Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Collector and DM, Jharsuguda
@dm_jharsuguda
Official Twitter/X Handle of the Collector and District Magistrate, Jharsuguda
Jharsuguda, Odisha
Joined June 2017
52
Following
10.9K
Followers
2.2K
Posts
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ
#CM_SAMPADA
ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ତଥା ପ୍ରସ୍ତାବିତ ବିଭିନ୍ନ ଜନହିତକର ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତର୍ଜମା କରାଯାଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏମ୍ସିଏଲ୍ -ଇବ୍ ଭ୍ୟାଲି ଅଞ୍ଚଳ ପରିଦର୍ଶନ କରି କୋଇଲା ପରିବହନ ପ୍ରକ୍ରିୟାର କ୍ଷେତ୍ର ପରିଦର୍ଶନ ସହ ଏହାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ପରିବହନ କାର୍ଯ୍ୟର ସୁପରିଚାଳନା ତଥା ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ରମପେଲା ବ୍ରିଜ୍ ପରିଦର୍ଶନ କରି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ କାଳରେ ଉପଜିଲ୍ଲାପାଳ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ପାଉଁଶ ଓ କୋଇଲା ପରିବହନ ବ୍ୟବସ୍ଥାର ସ୍ଥିତି ଉପରେ ଜିଲ୍ଲାପାଳ ଅନୁଧ୍ୟାନ ଓ ପରିବହନ ନିୟମାବଳୀର ତଦାରଖ କରିଥିଲେ।
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
@SMEOdisha
@CMO_Odisha
@IPR_Odisha
ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ, ଡ୍ରପ୍-ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା, ନାମଲେଖା ବ୍ୟବଧାନର ସଂଶୋଧନ, ପିଏମ୍-ଶ୍ରୀ ଯୋଜନାର ଅଗ୍ରଗତି ତଥା ଅନ୍ୟାନ୍ୟ ପ୍ରମୁଖ ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
See More
Who to follow
SP Jharsuguda
@SPJharsuguda
Official Twitter account of SP Jharsuguda
Collector and DM, Sundargada
@DMSundargarh
24*7 contact : 1800 345 7461/68
DM Sambalpur
@DmSambalpur
District Administration Sambalpur
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି -ଡ୍ରପ୍-ଆଉଟ୍ ପିଲାଙ୍କ ମୁଖ୍ୟସ୍ରୋତରେ ସାମିଲ ନେଇ ଆଲୋଚନା -ବିପଦସଙ୍କୁଳ କୋଠା ଭଙ୍ଗା ଓ ସ୍କୁଲଗୁଡ଼ିକରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ବ୍ୟବସ୍ଥା ତ୍ଵରାନିତ ପାଇଁ ନିର୍ଦ୍ଦେଶ
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
ଜିଲ୍ଲାରେ ଏକାଦଶ କୃଷି ଗଣନା ଏବଂ ଜଳସେଚନ ଗଣନା ସମ୍ପର୍କିତ ତଥ୍ୟର ଯାଞ୍ଚ ଓ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଣନା ତଥ୍ୟର ସମୀକ୍ଷା କରାଯିବା ସହ ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯାଇଛି।
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
@SSEPD2
@CMO_Odisha
@IPR_Odisha
ଏଠାରେ ସୂଚନା ଯୋଗ୍ୟଯେ, ଗତ ୧୫ ଅଗଷ୍ଟ ୨୦୨୬ ରେ ନୀଳମଣିଙ୍କୁ ତାଙ୍କ ପରିବାର ସହ ମିଳାଇ ଦିଆଯାଇଥିଲା। ତାଙ୍କର କାର୍ଯ୍ୟ କରିବା ଇଚ୍ଛା ଓ ଆଗ୍ରହକୁ ଭିତ୍ତି କରି ଦିଆଯାଇଥିବା ଏହି ନିଯୁକ୍ତି ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
See More
Collector and DM, Jharsuguda
@dm_jharsuguda
about 22 hours ago
·
Jharsuguda
#ସ୍ନେହସେତୁ
କାର୍ଯ୍ୟକ୍ରମକୁ ଆଉ ଏକ ସଫଳତା; ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିହାରର ନିଖୋଜ ଯୁବକଙ୍କୁ ପରିବାର ସହ ପୁନଃମିଳନ କରାଇଲା ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ -ଏପର୍ଯ୍ୟନ୍ତ ୪୮ ଜଣ ନିଖୋଜ ନିଜ ପରିବାର ସହ ପୁନଃମିଳିତ
@SSEPD2
@CMO_Odisha
@IPR_Odisha
dm_jharsuguda
retweeted
SSEPD
@SSEPD2
2 days ago
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ‘ସ୍ନେହ ସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଜଣେ ମାନସିକ ଅସୁସ୍ଥତାର ସମ୍ମୁଖୀନ ମହିଳାଙ୍କୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ତାଙ୍କ ପରିବାର ସହ ପୁନର୍ମିଳିତ କରାଯାଇଛି । #SnehSetu #SSEPD #FamilyReunion #SocialWelfare #InclusiveOdisha #2YearsofLokankaSarakar #BikasharaDharaOdishaSara
@CMO_Odisha
@NityanandaBJP
@Drbrindhadeva1
@brindhaselva
@siepodisha
@state_scpd
@dm_jharsuguda
@DSSOJharsuguda
@MSJEGOI
See More
Collector and DM, Jharsuguda
@dm_jharsuguda
2 days ago
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର
#CIPET
ବାଲେଶ୍ଵର ସହ ଏମଓୟୁ ସ୍ଵାକ୍ଷରିତ -୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ମିଳିବ ନାମଲେଖା ସୁଯୋଗ ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
Collector and DM, Jharsuguda
@dm_jharsuguda
2 days ago
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଉ ଏକ ମାନବିକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ପରିବାର ସହିତ ପୁନଃମିଳନ କରାଯାଇଛି।
See More
Collector and DM, Jharsuguda
@dm_jharsuguda
2 days ago
ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର କ୍ଷେତ୍ରସ୍ତରୀୟ ସମୀକ୍ଷା ତଥା ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଇକେରା ବ୍ଲକ ଗସ୍ତ କରିଥିଲେ।
Collector and DM, Jharsuguda
@dm_jharsuguda
2 days ago
ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୨୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।
See More
Collector and DM, Jharsuguda
@dm_jharsuguda
3 days ago
·
Jharsuguda
@OdishaVigilance
@CMO_Odisha
@IPR_Odisha
Collector and DM, Jharsuguda
@dm_jharsuguda
3 days ago
·
Jharsuguda
#ସାଧୁତାର_ଶପଥ_ପାଠ
#ଦୁର୍ନୀତି_ନିବାରଣ_ସଚେତନତା_ସପ୍ତାହ୨୦୨୬
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଝାରସୁଗୁଡାର ବିଭିନ୍ନ ବିଭାଗ, ବ୍ଲକ, ତହସିଲ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
#VigilanceAwarenessWeek
#AntiCorruption
#SayNoToCorruption
#IntegrityForNation
See More
Collector and DM, Jharsuguda
@dm_jharsuguda
4 days ago
@rdmodisha
@CMO_Odisha
@IPR_Odisha
@PRDeptOdisha
@HFWOdisha
@HUDDeptOdisha
@SRC_Odisha
-ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ -ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ପ୍ରଶାସନର ନିବେଦନ ଏହି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
See More
Collector and DM, Jharsuguda
@dm_jharsuguda
4 days ago
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। -ଆଜି ଠାରୁ ଜିଲ୍ଲା, ତହସିଲ ଏବଂ ବ୍ଲକ ସ୍ତରରେ ୨୪/୭ କାର୍ଯ୍ୟକ୍ଷମ ହେଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର
See More
Collector and DM, Jharsuguda
@dm_jharsuguda
4 days ago
·
Jharsuguda
ଗ୍ରାଉଣ୍ଡ ଜିରୋକୁ ଯାଇ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ଝାରସୁଗୁଡ଼ା ଜିଲ୍ଲାପାଳ -ସମୀକ୍ଷା ବୈଠକର ଦିନକ ପରେ ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ -ଜାମେରା ଓ ପଞ୍ଚପଡ଼ା ଇବ୍ ନଦୀ ପୋଲ ନିର୍ମାଣ କାର୍ଯ୍ୟ ଯାଞ୍ଚ -୪୯ ନମ୍ବର ଜାତୀୟ ରାଜପଥ ଜମି ଅଧିଗ୍ରହଣ ନେଇ ସ୍ଥିତି ଅନୁଧ୍ୟାନ
See More
Collector and DM, Jharsuguda
@dm_jharsuguda
5 days ago
ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ଏକ ସୁବିଧାସମ୍ପନ୍ନ ହସ୍ପିଟାଲରେ ପରିଗଣିତ କରିବା ସହ ଅଞ୍ଚଳବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
@HFWOdisha
See More
Collector and DM, Jharsuguda
@dm_jharsuguda
5 days ago
·
Jharsuguda
#ସ୍ନେହସେତୁ
କାର୍ଯ୍ୟକ୍ରମର ଆଉ ଏକ ସଫଳ ଅଧ୍ୟାୟ
@SSEPD2
@CMO_Odisha
@IPR_Odisha
Last Seen Users on Sotwe
Latin Sex
Seen from
Mexico
Türbanlı karım Güliz
Seen from
Turkey
杭州等等s
Khmer boy
Gerçek Güvenilir Showcular
Seen from
Netherlands
osti
Seen from
Turkey
SuckaForBaddies
Seen from
United States
Sulbas3D 🔞
Seen from
Vietnam
Seda selçuk
Seen from
Turkey
ALİ TÜRK
Seen from
Turkey
Trends for you
1
Brewers
Under 10K tweets
2
Bob Uecker
Under 10K tweets
3
Clippers
Under 10K tweets
4
#AEWDynamite
Under 10K tweets
5
Hardy
Under 10K tweets
6
Vando
Under 10K tweets
7
Gary Sanchez
Under 10K tweets
8
#LaGranjaAsamblea
Under 10K tweets
9
Caleb Martin
Under 10K tweets
10
Naz Reid
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫