Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BIMAL SAHU
@bimalsahu143
Seclusion is the price of greatness.... ଅନ୍ୟର ସାହାଯ୍ୟ ଈଶ୍ୱରଙ୍କ ପରମ ସେବା,,,,, Animal Lover.....
#Graduate
#Post
Graduate
#D
.El.Ed
Earth
Joined December 2014
558
Following
41
Followers
266
Posts
bimalsahu143
retweeted
ojta_2023
@ojta2023
23 days ago
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।ଯେତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
See More
bimalsahu143
retweeted
ojta_2023
@ojta2023
about 1 month ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଜ୍ଞପ୍ତି ଆଇନ ର କାଠଗଡା ରେ ଛିଡା ହୋଇଛି।କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ)ମାନେ ନିୟମିତ ହୋଇନାହାନ୍ତି।ଆସନ୍ତା ଗୁରୁଦିବସ ଭିତରେ ଯଦି ଏହାର ସ��ାଧାନ ନହୁଏ ବିରାଟ ଆନ୍ଦୋଳନ ହେବ,ବିଦ୍ୟାଳୟ ବନ୍ଦ ରହିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟ ସରକାର ଦାୟୀ ରହିବେ।
See More
bimalsahu143
retweeted
ojta_2023
@ojta2023
about 2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ��
� @CMO_Odis
ha
See More
BIMAL SAHU
@bimalsahu143
about 2 months ago
@ManojKu93159790
@CMO_Odisha
@NityanandaBJP
@SMEOdisha
@SecyChief
ତୁରନ୍ତ ଶିକ୍ଷକ ନିଯୁକ୍ତି ଦେଇ ସରକାର ଶିକ୍ଷାର ମାନ ବୃଦ୍ଧି କରନ୍ତୁ
Who to follow
ଅନ୍ତର ଆତ୍ମା
@ssssk908
ଜୟ ଜଗନ୍ନାଥ 🇮🇳♥ 26 🙋 ପବିତ୍ର ପୁରୀ ଗର୍ବ ଆମରି
Panchanan Naik
@PanchananNaik15
#MMU Kalahandi Grad 👨🎓 -:Master's Degree 😎
Tejraj Nag
@tejrajnag0
ICMR-Regional Medical Research Center,Bhubaneswar Dept.Of Health Research.Ministry Of H&FW.Govt.of India
bimalsahu143
retweeted
ମନୋଜ କୁମାର କର
@ManojKu93159790
about 2 months ago
ବର୍ଷେ ହେଇଗଲା ଘୋଷଣା ଆଉ ସମ୍ପୂର୍ଣ୍ଣ 3 ବର୍ଷ ସରକାରଙ୍କ ପାଖେ ନାହିଁ କେବେ ଆଉ କେତେବେଳେ ପ୍ରଥମ ବର୍ଷ 15ହଜାର ଆସିବ?
@CMO_Odisha
@NityanandaBJP
@SMEOdisha
@SecyChief
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ,ଅର୍ଥ,ଶିକ୍ଷା,ଉନ୍ନୟନ,ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନସଚିବ,ସମସ୍ତେ କହି ନିଯୁକ୍ତି କ��ହିଁ?
See More
bimalsahu143
retweeted
ojta_2023
@ojta2023
about 2 months ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
bimalsahu143
retweeted
Satyabrat Nayak
@satyabrat_01
3 months ago
ଢେଙ୍କାନାଳ: ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ୍ ଛକ ନିକଟରେ ଜଣେ ଅଜ୍ଞାତ ମାନସିକ ବିକୃତ ଯୁବକ ଘୁରି ବୁଲୁଛନ୍ତି। ତାଙ୍କୁ ଶୀଘ୍ର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହିତ ଯଥାଯୋଗ୍ୟ ଆଶ୍ରୟ ଓ ଥଇଥାନ ପ୍ରଦାନ କରାଯିବା ପାଇଁ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ବିନମ୍ର ଅନୁରୋଧ।
@CMO_Odisha
@NityanandaBJP
@districtadmndkl
@SSEPD2
See More
BIMAL SAHU
@bimalsahu143
6 months ago
@ojta2023
@CMO_Odisha
@MohanMOdisha
@NityanandaBJP
ପ୍ରାଥମିକ ଶିକ୍ଷାରୁ ଦୀର୍ଘ 25 ବର୍ଷର କଳା ପ୍ରଥାର ମୂଳ ଉତ୍ପାଟନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ ।
bimalsahu143
retweeted
ojta_2023
@ojta2023
7 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
bimalsahu143
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ ?
@MohanMOdisha
@NityanandaBJP
@SMEOdisha
See More
bimalsahu143
retweeted
ojta_2023
@ojta2023
7 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
bimalsahu143
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
BIMAL SAHU
@bimalsahu143
7 months ago
@ojta2023
@CMO_Odisha
@NityanandaBJP
@SMEOdisha
@dpradhanbjp
@SecyChief
@MohanMOdisha
@SamalManmohan7
@PMOIndia
@narendramodi
@NitinNabin
@KVSinghDeo1
@AmitShah
କନିଷ୍ଠ ଶିକ୍ଷକମାନଙ୍କ ସମସ୍ୟା ଶୀଘ୍ର ସମାଧାନ କରାଯାଉ । ନହେଲେ ଆଗକୁ ଆନ୍ଦୋଳ��� ତୀବ୍ରତର ହେବ ।
bimalsahu143
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
bimalsahu143
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
.
See More
bimalsahu143
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
bimalsahu143
retweeted
ojta_2023
@ojta2023
9 months ago
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା,ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ,ଓଡିଶା ର ପ୍ରଗତି କୁ ଏକ ନୂତନ ଦିଗ ମିଳୁ ଏତିକି କାମନା।କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣାକୁ ତ୍ୱରିତ ଭାବେ ସରକାରୀ ନିର୍ଦ୍ଦେଶନାମା ରେ ପରିଣତ କରିବାକୁ ଅନୁରୋଧ
@MohanMOdisha
See More
BIMAL SAHU
@bimalsahu143
9 months ago
@ojta2023
@CMO_Odisha
@dpradhanbjp
@NityanandaBJP
@SMEOdisha
@SamalManmohan7
କଥାକୁହା ସରକାର କାମରେ ନୁହେଁ । ଡବଲ ଇଞ୍ଜିନ ଲାଇନଚ୍ୟୁତ ।।
bimalsahu143
retweeted
ojta_2023
@ojta2023
9 months ago
��ୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ?
@CMO_Odish
a
@dpradhanbj
p
@NityanandaBJ
P
@SMEOdish
a
@SamalManmohan
7
BIMAL SAHU
@bimalsahu143
10 months ago
@otvkhabar
ଏଇଥରକୁ ମିଶାଇ ମୋଟ ଉପରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ସର୍ବମୋଟ 1008 ଥର ନିୟମିତ ଶିକ୍ଷକ କହିଲେଣି କିନ୍ତୁ ଶିକ୍ଷକ ମାନେ ଆନ୍ଦୋଳନ ରେ ବସିବା ପରେବି ଏପର୍ଯ୍ୟନ୍ତ ଆଦେଶନାମା ବାହାରି ପାରୁନାହିଁ ।।
Last Seen Users on Sotwe
thảo
Seen from
Vietnam
Aasma
Seen from
Germany
PESONA LIAR
Seen from
Turkey
ThiagoZanettiVIP
Seen from
Argentina
sex Arabic
Seen from
United Arab Emirates
Jean Carlos
Seen from
Mexico
Türk İfşa Platformu
Seen from
Turkey
trai đâm tìm chị lớn tuổi
Seen from
Vietnam
عراقي نار
Seen from
Germany
sam
Seen from
Mexico
Trends for you
1
Ben Rice
Under 10K tweets
2
#dwts
Under 10K tweets
3
Michael King
Under 10K tweets
4
Lynx
Under 10K tweets
5
Boyd
Under 10K tweets
6
A'ja
Under 10K tweets
7
Tolle
Under 10K tweets
8
Delta
Under 10K tweets
9
Phee
Under 10K tweets
10
Bruins
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫