Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sandipta Das
@d_sandiptaa
We are fortunate and blessed as an Indian and an AAPian ❣️
Orissa, India
Joined December 2022
537
Following
360
Followers
5.6K
Posts
d_sandiptaa
retweeted
Nishikanta Mohapatra
@nishimohapatra
17 days ago
Received the book from Mr Anil Mishra titled "Comrades Odisha: A Peoples' Manifesto" and had an engaging discussion about emerging socio-political developments in the state. Thanks Anil.
d_sandiptaa
retweeted
Nishikanta Mohapatra
@nishimohapatra
22 days ago
ନିଟ ପରୀକ୍ଷା ପାଇଁ ବାୟୁସେନାର ବ୍ୟବହାର ଅତ୍ୟନ୍ତ ଉଦ୍ଭଟ ଚିନ୍ତା ଅଟେ l ଏହା ଉଭୟ ଭାରତୀୟ ପ୍ରଶାସନିକ ବ୍ୟବସ୍ତା ଏବଂ ବାୟୁସେନା ପାଇଁ ନିନ୍ଦାର ବିଷୟ l ବିଜେପି ସରକାର ସାମାନ୍ୟ ପରୀକ୍ଷା ସୁଚାରୁ ରୂପରେ କରିବାକୁ ଅସମର୍ଥ l ତୁରନ୍ତ ଇସ୍ତଫା ଦେବା ପରିବର୍ତ୍ତେ ବାୟୁସେନାକୁ ପରୀକ୍ଷା କାର୍ଯ୍ୟରେ ନିୟୋଜିତ କରିବା ଅତ୍ୟନ୍ତ ନିନ୍ଦନୀୟ l
d_sandiptaa
retweeted
AAP Odisha 🇮🇳
@AAPOdisha
21 days ago
ମୋଦୀ ସରକାର, ଗୋଟିଏ ପରୀକ୍ଷା ମଧ୍ୟ ଠିକରେ କରେଇ ପାରୁନାହିଁ, କେତେବେଳେ ସର୍ଭର ଡାଉନ,କେତେବେଳେ ପ୍ରଶ୍ନପତ୍ର ଲିକ ଏବଂ ତା'ପରେ ଡ୍ରାମା କରୁଛି NEET ପ୍ରଶ୍ନପତ୍ର ଏୟାରଫୋର୍ସ ଜାହାଜରେ ନେବ। ମୋଦୀ ସରକାର ଶିକ୍ଷା ବ୍ୟବସ୍ଥା ସମ୍ଭାଳି ପାରୁନାହିଁଏବଂ ପ୍ରତ୍ୟେକ ବିଫଳତା ପରେ ଗୋଟିଏ ଡ୍ରାମା ଆରମ୍ଭ କରିଦେଉଛି।
#modiweakpaperleak
See More
AAPOdisha's tweet video.
d_sandiptaa
retweeted
AAP Odisha 🇮🇳
@AAPOdisha
22 days ago
ଆମ୍ ଆଦ୍ମୀ ପାର୍ଟିର ସଦସ୍ୟତା ସଂଗ୍ରହ ଅଭିଯାନ🤝 ଫୁଲବାଣୀ ବିଧାନସଭା ଆଡାସିପଡା ପଂଚାୟତରେ ଆପ୍ ନେତା ଗିରିଶ ପଟ୍ଟନାୟକଙ୍କ ନେତୃତ୍ଵରେ ସଦସ୍ୟତା ସଂଗ୍ରହ ଅଭିଯାନର ଦୃଶ୍ୟ।
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍
Who to follow
Sunil Shadangi
@Sunil49097792
If the system is corrupt, we must need to change before crash
Debasish Panigrahi
@Debasish_022
Official Account Of Debasish Panigrahi || District President Aam Aadmi Party, Bhadrak, Odisha... ନେତୃତ୍ଵ ନେବା ପାଇଁ ବୟସ ନୁହେଁ ସାହାସ ଏବଂ ଦୃଢ଼ତା ଆବଶ୍ୟକ...
Sanjeeb Mohanty
@Sanjeeb72666307
aap convenor puri Dist.., Odisha
Sandipta Das
@d_sandiptaa
26 days ago
@AAPOdisha
@SanjayAzadSln
ଓଡ଼ିଶାରେ ଆପ୍ ଏକ ବିପ୍ଳବ ସୃଷ୍ଟି କରିବ
d_sandiptaa
retweeted
AAP Odisha 🇮🇳
@AAPOdisha
26 days ago
"ଆଜି ଯଦି ଓଡିଶାକୁ କେହି ବିକଳ୍ପ ଦେଇପାରିବେ ଏବଂ ବିଜେପିର ଗୁଣ୍ଡାମାନଙ୍କ ସହିତ ଲଢେଇ କରିପାରିବେ, ସେ ହେଲେ ଆମ୍ ଆଦ୍ମୀ ପାର୍ଟିର କାର୍ଯ୍ୟକର୍ତ୍ତା, କାରଣ ଆମ୍ ଆଦ୍ମୀ ପାର୍ଟି ଏକମାତ୍ର ପାର୍ଟି ଯେବେଠାରୁ ବିଜେପି ଶାସନକୁ ଆସିଛି, ତାକୁ ପ୍ରଚଣ୍ଡ ପ୍ରତିବାଦ କରୁଛି । "-
@SanjayAzadSln
,ସାଂସଦ,AAP
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍
See More
Sandipta Das
@d_sandiptaa
29 days ago
@nishimohapatra
@ArvindKejriwal
@AAPOdisha
Thank you
@ArvindKejriwal
ji
@virenderrkadian
ji & our beloved state convenor
@nishimohapatra
ji 🙏🙏🙏🙏
d_sandiptaa
retweeted
Nishikanta Mohapatra
@nishimohapatra
29 days ago
Welcome to all the Saha Pravaris appointed for Odisha. Thanks
@ArvindKejriwal
ji for the great initiative for
@AAPOdisha
. 🙏🙏
Sandipta Das
@d_sandiptaa
about 1 month ago
@AAPOdisha
ଓଡ଼ିଶା ମାଟି ଆପଣ ଓ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସ୍ୱାଗତ କରୁଛି
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
୨୪ ମଇରେ ଓଡିଶାକୁ 'ସିଂହ' ଆସୁଛନ୍ତି 🦁
AAPOdisha's tweet video.
Sandipta Das
@d_sandiptaa
about 1 month ago
@AAPOdisha
@AamAadmiParty
@ArvindKejriwal
ମେ ୨୪ ଓଡ଼ିଶା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଯିବ।
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ-୨୦୨୬✨ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା 🧹 🗓️: ୨୪ ମଇ ୨୦୨୬ 📌: ପାଲ୍ ହାଇଟ, ଜୟଦେବ ବିହାର, ଭୁବନେଶ୍ବର
@AamAadmiParty
@ArvindKejriwal
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ଭାରତର ରାଜନୀତିର ଏମିତି ଏକ ଯୋଦ୍ଧା ଯିଏ ମୋଦୀ ସରକାରର ଏକଛତ୍ରବାଦ ଆଗରେ ନଇଁଲେ ନାହିଁ, ସର୍ବଦା ଦୃଢତାର ସହିତ ଲଢେଇ କରୁଛନ୍ତି।
AAPOdisha's tweet video.
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ମହଙ୍ଗାଇ ନିଆଁ ଲଗେଇ ଦେଶରେ, ମୋଦୀ ଚାଲିଲେ ମଜାରେ!
AAPOdisha's tweet video.
Sandipta Das
@d_sandiptaa
about 1 month ago
@swain_sj
ସ୍ଵାଗତମ୍ 🙏
d_sandiptaa
retweeted
Sj.Janmejay Swain
@swain_sj
about 1 month ago
ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ୨୦୨୬ ✨ ବୈଠକରେ ସାମିଲ ହେବା ପାଇଁ ଯୋଗାଯୋଗ କରନ୍ତୁ:-📞8280247257, 7854068754 Whatsapp ଆସନ୍ତୁ ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂ କାଡିଆନ୍, ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂଙ୍କ ସହିତ ମିଶି ଏକ ଉନ୍ନତ ଏବଂ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ କରିବା।
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
See More
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ସତ୍ୟର ବିଜୟ l ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମା ଅରବିନ୍ଦ କେଜରିୱାଲ ମଦଘୋଟଲା ମାମଲାରୁ ହଟିଲେ l ନ୍ୟାୟାଳୟ ମଧ୍ୟ ଉତ୍ତରଦାୟୀ ହେବା ଆବଶ୍ୟକ ଏବଂ ସାଧାରଣ ଜନତା ସ୍ଵେଚ୍ଛାଚାରୀ ବ୍ୟବସ୍ଥାର ବିରୋଧ କରିବା ଆବଶ୍ୟକ l - ଶ୍ରୀ
@nishimohapatra
ରାଜ୍ୟ ସଭାପତି, AAP ଓଡିଶା
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ନିର୍ବାଚନ ଜିତିବା ଖୁସିରେ ମୋଦୀଜୀଙ୍କର ଦେଶବାସୀଙ୍କୁ ସ୍ଵତନ୍ତ୍ର ଉପହାର🎁 ପେଟ୍ରୋଲ ଡିଜେଲ ୩+ ଟଙ୍କା ମହଙ୍ଗା....
d_sandiptaa
retweeted
AAP Odisha 🇮🇳
@AAPOdisha
about 1 month ago
ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ୨୦୨୬ ✨ ବୈଠକରେ ସାମିଲ ହେବା ପାଇଁ ଯୋଗାଯୋଗ କରନ୍ତୁ:- 📞8280247257, 📱7854068754 (କେବଳ Whatsapp) ଆସନ୍ତୁ ରାଜ୍ୟସଭା ସାଂସଦ ଶ୍ରୀ
@SanjayAzadSln
ଙ୍କ ସହିତ ମିଶି ଏକ ଉନ୍ନତ ଏବଂ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ କରିବା।
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
Sandipta Das
@d_sandiptaa
about 1 month ago
@AAPOdisha
ଯେହେତୁ bjp ସରକାର ଟିକେ ଅଧିକ ହାଇଟେକ୍ ଏଣୁ ସେମାନେ ପ୍ରଶ୍ନ ପତ୍ର ସହଜରେ, ବିନା ଡେରିରେ, ବିନା ଖର୍ଚ୍ଚରେ ଟେଲିଗ୍ରାମ୍ ରେ ଜରିଆରେ ପହଞ୍ଚାଇବାକୁ ଚୟନ କଲେ।
Last Seen Users on Sotwe
orgazm Zeusu
Seen from
Turkey
Mars ♐
Seen from
Ukraine
Queen
Seen from
France
Biga 🔞
Seen from
United Kingdom
ayak gizli çekim
Seen from
Germany
Petite Ebony
Seen from
Denmark
ArdiyansyahPutra
Seen from
Indonesia
Sara
Seen from
Italy
BINOR CANTIK
Seen from
Indonesia
ชอบเย็ดยายแก่ บ้านๆ อวบๆ
Seen from
Thailand
Trends for you
1
Oracle AI Trade
Under 10K tweets
2
Netherlands vs Sweden
Under 10K tweets
3
#Caturday
Under 10K tweets
4
Good Saturday
Under 10K tweets
5
#TicketToHeavenEP4
Under 10K tweets
6
Zverev
Under 10K tweets
7
Fauci
Under 10K tweets
8
#เสน่หาวาโยตอนที่6
Under 10K tweets
9
Meloni
Under 10K tweets
10
Steve and Jared
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.4M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫