Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bivas Sankar Das
@BivasSankar
Joined July 2021
397
Following
53
Followers
399
Posts
Bivas Sankar Das
@BivasSankar
4 months ago
କୌଣସି ବି ପରିସ୍ଥିତିରେ compromise କରି relation କୁ ଆଗକୁ ନିଆ ଯାଇ ପାରିବ ନାହିଁ । ଯେ କୌଣସି ସମ୍ପର୍କର ସ୍ଥିରତା ଓ ସ୍ଥାୟିତ୍ୱ ପାଇଁ ପାରସ୍ପରିକ ପ୍ରତିବଦ୍ଧତା , ତ୍ୟାଗ ଓ ନିଷ୍ଠାର ଯଥେଷ୍ଟ ଆବଶ୍ୟକତା ରହିଛି ।
Bivas Sankar Das
@BivasSankar
5 months ago
Bivas Sankar Das
@BivasSankar
8 months ago
" ମୋ କବିତାରେ ତୁମେ ସ୍ୱର୍ଣ୍ଣିମ ସକାଳ 🌷🌹🌅 ଗଳ୍ପରେ ସୁନେଲି ସନ୍ଧ୍ୟା 🌇🌃🌆 ମୋ ପ୍ରବନ୍ଧରେ ତୁମେ ଶତ ସୂର୍ଯ୍ୟମୁଖୀ 🌻🌻🌻 ନାଟକେ ରଜନୀଗନ୍ଧା 🌌🌸🌹" ଆଜିର ଆମ ୧୫ତମ ପବିତ୍ର ' ବିବାହ ବାର୍ଷିକୀ 'ର ଶୁଭାବସରେ ସଭିଙ୍କୁ ଆମର ଶୁଭେଚ୍ଛା , ସ୍ବାଗତ , ଶୁଭକାମନା ଓ ଅଭିନନ୍ଦନ !! 🎉🎉🎉🙏🙏
See More
Bivas Sankar Das
@BivasSankar
9 months ago
Who to follow
susanta das
@e_kumaras
Okk
Bivas Sankar Das
@BivasSankar
about 1 year ago
ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ , ଗୁରୁଦେବ ମହେଶ୍ୱର... ପବିତ୍ର ଗୁରୁ ଦିବସ ଅବସରେ" ' ଗୁ ' - ' ' ରୁ ' " ଶବ୍ଦର ଉଚ୍ଚାଙ୍ଗ ଦୀକ୍ଷା ସଭିଙ୍କୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଜ୍ଞାନ ରୂପକ ଆଲୋକରେ ଉଦ୍ଭାସିତ କରାଇବା ପୂର୍ବକ ସମଗ୍ର ବିଶ୍ବକୁ ପ୍ରଜ୍ଞାଦୀପ୍ତ କରାଇବାରେ ସହାୟକ ହେଉ - ଏହି ଆନ୍ତରିକ ପ୍ରାର୍ଥନା ଆଜିରେ 🙏
See More
Bivas Sankar Das
@BivasSankar
about 1 year ago
ବେଆଇନ ଭାବରେ ବିଭିନ୍ନ ନାଳ ଅବରୋଧ କାରଣରୁ ଚାନ୍ଦବାଲିର ଭାତହାଣ୍ଡି କୁହାଯାଉଥିବା ' ବାଲିବିଲ 'ର ହଜାରେ ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମିରୁ ଜଳ ନିଷ୍କାସିତ ହୋଇ ପାରୁନଥିବା ବେଳେ, ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଉଦାସୀନତା କାରଣ ଉପରେ ଆଜିର ପ୍ରକାଶିତ ଧରିତ୍ରୀ paper report । ପଦକ୍ଷେପ ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିବେଦନ ।
See More
Bivas Sankar Das
@BivasSankar
over 1 year ago
ଶ୍ରୀକ୍ଷେତ୍ରର ଅନନ୍ୟ ପ୍ରତିଭା ତଥା ସାହିତ୍ୟ ଜଗତର ଜଣେ ଉଜ୍ବଳ ଜ୍ୟୋତିଷ୍କ ଡ.ବଳରାମ ଦାସ ଆଉ ନାହାନ୍ତି । ସେ ସବୁଦିନ ପାଇଁ ସଂସାରର ମାୟା ମୋହକୁ ତ୍ୟାଗକରି ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Bivas Sankar Das
@BivasSankar
over 1 year ago
ଏକ ସଙ୍ଗେ ମହା ବିଷୁବସଂକ୍ରାନ୍ତି , ଓଡ଼ିଆ ନବବର୍ଷ ଓ ଆମ ପ୍ରିୟ ସମ୍ବିଧାନର ପ୍ରଣେତା - ବାବା ସାହେବ ଆମ୍ବେଦକରଙ୍କ ପବିତ୍ର ଜନ୍ମ ଜୟନ୍ତୀର ସୁଅବସରେ ଆପଣମାନଙ୍କୁ ସଶ୍ରଦ୍ଧ ଶୁଭେଚ୍ଛା ... 🎉🙏🙏 ପ୍ରଭୁ ଜଗନ୍ନାଥ ଏହି ନବ ବର୍ଷର ସମଗ୍ର ଅବଧିରେ ପ୍ରତିଟି ପ୍ରାଣକୁ ସ୍ୱାଭିମାନ ପୂର୍ଣ୍ଣ କରି ଓଡ଼ିଆ ଓ ଓଡ଼ିଶାକୁ ସୁପଥଗାମୀ କରାନ୍ତୁ 🙏
See More
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Happy Birthday 🎈 🎂 Mama ! ତୁମ ୨୪ ତମ ସ୍ଵନକ୍ଷତ୍ର ଦିବସ ଅବସରରେ ସୁସ୍ବାଗତ ତୁମକୁ ... 🎉🎉🎉 ' ମାନବତା - ମୂଲ୍ୟବୋଧ ' ପ୍ରତି ମୁହୂର୍ତ୍ତରେ ତୁମର ଧ୍ୟେୟ ହେଉ , ଆଜିର ଏହି ପବିତ୍ର ଅବସରରେ ପରମେଶ୍ବରଙ୍କ ନିକଟରେ ଏତକ ପ୍ରାର୍ଥନା ରଖୁଛି ନିଶ୍ଚୟ ... 🙏🙏🙏
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
ଆମ ପ୍ରିୟ ବିମାନ ( ହୋରି ) ତଥା ସମଗ୍ର ଅଞ୍ଚଳରେ ଖ୍ୟାତ - ପ୍ରଭୁ " ଶ୍ରୀ ଗୋପାଳ ମାହାଲ " ଓଁ ନମୋ ଭଗବତେ ବାସୁଦେବାୟ... 🙏🙏🙏
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
almost 2 years ago
Bivas Sankar Das
@BivasSankar
almost 2 years ago
ଗୋଟିଏ ଗୋଟିଏ ଚରିତ୍ରଙ୍କୁ ଭଲଭାବେ ବୁଝି ସାରିବା ପରେ , ମନେ ପଡ଼ି ଯାଆନ୍ତି ବିପ୍ଳବୀ କବି ବାଞ୍ଛାନିଧି - " ଭାଇ , ଏତେ ଦିନ ପରେ ପଡ଼ିଲା ଜଣା ! ରାଜା ନୁହଁନ୍ତି ସେ ବେପାରୀ ଅଟନ୍ତି କୋଇଲି ନୁହଁନ୍ତି କାଠହଣା !! " 🤦🏼🤦🏼🤦🏼
Bivas Sankar Das
@BivasSankar
almost 2 years ago
ସମୟ ଭଲଥିଲେ ସମସ୍ତେ ତୁମକୁ ସଲାମ୍ କରିବେ ନିଶ୍ଚୟ । ଆଉ ଖରାପ ଆସିଗଲେ , ସେହିମାନେ ତୁମକୁ ଶସ୍ତା ଦ୍ରବ୍ୟ ପରି ବଜାରରେ ନିଲାମ କରିବାକୁ ସାମାନ୍ୟ ପଛଘୁଞ୍ଚା ଦେବେନାହିଁ !!!
Bivas Sankar Das
@BivasSankar
almost 2 years ago
ଯଦି ତୁମ ଅଜାଣତରେ କୌଣସି ଅସଦ୍ ଲୋକଙ୍କ ସହ ମିଶି ଯାଇଥିବ , ତେବେ ତା'ର ପ୍ରାୟଶ୍ଚିତ ନିମନ୍ତେ ତୁମକୁ ଢେର ଦିନ ସମୟ ଲାଗିବ ନିଶ୍ଚୟ !!!
Last Seen Users on Sotwe
TsErikalio🏳️⚧️ エリカ
Seen from
South Africa
Nevin
Seen from
Turkey
LOKAL PERCAKAPAN
Seen from
Indonesia
herman
Seen from
Malaysia
جورجينا 😏
Seen from
Netherlands
Mami
Seen from
United States
Nana BBC
sheeeeeeesh
Seen from
Indonesia
AiVNS
Seen from
Vietnam
校霸_原创臻选✨
Seen from
Korea
Trends for you
1
Willie
Under 10K tweets
2
Teamily
Under 10K tweets
3
Microsoft
Under 10K tweets
4
#OlandriaxPandora
Under 10K tweets
5
Kane
Under 10K tweets
6
Hurricane Isaias
Under 10K tweets
7
Anne Carson
Under 10K tweets
8
Jeff Cannonball
Under 10K tweets
9
Chipotle
Under 10K tweets
10
Webb
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫