Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Biswajit Sahoo
@bs0026635
Joined February 2025
8
Following
2
Followers
125
Posts
bs0026635
retweeted
ojta_2023
@ojta2023
4 days ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
bs0026635
retweeted
ojta_2023
@ojta2023
5 months ago
ଐତିହାସିକ ନିଷ୍ପତି ପାଇଁ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ
@CMO_Odisha
@MohanMOdisha
।ଏ ନିଷ୍ପତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ସଂଜୀବନି ସଦୃଶ କାମକରିବ।ପ୍ରାଥମିକ ଶିକ୍ଷା କୁ ଉନ୍ନତ କରିବା ପାଇଁ ଆମେମାନେ ବଦ୍ଧପରିକର।ବହୁତ ବହୁତ ଧନ୍ୟବାଦ
@NityanandaBJP
ପ୍ରାଥମିକ ଶିକ୍ଷାକୁ ଏକ ନୂତନ ଦିଗ ଦେଇଥିବାରୁ।
See More
bs0026635
retweeted
ojta_2023
@ojta2023
5 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ ?
@MohanMOdisha
@NityanandaBJP
@SMEOdisha
See More
bs0026635
retweeted
ojta_2023
@ojta2023
5 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
bs0026635
retweeted
ojta_2023
@ojta2023
5 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
Biswajit Sahoo
@bs0026635
6 months ago
@SatapathyLipun
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
ଆଜ୍ଞା ଆମେ ତୃତୀୟ ଶ୍ରେଣୀ ରେ ଗୋଟେ ପାଠ ପଢ଼ୁଚେ " କହିବା ଆଗରୁ କରିବା " କିନ୍ତୁ ଏଠି ପୁରା ଅଲଗା ! ଖାଲି କହି ଚାଲିଲେ କିନ୍ତୁ ଏବେ ଯାଏଁ କରିଲେ ନାହି ! ୬ ମାସ ବିତିଗଲା ଘୋଷଣା ହେଇ କିନ୍ତୁ ସରକାରୀ ନିର୍ଦ୍ଦେଶନାମା ଆସିଲା ନାହି 🥲 ଆଉ କେବେ ଆସିବ GO !
#Publish_Regular_Order_Of_JTS
#କଥା_ଦେଇ_କଥା_ରଖ_ଲୋକଙ୍କ_ସରକାର୍
See More
Biswajit Sahoo
@bs0026635
6 months ago
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
We want #G#O( government order )
bs0026635
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
bs0026635
retweeted
BCCI
@BCCI
7 months ago
💯 A KaLm and gritty century by
@klrahul
here in Rajkot off just 87 deliveries. His 8th in ODIs 👏👏
#TeamIndia
#INDvNZ
#2ndODI
@IDFCfirstbank
bs0026635
retweeted
ojta_2023
@ojta2023
7 months ago
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ?
@CMO_Odisha
@dpradhanbjp
@NityanandaBJP
@SMEOdisha
@SamalManmohan7
bs0026635
retweeted
CMO Odisha
@CMO_Odisha
8 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ପ୍ରସ୍ତୁତ ଏହି ବଜେଟରେ ଆଞ୍ଚଳିକ ସମାନତା, ସୁସ୍ଥ ଓଡ଼ିଶା, ଅନ୍ନଦାତାଙ୍କ ସୁରକ୍ଷା, ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। #ବିକଶିତଓଡ଼ିଶା
See More
bs0026635
retweeted
ojta_2023
@ojta2023
8 months ago
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdisha
@CMO_Odisha
@dpradhanbjp
@NityanandaBJP
@SMEOdisha
@SecyChief
See More
bs0026635
retweeted
CMO Odisha
@CMO_Odisha
9 months ago
ତାମିଲନାଡୁର କୋଏମ୍ବାଟୁର୍ ଠାରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଓଡ଼ିଶାର ୩୪ ଲକ୍ଷ ୧୨ ହଜାରରୁ ଊର୍ଦ୍ଧ୍ବ କୃଷକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
See More
bs0026635
retweeted
CMO Odisha
@CMO_Odisha
9 months ago
ଧରତି ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ରାଉରକେଲାଠାରେ ଆୟୋଜିତ 'ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ' କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।
bs0026635
retweeted
Namita Sankhua
@sankhua_namita
9 months ago
@ojta_2023
@CMO_Odisha
@dpradhanbjp
@SMEOdisha
@MohanMOdisha
@NityanandaBJP
https://t.co/ZB9JNqabkI
Biswajit Sahoo
@bs0026635
10 months ago
@ojta_2023
@CMO_Odisha
@NityanandaBJP
@MohanMOdisha
#Publish_Order_Of_Regularisation_of_JTS
Biswajit Sahoo
@bs0026635
10 months ago
@ojta_2023
@CMO_Odisha
@NityanandaBJP
@MohanMOdisha
ସରକାରଙ୍କ ଯୋଜନା ଭିତ୍ତିକ ଭଳି କଳାପ୍ରଥା ଉଚ୍ଛେଦ ପଦକ୍ଷେପ ସ୍ବାଗତ ଯୋଗ୍ୟ କିନ୍ତୁ ଯେପର୍ଯ୍ୟନ୍ତ ଏହି ଐତିହାସିକ ନିଷ୍ପତି ଲିଖିତ ଭାବରେ ସରକାରୀ ମୋହର ବାଜି ପାରିତ ହେଇନି ସେତେଦିନ ଯାଏଁ ଏ ନିଷ୍ପତି ଭିତ୍ତିହୀନ । ଏଣୁ ସରକାରଙ୍କୁ ଅନୁରୋଧ ଡେରି ନକରି ଏହି ଐତିହାସିକ ପଦକ୍ଷେପକୁ ସରକାରୀ ମୋହର ବଜେଇ ଲିଖିତ ଆକାରରେ ପ୍ରକାଶ କରନ୍ତୁ ।
See More
Biswajit Sahoo
@bs0026635
10 months ago
@SatapathyLipun
@ojta_2023
@CMO_Odisha
@NityanandaBJP
@MohanMOdisha
ସରକାରଙ୍କ ଯୋଜନା ଭିତ୍ତିକ ଭଳି କଳାପ୍ରଥା ଉଚ୍ଛେଦ ପଦକ୍ଷେପ ସ୍ବାଗତ ଯୋଗ୍ୟ କିନ୍ତୁ ଯେପର୍ଯ୍ୟନ୍ତ ଏହି ଐତିହାସିକ ନିଷ୍ପତି ଲିଖିତ ଭାବରେ ସରକାରୀ ମୋହର ବାଜି ପାରିତ ହେଇନି ସେତେଦିନ ଯାଏଁ ଏ ନିଷ୍ପତି ଭିତ୍ତିହୀନ । ଏଣୁ ସରକାରଙ୍କୁ ଅନୁରୋଧ ଡେରି ନକରି ଏହି ଐତିହାସିକ ପଦକ୍ଷେପକୁ ସରକାରୀ ମୋହର ବଜେଇ ଲିଖିତ ଆକାରରେ ପ୍ରକାଶ କରନ୍ତୁ ।
See More
bs0026635
retweeted
Lipun Satapathy
@SatapathyLipun
10 months ago
@ojta_2023
@CMO_Odisha
@NityanandaBJP
@MohanMOdisha
ସରକାରଙ୍କ ଯୋଜନା ଭିତ୍ତିକ ଭଳି କଳାପ୍ରଥା ଉଚ୍ଛେଦ ପଦକ୍ଷେପ ସ୍ବାଗତ ଯୋଗ୍ୟ କିନ୍ତୁ ଯେପର୍ଯ୍ୟନ୍ତ ଏହି ଐତିହାସିକ ନିଷ୍ପତି ଲିଖିତ ଭାବରେ ସରକାରୀ ମୋହର ବାଜି ପାରିତ ହେଇନି ସେତେଦିନ ଯାଏଁ ଏ ନିଷ୍ପତି ଭିତ୍ତିହୀନ । ଏଣୁ ସରକାରଙ୍କୁ ଅନୁରୋଧ ଡେରି ନକରି ଏହି ଐତିହାସିକ ପଦକ୍ଷେପକୁ ସରକାରୀ ମୋହର ବଜେଇ ଲିଖିତ ଆକାରରେ ପ୍ରକାଶ କରନ୍ତୁ ।
See More
Last Seen Users on Sotwe
아아
Seen from
Korea
Fiolet
Seen from
Indonesia
samyong
Seen from
Indonesia
عاشق الليل
Seen from
Egypt
น้องดาว
Seen from
Thailand
Pasutri swinger
Seen from
Indonesia
𝙩𝙝𝙧𝙤𝙖𝙩 𝙖𝙧𝙩 ⛧
Seen from
Turkey
Can
Seen from
Turkey
turky & beauty
Seen from
Turkey
BUDAK MELAYU 🇲🇾
Seen from
Malaysia
Trends for you
1
Enes
Under 10K tweets
2
Mackinac Island
Under 10K tweets
3
Cassidy
Under 10K tweets
4
Justice Smith
Under 10K tweets
5
Sophia
Under 10K tweets
6
#FursuitFriday
Under 10K tweets
7
#DMDinUSAxTMKTTP
Under 10K tweets
8
Lisa Cook
Under 10K tweets
9
#RepublicansCutMedicare
Under 10K tweets
10
Lala
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫