Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
chirashmita
@chirasmita77
ଆୟୁଷ ଜିଉଁଛି ଏକ ମିଠା ଯନ୍ତ୍ରଣାରେ.. ବାଟ ଚାହିଁ କେହି ଜଣେ ତୁମ ଅପେକ୍ଷାରେ..!! ଅଭିମାନେ ଆକାଶକି ପଡ଼େ କେବେ ଛିଡି..!! ଅଭିସାରେ ଆଜିବି ମୁଁ ତୁମ ଅପେକ୍ଷାରେ...!!!
Joined September 2023
139
Following
257
Followers
812
Posts
Pinned Tweet
chirashmita
@chirasmita77
almost 3 years ago
ଆସ ମା ଭବାନୀ ଅବଶ ଅବନୀ ପ୍ରବେଶର ହେଲା ବେଳ ନବାରୁଣ ହୋଇ ଆସ ମାଗୋ ଉଇଁ ଡାକେ ଦୂର ଚକ୍ରବାଳ |
chirashmita
@chirasmita77
about 1 month ago
Jay Jagannath 🙏🏻
chirashmita
@chirasmita77
6 months ago
ରଙ୍ଗର ପର୍ବ ହୋଲି ଆପଣଙ୍କ ଜୀବନ ହେଉ ରଙ୍ଗମୟ... ଜୟ ଜଗନ୍ନାଥ...
chirashmita
@chirasmita77
7 months ago
Happy 77th republic day Vande mataram 🇮🇳🙏 . .
#mahakalpic
#republicday
#vandematram
🇮🇳
#india
#jaihind
#bholenath
#mahadev
chirashmita
@chirasmita77
7 months ago
ପବିତ୍ର ସରସ୍ୱତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ବାଗଦେବୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ କଲ୍ୟାଣ ହେଉ, ସମସ୍ତଙ୍କ ଜୀବନ ଜ୍ଞାନ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏତିକି କାମନା ।
chirasmita77
retweeted
🦋S. Akankshya🦋(सनातनी)
@S_Akankshya90
8 months ago
ସାବିତ୍ରୀ ବେଶରେ ଜନ୍ମ ଦିବସରେ ଭକ୍ତଙ୍କୁ ଦିଅ ଦର୍ଶନ କୁନ୍ଦନ ନିନ୍ଦିତ ବଦନ ମଣ୍ଡଳ ନେତ୍ର ବିକଚ ନଳୀନ |
chirashmita
@chirasmita77
8 months ago
ଝୁଲନ୍ତ ସେତୁରେ ଛୁଇଁ ଦେଇ କରେ ବୁଡ଼ିଲେ ଝୁଲନ୍ତ ରବି ପଶ୍ଚିମ ଆକାଶେ ଲୋହିତ ଆଭାସେ ଫୁଟାଇ ରକ୍ତ କରଵୀ |
chirasmita77
retweeted
Krishna Conciousness ✨️
@KrishnaGlory
8 months ago
Can you reply "Hare Krishna"? 🦚💝
chirashmita
@chirasmita77
9 months ago
ଧବଳ ଦେଉଳ ଦର୍ଶନ ଦୁର୍ବଳ କରେ ପାତକ କୌଣପ ଚିତ୍ରୋତ୍ପଳା ବୁକୁ ମୁକୁରେ ଅଙ୍କିତ ତାର ରମ୍ୟ ପ୍ରତିରୂପ | କଳୁଷ କବଳ ହୃଦୟ ଆବିଳ ଅନାବିଳ ଦରଶନେ ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ଶିଳାଙ୍କିତ ସଂହନନେ |
chirashmita
@chirasmita77
11 months ago
ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ !! . ମା'ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ଧନ ଧାନ୍ୟରେ ପରିପୂର୍ଣ୍ଣ ହେଉ।
chirashmita
@chirasmita77
12 months ago
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା..🙏🏻🙏🏻💐💐
chirashmita
@chirasmita77
12 months ago
ବିନ୍ଦୁ ସରୋବର ତଟସ୍ଥ ମନ୍ଦିର ବାସିନୀ ଦ୍ୱାରବାସିନୀ ଏକାମ୍ର କ୍ଷେତ୍ର ରକ୍ଷୟିତ୍ରୀ ତ୍ରିନେତ୍ରା ଅପଶକ୍ତି ବିନାଶିନୀ |
chirasmita77
retweeted
🦋S. Akankshya🦋(सनातनी)
@S_Akankshya90
12 months ago
ଯିଏ ଯାହା କହୁ ଆହେ ମହାବାହୁ ତୁମେ ମୋର ମୁଁ ତୁମର କରିବନି ପର କରୁଣା ସାଗର ରାଣ ଆମର ପ୍ରେମ 'ର |
chirasmita77
retweeted
Bhagavad Gita 🪷
@Geetashloks
12 months ago
Namah Parvati Pateh Har Har Mahadev 🕉️
chirashmita
@chirasmita77
about 1 year ago
ବର୍ତ୍ତମାନ ଧାନକେଣ୍ଡା ବାହାରିବାର ସମୟ , କାଳେ ଧାନ ହେଲେ ପୋକ ଲାଗିବାର ଆଶଙ୍କା କରି ଏ ନୂଆଧାନ କୁ ଇଷ୍ଟଦେବୀ ଙ୍କୁ ନୈବେଦ୍ୟ କରାଇଦିଅନ୍ତି ଭାଦ୍ରବ ପଚିଶି ଦିନ ର ଶୁଭ ଲଗ୍ନ ରେ ।ସତରେ କେତେ ବିଜ୍ଞାନୀ ଆଉ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ଆମ ପଶ୍ଚିମ ଓଡ଼ିଶାବାସୀ । ଜୟ ମା ସମଲେଶ୍ବରୀ ନୂଆଖାଇ ଜୁହାର
chirashmita
@chirasmita77
about 1 year ago
ହେ ଜଗତଜନନୀ ଅନ୍ନପୂର୍ଣ୍ଣା ସମଲେଶ୍ବରୀ ତୋର ଆଶୀର୍ବାଦ ରୁ ସମଗ୍ର ଓଡିଶା ଭୂଖଣ୍ଡ ଶସ୍ଯ ଶ୍ୟାମଳା ହେଉ ।ନୂଆଖାଇ ଅବସର ରେ ସମସ୍ତ ଓଡିଶାବାସୀ ଙ୍କୁ ଅଭିନନ୍ଦନ ଓ ଜୁହାର।
chirashmita
@chirasmita77
about 1 year ago
ପବିତ୍ର ଗଣେଶ ଚତୁର୍ଥୀର ଶୁଭେଛା ⭕❕⭕
chirashmita
@chirasmita77
about 1 year ago
କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମାନେ ପ୍ରଣତଃ କ୍ଳେଶ ନାଶାୟ ଗୋବିନ୍ଦାୟ ନମୋ ନମଃ 🙏
chirashmita
@chirasmita77
about 1 year ago
ଗଡ଼ ଖଣ୍ଡପଡା ସ୍ମୃତି ଖଣ୍ଡି ଉଡ଼ା ଦିଏ ଅତୀତ ଆକାଶେ ଗଡ଼ ଅଧୀଶ୍ୱର ଶ୍ରୀ ଜଗଦୀଶ୍ଵର ବିଜେ ସୁଦୃଶ୍ୟ ଉଆସେ |
chirashmita
@chirasmita77
about 1 year ago
ଗର୍ବ ଅହଂକାର ଯାହା ମୋ ନିଜର ନୈବେଦ୍ୟେ ଅର୍ପଣ କରି ତଵ ପାଦେ ଧ୍ୟାୟେ ଆହେ ବଂଶୀଧାରୀ ଏ ଭବୁ କରିବ ପାରି l🙏🙏🙏
chirashmita
@chirasmita77
about 1 year ago
ଯାହା ମୁଁ ଦେଖୁଛି ଯାହା ମୁଁ ପାଇଛି ସବୁତ ତୁମରି ଦାନ କେଉଁ ଅର୍ଘ୍ୟ ଦେଇ ପୂଜିବି ତୁମକୁ ଆହେ ଯଶୋଦାନନ୍ଦନ l କେଉଁ ଜଳେ ସ୍ନାନ କରାଇବି ପ୍ରଭୁ କ୍ଷୀର ସାଗରେ ଯା ସ୍ନାନ କେଉଁ ଆସନରେ ବସାଇବି ପ୍ରଭୁ ଗରୁଡ଼ ଯା'ର ଆସନ l କେଉଁ ଫୁଲମାଳ ପିନ୍ଧେଇବି ପ୍ରଭୁ କଣ୍ଠେ ଯା କୌସ୍ତୁଭ ମାଳ କେଉଁ ଆଭୂଷଣ ଦେବି ଯେ ମସ୍ତକେ ଯେ ପିନ୍ଧେ ମୟୁର ଚୁଳ l
See More
Last Seen Users on Sotwe
รีโพสหีเด็ด
Seen from
Thailand
Большой член
Seen from
United States
ชอบนัดเย็ดกับสาวใหญ่
Seen from
Thailand
Dany Regio⛰️ 🪬
Seen from
Mexico
foody🐖🐖
Seen from
Egypt
Naz | Türk Porno
Seen from
Turkey
master antoine
Patty Cheeky
Seen from
Malaysia
urfavsniniee 🤍
Seen from
Malaysia
مدام عبير !💜
Seen from
Egypt
Trends for you
1
#AEWDynamite
Under 10K tweets
2
Clippers
Under 10K tweets
3
#WENMONTHLY
Under 10K tweets
4
Minneapolis
Under 10K tweets
5
Introducing
Under 10K tweets
6
Thekla
Under 10K tweets
7
Miggy Ro
Under 10K tweets
8
So Anxious
Under 10K tweets
9
Pablo
Under 10K tweets
10
Nick Wayne
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫