Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
₹ ଦାଶରଥି ସ୍ୱାଇଁ
@dllwale143
ଜୀବନରେ ମାନବିକତା କୁ ଭର , ᴀᴛᴛɪᴛᴜᴅᴇ ନୁହେଁ..! କର୍ମକୁ ବିଶ୍ୱାସ କର ମଣିଷ କୁ ନୁହେଁ..!!
Bhubaneswar.india
Joined June 2022
116
Following
56
Followers
52
Posts
₹ ଦାଶରଥି ସ୍ୱାଇଁ
@dllwale143
14 days ago
·
Belagachhia
ରାତିକୁ ନିଜ ଭାଗ୍ୟ ପାଇଁ କାନ୍ଦନ୍ତି, ସକାଳେ ମୁହଁ ଧୋଇ ଚୁପ୍ଚାପ DUTY ଚାଲିଯାଆନ୍ତି... ନା ଯନ୍ତ୍ରଣାର ଅଭିଯୋଗ କରନ୍ତି, ନା ପରିସ୍ଥିତିର ବାହାନା ଛାଡନ୍ତି... ଭାଙ୍ଗିଯାଇ ମଧ୍ୟ ହସନ୍ତି, ଏୟା ଆମ ପୁଅ ମାନଙ୍କର କାହାଣୀ...!!
₹ ଦାଶରଥି ସ୍ୱାଇଁ
@dllwale143
6 months ago
ଆଉ ସେ ସମୟ ନାହିଁ କି ସେ କଥାବାର୍ତ୍ତା ନାହିଁ.... ଦେଖିବାକୁ ଗଲେ ସେ ସମ୍ପର୍କ ଅଛି କିନ୍ତୁ ଆଗ ଭଳି ସେ ସମ୍ପର୍କରେ ମଧୁରତା ନାହିଁ..
₹ ଦାଶରଥି ସ୍ୱାଇଁ
@dllwale143
6 months ago
ଗୀତାରେ କୁହାଯାଇଛି, ଯଦି ତୁମର ଉଦ୍ଦେଶ୍ୟ ସଠିକ୍ ଅଛି, ତେବେ ଭୁଲ୍ ପଥ ମଧ୍ଯ ସଠିକ୍ ଗନ୍ରବ୍ୟ ସୁଳକୁ ନେଇ ଯାଏ
₹ ଦାଶରଥି ସ୍ୱାଇଁ
@dllwale143
6 months ago
“ଗର୍ବ ॥ କାହାକୁ ନେଇ କରିବ ରାତି ପାହିଲେ ଫୁଲ ବି ଜାଣି ନ ଥାଏ ସେ ମନ୍ଦିର କୁ ଯିବ କି ମଶାଣି କୁ..
Who to follow
Parsuram Behera
@Parsuramctc
Life and Health insurance planners
Daitari Sahu
@Daitari14497591
Daitarisahu
₹ ଦାଶରଥି ସ୍ୱାଇଁ
@dllwale143
6 months ago
ସମ୍ପର୍କଟା ଆମର 'Typing...' ରୁ ଆରମ୍ଭ ହୋଇ, ଆଜି 'Blocked' ରେ ଶେଷ ହୋଇଗଲା ତୁମେ ତ ଖୁସିରେ ଅଛ ହେଲେ ମୋ ମନଟା ଆଜି ବି ତୁମ 'Notification' ଅପେକ୍ଷାରେ ରହିଗଲା..
₹ ଦାଶରଥି ସ୍ୱାଇଁ
@dllwale143
7 months ago
କିଛି ତ ଅଭାବ ରଖୁଛନ୍ତି ଭଗବାନ ମୋ ଭିତରେ ନୋହିଲେ ସମସ୍ତେ ଏତେ ଘୃଣା କରୁଛନ୍ତି କାହିଁକି l ଜୟ ଜଗନ୍ନାଥ I
₹ ଦାଶରଥି ସ୍ୱାଇଁ
@dllwale143
7 months ago
ଆଉ ସେ ସମୟ ନାହିଁ କି ସେ କଥାବାର୍ତ୍ତା ନାହିଁ.... ଦେଖିବାକୁ ଗଲେ ସେ ସମ୍ପର୍କ ଅଛି କିନ୍ତୁ ଆଗ ଭଳି ସେ ସମ୍ପର୍କରେ ମଧୁରତା ନାହିଁ.
₹ ଦାଶରଥି ସ୍ୱାଇଁ
@dllwale143
7 months ago
"କଷ୍ଟ" ଯିଏ ନିଜର କଷ୍ଟ କାହାକୁ ବି କହେନି ତାମାନେ ନୁହେଁ ଯେ ତାକୁ କଷ୍ଟ ହୁଏନି... ବାସ୍ ସିଏ ଏଇଥୂପାଇଁ ଚୁପ୍ ରହିଯାଏ ଯେ ସିଏ ଜାଣିଛି ସେ କହିଲେ ବି ତା କଷ୍ଟକୁ କେହି ବୁଝି ପାରିବେନି..
₹ ଦାଶରଥି ସ୍ୱାଇଁ
@dllwale143
8 months ago
ଯିଏ ଧର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ, ତା ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରେ ନିଶ୍ଚିତ ପହଂଚିଥାଏ।
₹ ଦାଶରଥି ସ୍ୱାଇଁ
@dllwale143
9 months ago
ଯେବେ ଈଶ୍ବର ଆପଣଙ୍କୁ ପ୍ରେମୁ କରିବାକୁ ଲାଗନ୍ତି ତ ସିଏ ସେହି ଲୋକ ମାନଙ୍କୁ ଆପଣଙ୍କ ଜୀବନ ରୁ ଦୁରେଇ ଦିଅନ୍ତି ଯିଏ ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ
₹ ଦାଶରଥି ସ୍ୱାଇଁ
@dllwale143
9 months ago
ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ, ମଣିଷ ର ବ୍ୟବହାର ଦ୍ବାରା ଶତ୍ରୁ, ମିତ୍ର ସୃଷ୍ଟି ହୋଇଥାଏ l
₹ ଦାଶରଥି ସ୍ୱାଇଁ
@dllwale143
9 months ago
ଆଘାତ ଏପରି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ମିଳେ ସେପର୍ଯ୍ୟନ୍ତ ମଣିଷ ସଠିକ୍ ରାସ୍ତାକୁ ଆସିପାରି ନଥାଏ ।
₹ ଦାଶରଥି ସ୍ୱାଇଁ
@dllwale143
9 months ago
ପରୋପକାର ସ୍ବତଃ ସମ୍ପୂର୍ଣ୍ଣ ପ୍ରାପ୍ତି ଅଟେ ଯାହା ଧନ,ମାନ, ସମ୍ମାନ ଓ ମର୍ଯ୍ୟାଦା ଠାରୁ ଅନେକ ଉର୍ଦ୍ଧ୍ବରେ ରହିଥାଏ ।
₹ ଦାଶରଥି ସ୍ୱାଇଁ
@dllwale143
10 months ago
#baliyatr
₹ ଦାଶରଥି ସ୍ୱାଇଁ
@dllwale143
10 months ago
ଆଉ ଯଦି ପ୍ରତିଦିନ କେହି ଜଣେ ଲୋକଙ୍କୁ ବି ହସେଇ ଦେଲ ତେବେ ତୁମକୁ ଧୂପ କାଠି ଜଳେଇବାର ବି କିଛି ଦରକାର ନାହିଁ |
₹ ଦାଶରଥି ସ୍ୱାଇଁ
@dllwale143
10 months ago
₹ ଦାଶରଥି ସ୍ୱାଇଁ
@dllwale143
10 months ago
#baliyatr2025
₹ ଦାଶରଥି ସ୍ୱାଇଁ
@dllwale143
11 months ago
ଜୟ ଜଗନ୍ନାଥ ସ୍ବାମୀ।⭕‼️⭕
₹ ଦାଶରଥି ସ୍ୱାଇଁ
@dllwale143
12 months ago
ସ୍ବପ୍ନ ସେ ନୁହେଁ ଯାହା ଆମେ ଶୋଇବା ବେଳେ ଦେଖେ.. ସ୍ବପ୍ନ ହେଉଛି ତାହା ଜାହା ଆମକୁ ଶୋଇବାକୁ ଦେଇ ନଥାଏ...
₹ ଦାଶରଥି ସ୍ୱାଇଁ
@dllwale143
12 months ago
ତୁମର ପ୍ରଥମ ବିଜୟ ପଟେ ବିଶ୍ରାମ ନିଅ ନାହିଁ କାହିଁକି ନା ଯଦି ଦ୍ବିତୀୟ ରେ ଅସଫଳ ହେବ, ତେବେ ଲୋକେ କହିବେ ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା ।
Last Seen Users on Sotwe
jola
Seen from
Indonesia
Cenk Erken
Seen from
Turkey
.
Seen from
Japan
Aksaray itiraf ve foto paylasim
Seen from
Turkey
ชอบเย็ดสาวใหญ่แม่หม้ายสาวอวบ
Seen from
Malaysia
Stw bangett
Seen from
Indonesia
سـكـس كلاسيكي عربي
Seen from
Egypt
türban fantazi
Seen from
Turkey
RESMI R NAIR
Seen from
Netherlands
mad max
Seen from
India
Trends for you
1
Angels
Under 10K tweets
2
Fable 5.1
Under 10K tweets
3
Bank of America
Under 10K tweets
4
Franklin Richards
Under 10K tweets
5
$DELL
Under 10K tweets
6
Clancy
Under 10K tweets
7
Enzo
Under 10K tweets
8
Coachella
Under 10K tweets
9
Beyonder
Under 10K tweets
10
Balogun
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫