Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DEBASISH NAYAK
@DebasishStar906
Joined May 2023
17
Following
0
Followers
216
Posts
DEBASISH NAYAK
@DebasishStar906
1 day ago
@SumitKumar35945
@otvkhabar
ଯିଏ ବିରୋଧ କରୁଛନ୍ତି ସେମାନଙ୍କ ଠାରୁ ଯେଉଁମାନେ ସମର୍ଥନ କରି ଚିଠି ଲେଖିଛନ୍ତି ସେମାନେ ଅଧିକ ଜ୍ଞାନୀ, ଜ୍ଞାନ ନଥିଲେ ଆଇଏଏସ ଅଧିକାରୀ ହୋଇ ନ ଥାନ୍ତେ
DebasishStar906
retweeted
ojta_2023
@ojta2023
21 days ago
ଆଗକୁ ପରୀକ୍ଷା ଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ ସ୍ଥଗିତ ରଖାଗଲା,ଯଦି ପରୀକ୍ଷା ଶେଷ ସୁଦ୍ଧା ସରକାର ପଦକ୍ଷେପ ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ନ କରନ୍ତି,ଆଗାମୀ ଦିନ ରେ ଓଡ଼ିଶା ଦେଖିବ ବିରାଟ ଆନ୍ଦୋଳନ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇ ନିୟମିତ କରନ୍ତୁ।
See More
ojta2023's tweet video.
ojta2023's tweet video.
DEBASISH NAYAK
@DebasishStar906
about 1 month ago
@ojta2023
@SMEOdisha
@MohanMOdisha
@CMO_Odisha
@PMOIndia
@narendramodi
@SecyChief
@NityanandaBJP
@dpradhanbjp
@NitinNabin
@SamalManmohan7
ଯେଉଁ ଯାଏଁ ରେଗୁଲାର କାଗଜ ପତ୍ର କାମ ଆରମ୍ଭ ହେଇନି ସେଜାଏଁ ଆନ୍ଦୋଳନ ରୁ ଓହରିବା ଉଚିତ୍ ନୁହେଁ। ସରକାର୍ ଖାଲି କଥା ପ୍ରବଳ କହିଲେ ହେବ ନାହିଁ, କାର୍ଯ୍ୟକାରୀ ମଧ୍ୟ ହେବା ଦରକାର୍।।
See More
DebasishStar906
retweeted
ojta_2023
@ojta2023
about 1 month ago
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।ଯେତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
See More
DebasishStar906
retweeted
ojta_2023
@ojta2023
about 2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଜ୍ଞପ୍ତି ଆଇନ ର କାଠଗଡା ରେ ଛିଡା ହୋଇଛି।କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ)ମାନେ ନିୟମିତ ହୋଇନାହାନ୍ତି।ଆସନ୍ତା ଗୁରୁଦିବସ ଭିତରେ ଯଦି ଏହାର ସମାଧାନ ନହୁଏ ବିରାଟ ଆନ୍ଦୋଳନ ହେବ,ବିଦ୍ୟାଳୟ ବନ୍ଦ ରହିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟ ସରକାର ଦାୟୀ ରହିବେ।
See More
DebasishStar906
retweeted
ojta_2023
@ojta2023
2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖ��କରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ।
@CMO_Odish
a
See More
DebasishStar906
retweeted
ojta_2023
@ojta2023
7 months ago
ସରକାରୀ ବିଦ୍ୟାଳୟ ରେ ସମସ୍ତ ସୁବିଧା ସୁଯୋଗ ଅଛି ଉତ୍ତମ ପ୍ରଶିକ୍ଷିତ ଶିକ୍ଷକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି।ସମସ୍ତେ ଆମେ ସରକାରୀ ବିଦ୍ୟାଳୟ କୁ ହିଁ ବାଛିବା। ସରକାର ଙ୍କ ଆହ୍ୱାନ କୁ ଓଡିଶା କନିଷ୍ଠ ଶିକ୍ଷକ ସଂଘ ସମର୍ଥନ କରୁଛି।
@SMEOdisha
@dpradhanbjp
@NityanandaBJP
@IPR_Odisha
@MohanMOdisha
@CMO_Odisha
See More
DebasishStar906
retweeted
ojta_2023
@ojta2023
7 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
DEBASISH NAYAK
@DebasishStar906
7 months ago
@ojta2023
@MohanMOdisha
@NityanandaBJP
@SMEOdisha
@dpradhanbjp
@AmitShah
@NitinNabin
@INCOdisha
@INCIndia
@narendramodi
@PMOIndia
@CMO_Odisha
Dear Modiji please take necessary action against your leader of BJP odisha... They are not performing well in the state... People of odisha cast their vote to BJP just because of you. But the odisha govt cheating people. People are loosing their hopes from you as well as from BJP
See More
DEBASISH NAYAK
@DebasishStar906
7 months ago
@ojta2023
@MohanMOdisha
@NityanandaBJP
@SMEOdisha
@dpradhanbjp
@AmitShah
@NitinNabin
@INCOdisha
@INCIndia
@narendramodi
@PMOIndia
@CMO_Odisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଯେ ଅବିଳମ୍ବେ ନିଜ ପ୍ରତିଶୃତି କୁ ପୂରଣ କରନ୍ତୁ। GO publish କରନ୍ତୁ ନଚେତ୍ ଏହି ଅପମାନ ଶିକ୍ଷକ ସମାଜ ନିଶ୍ଚୟ ମନେ ରଖିଥିବ ଏବଂ ଆଗାମୀ ନିର୍ବାଚନ ରେ ଉଚିତ୍ ଜବାବ ଦେବ। ଗର୍ବ ଅହଙ୍କାର କାହାର ରହି ନାହିଁ କି ବିଜେପି ସରକାରଙ୍କ ର ମଧ୍ୟ ରହିବ ନାହିଁ।
#wewantRegularorder
See More
DebasishStar906
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କର��ବୁ ?ନିୟମିତକେବେ ?
@MohanMOdish
a
@NityanandaBJ
P
@SMEOdish
a
See More
DebasishStar906
retweeted
ojta_2023
@ojta2023
7 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶି��୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbj
p
@CMO_Odish
a
@MohanMOdish
a
@NityanandaBJ
P
See More
DebasishStar906
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
DebasishStar906
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋ���ଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍��୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବ
ୁ। @CMO_Odi
s
ha @Nityananda
B
JP @SMEOdi
s
ha @dpradhan
bjp
See More
DebasishStar906
retweeted
ojta_2023
@ojta2023
8 months ago
@NityanandaBJP
ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ଏଯାଏ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।ଆଜିକୁ ୬ ମାସ ତଳେ ମୁଖ୍ୟମନ୍ତ୍ରୀ ଘୋଷଣ��� କରିଥିଲେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କିନ୍ତୁ ଦୁଃଖ ର ବିଷୟ ଏଯାଏ ଆମେ ଯୋଜନା ଭିତ୍ତିକ।ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି ଗଣଶିକ୍ଷା ବିଭାଗ
। @CMO_Odis
ha
See More
DEBASISH NAYAK
@DebasishStar906
8 months ago
@ojta2023
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
@PMOIndia
@narendramodi
@SamalManmohan7
@NitinNabin
@Naveen_Odisha
@BhaktaCharanDas
@AmitShah
ତମେ GO ଟେ କାଢି ପାରୁନ କି ସରକାର୍ କି ହୋ?? ଲୋକେ କହିଲେଣି ମୋହନ ବାବୁ କୁଆଡେ STAMP PAD, ହାତରେ କିଛି ପାୱାର ନାହିଁ। ନେତା ଯେଉଁଠି କହିଲେ ଖାଲି ସେଠାରେ SEAL SIGNATURE କରୁଛନ୍ତି।
See More
DEBASISH NAYAK
@DebasishStar906
8 months ago
@ojta2023
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
@PMOIndia
@narendramodi
@SamalManmohan7
@NitinNabin
@Naveen_Odisha
@BhaktaCharanDas
@AmitShah
ଓଡ଼ିଶାର ବିଜେପି ସରକାର କଉ କାମକୁ ନୁହଁ ଏହା ଲୋକ ବୁଝି ଗଲେଣି। ତେଣୁ ଆଗାମୀ ନିର୍ବାଚନ ରେ ପୁଣି ଥରେ ସେହି ବିରୋଧୀ ଦଳ ଭାବେ କାମ କରିବାକୁ ପ୍ରସ୍ତୁତ ହେଇ ଯାଆନ୍ତୁ। କେବଳ କଥା ପ୍ରବଳ ହେଲେ କାମ ରେ ଦୁର୍ବଳ। ରଙ୍ଗ ବଦଳେଇବା ସରକାର ଓଡ଼ିଶା BJP ସରକାର
See More
DebasishStar906
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ���ୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ
? @CMO_Odis
h
a @MohanMOdis
h
a @NityanandaB
J
P @SMEOdis
ha
See More
DebasishStar906
retweeted
ojta_2023
@ojta2023
10 months ago
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ��୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ?
@CMO_Odish
a
@dpradhanbj
p
@NityanandaBJ
P
@SMEOdish
a
@SamalManmohan
7
DebasishStar906
retweeted
ojta_2023
@ojta2023
10 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ହେବ କନିଷ୍ଠ ଶିକ୍ଷକ ମାନଙ୍କର ଚୁକ୍ତି ନବୀକରଣ।ଗତ ୨୨ ଅଗଷ୍ଟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକା ପ୍ରଥା ଉଚ୍ଛେଦ କ��ିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କଥା ମାନିବୁ ନା ଡି ପି ସି ଙ୍କ ଚିଠି କୁ ମାନିବୁ ??
@CMO_Odish
a
@dpradhanbj
p
@NityanandaBJ
P
@SMEOdish
a
@MohanMOdish
a
See More
Last Seen Users on Sotwe
peluchon
Seen from
United States
masulaindah
Seen from
Indonesia
nisa
Seen from
Germany
헬린이
Seen from
Poland
Anisaaaaa
Seen from
Indonesia
kho loan luân
Seen from
Vietnam
🔞 ShoeStrang
Seen from
Thailand
ZYAD
Seen from
United States
Indhu Janu DEVI
Seen from
Pakistan
drako
Seen from
United States
Trends for you
1
Columbus
Under 10K tweets
2
Ilhan Omar
Under 10K tweets
3
#2026MAMAVOTE
Under 10K tweets
4
#IDontWantToOverreactBUT
Under 10K tweets
5
Good Monday
Under 10K tweets
6
Victory Monday
Under 10K tweets
7
Indigenous Peoples
Under 10K tweets
8
Thanksgiving
Under 10K tweets
9
#MondayMotivation
Under 10K tweets
10
Dan Levy
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫