Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bishnu Sethi
@bsethibjp
In the memory of Late Bishnu Sethi
Bhadrak, India
Joined October 2016
0
Following
6.3K
Followers
1.9K
Posts
Bishnu Sethi
@bsethibjp
almost 4 years ago
୧୯୪୭ ମସିହାର ଆଜିର ତାରିଖରେ ଭାରତର ଶତାବ୍ଦୀ ପୁରୁଣା ସଂସ୍କୃତିକୁ କିଛି ଲୋକ କାଗଜ ଉପରେ ଗାରଟିଏ ଟାଣି ଦେଇ ବାଣ୍ଟିଦେଲେ ଏବଂ ଦେଶକୁ ରକ୍ତରଞ୍ଜିତ କରିଦେଲେ । ପଞ୍ଜାବ ଭାଗ ହେଲା, ସିନ୍ଧୁ ପ୍ରଦେଶ ଉଜୁଡିଲା ଢାକା ହେଲା ଅଶାନ୍ତ! କାଲିଯାଏଁ ଯାହା ଥିଲା ଅଗଣା ଆମର କିଏ ସେଠି ନୂଆ ସୀମା ତିଆରି କଲା ?
#विभाजन_विभीषिका
bsethibjp
retweeted
Amit Shah
@AmitShah
almost 4 years ago
ଭୁବନେଶ୍ୱରରେ ପହଞ୍ଚିଲି l ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ।
Bishnu Sethi
@bsethibjp
almost 4 years ago
#HarGharTiranga
#AmritMahotsav
Bishnu Sethi
@bsethibjp
almost 4 years ago
.
@Naveen_Odisha
, ଆପଣଙ୍କ ମନ ଭିତରେ ସତରେ ଭଉଣୀ ପାଇଁ ସ୍ନେହ ଓ ଶ୍ରଦ୍ଧା କିଛି ଅଛି ; ନା ଖାଲି ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରାଜନୀତି କରୁଛନ୍ତି ?
Who to follow
Pradipta Kumar Naik
@pradiptanaikbjp
Former Minister & Leader of Opposition Odisha & Former MLA Bhawanipatna https://t.co/Ul7VE2Vgyu
Anushree Mohanty
@Anu_mohanty79
social worker
Lalitendu Bidyadhar Mohapatra
@LalitenduBJP
EX-MLA, Brahmagiri. Descendant of Freedom Fighter Baxi Jagabandhu. Ex Ranji Player/Coach . Inspired by #NewOdisha vision of @DPradhanBJP.
Bishnu Sethi
@bsethibjp
almost 4 years ago
କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କଲେ । ସଂସଦରୁ ବିଧାନସଭା ଓ ରାସ୍ତାରେ ପ୍ରବଳ ପ୍ରତିବାଦ ହେଲା । ଆମେ ବିଜେପି ସଦସ୍ୟମାନେ କଂଗ୍ରେସ ନେତାଙ୍କ ମନ୍ତବ୍ୟର ଦୃଢ଼ ପ୍ରତିବାଦ କଲୁ ।
Bishnu Sethi
@bsethibjp
almost 4 years ago
ଇଏ ତ ରାଷ୍ଟ୍ରପତି ହେବା ପରର କଥା । ରାଷ୍ଟ୍ରପତି ନିର୍ବାଚନ ହେବା ପୂର୍ବରୁ ଝାଡ଼ଖଣ୍ଡର କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନଜନକ ଶବ୍ଦ କହିଥିଲେ । ସେତେବେଳେ ମଧ୍ୟ ଆମ ସଦସ୍ୟମାନେ ବିଧାନସଭାରେ ଓ ରାଜରାସ୍ତାରେ ଏହାର ବିରୋଧ କରିଥିଲୁ । ସେତେବେଳେ ବି ଆପଣ ନୀରବ !
Bishnu Sethi
@bsethibjp
about 5 years ago
ରତନ ବେଦିରେ ନୀଳାଚଳ ଧାମେ ପ୍ରଭୁ ତୁମେ ବସି ଅଛ। ଦୁନିଆରେ ଯେବେ ଯାହା ଘଟୁ ଅଛି ସବୁ ତୁମେ ଜାଣୁ ଅଛ। କରୁଣାମୟ ପ୍ରଭୁ ହେ ଦୟାଳୁ ଠାକୁର ଜଗତକୁ ସବୁ ବିପଦରୁ ରକ୍ଷା କର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ।
@BJP4Odisha
@BJP4India
Bishnu Sethi
@bsethibjp
about 5 years ago
ଭାରତୀୟ ଜନସଂଘର ସଂସ୍ଥାପକ, ମହାନ ଶିକ୍ଷାବିତ୍ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ..
@BJP4India
@BJP4India
Bishnu Sethi
@bsethibjp
about 5 years ago
ବିଶ୍ୱର ସର୍ବବୃହତ ମୋଦି ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟରେ ଜନ ସାଧାରଣ ପାଇଁ "ମାଗଣା ଟିକାକରଣ ଅଭିଯାନ " ଆରମ୍ଭ ହୋଇଥିବା ବେଳେ ଆଜି ଧାମନଗର NACରେ ୧୮ ରୁ ୪୫ ବର୍ଷ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲି।
#FreeVaccination4All
#OneNationOneVaccination
#COVID19
@BJP4Odisha
Bishnu Sethi
@bsethibjp
about 5 years ago
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ମଠକୁ ଯାଇ ମାସ୍କ, ସାନିଟାଇଜର,ଅକ୍ସିମିଟର, ଇଂଫ୍ରାରେଡ଼ ଥର୍ମୋମିଟର ଓ ଶୁଖିଲା ଖାଦ୍ୟ ବଣ୍ଟନ କଲି।
@BJP4Odisha
Bishnu Sethi
@bsethibjp
about 5 years ago
ଆଜି ୨୧ ଜୁନ ୭ମ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଯୋଗ ଦ୍ଵାରା ମଣିଷ ସୁସ୍ଥ ଓ ଆରୋଗ୍ୟ ରହିଥାଏ, ସେଥିପାଇଁ ସମସ୍ତଙ୍କୁ ନିୟମିତ ଯୋଗ କରିବାର ଆବଶ୍ୟକତା ଅଛି l ଘରେ ରୁହନ୍ତୁ ,ଯୋଗ କରନ୍ତୁ ,ସୁସ୍ଥ ରୁହନ୍ତୁ ।
#InternationalDayofYoga
Bishnu Sethi
@bsethibjp
about 5 years ago
ଆମ ଦଳର ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ଅକାଳ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।ସେ ଜଣେ ଉଦାର, ମେଳାପି ଏବଂ ନିଃସ୍ବାର୍ଥପର ବ୍ଯକ୍ତି ଥିଲେ।ସୁବାଷ ଭାଇଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି।ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦ୍ଗତି କାମନା କରୁଛି।
See More
Bishnu Sethi
@bsethibjp
about 5 years ago
ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ, ପୁଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକରେ ମୁଁ ମର୍ମାହତ। ଦିବଙ୍ଗତ ଆତ୍ମାର ସଦଗତି ହେଉ। ଓଁ ଶାନ୍ତି।
Bishnu Sethi
@bsethibjp
about 5 years ago
Deeply saddened to hear about the demise of legendary athlete, the Flying Sikh Shri
#MilkhaSingh
Ji . May his soul rest in peace. My condolences to his family and friends in this hour of grief.
Bishnu Sethi
@bsethibjp
about 5 years ago
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡିପଦା ପଞ୍ଚାୟତରେ ବୈତରଣୀ ନଦୀବନ୍ଧ ମଲ୍ଲିମାହାରା ଏସ୍କେପ ପୁନଃଉଦ୍ଧାର କାର୍ଯ୍ୟ ସ୍ଥଳକୁ ଯାଇ ପରିଦର୍ଶନ ଓ ତଦାରଖ କଲି।
@BJP4Odisha
Bishnu Sethi
@bsethibjp
about 5 years ago
ମହାନ ବିରଙ୍ଗନା ଝାଂସି ରାଣୀ ଲଷ୍ମୀବାଈଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ।
@BJP4Odisha
Bishnu Sethi
@bsethibjp
about 5 years ago
ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ବା ସମ୍ମାନ ଜଣାଇବାର ପ୍ରତୀକ ରୂପେ ରଜପର୍ବ ହେଉଛି ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ତଥା ଗୌରବମୟ ପରମ୍ପରା । ପବିତ୍ର
#ରଜପର୍ବ
ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
#StayHomeStaySafe
😷
#happyraja
Bishnu Sethi
@bsethibjp
about 5 years ago
ମୋଦୀ ସରକାର ଗରିବଙ୍କ ପାଇଁ ପକ୍କା ଘର ଉପଲବ୍ଧ କରାଉଛନ୍ତି। ◾ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ୩.୬୧ ଲକ୍ଷ ନୂଆ ଘରକୁ ମଞ୍ଜୁରୀ ମିଳିଛି। ◾ ସମୁଦାୟ ୧୧୨.୪ ଲକ୍ଷ ଘରକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୭.୩୫ ଲକ୍ଷ କୋଟି ଟଙ୍କା ସମୁଦାୟ ନିବେଶ କରାଯାଇଛି।
@BJP4Odisha
Bishnu Sethi
@bsethibjp
about 5 years ago
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି।
Last Seen Users on Sotwe
Amar 😋🍑
Seen from
Oman
Queenss
Seen from
Netherlands
Wiccan
Seen from
India
pablomarin
Seen from
Brazil
nurse rogue (top 1.8%)
Seen from
Turkey
BU ERTE
Seen from
France
Ella
Seen from
Thailand
QaTaRi LoveLy Boy..
Seen from
Pakistan
Abang kampung
Seen from
Singapore
horny asian
Seen from
Indonesia
Trends for you
1
Arrowhead
Under 10K tweets
2
Olandria
Under 10K tweets
3
Brunson
Under 10K tweets
4
Wemby
Under 10K tweets
5
Nolan Wells
Under 10K tweets
6
Conker
Under 10K tweets
7
Clayface
Under 10K tweets
8
Crimson Skies
Under 10K tweets
9
Jon Sumrall
Under 10K tweets
10
NBA 2K27
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.3M followers
11
Lady Gaga
@ladygaga
73.8M followers
12
Virat Kohli
@imvkohli
71M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.9M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.5M followers
20
X
@x
60.8M followers
Olivia
Online
✨
⭐
💫