Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bikash Behera (ବିକାଶ)
@bikashbehera01
Narasingh pur,cuttack,odisha
Cuttack,odisha
Joined February 2014
144
Following
65
Followers
366
Posts
Bikash Behera (ବିକାଶ)
@bikashbehera01
about 2 months ago
@PravatiPOdisha
ସୁଭଦ୍ରା ଶକ୍ତି ମେଳାରେ କି ଚମତ୍କାର ଶାଢ଼ି। ଯେଉଁଥିରେ ବୁଣା ହୋଇ ଅଙ୍କା ହୋଇଛନ୍ତି ତିନି ଦିଅଁ ଆଉ ତାଙ୍କ ରଥ। ଏ ଶାଢ଼ି ପିନ୍ଧିବା ପାଇଁ ନା ପୂଜା କରିବାକୁ?
@CMO_Odisha
Bikash Behera (ବିକାଶ)
@bikashbehera01
3 months ago
@CTOdisha
ସିଟ୍ ବେଲ୍ଟ ନାହିଁ । ମଦ ପିଇ ଡ୍ରାଇଭିଂ କରୁଥିଲା ଡ୍ରାଇଭର୍ ଆଜି । ରାସ୍ତାରେ ମରୁମରୁ ଅନେକ ବଞ୍ଚିଗଲେ। ବେପରୁଆ ଭାବରେ ଗାଡ଼ି ଚାଳନା କରୁଥିବା ଏ ଗାଡ଼ି ଓ ଡ୍ରାଇଭର୍ କୁ ଉଚିତ ଶିକ୍ଷା ମିଳୁ।
@OSRTC_Odisha
@CMO_Odisha
@cpbbsrctc
Bikash Behera (ବିକାଶ)
@bikashbehera01
5 months ago
@Food_Odisha
@CMO_Odisha
@sicaodisha
@_KrushnaChPatra
@IPR_Odisha
ଧୂପ କ'ଣ? ଝୁଣା ଧୂପ ନା ଗୁଗୁଳ ଧୂପ ନା ଅଗରବତୀ? ଅଣ-ଓଡ଼ିଆଙ୍କୁ ବିଜ୍ଞାପନ ଦାୟିତ୍ଵରେ ରଖି ଓଡ଼ିଆ ଅସ୍ମିତାର କୋଉ ଯଶ ବାନା ଉଡ଼ାଉଛନ୍ତି ଆଜ୍ଞା ଟିକେ କହିବେ?
Bikash Behera (ବିକାଶ)
@bikashbehera01
6 months ago
@CMO_Odisha
@STAOdisha
ଟିକେ ଭଲ କରି ଦେଖନ୍ତୁ ଚକଚକିଆ ପିଚୁ କାମରେ ନିୟୋଜିତ ଏ ପିଲାଙ୍କୁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଶ୍ରମିକ। ରୂପରୁ ତ ବୟସ ଜଣା ପଡିଯାଉଛି। ବାହାର ରାଜ୍ୟର ପିଲା ସାର୍ ଟିକେ ଦୃଷ୍ଟି ଦେଲେ ଭଲ ହେବ। କଟକ ସତୀଚଉରା ଛକର ଦୃଶ୍ୟ ଇଏ।
@LESIOdisha
bikashbehera01's tweet video.
Who to follow
Harisingh
@Harisin83723141
I love India
70,279
@TheGreenRoars
Always @pawankalyan🙏 @janasenaparty♥️
Gyana Ranjan Behera
@GyanaRanjan07_
Social Worker || District Social Media Coordinator, Biju Chhatra Janata Dal, Kendrapara || #BJDDigitalWing.
Bikash Behera (ବିକାଶ)
@bikashbehera01
6 months ago
@CMO_Odisha
@STAOdisha
ସାର୍ କଟକରେ ନୂଆ ପିଚୁ କାମ ଚାଲିଥିବାର ଏ ଦୃଶ୍ୟ ଦେଖନ୍ତୁ। କିଛି ଶ୍ରମିକଙ୍କ ସହ ଶିଶୁ ଶ୍ରମିକ ମଧ୍ୟ କାମ କରୁଛନ୍ତି। ଦୟାକରି ଏ ବାବଦରେ ଟିକେ ନଜର ଦିଅଯାଉ ଆମ ରାଜ୍ୟର ନହେଲେ ମଧ୍ୟ ବାହାର ରାଜ୍ୟର ପିଲା। କାହା ମାର୍ଫତରେ ଚାଲିଛି ଏସବୁ ନା କାମ ଲାଗି ବିଭାଗ ମଧ୍ୟ ଆଖି ବୁଜି ଦେଇଛି।
@LESIOdisha
See More
bikashbehera01's tweet video.
Bikash Behera (ବିକାଶ)
@bikashbehera01
11 months ago
ଆମ ବସରେ ନିଜ ଝିଅ ଓ ଭଉଣୀ ବୟସର ମହିଳାଙ୍କ ଠାରୁ କଅଁଳ ପରଶ ଖୋଜୁଥିବା ଦରବୁଢ଼ାଙ୍କୁ ଆଗ ଛେଲିବା ଦରକାର। ରାବଣ କରି ତାଙ୍କୁ ଆଗ ଜାଳ ତା'ପରେ ଜାଣିବା ପୂଜା କମିଟି ବାଲା ତେମେ ଷେଣ୍ଢ🐂 ନହେଲେ ତମେ ଗୋଟେ ଗୋଟେ ଛେଳି 🐐।
#WomenSafety
@CRUT_BBSR
@CMO_Odisha
Bikash Behera (ବିକାଶ)
@bikashbehera01
over 1 year ago
@CRUT_BBSR
@HUDDeptOdisha
@MOBBY_MoBus ଚେକ୍ ନାଁ ରେ ଟିକେଟରୁ ଖାଲି ତାରିଖ ଏବଂ ସମୟ ଦେଖିକି ଛାଡୁଛନ୍ତି RAT ଟିମ୍। ତଥାପି ଧନ୍ୟବାଦ, ଆପଣଙ୍କ ଲାଗି ଅସାଧୁ ଉପାୟରେ ବସ ଯାତ୍ରା ବନ୍ଦ ହୋଇଯାଇଛି। Thanks RAT Team
Bikash Behera (ବିକାଶ)
@bikashbehera01
almost 2 years ago
ଏମାନେ କେତେ ଦୁଃଖ ପାଆନ୍ତି କହିଲେ? ୟାଙ୍କ କଥା ଭାବିଲେ ମୁଁ ମନେମନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରେ- *ହେ ମଣିମା ବାତ୍ୟା ନଆସୁ 🙏*
#CycloneInOdisha
#CycloneDanaUpdate
#Odisha
Bikash Behera (ବିକାଶ)
@bikashbehera01
almost 2 years ago
*ବାତ୍ୟା ଆଉ ମୋ ଭାବନା* ବାତ୍ୟା ଆସିଲେ ମୋତେ ଭାରି ଚିନ୍ତା।🙄 ଗଲା ବାତ୍ୟା ପରେ ଅଣ୍ଟା ସଳଖି ଶାଖା ପ୍ରଶାଖା ମେଲାଇ ଥିଲା ଗଛ। ତହିଁରେ ବସା ବାନ୍ଧିଥିବା ପକ୍ଷୀ ନୀଡ଼। ଗରୀବର କଚ୍ଚା ଘର, ରାସ୍ତା କଡ଼ରେ ରାତି କୋଳରେ ଆଉଜି ଶୋଇପଡୁଥିବା ଦରଭଙ୍ଗା ମନ। ସମୁଦ୍ରଚର ନିରାଶ ନୋଳିଆ। ଫସଲ ବୁଣିଥିବା ଅଭାଗା ଚାଷୀ।ଆହୁରି କେତେ କ'ଣ 🙁
Bikash Behera (ବିକାଶ)
@bikashbehera01
almost 2 years ago
@CRUT_BBSR
Thanks for information.
Bikash Behera (ବିକାଶ)
@bikashbehera01
almost 2 years ago
ଜଗତର ମାଁ ଆଗରେ କର୍ତ୍ତବ୍ୟରତ ବାପା...
#DurgaPuja
#DurgaPuja2024
#Cuttack
#SilverCity
#FathersLove
Bikash Behera (ବିକାଶ)
@bikashbehera01
almost 2 years ago
@CRUT_BBSR
@HUDDeptOdisha
@MOBBY_MoBus କିହୋ ଆଜି ତ ସକାଳୁ ମୋ ବସ୍ ଚାଲୁନି। ବସ୍ ଷ୍ଟାଣ୍ଡରେ ଗହଳି ଲାଗିଛି। ପାର୍ବଣ ଆରମ୍ଭରୁ ତ ଏମିତି ଅବସ୍ଥା, ବିଜ୍ଞାପନ ଦେଇଛନ୍ତି କୋଉ ମୁହଁରେ।
Bikash Behera (ବିକାଶ)
@bikashbehera01
almost 2 years ago
ପବିତ୍ର ନବରାତ୍ରୀର ନାଁ ବ୍ଲେମ୍ କରୁଛ କିରେ। କ୍ଷାନ୍ତ ହୁଅ ଏସବୁରୁ... 😂😂😂 ସେଇଟା ତା'ର ନିର୍ଜୀବ ରୂପା ଆଖି କି ସୁନା ଆଖି ବୋଲି ଭାବନି😂 ତମ ମିଛ ଭକ୍ତି ମାଆ ଆଖି ଖୋଲି ସବୁ ଦେଖୁଛି । ମମତା ଆଳରେ କିଛି କହୁନି ନା 🤣 ଏବେ ଛାଟ ଧରିବକି? ନାଲି ହେଇଯିବ ପଶ୍ଚାତଭାଗ😂😂😂
#DandiyaNights
#Navratri2024
#Odia
Bikash Behera (ବିକାଶ)
@bikashbehera01
almost 2 years ago
ଭାଇ ଦାଣ୍ଡିଆ ନାଇଟ୍ସରେ କାହା ମନରେ ଭକ୍ତି ଉତ୍ପନ୍ନ ହୁଏ? 😂😂😂 କାଇଁ ଘରେ ବସି ସିଦ୍ଧ କୁଞ୍ଜିକା ସ୍ତୋତ୍ର, ଦେବୀ ଅର୍ଗଳ, ସପ୍ତଶତୀ ଚଣ୍ଡୀ ପାଠ କରୁନ ତୁମର ତୁମ ପରିବାରର ଜଗତର ମଙ୍ଗଳ ହେବ। ମାଆ ପ୍ରସନ୍ନ ହେବେ। 🙏 ନବରାତ୍ରୀ ଭକ୍ତିର ସମର୍ପଣ ଭାବର.... କାହିଁକି ଏସବୁ ଫାଲତୁ ଗାର୍ଲଫ୍ରେଣ୍ଡ ସହ ରୋମାନ୍ସ କରିବା ଚକ୍କରରେ
Bikash Behera (ବିକାଶ)
@bikashbehera01
almost 2 years ago
@PravatiPOdisha
@MohanMOdisha
@CMO_Odisha
ଦୟାକରି ଏ ଗରିବ ଲୋକଙ୍କୁ ସହାୟତା କରନ୍ତୁ । ସୁଭଦ୍ରା ନାଁରେ ଦେଖନ୍ତୁ ଗରିବ ଖଟିଖିଆ କି ହଇରାଣ ହରକତ ହେଉଛନ୍ତି ଦେଖନ୍ତୁ । ଦୁର୍ଗମ ଅଞ୍ଚଳରେ ଦୃଷ୍ଟି ପଡ଼ୁ ଆଜ୍ଞା। ଏ ଲୋକ ଜଣକ ଗଜପତି ନୂଆଗଡ଼ ଅଞ୍ଚଳର।
#SubhadraYojana
#Odisha
ଓଟିଭି
@otvkhabar
almost 2 years ago
ସୁଭଦ୍ରା ଯୋଜନା ପାଇଁ ସୁନା ଗହଣା ବନ୍ଧା ପକାଇ କିଣିଲେ ମୋବାଇଲ । ଆସିବ OTP, ଅପ୍ଡେଟ୍ ହେବ ଆଧାର ।
#Odisha
#SubhadraScheme
otvkhabar's tweet video.
bikashbehera01
retweeted
ଓଟିଭି
@otvkhabar
almost 2 years ago
ସୁଭଦ୍ରା ଯୋଜନା ପାଇଁ ସୁନା ଗହଣା ବନ୍ଧା ପକାଇ କିଣିଲେ ମୋବାଇଲ । ଆସିବ OTP, ଅପ୍ଡେଟ୍ ହେବ ଆଧାର ।
#Odisha
#SubhadraScheme
otvkhabar's tweet video.
bikashbehera01
retweeted
ଓଟିଭି
@otvkhabar
about 2 years ago
ପ୍ରତିଦିନ Live | Pratidin | 7PM Bulletin | 2nd September 2024 | OTV https://t.co/nFprdbENZU
bikashbehera01
retweeted
ଓଟିଭି
@otvkhabar
about 2 years ago
LIVE | ପ୍ରତିଦିନ | Pratidin | 7PM Bulletin | 20th August 2024 | OTV https://t.co/tU4nSk32wd
Bikash Behera (ବିକାଶ)
@bikashbehera01
about 2 years ago
Happy 78th independence day.💐🙏
#IndependenceDay2024
#IndependenceDayIndia
#VandeMatram
Bikash Behera (ବିକାଶ)
@bikashbehera01
about 2 years ago
ସକାଳୁ ୧୦ନମ୍ବର ବସକୁ ଅପେକ୍ଷା କରିଛନ୍ତି ୨୦ଜଣ । ସେଇ ବସ୍ ର ଦେଖା ନାହିଁ କି ତା'ର ବିକଳ୍ପର ବି ଦେଖା ନାହିଁ। ୬:୨୦ରୁ ୭:୧୫ ଏଇ ରୁଟରେ ଭୁବନେଶ୍ୱର ପଟିଆ ଯିବା ପାଇଁ କିଛି ବି ବ୍ୟବସ୍ଥା ନାହିଁ। ଜନସାଧାରଣଙ୍କୁ ଏମିତି ହଇରାଣ କଲେ କେମିତି ହେବ ?
@CRUT_BBSR
@CMO_Odisha
Last Seen Users on Sotwe
g
Seen from
United States
Arab Man 🇲🇦
Seen from
Germany
高橋尤美
Seen from
United States
Megatron525528
Seen from
Turkey
Türbanlı İfşaa
Seen from
Turkey
YÜKSEK LİBİDO
Seen from
Turkey
Esini Paylaş
Seen from
Turkey
Suriye Birleşik Türk
Seen from
Turkey
Hüseyin kurnaz
Seen from
Turkey
Love Mom's
Seen from
Turkey
Trends for you
1
iPhone Duo
Under 10K tweets
2
Samsung
Under 10K tweets
3
iPad
Under 10K tweets
4
Kirby
Under 10K tweets
5
Llorente
Under 10K tweets
6
Seahawks
Under 10K tweets
7
Coco
Under 10K tweets
8
Araujo
Under 10K tweets
9
Happy Birthday Terrence
Under 10K tweets
10
Saka
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫