Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
ମାନବ ସେବା ହିଁ ମାଧବ ସେବା, ସେବା ହିଁ ଆମର ଲକ୍ଷ୍ୟ
Bidyadharpur,Chhatia,754082
Joined September 2022
140
Following
48
Followers
590
Posts
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
1 day ago
·
Chhatia
ଆଜିର ପବିତ୍ର ରାଖୀ ବନ୍ଧନ ଅବସରରେ ସମସ୍ତ ଭାଇ-ଭଉଣୀଙ୍କୁ ଆମ ସଙ୍ଗଠନ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🙏 ରାଖୀ କେବଳ ଏକ ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ, ବିଶ୍ୱାସ, ମମତା ଓ ସୁରକ୍ଷାର ପବିତ୍ର ବନ୍ଧନ
#ରାଖୀପୂର୍ଣ୍ଣିମା
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ନୀଳାଚଳରୁ ଗୁଣ୍ଡିଚା,ପୁଣି ଗୁଣ୍ଡିଚାରୁ ନୀଳାଚଳ-ଏ କେବଳ ରଥର ପ୍ରତ୍ୟାବର୍ତ୍ତନ ନୁହେଁ,ହେଉଛି ଭକ୍ତି,ପ୍ରେମ ଓ ପରମ କରୁଣାର ଚିରନ୍ତନ ଯାତ୍ରା ମହାପ୍ରଭୁଙ୍କ ବାହୁଡ଼ା ଦର୍ଶନରେ ପ୍ରତ୍ୟେକ ହୃଦୟ ଭକ୍ତିରେ ଆଲୋକିତ ହେଉ,ପ��ରତ୍ୟେକ ଘରେ ସୁଖ,ଶାନ୍ତି ଓ ଐଶ୍ୱର୍ଯ୍ୟର ଦୀପ ଜଳୁ ପବିତ୍ର
#ବାହୁଡ଼ାଯାତ୍ର
ା ର ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ!
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାର ଏକ ଅନନ୍ୟ ପର୍ବ
#ହେରାପଞ୍ଚମୀ
ଆମ ସମୃଦ୍ଧ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଜୀବନ୍ତ ପ୍ରତୀକ। ଏହି ପବିତ୍ର ଅବସରରେ ମା' ମହାଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି, ସମୃଦ୍ଧି,ସୁ���୍ଥତା ଓ ମଙ୍ଗଳ ଆଣୁ ବୋଲି ଆମର ପ୍ରାର୍ଥନା ଜୟ ଜଗନ୍ନାଥ।
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ଜୟ ଜଗନ୍ନାଥ ଆଜି ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଗୁଣ୍ଡିଚା ମନ୍ଦିର ଗମନ ସମଗ୍ର ସୃଷ୍ଟିକୁ ଭକ୍ତି, ପ୍ରେମ ଓ ସମର୍ପଣର ବାର୍ତ୍ତା ପ୍ରଦାନ କରେ। ମହାପ୍ରଭୁଙ୍କ ��ହି ଦିବ୍ୟ ଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଆଣୁ 🙏
#ଶ୍ରୀଗୁଣ୍ଡିଚାଯାତ୍ର
ା
See More
Who to follow
CHC KHAPRAKHOL
@MOIC_Khaprakhol
Superintendent CHC khaprakhol (Bolangir),
DEBASIS MAHAKUD
@Debasishmahak17
Backup account of M. Nageswara Rao IPS (Retired)
@MNR_IPS
Backup account of @MNageswarRaoIPS. #EqualRightsForHindus & #RSS_Mukt_Bharat. Follow me here too! सत्यमेव जयते
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 2 months ago
ଆମ୍ଭ ସଙ୍ଗଠନ ପରିବାରର ସମ୍ମାନିତ ସଦସ୍ୟା ଓ ତାଙ୍କ ସହଧର୍ମୀଙ୍କୁ ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ ଆପଣମାନଙ୍କ ଦାମ୍ପତ୍ୟ ଜୀବନ ସଦା ପ୍ରେମ,ବିଶ୍ୱାସ,ସୁଖ,ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ରହୁ।🙏 ଜୀବନର ପ୍ରତ୍ୟେକ ପଦକ୍ଷେପ ଆନନ୍ଦମୟ ହେଉ। ଶୁଭ ବିବାହ ବାର୍ଷିକୀ!
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ଆଜି ପବିତ୍ର ସ୍ନାନ ଯାତ୍ରାରେ ୧୦୮ କଳସ ପବିତ୍ର ଜଳରେ ମହାପ୍ରଭୁଙ୍କ ଦିବ୍ୟ ମହାସ୍ନାନ, ଯାହା ଆମକୁ ସ୍ମରଣ କରାଏ— ଭକ୍ତି, ସମର୍ପଣ ଓ ମାନବତା ହିଁ ��ୀବନର ସର୍ବୋଚ୍ଚ ସତ୍ୟ। 🙏🌸
#DebasnanaPurnim
a
#SnanaPurnim
a
#ଜୟଜଗନ୍ନା
ଥ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ଶରୀରର ଶକ୍ତି, ମନର ଶାନ୍ତି ଓ ଆତ୍ମାର ପବିତ୍ରତାର ପଥ ହେଉଛି ଯୋଗ। ଆସନ୍ତୁ, ଯୋଗକ�� ଅଭ୍ୟାସ ନୁହେଁ, ଜୀବନଶୈଳୀ କରିବା।🧘♂️🙏
#InternationalYogaDa
y
#YogaForOneEarthOneHealt
h
#YogaDay202
6
#ଯୋଗ_ଦିବ
ସ
#YogaForLif
e
#ଛତିଆ_ସମାଜସେବୀ_ସଙ୍ଗଠ
ନ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ତିନି ଦିନର ଆନନ୍ଦ, ଉତ୍ସାହ ଓ ପରମ୍ପରାର ମହାପର୍ବ ରଜ ଆଜି ଶେଷ ହେଉଛି। ଏହି ପବିତ୍ର ପର୍ବ ଆମ ସଂସ୍କୃତି, ନାରୀ ସମ୍ମାନ ଓ ପ୍ରକୃତି ପ୍ରତି ଶ୍ରଦ୍ଧାର ବାର୍ତ୍ତା ଦେଇଥାଏ। ସମସ୍ତଙ୍କୁ ଶୁଭ ରଜର ଅନେକ ଅନେକ ଶୁଭେଚ୍ଛା। 🌿🙏
#ରଜପର୍ବ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
3 months ago
#ରଜପର୍ବ
#ସେବକ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
3 months ago
ଦୋଳିର ମଧୁର ଦୋଳନ, ପୋଡ଼ପିଠାର ସୁଗନ୍ଧ ଓ ସ୍ନେହ-ସମ୍ପର୍କର ଉଷ୍ମତାରେ ଭରିଉଠୁ ପ୍ରତ୍ୟେକ ଘର ଓ ହୃଦୟ। ଛତିଆ ସମାଜସେବୀ ସଙ୍ଗଠନ ତରଫରୁ ପବିତ୍ର ପହିଲି ରଜ ଅବସରରେ ହାର୍ଦ୍ଦିକ ଅ��ିନନ୍ଦନ। ଆସନ୍ତୁ ରଜ ପର୍ବର ଏହି ଶୁଭ ଅବସରରେ ବୃଦ୍ଧଜନଙ୍କ ସମ୍ମାନ, ମାନବ ସେବା ଓ ପରସ୍ପର ପ୍ରେମର ବାର୍ତ୍ତାକୁ ସମାଜର ପ୍ରତ୍ୟେକ କୋଣକୁ ପହଞ୍ଚାଇବା।
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
3 months ago
ରଜ ଦୋଳିର ଝୁଲା, ପୋଡ଼ପିଠାର ମିଠା ସ୍ୱାଦ ଓ ଓଡ଼ିଶାର ଲୋକପରମ୍ପରାର ଅନନ୍ୟ ପରିଚୟ ହେଉଛି ରଜ ପର୍ବ। ଓଡ଼ିଆ ପରମ୍ପରା, ସଂସ୍କୃତି ଓ ମାଟିର ମହକକୁ ନେଇ ଆସିଛି ଏହି ପବିତ୍ର ପର୍ବ। ଛତିଆ ସମାଜସେବୀ ସଙ୍ଗଠନ ପରିବାର ��କ୍ଷରୁ ପବିତ୍ର ପହିଲି ରଜ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
#ପହିଲିର
ଜ
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
4 months ago
ଶ୍ରମିକଙ୍କ ଘାମରେ ଗଢ଼ିଥାଏ ଦେଶର ଭବିଷ୍ୟତ, ଶ୍ରମର ସମ୍ମାନ, ଶ୍ରମିକଙ୍କ ପ୍ରତି କୃତଜ୍ଞତା ଆଜିର ଦିନଟି ହେଉଛି ସେମାନଙ୍କ ପାଇଁ—ଯେମାନେ ନିଜର ପରିଶ୍ରମରେ ସମାଜକୁ ଆଗକୁ ବଢ଼ାନ୍ତି ଶ୍ରମିକଙ୍କ ଶକ୍ତି, ଦେଶର ଶକ୍ତି🙏 ଶ୍ରମିକଙ୍କ ପରିଶ୍ରମକୁ ସମ୍ମାନ, ସମାଜର ପ୍ରଗତିରେ ସେମାନଙ୍କୁ ଅଭିନନ୍ଦନ
#LabourDay
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ନୂତନ ସୂର୍ଯ୍ୟୋଦୟର ସୁବର୍ଣ୍ଣ କିରଣ, ନେଇ ଆସୁ ଆଶାର ନୂଆ ସ୍ୱପ୍ନର ଅରୁଣୋଦୟ ମହା ବିଷୁବର ପବିତ୍ର ପର୍ବରେ, ଜୀବନ ହେଉ ସୁଖ-ଶାନ୍ତିର ନିରନ୍ତର ଅବିରାମ ଧାରା। ବୈଶାଖ ପ୍ରଭାତର ଶୀତଳ ପବନେ, ପଣାର ମଧୁର ସ୍ପର୍ଶ ଭରୁ ମନର ଆକାଶ ଭକ୍ତିର ଅମୃତ ଧାରା ବହୁଥାଉ ନିତ୍ୟ, ଶାନ୍ତିର ସୁଗନ୍ଧ ରହୁ ଜୀବନର ପ୍ରତ୍ୟେକ ଶ୍ୱାସ।
#ପଣାସଂକ୍ରାନ୍ତି
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ମାନବତାର ଶିତଳ ପ୍ରତିଛାୟା 🙏 ବିଗତ ୪ ଦିନ ଧରି ଆମ ସଙ୍ଗଠନ ପରିବାର ତରଫରୁ ଛତିଆ ଅଞ୍ଚଳରେ ନିରନ୍ତର ଚାଲିଛି ପିପାସୁଙ୍କୁ ଜଳ ଦେବା, ପଥିକଙ୍କୁ ସନ୍ତ୍ୱନା ଦେବା ଏହା କେବଳ ଏକ ପ୍ରୟା��� ନୁହେଁ, ମାନବତାର ପବିତ୍ର ସନ୍ଦେଶର ଜୀବନ୍ତ ଉଦାହରଣ। “ଜଳ ଦେବା ହେଉଛି ଜୀବନ ଦେବା” “ସେବାରେ ଧର୍ମ, ଜଳରେ ମାନବତା
” #ଜଳଛତ
୍ର
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ସେବା ହିଁ ଧର୍ମ, ଜଳ ହିଁ ଜୀବନ ପିପ��ସୁଙ୍କୁ ଜଳ ଦେବା,ସବୁଠୁ ବଡ଼ ପୁଣ୍ୟ ପଥିକମାନଙ୍କ ପାଇଁ ଏହା ହେଉ ଏକ ଶିତଳ ସନ୍ତ୍ୱନା, ମାନବତାର ଏକ ସୁନ୍ଦର ପ୍ରତିବିମ୍ବ ଏହି ଉଦ୍ଦେଶ୍ୟରେ ଆଜି ସକାଳ ୮ ଘଟିକାରେ ଛତିଆ ଅଞ୍ଚଳରେ ଆମ ସଙ୍ଗଠନ ତରଫରୁ ଜଳଛତ୍ର ଖୋଲାଗଲା। ଛୋଟ ପ୍ରୟାସ, କିନ୍ତୁ ମାନବତା ପାଇଁ ବଡ଼ ସନ୍ଦେଶ।
#ଜଳଛତ୍
ର
#ସମାଜସେବ
ା
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ନିଜ ପାଇଁ ତ ସମସ୍ତେ ବଞ୍ଚନ୍ତି, କିନ୍��ୁ ଅନ୍ୟ ପାଇଁ ବଞ୍ଚିବା ହିଁ ପ୍ରକୃତ ଜୀବନ। ଆସନ୍ତୁ ସମସ୍ତେ ମିଶି ସମାଜର ସେବା କରିବା ଏବଂ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବା। 🙏 👉 "ସମାଜ ସେବା ଆମର ବ୍ରତ, ଉନ୍ନତି ହେଉ ଆମର ପଥ। " ସୌଜନ୍ୟ: ଛତିଆ ସମାଜସେବୀ ସଙ୍ଗଠନ
#SocialServic
e
#Odish
a
#ServeHumanit
y
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ମୋ ମାଟି ମୋର ଗର୍ବ,ମୋ ଭାଷା ମୋ�� ଆତ୍ମା ଜୟ ଜଗନ୍ନାଥ 🚩 ବୀରତା, ସଂସ୍କୃତି ଓ ପରମ୍ପରାର ଅଭିମାନ — ମୋର ଓଡ଼ିଶା ଉତ୍କଳ ଭୂମି ଆମର ଗର୍ବ ଓ ପରିଚୟ ଏପ୍ରିଲ ୧ — ଓଡ଼ିଶାର ଗୌରବମୟ ଦିନ 🇮🇳 ଆସନ୍ତୁ ଆମେ ସମସ୍ତେ ମିଶି ଆମର ସଂସ୍କୃତିକୁ ଆଉ ଉଚ୍ଚ କରିବା
#ଉତ୍କଳଦିବ
ସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା 💐
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ 🙏 ଧର୍ମ,ସତ୍ୟ ଓ ନ୍ୟାୟର ପ୍ରତୀକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥିରେ ସମସ୍ତଙ୍କୁ ଶୁଭେଚ୍ଛା ତାଙ୍କ ଆଦର୍ଶ ଆମ ଜୀବନକୁ ସଦା ପ୍ରେରିତ କରୁ ଶ୍ରୀରାମଙ୍କ ଆଦର୍ଶ ଓ ଶିକ୍ଷା ଆମକୁ ସତ୍ୟ ଓ ନ୍ୟାୟର ପଥରେ ଆଗେଇ ନେଇଯାଏ ଶ୍ରୀ ରାମ ନବମୀର ଅନେକ ଶୁଭେଚ୍ଛା🙏
#RamNavami
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ପଖାଳ ଦିବସର ଅନେକ ଶୁଭେଚ୍ଛା 🙏 ପଖାଳ ମାନେ କେବଳ ଖାଦ୍ୟ ନୁହେଁ, ଏହା ଆମ ସଂସ୍କୃତି ଓଡ଼ିଶାର ଗର୍ବ, ଆମ ପରମ୍ପରାର ସ୍ୱାଦ – ପଖାଳ ଗରମ ଦିନରେ ଶିତଳତାର ଅନୁଭବ – ପଖାଳ🍚��
#TraditionalFoo
d
#Odi
a ବଡ଼ ହୋଟେଲ ନୁହେଁ,ଘରର ପଖାଳର ସ୍ୱାଦ ଅଲଗା
#DesiFoo
d
#Pakhal
a ପଖାଳ + ଆଳୁ ଭଜା + ବଡ଼ି ଚୁରା = ସ୍ୱର୍ଗୀୟ ସ୍ୱାଦ
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
6 months ago
ବଡ଼ଚଣାର ଜନନାୟକ ତଥା ଆମ ସଭିଙ୍କ ପ୍ରିୟ “ବାପୁ ଭାଇ”,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ମହୋଦୟଙ୍କୁ ଜନ୍ମଦିନର ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ତାଙ୍କୁ ସଦା ସୁସ୍ଥ, ସୁଖୀ ଓ ଦୀର୍ଘାୟୁ କରୁନ୍ତୁ
@amarnayakodisha
#HappyBirthday
#AmarKumarNayak
#Badachana
#JaiJagannath
See More
Last Seen Users on Sotwe
Rapi
Seen from
Spain
SwitchTied
Seen from
Poland
Devil😈
Seen from
Germany
ارشيف العرب
Seen from
Germany
se8sooo🩵😈
Seen from
Oman
Jennifer Sumpter
Seen from
United Kingdom
olgun ve şişman sikicisi
Seen from
Turkey
Arjun Arju
Seen from
Pakistan
문성환
Seen from
Indonesia
Cindy Bokep Indo 18+HD
Seen from
Netherlands
Trends for you
1
#lunareclipse
Under 10K tweets
2
#adultsfx
Under 10K tweets
3
HIP HOP PHILE
Under 10K tweets
4
Mapquest
Under 10K tweets
5
Lake America
Under 10K tweets
6
#BTS_WORLDTOUR_ARIRANG_CHICAGO
Under 10K tweets
7
Rod Wave
Under 10K tweets
8
Ty Simpson
Under 10K tweets
9
Wilson
Under 10K tweets
10
#bloodmoon
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫