Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bishnu Prasad Nayak
@bpnayak85
Bhubaneswar, In dia
Joined June 2015
60
Following
5
Followers
1.1K
Posts
bpnayak85
retweeted
State Transport Authority, Odisha
@STAOdisha
26 days ago
ଲାଇନ୍ ନୁହେଁ ଅନଲାଇନ୍: ପରିବହନ ସେବା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପାଇଁ RTO ଆସିବା ଆବଶ୍ୟକତା ନାହିଁ। ଆପଣ ଅତି ସହଜରେ ଅନ୍ଲାଇନ୍ରେ ଏଲଏଲ, ଡିଏଲ କିମ୍ବା ଡିଏଲ ନବୀକରଣ ପାଇଁ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ପାଇଁ ଭିଜିଟ୍ କରନ୍ତୁ: https://t.co/P6Tq1AzCg6
#DigitalIndia
#OnlineDL
#Odisha
#Tranaport
See More
Bishnu Prasad Nayak
@bpnayak85
6 months ago
@Sushant51879137
@SujitSarangi3
Thik Katha
bpnayak85
retweeted
Khabar Odisha
@Khabaraodisha
about 1 year ago
ବାଣୀବିହାର କ୍ୟାମ୍ପସ୍ରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ -ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ -ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ, କାଲି ପୋଲିସ ଉଚ୍ଛେଦ କରିବ -ସୂଚନା ଦେଲେ ଏସିପି ଜୋନ୍-୫ ବିଶ୍ବରଞ୍ଜନ ସେନାପତି
bpnayak85
retweeted
Muktikanta Biswal
@Muktikanta85834
about 1 year ago
@MohanMOdisha
ପୁରୀ ଜିଲ୍ଲା ପାଳ ବିଜେଡି ର ଏଜେଣ୍ଟ। ଶହଶହ କୋଟି DMF ଟଙ୍କା ଲୁଟ କରି ଅନୁଗୋଳ ରୁ ପାଣ୍ଡିଆ କୁ ଦେଇଛି। ସବୁ ଅଫିସର ଯେଉଁ ମାନେ ବିଜେଡି ସମୟ ରେ ଥିଲେ, ସବୁ ହଜାର ହଜାର କୋଟି ର ମାଲିକ୍। ପାଣ୍ଡିଆ ଦ୍ଵାରା ଏବେ ବି ପରିଚାଳିତ। ମୁଖ୍ୟ ମନ୍ତ୍ରୀ ଙ୍କ ବିରୋଧ ରେ କାର୍ଯ୍ୟ କରୁଛନ୍ତି। ଦୃଢ଼ ଦଣ୍ଡ ବିଧାନ କରନ୍ତୁ।
Who to follow
キレネンコ
@mowmow39
成人済♀。ガルパ、あつ森、モンハンが熱い。競馬、ドライブ、映画鑑賞が好きです。
やすな
@mioden7
🤝( ^ω^ )✧₊
Wic
@wiccaos
Bishnu Prasad Nayak
@bpnayak85
about 1 year ago
https://t.co/or1m0XJTFt
bpnayak85
retweeted
Khabar Odisha
@Khabaraodisha
almost 2 years ago
ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ- ମୋହନ -ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ -ପୂର୍ବ ସରକାର ଅଭିଯୋଗ ଶୁଣୁନଥିଲେ,ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ -ଭୁବନେଶ୍ବରରେ ଅଭିଯୋଗ ଶୁଣି ସମସ୍ୟା ସମାଧାନ ବି କରୁଛୁ
#KhabarOdisha
#MOHANMAJHI
bpnayak85
retweeted
Subhadra Live
@subhadralive
about 2 years ago
ଯଦି ଆପଣ ସେପ୍ଟେମ୍ବର ମାସରେ କିଛି ହିଲ୍ ଷ୍ଟେସନ୍ ବୁଲିବାକୁ ଯୋଜନା କରିଥାନ୍ତି ତେବେ ଏହି ସ୍ଥାନକୁ ବାଛନ୍ତୁ ।
#subhadralive
#tourism
#travel
#hillstation
#Uttarakhand
subhadralive's tweet video.
bpnayak85
retweeted
Khabar Odisha
@Khabaraodisha
about 2 years ago
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଥିବା ବେଳେ, ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍।
#KonarkSuryas
#LegendsLeagueCricket
Khabaraodisha's tweet video.
bpnayak85
retweeted
Khabar Odisha
@Khabaraodisha
about 2 years ago
ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ସିପିଙ୍କ ବଡ଼ ଖୁଲାସା - ‘ଏହାକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍ କରିବାକୁ ବ୍ୟବହୃତ’ - ‘ସାଇବର ଫ୍ରଡ୍, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ’ - ‘ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ଜଣାପଡ଼ିନି’ - ‘ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ବାଂଲାଦେଶୀ ନାଗରିକ’ - ‘ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା’ #SimBox #Bhubaneswar
See More
bpnayak85
retweeted
Khabar Odisha
@Khabaraodisha
about 2 years ago
ରାସନକାର୍ଡରେ ପୁଣି ଚାଉଳ ସହ ଗହମ ମିଳିବ କହିଲେ ଯୋଗାଣ ମନ୍ତ୍ରୀ -‘ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି’ -‘କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି’ -ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି- କୃଷ୍ଣଚନ୍ଦ୍ର ପାତ୍ର
bpnayak85
retweeted
Khabar Odisha
@Khabaraodisha
over 2 years ago
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବା ନେଇ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ଘୋଷଣା କରିଛନ୍ତି ଶରତ ପଟ୍ଟନାୟକ
#Congress
#Election
#CongressTicket
#KhabarOdisha
bpnayak85
retweeted
Khabar Odisha
@Khabaraodisha
over 2 years ago
#KhabarOdisha
#Saraswatipuja
Khabaraodisha's tweet video.
bpnayak85
retweeted
Khabar Odisha
@Khabaraodisha
over 2 years ago
ବୁଧବାର ପଶ୍ଚିମା ଝଡ଼ ପାଇଁ ୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି - ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଅନୁଭୂତ ହେବା ସହ ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି
#KhabarOdisha
#WeatherUpdate
bpnayak85
retweeted
Khabar Odisha
@Khabaraodisha
over 2 years ago
ଜ୍ଞାନବ୍ୟାପୀରେ ପୂଜା କଲେ ଯୋଗୀ ଆଦିତ୍ୟନାଥ
#KhabarOdisha
#Gyanvapi
https://t.co/8it3J0sRsS
bpnayak85
retweeted
Khabar Odisha
@Khabaraodisha
over 2 years ago
ପୁଣି ଯୌତୁକ ପାଇଁ ନବବଧୂଙ୍କୁ ନିର୍ଯାତନା
#KhabarOdisha
#Crime
#Balasore
https://t.co/t1v8qAd8ac
bpnayak85
retweeted
Khabar Odisha
@Khabaraodisha
over 2 years ago
ଆଜି ମା' ବିରଜାଙ୍କ ସ୍ଵନକ୍ଷତ୍ର ଦିବସ
#KhabarOdisha
#Biraja
#Jajpur
https://t.co/Zi3cVecN0Q
bpnayak85
retweeted
Khabar Odisha
@Khabaraodisha
over 2 years ago
ହ୍ୱାଟସ ଆପରେ ସୋରେନଙ୍କ କଳା ସମ୍ପତ୍ତିର ତାଲିକା
#KhabarOdisha
#HemantSoren
https://t.co/LDYALyZ3lD
bpnayak85
retweeted
Khabar Odisha
@Khabaraodisha
over 2 years ago
ଭିଜିଲାନ୍ସର ପଞ୍ଝାରେ ତହସିଲ ଅମିନ
#KhabarOdisha
#vigilanceraid
#bolangir
https://t.co/B5fr2SzPmP
bpnayak85
retweeted
Khabar Odisha
@Khabaraodisha
over 2 years ago
ଆଜି ଆସିବ ପାକିସ୍ତାନ ନିର୍ବାଚନର ଚୂଡାନ୍ତ ଫଳାଫଳ - ଗତ ଫେବୃଆରୀ ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇ ଥିବା ବେଳେ ବ୍ୟାପକ ହିଂସା ଘଟଣା ମଧ୍ୟରେ ପାକିସ୍ତାନରେ ସରିଛି ମତଦାନ ପ୍ରକ୍ରିୟା।
#KhabarOdisha
#Election2024pakistan
bpnayak85
retweeted
Khabar Odisha
@Khabaraodisha
over 2 years ago
ଗହଣା ଦୋକାନ ଆଗରେ କଳାପାଲ ଟାଣି ସଟର ତାଡ଼ି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ - ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ - ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି
#KhabarOdisha
#Crime
#Bhadrak
Last Seen Users on Sotwe
Aurelyee
Seen from
France
Jilbabsekitar
Seen from
France
JANU CROSSY (CD)
Seen from
India
asma
Seen from
Saudi Arabia
Erotic
Seen from
Thailand
Burçin VERİZON
mojitoboy83
Seen from
Germany
Can
Seen from
Turkey
hola
Seen from
Puerto Rico
Top AV
Seen from
Germany
Trends for you
1
Mateer
Under 10K tweets
2
Michigan
Under 10K tweets
3
Dante Moore
Under 10K tweets
4
#GoBlue
Under 10K tweets
5
Kentucky
Under 10K tweets
6
#NocheUFC
Under 10K tweets
7
Purdue
Under 10K tweets
8
StarCraft
Under 10K tweets
9
Dario
Under 10K tweets
10
Dan Lanning
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.2M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.2M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫