Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sumit Kumar pati
@SumitKumar35945
Joined June 2024
47
Following
23
Followers
2.1K
Posts
Sumit Kumar pati
@SumitKumar35945
about 11 hours ago
@RajuupmanINC
Hum logon ka woh aadmi kuchh nahin lagta, sayad tum jaise neta logon ka koi ristedar hoge
Sumit Kumar pati
@SumitKumar35945
about 11 hours ago
@SujitSarangi3
ଲୋକ ଙ୍କ ସରକାର ବୋଲି କହୁଥିବା ବାହାପିଆ ମାନଙ୍କ ପାଇଁ ଆଉ ଗୋଟେ ବିଫଳ ଯୋଜନା
Sumit Kumar pati
@SumitKumar35945
about 13 hours ago
@otvkhabar
ମିଛ,ଲୋକେ ଦରଦାମ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି,ତୁମେ ସବୁ ଅଧିକାଂଶ ନେତା ମାନେ ସବୁ ଦଳ ର, ରାଜନୈତିକ ଫାଇଦା ନେବା ପାଇଁ ନାଟକ କରୁଛ,ଲୋକ ଙ୍କ ସେବା କେବଳ ପ୍ରହସନ ହେଇଯାଇଛି, ଯିଏ ଭଲ କାମ କରିବ ଲୋକେ ସ୍ୱଇଚ୍ଛା ରେ ତାକୁ ଭୋଟ ଦେବେ,ସେ ଯୁଗ ଅଲଗା ଥିଲା,ଆମେ ବୁଝିଲୁଣି ଜୀବନ ର ମୂଲ୍ୟ କଣ ଆଉ ଦେଶ କଣ ଚାହୁଁଛି ଆମ ଠାରୁ
See More
Sumit Kumar pati
@SumitKumar35945
about 13 hours ago
@bjd_odisha
ଗେରୁଆ ବାଲା ପାଗଳ ହେଇଗଲେଣି
Sumit Kumar pati
@SumitKumar35945
1 day ago
@Himanshu4Odisha
ପ୍ରବଳ ଟଙ୍କା
Sumit Kumar pati
@SumitKumar35945
1 day ago
@otvkhabar
ଯିଏ ଅବସର ନେଇସାରିଛି,ସେ ଅତୀତ,ଯିଏ ବିରୋଧ କରୁଛି ସେ ଦେଶ ର ଭବିଷ୍ୟତ,ତେଣୁ କାହା କଥା ଶୁଣା ଯିବା ଉଚିତ୍,ଜନତା କହିବେ,କାରଣ କ୍ଷତି ସାଧାରଣ ଜନତା ଙ୍କ ର ହେଇଛି,ବଡ଼ ବାବୁ ଆଉ ନେତା ମାନଙ୍କ ର କିଛି ହେଇନି,ତାଙ୍କ ଘର ମାନଙ୍କୁ ଯାଇକି ଚାକିରିଆ ତାଙ୍କ କାମ କରିଦିଅନ୍ତି,ଆଉ ଆମେ ଚାକିରିଆ ଙ୍କ ଦ୍ଵାର କୁ ଦୌଡ଼ି ଦୌଡ଼ି ମଲୁ
Sumit Kumar pati
@SumitKumar35945
1 day ago
@priyabrat3
@DeoSulata
ଠିକ୍ କହିଛନ୍ତି ରାସ୍ତା ତ ଠିକ୍ ନାହିଁ ଫାଇନ କଣ ପାଇଁ ଦେବୁ
Sumit Kumar pati
@SumitKumar35945
3 days ago
@_Sweet_Parul_
Hame suprim court ke upar bharosha he
Sumit Kumar pati
@SumitKumar35945
3 days ago
@SujitSarangi3
କଣ ପାଇଁ ବିମାନ ବନ୍ଦର ଦରକାର,ଗୋଟେ ତ ସମ୍ଭାଳି ପାରିଲେ ନାହିଁ,ବେସରକାରୀ ସଂସ୍ଥା କୁ ଟେକିବାକୁ ବସିଲେଣି,ଆଉ ଗୋଟେ କାହାକୁ ଦେବା ପାଇଁ ମସୁଧା ଚାଲିଛି
Sumit Kumar pati
@SumitKumar35945
3 days ago
@SujitSarangi3
ଡ଼କାୟତ ବିଜେପି ସରକାର
Sumit Kumar pati
@SumitKumar35945
3 days ago
@otvkhabar
ପୂର୍ବତନ ବିଚାରପତି ମାନଙ୍କୁ ଆଉ ଥରେ ଚାକିରି ଦେଇଦିଅ,ଆରେ ଯିଏ ଏବେ ବିଚାରପତି ଅଛନ୍ତି ସେମାନେ ଯାହା ନିଷ୍ପତ୍ତି ନେବେ ସେଇଟା ଠିକ୍ ନା ଯାହାର ପଦବୀ ନାହିଁ ତା କଥା ଠିକ୍,ଅବସର ପରେ ଲୋକ ବାୟା ହୁଅନ୍ତି,ତେଣୁ ଏମିତି କହୁଛନ୍ତି,ଆମର ନ୍ୟାୟ ପାଳିକା ଉପରେ ଭରସା ଅଛି,ସେ ଯାହା କହିବେ ସେଇଟା ଠିକ୍
Sumit Kumar pati
@SumitKumar35945
6 days ago
@NaxatraNewsOdia
ବୋଧେ ଭୂତ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ,ଗଣତନ୍ତ୍ର ର ହତ୍ୟା କରୁଛି ବିଜେପି ସରକାର,ଆମର ସମ୍ବିଧାନକୁ ନଷ୍ଟ କରିବାକୁ ବସିଲାଣି
Sumit Kumar pati
@SumitKumar35945
6 days ago
@SankhaOdisha
ହେଲେ ବିଜେଡି ଚୁପ୍ ହେଇ ବସିଛି,ବିଜେପି ସବୁ କରିଛି ବୋଲି ପ୍ରେସ ରେ ବଡ଼ ପାଟିରେ କହୁଛି
Sumit Kumar pati
@SumitKumar35945
6 days ago
@being_pnp
ନୂଆ ମୋଦି ତିଆରି ହେବେ
Sumit Kumar pati
@SumitKumar35945
7 days ago
@kapil_parod
Chor he,kamine pan me ....
Sumit Kumar pati
@SumitKumar35945
7 days ago
@SujitSarangi3
ଛି
Sumit Kumar pati
@SumitKumar35945
8 days ago
@Titupanda2
@BJP4Odisha
@bjd_odisha
ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଇଯାଇଛି
Sumit Kumar pati
@SumitKumar35945
9 days ago
@Neha_Bora1
Yeh police he ya gunda he
Sumit Kumar pati
@SumitKumar35945
9 days ago
@bazuka_PR
Sab half mind bjp me he,yeh sabit hogaya
Sumit Kumar pati
@SumitKumar35945
10 days ago
@dpradhanbjp
@Naveen_Odisha
@bjd_odisha
ଧର୍ମେନ୍ଦ୍ର ବାବୁ ନବୀନ ବାବୁ କଣ କରିଛନ୍ତି ସେ କଥା କୁହନ୍ତୁ ନାହିଁ,ସେ ଭୁଲ୍ ହେଇଥିବେ କିନ୍ତୁ ଆପଣ ସମ୍ବଲପୁର ର ସାଂସଦ,ଆମ ଲୋକ ଭୋଟ ଦେଲେ ବୋଲି ଜିତିଲେ,କିନ୍ତୁ ଏଇ ଆଇନ ବଳ ରେ ରାଜ୍ୟ ସରକାର ଙ୍କ କ୍ଷମତା କିଛି ରହିବ ନାହିଁ,କେନ୍ଦ୍ର ର ସମ୍ପୂର୍ଣ ରହିବ, କେନ୍ଦ୍ର ସବୁ ରାଜ୍ୟ କୁ ଚାହିଁବ ନା କେବଳ ଓଡ଼ିଶା କୁ ଚାହିଁବ,ଟିକେ କହିବେ
See More
Last Seen Users on Sotwe
فحل ابن الناصريه
ลองดูดิ
Seen from
Thailand
𝗜𝗻𝗳𝗼𝘀𝗰𝗿𝗼𝗰𝗸
Seen from
Germany
uki
Seen from
Italy
Cholin
Seen from
Panama
Chop🌋
Seen from
South Africa
افلام 👙سكس نار 🔥 عربى جديده
Seen from
Turkey
hahawewe
Seen from
Indonesia
Lofats
Seen from
United States
Noirmalexxx
Seen from
Peru
Trends for you
1
Columbus
Under 10K tweets
2
Omar
Under 10K tweets
3
Mar-a-Lago
Under 10K tweets
4
#2026MAMAVOTE
Under 10K tweets
5
NO ONE IS ABOVE THE LAW
Under 10K tweets
6
Muse Wonder
Under 10K tweets
7
Indigenous
Under 10K tweets
8
Melania
Under 10K tweets
9
Thanksgiving
Under 10K tweets
10
HAPPY BIRTHDAY JIMIN
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫