Avail the online Enumeration Form facility under #SIR2026 and complete your electoral verification with ease, anytime and from anywhere.
With simple step-by-step guidance, electors can conveniently verify and update their details online, making participation in the electoral roll revision process faster, smoother, and more accessible. Every accurate update strengthens the quality, inclusiveness, and integrity of the electoral roll.
Be a part of the digital journey towards a cleaner and more accurate voter database.
@ECISVEEP@PIB_India@IPR_Odisha@DDNational@dd_odia@MyGovOdia
#ElectionCommission #ElectoralRollRevision #OnlineEnumeration #DigitalParticipation #VoterAwareness #Odisha #SIR2026Odisha
🗳️ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ, କୌଣସି ମତଦାତା ବାଦ୍ ପଡ଼ିବେ ନାହିଁ
30.05.2026 ତାରିଖରେ SIR-2026 ଅନ୍ତର୍ଗତ ପରିଗଣନା ଫର୍ମ (Enumeration Form) ବଣ୍ଟନ କାର୍ଯ୍ୟକ୍ରମରେ ବଣ୍ଡା ଜନଜାତି (PVTG) ମତଦାତାମାନଙ୍କୁ ERO ଓ AEROଙ୍କ ଉପସ୍ଥିତିରେ ଫର୍ମ ବଣ୍ଟନ କରାଯାଇଥିଲା।
ବଣ୍ଡା ଭାଷାରେ ଫର୍ମର ଉଦ୍ଦେଶ୍ୟ ଏବଂ ପୂରଣ ପ୍ରକ୍ରିୟା ବୁଝାଇ ଦିଆଯାଇଥିଲା, ଯାହା ମାଧ୍ୟମରେ ସେମାନଙ୍କର ସଚେତନତା ସହ, ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇଛି।
🗳️ Inclusivity Ensured, No Voter Left Behind
On 30.05.2026, Enumeration Forms under SIR-2026 were distributed among members of the Bonda PVTG community in the presence of the ERO and AERO.
The purpose of the Enumeration Form and the process of filling it up were explained in the Bonda language, ensuring informed participation and reaffirming our commitment that no voter is left behind.
#SIR2026 #NoVoterLeftBehind #InclusiveElections #BondaPVTG #EveryVoterMatters #Odisha 🗳️🇮🇳
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ର ଶୁଭାରମ୍ଭ ପୂର୍ବ ସନ୍ଧ୍ୟାରେ ପୁରୀ ସମୁଦ୍ରତଟରେ ଆଡମ୍ବରପୂର୍ଣ୍ଣ ଭାବେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ବାଲୁକା କଳାକୃତି ମାଧ୍ୟମରେ SIR 2026 ସମ୍ପର୍କିତ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ ଉଦ୍ଘାଟନ କରିଥିଲେ। ଏଥିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ, ଫାଇନାନ୍ସିଆଲ୍ ଆଡଭାଇଜର ଶ୍ରୀ ସଞ୍ଜୟ ଲୁଗୁନ , ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) , ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଶ୍ରୀମତୀ ଅନାମିକା ସିଂହ, ପୁରୀ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) , ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ BLOମାନେ ଉପସ୍ଥିତ ଥିଲେ।
ଏହି ଅବସରରେ SIR 2026 ର ପ୍ରକ୍ରିୟା, BLOମାନଙ୍କ ଘରକୁ ଘର ପରିଦର୍ଶନ ଏବଂ ନିର୍ବାଚକମାନଙ୍କ ସକ୍ରିୟ ସହଯୋଗର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
On the eve of the launch of the Special Intensive Revision (SIR) 2026, a special voter awareness programme was inaugurated with great fanfare at Puri Blue flag Beach. An impressive sand art installation created by Padma Shri Sudarsan Pattnaik conveyed the message of SIR 2026 and helped spread awareness among the public.
The programme was inaugurated by the Chief Electoral Officer, Odisha, Shri R. S. Gopalan. Among those present were Additional Chief Electoral Officer Shri Sushanta Kumar Mishra, the Collector & District Election Officer, Puri, Financial Advisor Shri Sanjay Lugun, the Additional District Magistrate (Elections), Deputy Chief Electoral Officers Dr. Laxmi Prasad Sahu and Smt. Anamika Singh, Electoral Registration Officers (EROs) of various Assembly Constituencies in Puri district, the Deputy Collector (Elections), and BLOs.
On this occasion, information was disseminated regarding the SIR 2026 process, the house-to-house visits to be conducted by BLOs, and the importance of active cooperation from electors in ensuring an accurate and inclusive electoral roll.
#SIR2026 #SIRPhase3 #Puri #SandArt #CEOOdisha #ECI