Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DM KALAHANDI
@DmKalahandi
Office of the Collector and District Magistrate, Kalahandi
Bhawanipatna Odisha
Joined June 2017
199
Following
15.5K
Followers
2.8K
Posts
DmKalahandi
retweeted
Chief Electoral Officer, Odisha
@OdishaCeo
about 2 hours ago
📢 ଆପଣ ELC ପୋର୍ଟାଲ୍ରେ ନିଜ ELC ପଞ୍ଜୀକରଣ କରିଛନ୍ତି କି? 🗳️ ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC)ରେ ସାମିଲ ହୁଅନ୍ତୁ, ଗଣତନ୍ତ୍ରକୁ ଜାଣନ୍ତୁ ��ବଂ ଜଣେ ସଚେତନ, ସକ୍ରିୟ ଓ ସଶକ୍ତ ମତଦାତା ହୁଅନ୍ତୁ। ✨ 📲 QR Code ସ୍କାନ୍ କରନ୍ତୁ | ଆଜି ହିଁ ELC ପଞ୍ଜୀକରଣ କରନ୍ତୁ! Learn Democracy. Lead Democracy. 🇮🇳
#EL
C
#ELC2
0 #ECI #SVEEP #LearnDemocracyLeadDemocracy
See More
DmKalahandi
retweeted
Chief Electoral Officer, Odisha
@OdishaCeo
1 day ago
🤔 ଭୋଟର ତାଲିକାରେ ଆପଣଙ୍କ ନାମ ଯୋଡ଼ିବା ପଛରେ କିଏ ନିଅନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା? ଛୋଟା ଭୀମ ଓ ବିଦୁରଙ୍କ ସହ ଦେଖନ୍ତୁ ଏହି ମଜାଦାର ଭିଡିଓ ଏବଂ ଜାଣନ୍ତୁ! 🎬✨ 🫡 ଆମ BLOଙ୍କୁ ଏକ ବଡ଼ Salute! ଘରେ ଘରେ ପହଞ୍ଚି, ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଓ ସମାବେଶୀ କରିବାରେ ନିରନ୍ତର କାର୍ଯ୍ୟରତ ଆମ Booth Level Officers ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। 🇮🇳🗳️ 🎥 ଭିଡିଓଟି ଦେଖନ୍ତୁ | ଜାଣନ୍ତୁ | ସେୟାର କରନ୍ତୁ କାରଣ, ସଠିକ୍ ଭୋଟର ���ାଲିକାରୁ ହିଁ ସୁଦୃଢ଼ ଗଣତନ୍ତ୍ରର ��ରମ୍ଭ! 🇮🇳 #BLO #BoothLevelOfficer #Democracy #DemocracyHeroes #VoterAwareness #ElectionLiteracy #CEOOdisha #ECI #SVEEP #EveryVoteMatters
See More
OdishaCeo's tweet video.
DM KALAHANDI
@DmKalahandi
1 day ago
ବିକଶିତ ଭାରତ କୁଇଜ୍ ରେ ଭାଗ ନିଅନ୍ତୁ। ନିଜ ଜ୍ଞାନ���ୁ ପରୀକ୍ଷା କରନ୍ତୁ ଏବଂ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ (VBYLD) ୨୦୨୭ ପାଇଁ ନିଜ ଯାତ୍ରା ଆରମ୍ଭ କରନ୍ତୁ
। @CMO_Odis
ha
@IPR_Odis
ha
@sports_odis
ha
@IndiaSpor
ts
DmKalahandi
retweeted
E&IT Department Odisha
@EIT_Odisha
2 days ago
10 days to go! For Odisha to showcase its semiconductor journey to the world. Register here to visit the Odisha Pavilion at SEMICON India 2026: https://t.co/IlBnb6ILOK
EIT_Odisha's tweet video.
Who to follow
TP Western Odisha Distribution Ltd.
@TPWesternOdisha
TPWODL is the power distribution company for Western Odisha. Catering to 9 districts, covering an area of 48,000 sq km. Call on 1912 or 18003456798 for queries
Collector & DM, Balangir
@CollectorBgr
Office of the Collector & District Magistrate, Balangir, Odisha, Pin-767001
Collector & DM, Malkangiri
@dm_malkangiri
Office of the District Magistrate, Malkangiri
DmKalahandi
retweeted
Revenue & DM Department, Government of Odisha
@rdmodisha
6 days ago
ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଉପରେ ମାନ୍ୟବର ମନ୍ତ୍ରୀ
@sureshkpujari
ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରସ୍ତାବିତ End-to-End Digital Registration ବ୍ୟବସ୍ଥାରେ— ✅ ଇଲେକ୍ଟ୍ରୋନିକ୍��� ଦଲିଲ୍, ସ୍ୱାକ୍ଷର ଓ ସିଲ୍କୁ ଆଇନଗତ ସ୍ୱୀକୃତି ✅ Land Records ସହ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍ ସମନ୍ୱୟ ✅ ଇଲେକ୍ଟ୍ରୋନିକ୍ Mutation ଓ ଡିଜିଟାଲ୍ Registration Certificate ✅ ସୁରକ୍ଷିତ ଡିଜିଟାଲ୍ ରେକର୍ଡ, ଆର୍କାଇଭିଂ ଓ Disaster Recovery ✅ Standard Templates ମାଧ୍ୟମରେ ଦଲିଲ୍ ପ୍ରସ୍ତୁତିରେ ସରଳତା #Odisha #PaperlessRegistration #DigitalOdisha #CitizenCentricGovernance #eRegistration
See More
DmKalahandi
retweeted
Chief Electoral Officer, Odisha
@OdishaCeo
4 days ago
·
Bhubaneshwar
📚 ଶିକ୍ଷକ ଗଢ଼ନ୍ତି ଭବିଷ୍ୟତ, ସଚେତନ ନାଗରିକ ଗଢ଼ନ୍ତି ଗଣତନ୍ତ୍ର! 🇮🇳 ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ସେ ଗଢ଼ନ୍ତି ଚିନ୍ତାଧାରା, ଚରିତ୍ର ଓ ଦାୟିତ୍ୱବୋଧ। ✨ ଆଜିର ଛାତ୍ର ହିଁ ଆସନ୍ତାକାଲିର ସଚେତନ ନାଗରିକ। ତାଙ୍କ ସକ୍ରିୟ ଅଂଶଗ୍ରହଣ, ସଚେତନ ନିଷ୍ପତ୍ତି ଓ ଦାୟିତ୍ୱବୋଧରେ ଗଣତନ୍ତ୍ର ହୁଏ ଆହୁରି ସୁଦୃଢ଼। 🗳️ ଜ୍ଞାନର ଆଲୋକରେ ପିଢ଼ି ପରେ ପିଢ଼ିକୁ ଆଲୋକିତ କରୁଥିବା ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ। �� 🌸 ପବିତ୍ର ଗୁରୁ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! #TeachersDay #GuruDibas #ECI #CEOOdisha #Teacher #Guru #Democracy #ResponsibleCitizens
See More
DM KALAHANDI
@DmKalahandi
5 days ago
ଭବାନୀପାଟଣା ଟାଉନ୍ ହଲ୍ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ସିଏମ୍ କିଷାନ୍' ରବି ୨୦୨୬-୨୭ ସହାୟତା ରାଶି ବଣ୍ଟନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମୁକେଶ ମ���ାଲିଙ୍ଗ ଉପସ୍ଥିତ ରହି ଚାଷୀ ଭାଇଭଉଣୀଙ୍କୁ ଉତ୍ସାହିତ କରିଥିଲେ।
DM KALAHANDI
@DmKalahandi
5 days ago
ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟା��ାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ।
@HFWOdish
a
See More
DmKalahandi
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
6 days ago
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ସିଏମ କିଷାନ ରବି ୨୦୨୬-୨୭ ସହାୟତା ରାଶି' ହସ୍ତାନ୍ତର
@CMO_Odisha
@KVSinghDeo1
@IPR_Odisha
@SecyChief
DmKalahandi
retweeted
Chief Electoral Officer, Odisha
@OdishaCeo
6 days ago
🤔 ELC 2.0 କ’ଣ? ଆସନ୍ତୁ, ମିତା ଦିଦି ଓ ଛୋଟା ଭୀମଙ୍କ ସହ ଜାଣିବା! 😊 📚 ELC 2.0 ମାନେ କେବଳ ଶିଖିବା ନୁହେଁ, ଗଣତନ୍ତ୍ରକୁ ବୁଝିବା, ଅଂଶୀଦାର ହେବା ଓ ନେତୃତ୍ୱ ନେବା। 🏫 ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଯୁବପିଢ଼ିଙ୍କୁ ଏକାଠି କରି, ELC 2.0 ଗଢ଼ିବ ସଚେତନ, ସଶକ୍ତ ଓ ଦାୟିତ୍ୱବାନ ନାଗରିକ। ପଞ୍ଜୀକରଣ ପରେ ପ୍ରତ୍ୟେକ ELC ପାଇବ Unique ELC ID, ଯାହା ମାଧ୍ୟମରେ ହେବ— ✨ Club Profile & Records 📋 Activity Reporting 🏆 Monitoring & Recognition ସବୁକିଛି ଆହୁରି ସହଜ, ସୁସଂଗଠିତ ଓ ପ୍ରଭାବଶାଳୀ! 🇮🇳 ELC 2.0 ସହ ଯୋଡ଼ି ହୁଅନ୍ତୁ। ଗଣତନ୍ତ୍ର ଶିଖନ୍ତୁ। ଗଣତନ୍ତ୍ରର ନେତୃତ୍ୱ ନିଅନ୍ତୁ। ✨ ELC 2.0 | Learn Democracy. Lead Democracy.
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ELC20 #ElectoralLiteracyClub #LearnDemocracyLeadDemocracy #ElectionLiteracy #YouthForDemocracy #CEOOdisha #ECI #Democracy #VoterAwareness #SVEEP
See More
OdishaCeo's tweet video.
DmKalahandi
retweeted
Chief Electoral Officer, Odisha
@OdishaCeo
7 days ago
ଶ୍ରେଣୀଗୃହରୁ ସଚେତନ ମତଦାତା, ସଚେତନ ମତଦାତାରୁ ସୁଦୃଢ଼ ଗଣତନ୍ତ୍ର! 🇮🇳 ଗଣତନ୍ତ୍ର କେବଳ ଭୋଟ ଦେବା ନୁହେଁ, ନିଜ ଭୋଟର ମୂଲ୍ୟ ଓ ଶକ୍ତିକୁ ବୁଝିବା ମଧ୍ୟ ଏହାର ଅଂଶ। ELC 2.0 — ଯେଉଁଠି ଯୁବ ମନ ଗଣତନ୍ତ୍ରକୁ ଶିଖେ, ଭୋଟର ଅଧିକାରକୁ ବୁଝେ ଏବଂ ଦାୟିତ୍ୱଶୀଳ ମତଦାତା ଭାବେ ଆଗକୁ ବଢ଼େ। ଆଜିର ସଚେତନ ଛାତ୍ର, ଆସନ୍ତାକାଲିର ଆତ୍ମବିଶ୍ୱାସୀ ମତଦାତା! #ECI #ELC #ELC2.0 #ECINET #CEOOdisha #Odia #SVEEP
See More
DmKalahandi
retweeted
Chief Electoral Officer, Odisha
@OdishaCeo
8 days ago
❌ ଭ୍ରମ: EPIC (ଭୋଟର ପରିଚୟପତ୍ର) ସହ ଆଧାର ଲିଙ୍କ୍ କରିବା ଏବେ ବାଧ୍ୟତାମୂଳକ! ✅ ସତ୍ୟ: ଏହା ବାଧ୍ୟତାମୂଳକ ନୁହେଁ। ନିର୍ବାଚନ ଆଇନ (ସଂଶୋଧନ) ��ଧିନିୟମ, ୨୦୨୧ ଅନୁଯାୟୀ, ଭୋଟରଙ୍କ ଆଧାର ବିବରଣୀ ଦାଖଲ କରିବା ସ୍ୱେଚ୍ଛାଧୀନ। 📌 ଗୁରୁତ୍ୱପୂର୍ଣ୍ଣ: କେବଳ ଆଧାର ବିବରଣୀ ଦାଖଲ ନକରିବା କାରଣରୁ କୌଣସି ଭୋଟରଙ୍କ ନାମ ନିର୍ବାଚନୀ ତାଲିକାରୁ ବାଦ୍ ଦିଆଯିବ ନାହିଁ। 📝 ବର୍ତ୍ତମାନର ଭୋଟରମାନେ Form 6B ମାଧ୍ୟମରେ ସ୍ୱେଚ୍ଛାକୃତ ଭାବେ ନିଜ ଆଧାର ବିବରଣୀ ଦାଖଲ କରିପାରିବେ। 👉 ଜାଣନ୍ତୁ ସତ୍ୟ, ଦୂରେଇ ରୁହନ୍ତୁ ଗୁଜବରୁ। 🗳️ ସଚେତନ ଭୋଟର, ସୁଦୃଢ଼ ଗଣତନ୍ତ୍ର। #MythVsFact #Aadhaar #EPIC #Form6B #ElectoralRoll #CEOOdisha #ECI #VoterAwareness #EveryVoteMatters
See More
DmKalahandi
retweeted
Chief Electoral Officer, Odisha
@OdishaCeo
11 days ago
🏑🇮🇳 ୨୯ ଅଗଷ୍ଟ | ଜାତୀୟ କ୍ରୀଡ଼ା ଦିବସ 🇮🇳🏆 ହକିର ଯାଦୁଗର, ମେଜର ଧ୍ୟାନଚାନ୍ଦଙ୍କୁ ବିନମ୍��� ଶ୍ରଦ୍ଧାଞ୍ଜଳି। 🙏 ତାଙ୍କର ଅସାଧାରଣ ପ୍ରତିଭା, ଶୃଙ୍ଖଳା, ଦେଶପ୍ରେମ ଓ ଖେଳ ପ୍ରତି ଅତୁଟ ସମର୍ପଣ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା। 🇮🇳 ଖେଳ ପଡ଼ିଆରେ ପ୍ରତ୍ୟେକ ଖେଳାଳି, ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର — ଗୁରୁତ୍ୱପୂର୍ଣ୍ଣ। 🏑🗳️ ଆସନ୍ତୁ, ଖେଳରୁ ଶୃଙ୍ଖଳା, ସମର୍ପଣ ଓ ଏକତାର ପ୍ରେରଣା ନେଇ ଗଣତନ୍ତ୍ରକୁ ଆହୁରି ସଶକ୍ତ କରିବା। କାରଣ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଭୋଟର ମୂଲ୍ୟବାନ। 🗳️🇮🇳 ଜାତୀୟ କ୍ରୀଡ଼ା ଦିବସର ହାର୍ଦ୍ଦିକ ଶୁଭ���ଚ୍ଛା! 🏆🇮🇳 #NationalSportsDay #MajorDhyanChand #Sports #Democracy #EveryVoteMatters #CEOOdisha #ECI #MyVoteMyRight
See More
DM KALAHANDI
@DmKalahandi
12 days ago
କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।
DM KALAHANDI
@DmKalahandi
12 days ago
ଆଜି ରକ୍ଷାବନ୍ଧନ ଅବସରରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ।
See More
DmKalahandi
retweeted
Revenue & DM Department, Government of Odisha
@rdmodisha
15 days ago
ଅଭିଯୋଗରୁ ସମାଧାନ ପର୍ଯ୍ୟନ୍ତ, ସବୁକିଛି ଏବେ ଡିଜିଟାଲ୍।📱 ‘ଆମ ସାଥୀ’ ସହ ରାଜସ୍ୱ ଅଭିଯୋଗ ଦାଖଲ କରନ୍ତୁ, ଅଗ୍ରଗତି ଜାଣନ୍ତୁ ଏବଂ ସମାଧାନ ପରେ ନିଜ ମତାମତ ଦିଅନ୍ତୁ।
#AmaSathi
#DigitalGovernance
#Odisha
@CMO_Odisha
@sureshkpujari
@arvindpadhee
@IPR_Odisha
DmKalahandi
retweeted
Chief Electoral Officer, Odisha
@OdishaCeo
15 days ago
📢 Noticeକୁ ଅଣଦେଖା କରନ୍ତୁ ନାହିଁ! Notice ଆସିଛି? ତେବେ ଏବେଠାରୁ ପ୍ରସ୍ତୁତ ରୁହନ୍ତୁ। 👇 📄 ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ ରଖନ୍ତୁ 📞 ନିଜ BLOଙ୍କ ସହ ଯୋଗାଯୋଗ ��ରନ୍ତୁ 🌐 କିମ୍ବା https://t.co/XxPutHLPm7 ରେ “Book a Call with BLO” ସେବା ନିଅନ୍ତୁ 🗓️ Notice ପର୍ଯ୍ୟାୟ ଏବଂ ଦାବି-ଆପତ୍ତିର ସମାଧାନ: ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ⚠️ Notice ଆସିଲେ ଅବହେଳା ନୁହେଁ, ସମୟରେ ପଦକ୍ଷେପ ନିଅନ୍ତୁ। 🗳️ ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! #SIR2026 #Notice #BLO #CEOOdisha #ElectoralRoll #ECI #EveryVoteMatters
See More
DM KALAHANDI
@DmKalahandi
16 days ago
ଜିଲ୍ଲାପାଳ, କଳାହାଣ୍ଡି ଏବଂ ଆରକ୍ଷୀ ଅଧୀକ୍ଷକ କଳାହାଣ୍ଡିଙ୍କ ଯୁଗ୍ମ ଜନଶୁଣାଣି ଶିବିର କର୍ଲାମୁଣ୍ଡା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଗ���ଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତି ରହି ୮୨ଟ�� ଅଭିଯୋଗର ଶୁଣାଣି କରିଥିଲେ।
See More
DM KALAHANDI
@DmKalahandi
16 days ago
ଲଗାଣ ବର୍ଷା ରେ ତେଲ ନଦୀ ରେ ବନ୍ୟା ଜଳ ପ୍ରବାହିତ ହେବା ହେତୁ ନିଜ ଚାଷ ଜମିକୁ କାମ କରିବାକୁ ଯାଇ ଫସି ରହିଥିବା ଗୋଲାମୁଣ୍ଡା ବ୍ଲକ କର୍ଲି ଗ୍ରାମର ୬ ଜଣଙ୍କୁ ଅଗ୍ନିଶମ ବାହିନୀ ଓ ପ୍ରଶାସନ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
@SRC_Odisha
DM KALAHANDI
@DmKalahandi
17 days ago
ପ୍ରବଳ ବର୍ଷା ହୋଇ ବନ୍ୟା ଜଳ ପ୍ରବାହିତ ହେବା ହେତୁ ଖୁଣ୍ଟିଆ ଗ୍ରାମ ଠାରେ ମୁଟ୍ରା ନଦୀର ଅପରପାର୍ଶ୍ୱରେ ଫସି ରହିଥିବା ୫ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
@SRC_Odisha
Last Seen Users on Sotwe
Ezo Yaren
Seen from
United States
Nafsu STW
Seen from
United States
Tek Erkek Kocaeli💪
Seen from
Turkey
little goon slut
Seen from
Germany
Eaftey01
Seen from
Turkey
kürtlaç
Seen from
United Kingdom
Shemale_Supremacy
Seen from
Saudi Arabia
mamamia 😋🍑👙
Seen from
Turkey
au.
Seen from
Switzerland
nikmat
Seen from
Malaysia
Trends for you
1
Nintendo Direct
Under 10K tweets
2
YOKAI WATCH
Under 10K tweets
3
Good Wednesday
Under 10K tweets
4
Seahawks
Under 10K tweets
5
$LAPTOP
Under 10K tweets
6
Star Fox Adventures
Under 10K tweets
7
Hump Day
Under 10K tweets
8
MYTHRA KID
Under 10K tweets
9
#AppleEvent
Under 10K tweets
10
Professor Layton
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫