୍ଠିକୁ 36 ଲକ୍ଷ ଟଙ୍କା ମଞ୍ଜୁର କରାଇବା ସହ ଅନୁଗୁଳ ମେଡିକାଲକୁ DMF ଫଣ୍ଡରୁ 50 ଲକ୍ଷ ଟଙ୍କା ମଂଜୁର କରାଇଛି । ସରକାରଙ୍କ ସଚେତନତାକୁ ମାନିଲେ ଆମେ ଖୁବ୍ ଶୀଘ୍ର କୋରନାକୁ ହରାଇ ପାରିବା । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।
bhupeshchpradh1
retweeted
NITI Aayog
@NITIAayog
almost 7 years ago
#AspirationalDistrict
Dhenkanal in
#Odisha
is promoting behavioural change, gender equality, women empowerment and spreading the importance of a healthy balanced life through various innovative initiatives.
#VikasKiNITI
https://t.co/XAriHOzI6G
bhupesh_ch.pradhan_official
@bhupeshchpradh1
almost 7 years ago
ପବିତ୍ର ଦୀପାବଳି ଓ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#Naveenpattanaik
bhupesh_ch.pradhan_official
@bhupeshchpradh1
almost 7 years ago
"ଓଡ଼ିଶା-ମୋ ପରିବାର" କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ । ବିଜୁ ଜନତା ଦଳ ସମାଜ ସେବା ୱିଙ୍ଗର ଏହା ହେଉଛି ଆରମ୍ଭ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨ ତାରିଖ ପଦଯାତ୍ରାର ପ୍ରଥମ ଦିନରେ ଘୋଷଣା କରିଥିଲେ । ବିଜୁ ଜନତା ଦଳର ସମାଜ ସେବା କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ "ଓଡ଼ିଶା-ମୋ ପରିବାର" ଘୋଷଣା କଲେ ଦଳ ସଭାପତି
See More
Who to follow
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
Rasmiranjan Swain
@Rasmira64029228
My Parent my God
Pradeep Ku. Mohanty
@PradeepKuMoha12
DistrictGeneral SecretaryBJD Kandhamal
bhupesh_ch.pradhan_official
@bhupeshchpradh1
almost 7 years ago
ବିଜେପୁରରେ ବାଜି ମାରିଲେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ଓଡ଼ିଶା ନିର୍ବାଚନ ଇତିହାସରେ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ । ୯୭ ହଜାର ୯୯୪ ଭୋଟରେ ରୀତା ସାହୁ ବିଜୟୀ । Naveen Patnaik CMO Odisha BJD Bijepur Assembly Constituency
bhupeshchpradh1's tweet video.
bhupesh_ch.pradhan_official
@bhupeshchpradh1
about 7 years ago
ମା ଗଜଲକ୍ଷ୍ମୀ ଓଡିଶା ତଥା ଢେଙ୍କାନାଳ ବାସୀଙ୍କୁ ସୁଖ,ଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତୁ ଏହାହିଁ ତାଙ୍କ ଚରଣରେ ମୀନତି ।
#happylaxmipuja
2k19
bhupesh_ch.pradhan_official
@bhupeshchpradh1
about 7 years ago
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ପ୍ରଗତି, ସେବା ଓ ଶିକ୍ଷିତ ସମାଜ ଗଠନ ନେଇ ତାଙ୍କ ମୂଲ୍ୟବୋଧ ସର୍ବଦା ସ୍ମରଣୀୟ ଏବଂ ପ୍ରେରଣାଦାୟୀ।
bhupesh_ch.pradhan_official
@bhupeshchpradh1
about 7 years ago
ଆଜି ପବିତ୍ର ବିଜୟାଦଶମୀ ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର, ଅନ୍ଧକାର ଉପରେ ଆଲୋକ ର୍ ଜୟଯାତ୍ରା ଏଭଳି ଏକ ମହାର୍ଘ ମୂହୁର୍ତ୍ତ ରେ ହୃଦୟ ର ଗଭୀରତମ ପ୍ରଦେଶରୁ ଅନେକ୍ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
bhupesh_ch.pradhan_official
@bhupeshchpradh1
about 7 years ago
ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ସରକାର କରିଥିବା ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା ରାଜ୍ୟରେ ଶିଶୁଙ୍କ ସୁରକ୍ଷିତ ଶୈଶବ ସୁନିଶ୍ଚିତ କରିଛି। ବିପଦରେ ବା ଅସୁବିଧାରୁ ଶିଶୁଙ୍କୁ ଉଦ୍ଧାର କଲେ ଆପଣ ଟୋଲ ଫ୍ରି ନମ୍ବର ୧୦୯୮କୁ ଫୋନ କରି ଜଣାଇପାରିବେ। ଶିଶୁଙ୍କୁ ଶୋଷଣ,ନିର୍ଯ୍ୟାତନା ଓ ଅବହେଳାରୁ ରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।
See More
bhupesh_ch.pradhan_official
@bhupeshchpradh1
about 7 years ago
ଅହିଂସାର ପ୍ରତୀକ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି। ଦେଶ ସ୍ବାଧୀନତା ସହ ଏକ ସୁସ୍ଥ ଓ ସଶକ୍ତ ଭାରତ ନିର୍ମାଣରେ ତାଙ୍କ ଅବଦାନ ଅତୁଳନୀୟ। ଏହି ମହାନ ସନ୍ଥ ସାରା ମାନବ ଜାତି ପାଇଁ ଆଦର୍ଶ।
#Gandhi150
bhupesh_ch.pradhan_official
@bhupeshchpradh1
about 7 years ago
ସତର୍କତା ଅବଲମ୍ବନ ସର୍ବଦା ବିପଦକୁ ପ୍ରତିହତ କରିଥାଏ । ଆସନ୍ତୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଚାଇଲ୍ଡଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ ପୂର୍ବକ ଶିଶୁ ସୁରକ୍ଷାକୁ ପ୍ରାଥମିକତା ଦେବା ।
#TikiMausiKuhe
#TikiTalks
bhupesh_ch.pradhan_official
@bhupeshchpradh1
about 7 years ago
ପଞ୍ଜିକୃତ ଚାଷୀମାନଙ୍କର ଖରିଫ ଧାନ ଚାଷ ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସମ୍ପୃକ୍ତ ସମବାୟ ସମିତି, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ କଣ୍ଟ୍ରୋଲ ଦୋକାନରେ ପ୍ରକାଶ କରାଯିବ। ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ଥାଏ, ତେବେ ଯେ କୌଣସି ନାଗରିକ ତତ୍ ସମ୍ବନ୍ଧୀୟ ଅଭିଯୋଗ ସମ୍ପୃକ୍ତ ପ୍ରକାଶନ ସ୍ଥଳରେ ଦାଖଲ କରିପାରିବେ।
See More
bhupeshchpradh1's tweet video.
bhupesh_ch.pradhan_official
@bhupeshchpradh1
about 7 years ago
ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ହେବ କ୍ୟାମ୍ପ । ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କ ସୂଚନା । CMO Odisha 5TsOdisha Commerce & Transport Department Government of Odisha
bhupesh_ch.pradhan_official
@bhupeshchpradh1
about 7 years ago
ସାମିଲ ହୁଅନ୍ତୁ ନୂଆ ଓଡିଶା ଗଠନରେ ସଭ୍ୟ ହୁଅନ୍ତୁ ବିଜୁ ଜନତା ଦଳରେ
#joinBJD
bhupesh_ch.pradhan_official
@bhupeshchpradh1
about 7 years ago
🙏🙏 ⭕‼️⭕ 🙏🙏
bhupesh_ch.pradhan_official
@bhupeshchpradh1
about 7 years ago
ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ।
bhupesh_ch.pradhan_official
@bhupeshchpradh1
about 7 years ago
ଚାଷୀ ପଞ୍ଜୀକରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର: 👉ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢ଼ାଇଲେ l 👉ଆଜି ଥିଲା ପଞ୍ଜୀକରଣର ଶେଷ ଦିନ, ୧୭ ତାରିଖ ଯାଏଁ ବୃଦ୍ଧି l 👉ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି l 👉ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l
bhupesh_ch.pradhan_official
@bhupeshchpradh1
about 7 years ago
ପବିତ୍ର ନୂଆଖାଇ ଅବସରରେ ସଭିଁକୁ ମୋର ହାର୍ଦିକ ଶୁଭକାମନା |
#NuakhaiJuhar
bhupesh_ch.pradhan_official
@bhupeshchpradh1
about 7 years ago
ପବିତ୍ର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ମୋର ସମସ୍ତ ଗୁରୁଜନ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି।ସମସ୍ତଙ୍କୁ ପ୍ରଭୁ ଗଜାନନଙ୍କ ଅଶେଷ କୃପା ଲାଘବ ହେଉ। ସମସ୍ତଙ୍କ ପାଇଁ ଧନ ମାନ ଓ ଯଶ ପ୍ରାପ୍ତ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
bhupesh_ch.pradhan_official
@bhupeshchpradh1
about 7 years ago
Last Seen Users on Sotwe
Seen from
Spain
www
Seen from
Thailand
clipหลุด
Seen from
Thailand
Kashif
Seen from
United States
Michael Dicker
Seen from
Korea
Huuvan Van
Seen from
Vietnam
SanalSohbetim
Seen from
United States
Little Think Tank
Seen from
Algeria
ลูกติด ผ่าคลอด จิมิยังฟิตค่ะ
Seen from
Thailand
Stw Iloveyou
Seen from
Spain
Trends for you
1
Vivek
Under 10K tweets
2
Knicks
Under 10K tweets
3
Jay Z
Under 10K tweets
4
Taco Tuesday
Under 10K tweets
5
Good Tuesday
Under 10K tweets
6
#中国叠纸践踏人权
Under 10K tweets
7
NBA IS BACK
Under 10K tweets
8
Rivers
Under 10K tweets
9
Pastor
Under 10K tweets
10
Planet Fitness
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫