Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Debasis Sahoo
@debasis_pintuu
ଭାଗ୍ୟ ନୁହଁ, କର୍ମରେ ବିଶ୍ୱାସ କରେ🙏🏻
Bhubaneshwar, India
Joined July 2021
7
Following
11
Followers
209
Posts
Debasis Sahoo
@debasis_pintuu
8 months ago
ସକାଳ ହେଲେ ଫୁଲକୁ ବି ଜଣା ନଥାଏ, ସେ ମନ୍ଦିରକୁ ଯିବ ନା ମଶାଣିକୁ ଯିବ.. ସେଥିପାଇଁ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ, ରାଗ, ହିଂସା, ଗର୍ବ, ଅହଙ୍କାର ଛାଡି ନିଜେ ହସି ଅନ୍ୟକୁ ହସାନ୍ତୁ। କାରଣ ମଣିଷର ନିଶ୍ୱାସକୁ ବି ଜଣା ନଥାଏ ସେ ଫେରିବ କି ନାହିଁ । ଜୟ ଜଗନ୍ନାଥ🙏
#ଶୁଭ_ସକାଳ
Debasis Sahoo
@debasis_pintuu
9 months ago
ଆପଣଙ୍କର କୌଣସି ଦୁର୍ଦ୍ଦଶା କିମ୍ବା ଦୁର୍ବଳତା ପାଇଁ ପରିସ୍ଥିତିକୁ କେବେ ଦୋଷ ଦିଅନ୍ତୁ ନାହିଁ, ସେଗୁଡିକ ନା ଭଲ, ନା ଖରାପ ଏହା ମନୋବୃତ୍ତିର ଖେଳ । ଯେମିତିକି ବର୍ଷାର ଜଳ ବିନ୍ଦୁ ସାପ ଓ ଶାମୁକା ଦୁହିଙ୍କ ମୁହଁରେ ସମାନଭାବେ ପଡ଼େ କିନ୍ତୁ ସାପ ସେଥିରୁ ବିଷ ବନାଏ ଏବଂ ଶାମୁକା ସେଥିରୁ ମୁକ୍ତା । "ଜୟ ଜଗନ୍ନାଥ"
#ଶୁଭ_ରାତ୍ରି
Debasis Sahoo
@debasis_pintuu
about 1 year ago
ନିଜ କର୍ମ ଉପରେ ବିଶ୍ୱାସ ରଖ ରାଶି ଫଳ ଉପରେ ନୁହେଁ, ରାଶି ତ ରାମଙ୍କର ଓ ରାବଣର ଗୋଟିଏ ଥିଲା, କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥିଲେ। "ଜୟ ଜଗନ୍ନାଥ"
#ଶୁଭ_ସକାଳ
Debasis Sahoo
@debasis_pintuu
about 1 year ago
ପୋଖରୀ କୂଅ ଠାରୁ ଯଥେଷ୍ଟ ଅଧିକ ବଡ଼ ତଥାପି ଲୋକେ କୂଅରୁ ହିଁ ପାଣି ପିଅନ୍ତି, କାରଣ କୂଅର ପାଣି ପୋଖରୀ ପାଣି ଠାରୁ ବିଶୁଦ୍ଧ। ଠିକ୍ ସେହିପରି, ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ, ତା'ର ବିଚାରରେ ଶୁଦ୍ଧତା ଥିବା ଦରକାର , ତା'ହେଲେ ଯାଇ ସେ ମହାନ୍ ହୋଇ ପାରିବ। "ଜୟ ଜଗନ୍ନାଥ"
#ଶୁଭ_ସକାଳ
Who to follow
Nilakantha Jena
@Nilakantha125
Self employed
Pratikruti Samantray ッ
@pratikruti_
କବିତା: #ଗାରା_ଗାରୀ अहं भक्तपराधीनो- श्रीभगवानुवाच, A person who has read the inside of the top of the box.
Debasis Sahoo
@debasis_pintuu
over 1 year ago
ଦୁନିଆରେ ସବୁଠୁ ମୂଲ୍ଯବାନ କଣ ଜାଣନ୍ତି? "ସମୟ" ଆଉ "ସମ୍ପର୍କ"।ସମୟ ତାକୁ ଦିଅ ଯିଏ ସମୟର ମୂଲ୍ଯ ବୁଝେ ଆଉ ସମ୍ପର୍କ ତା ସହ ରଖ ଯିଏ ତୁମକୁ ଗୁରୁତ୍ବ ଦିଏ। "ଜୟ ଜଗନ୍ନାଥ"
#ଶୁଭ_ସକାଳ
Debasis Sahoo
@debasis_pintuu
over 1 year ago
ସମୟ ତ ଗୋଟିଏ କଥା ନିଶ୍ଚୟ ଶିଖାଇ ଦେଲା ଯେ , ଏଠି କାହା ପାଇଁ ହଜାର ଭଲ କାମ କରିଥିଲେ ବି ତୁମର ଗୋଟିଏ ଭୁଲ୍ ତା ପାଇଁ ସବୁ ଭଲ ଉପରେ ଚିର ଆବରଣ ସାଜିଯାଇ ଥାଏ !! "ଜୟ ଜଗନ୍ନାଥ"
#ଶୁଭ_ସକାଳ
Debasis Sahoo
@debasis_pintuu
over 1 year ago
କିଏ କେବେ କାହାର ଖାସ୍ ହୋଇ ନ ଥାନ୍ତି , ସମସ୍ତେ କାମ ପଡ଼ିଲେ ଖୋଜନ୍ତି,କାମ ସରିଲ�� ବାଟ ଭାଙ୍ଗନ୍ତି । "ଜୟ ଜଗନ୍ନାଥ"
#ଶୁଭ_ସକା
ଳ
Debasis Sahoo
@debasis_pintuu
over 1 year ago
ଫୁଙ୍କ ମାରି ଆମେ ଗୋଟିଏ ଛୋଟ ଦୀପ ଶିଖାକୁ ଲିଭେଇବେ ଦେଇପାରିବା କିନ୍ତୁ ଧୂପ କାଠିକୁ ନୁହେଁ।କାରଣ ଯିଏ ମହକି ଥାଏ ତାକୁ କେହି ଲିଭେଇ ପାରି ନଥାନ୍ତି, ଆଉ ଯିଏ ଜଳି ଥାଏ ସେ ଡେରିରେ ହେଲେ ମଧ୍ଯ ଲିଭି ଯାଇଥାଏ। "ଜୟ ଜଗନ୍ନାଥ"
#ଶୁଭ_ରାତ୍ରି
Debasis Sahoo
@debasis_pintuu
over 1 year ago
କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ,କାହିଁକିନା ଭବିଷ୍ୟତରେ ଯାହା ଆପଣଙ୍କର ଦୁଃଖର କାରଣ ହୋଇପାରେ। କିନ୍ତୁ ଏକ ଭଗବାନ ଙ୍କ ସହିତ ମୋହ ରଖିଲେ ତୁମେ ସଦା ସର୍ବଦା ସୁଖୀ ହୋଇ ରହିବ !! "ଜୟ ଜଗନ୍ନାଥ"
#ଶୁଭ_ସକାଳ
Debasis Sahoo
@debasis_pintuu
over 1 year ago
ପ୍ରତ୍ୟେକ ସଫଳ ପୁରୁ�� ପଛରେ ଜଣେ ନାରୀର ହାତ ଥାଏ । ହେଇପାରେ ଜନନୀ,ଭଗିନୀ,ଭାର୍ଯ୍ୟା ଆଜି ତାରିଖରେ ପ୍ରେମିକା।ବୋଧହୁଏ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପରେ ନାରୀର ସ୍ଥାନ।କେବଳ ଆଜି ଗୋଟିଏ ଦିନ ନୁହେଁ ଆମକୁ ସବୁବେଳେ ସବୁଦିନ ନାରୀର ସମ୍ମାନ କରିବା ସହ ଆବଶ୍ୟକ ସ୍ଥଳେ ରକ୍ଷା କବଚ ସାଜିବାକୁ ହେବ ।
Debasis Sahoo
@debasis_pintuu
over 1 year ago
ଯେତେବେଳେ ଦର୍ପଣ ଆମ ଚେହେରା���େ ଏକ ଦାଗ ଦେଖାଏ, ସେତେବେଳେ ଆମେ ଦର୍ପଣକୁ ଭାଙ୍ଗିନଥାଉ ବରଂ ଚେହେରାରେ ଲାଗିଥିବା ଦାଗକୁ ସଫା କରୁ।ସେହିପରି,ଯେଉଁମାନେ ଆମର ତ୍ରୁଟି ଦର୍ଶାଇଥାନ୍ତି ସେମାନଙ୍କ ପ୍ରତି କ୍ରୋଧ କରିବା ପରିବର୍ତ୍ତେ ଆମେ ନିଜର ତ୍ରୁଟିକୁ ସଂଶୋଧନ କରିବା !ନିଜର ଦୁର୍ବଳତା କୁ ଦୂର କରିବା। "ଜୟ ଜଗନ୍ନାଥ
" #ଶୁଭ_ସକ
ାଳ
Debasis Sahoo
@debasis_pintuu
over 1 year ago
ଛୋଟିଆ ତୁଳସୀ ଗଛଟିଏ ମନ୍ଦିରରେ ରହୁ ବା ମଶାଣିରେ ତାର ପବିତ୍ରତା ପାଇଁ ପୂଜା ପାଏ, ଠିକ୍ ସେହି ଭଳି ମଣିଷ ଦୁନିଆରେ ��ହୁ ବା ନରହୁ ତାର ସୁନ୍ଦର୍ ଚେହେରା ପାଇଁ ନୁହେଁ ତାର ସତ୍ ଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ । "ଜୟ ଜଗନ୍ନାଥ"
#ଶୁଭ_ସକା
ଳ
Debasis Sahoo
@debasis_pintuu
over 1 year ago
ସକାଳ ରୁ ରାତି ହେଲା ଆସି କେହି ବି ଜଣେ ଗୋଲାପ ଦିବସ ର ଶୁଭେଚ୍ଛା କି ଅଭିନନ୍ଦନ ଜଣାଇଲେ ନାହିଁ। ମୋତେ କେହି ଟିକିଏ କନିଅର ଫଳରେ ସିନ��ଦୁର ମାରି ଦିଅରେ। 😑😑😑😑😑😑
Debasis Sahoo
@debasis_pintuu
over 1 year ago
ଜିଭ ଜନ୍ମ ପୂର୍ବରୁ ଆସିଥାଏ ଆଉ ଶେଷ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଦାନ୍ତ ଜନ୍ମ ପରେ ଆସି ମ୍ରୃତ୍ୟୁ ପୂର୍ବରୁ ଚାଲିଯାଇଥାଏ। ତେଣୁ ଚିର ସ୍ମରଣୀୟ ହୋଇ ରହିବା ପାଇଁ ହେଲେ ଜିଭ ପରି କୋମଳ ହୁଅନ୍ତୁ,ଦାନ୍ତ ପରି କୋଠର ନୁହେଁ। "ଜୟ ଜଗନ୍ନାଥ"
#ଶୁଭ_ରାତ୍ରି
Debasis Sahoo
@debasis_pintuu
almost 2 years ago
କେବେ ବି କାହାକୁ କଥା ହେବା ପାଇଁ ଅନୁରୋଧ କରିବା ଦରକାର ନାହିଁ, କାହିଁକି ନା ଯାହା ପାଖରେ ପ୍ରକୃତରେ ତମର ମୂଲ୍ୟ ଥିବ, ସେ ହଜାର ବ୍ୟସ୍ତ��ା ଭିତରେ ବି ତୁମକୁ ସମୟ ଦେବ ।।
#ଜୟ_ଜଗନ୍ନା
ଥ
#କଥା_ହୃଦୟର
ୁ
Debasis Sahoo
@debasis_pintuu
almost 2 years ago
ପ୍ରତିଦିନ ସୂର୍ଯ୍ୟ ଅସ୍ତ ହେବା ସହ ଆମ ଜୀବନର ଗୋଟିଏ ମୂଲ୍ୟବାନ ଦିନ ମଧ୍ୟ ସରି ଯାଉଛି, ତେଣୁ ପ୍ରତିଦିନ ହସ ଖୁସିରେ ବଞ୍ଚିବା ଶିଖନ୍ତୁ। କିଏ ଜାଣେ କେଉଁଦିନ ଆମ ଜୀବନର ଶେଷ ଦିନ ଥିବ । ଜୟ ଜଗନ୍ନାଥ 🙏
Debasis Sahoo
@debasis_pintuu
almost 2 years ago
ଓଡ଼ିଶା ରାଜନୀତି ର ଅପ୍ରତିଦ୍ଵନ୍ଦୀ ରାଜନେତା ମୋର ତଥା ଆମ ସଭିଙ୍କର ପ୍ରିୟ ନବୀନ ପଟ୍ଟନାୟକ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ଆପଙ୍କୁ ସର୍ବଦା ଭଲରେ ରଖନ୍ତୁ🙏
@Naveen_Odisha
Debasis Sahoo
@debasis_pintuu
almost 2 years ago
ସତରେ କଣ ମୁଁ ପ୍ରେମରେ ପଡ଼ିଛି.. 🙈 ତା ବିନା ୧ ଘଣ୍ଟା.. ମୋତେ ଏବେ ୬୦ ମିନିଟ୍ ଭଳି ଲାଗୁଛି ଶୋଇକି ଉଠିବା ପରେ ଆଉ ନିଦ ହେଉନି ଖାଇ ସାରିବା ପରେ ଆଉ ଭୋକ ଲାଗୁନି ପିଇ ସାରିବା ପରେ ଆଉ ଶୋଷ ଲାଗୁନି
Debasis Sahoo
@debasis_pintuu
about 2 years ago
Debasis Sahoo
@debasis_pintuu
about 2 years ago
ପ୍ରିୟ ବାଳକମାନେ ଆପଣ ରାଖୀ ପିନ୍ଧନ୍ତୁ କି ନ ପିନ୍ଧନ୍ତୁ, କିନ୍ତୁ ଆପଣ ପ୍ରତ୍ୟେକ ଝିଅକୁ ସୁରକ୍ଷା ଦେବା ଜରୁରୀ |
Last Seen Users on Sotwe
X sudan
Seen from
Malaysia
4useweb
Seen from
United States
Asian Girl Porn Hotwife Sexy Fucked Sluts Wet Porn
Seen from
Indonesia
Boi Waifu 👻❤️
Seen from
Mexico
Enjoyable Videos
Seen from
Belgium
Jelu⋆˚✮
Seen from
United States
SK_KOCHI 🇮🇳 The Mallu Bull 🐂
Seen from
Netherlands
Om om
Seen from
United States
.....
Seen from
France
딸감 아카이브
Seen from
Korea
Trends for you
1
#Survivor51
Under 10K tweets
2
#AEWDynamite
Under 10K tweets
3
#OlandriaxOffWhite
Under 10K tweets
4
John Danganronpa
Under 10K tweets
5
Ace Attorney
Under 10K tweets
6
Gremlins 3
Under 10K tweets
7
Dansby
Under 10K tweets
8
Muse Charm
Under 10K tweets
9
#Cubs
Under 10K tweets
10
Ben Rice
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.3M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫