Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Basudev Swain
@ClassesNucleus
Joined February 2023
42
Following
4
Followers
140
Posts
ClassesNucleus
retweeted
ojta_2023
@ojta2023
29 days ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ���ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ
। @CMO_Odis
h
a @MohanMOdis
h
a @NityanandaB
J
P @SMEOdis
ha
See More
Basudev Swain
@ClassesNucleus
about 2 months ago
@BCCI
@msdhoni
Happy birthday Mahi
ClassesNucleus
retweeted
ojta_2023
@ojta2023
5 months ago
ଐତିହାସିକ ନିଷ୍ପତି ପାଇଁ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ
@CMO_Odisha
@MohanMOdisha
।ଏ ନିଷ୍ପତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ସଂଜୀବନି ସଦୃଶ କାମକରିବ।ପ୍ରାଥମିକ ଶିକ୍ଷା କୁ ଉନ୍ନତ କରିବ��� ପାଇଁ ଆମେମାନେ ବଦ୍ଧପରିକର।ବହୁତ ବହୁତ ଧନ୍ୟବା
ଦ @NityanandaB
JP ପ୍ରାଥମିକ ଶିକ୍ଷାକୁ ଏକ ନୂତନ ଦିଗ ଦେଇଥିବାରୁ।
See More
ClassesNucleus
retweeted
Nityananda Gond
@NityanandaBJP
5 months ago
୧୩ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କୁ କୃତଜ୍ଞତା ଜଣାଉଛି।
Who to follow
Soumyashree
@SoumyaM66116315
i am student..
卄ιмαηѕнυ
@imhimanshu_31
Jay Jagannath🙏 जय सियाराम 🚩 Acts like summer & walks like rain... @31july
Rajendra Majhi
@RajendraMajhi95
Student
ClassesNucleus
retweeted
Nityananda Gond
@NityanandaBJP
6 months ago
କଥା ଦେଇ କଥା ରଖିଲେ ଲୋକଙ୍କ ମୁଖ୍ଯମନ୍ତ୍ରୀ। ଆଜି ରାଜ୍ୟର ଗଣଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଦିନ। ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ନିଷ୍ପତ୍ତି କ୍ରମେ ଆଜି ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସମସ୍ତ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରାଯାଇଛି। ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ��ିୟମିତ ହୋଇଛନ୍ତି। ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
See More
ClassesNucleus
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟ��ିତକେବେ ?
@MohanMOdish
a
@NityanandaBJ
P
@SMEOdish
a
See More
ClassesNucleus
retweeted
ojta_2023
@ojta2023
6 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
ClassesNucleus
retweeted
ojta_2023
@ojta2023
6 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
ClassesNucleus
retweeted
ojta_2023
@ojta2023
6 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
.
See More
ClassesNucleus
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
ClassesNucleus
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
ClassesNucleus
retweeted
ojta_2023
@ojta2023
9 months ago
ର��ଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdish
a
@CMO_Odish
a
@dpradhanbj
p
@NityanandaBJ
P
@SMEOdish
a
@SecyChie
f
See More
ClassesNucleus
retweeted
OTV
@otvnews
12 months ago
Odisha govt announces regularisation of jobs of over 13,000 schematic teachers
#Odisha
https://t.co/EdzyNVXsia
Basudev Swain
@ClassesNucleus
about 1 year ago
@MohanMOdisha
ଧନ୍ୟବାଦ Sir Schematic ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରି ଆପଣ odisha ରେ ଏକ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ସତରେ ଏବେ ସମାଜରେ ଆମେ ମାନେ ସନମାନର ସହ କହିପାରିବୁ ଆମେ ପ୍ରାଥମିକ ଶିକ୍ଷକ। ଏଈ message type କଲାବେଳେ ଆଖିରୁ ଲୁହ ଆସିଯାଉଛି ସତରେ ଆମେ ଏବେ ନିୟମିତ ହେବୁ??😭😭🙏🙏
ClassesNucleus
retweeted
Mohan Charan Majhi
@MohanMOdisha
about 1 year ago
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା । ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୪୪,୪୩୩ ଟି ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିଷ୍ପତି ନିଆଯାଇଛି ।
ClassesNucleus
retweeted
BJP Odisha
@BJP4Odisha
about 1 year ago
ନିୟମିତ ���େବେ ସ୍କିମାଟିକ୍ ଶିକ୍ଷକ। ବିଜେପି ସରକାରରେ ଶିକ୍ଷାର ହେଉଛି ବିକାଶ ।
ClassesNucleus
retweeted
CMO Odisha
@CMO_Odisha
about 1 year ago
କଥା ଦେଇ କଥା ରଖିଲେ ଲୋକଙ୍କ ସରକାର। ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୪୪, ୪୩୩ ଟି ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ହେଇଛନ୍ତି ମୁ���୍ୟମନ୍ତ୍ରୀ ଶ୍ର
ୀ @MohanMOdis
ha
CMO_Odisha's tweet video.
Last Seen Users on Sotwe
Pretty N
Seen from
Nigeria
Filip Saito
Seen from
Indonesia
Nikita
Seen from
Malaysia
G盘
Seen from
Japan
Picky Bastard...
Seen from
Indonesia
امكم المنقبه
Seen from
Egypt
THE SKY MASSAGE
Seen from
Singapore
rizal
Seen from
Singapore
แม่ครู ร่านสวาท
Seen from
Thailand
Masör vedat
Seen from
Turkey
Trends for you
1
#DWCS
Under 10K tweets
2
Monaco
Under 10K tweets
3
Tyler Robinson
Under 10K tweets
4
#WWENXT
Under 10K tweets
5
Paul Skenes
Under 10K tweets
6
Gavin Williams
Under 10K tweets
7
Fable 5.1
Under 10K tweets
8
Hung Cao
Under 10K tweets
9
Paez
Under 10K tweets
10
Lazaro Montes
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫