Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Superintendent of Excise.Jagatsinghpur
@excise_of
Joined January 2020
12
Following
134
Followers
64
Posts
Superintendent of Excise.Jagatsinghpur
@excise_of
6 days ago
ଜଗତସିଂହପୁର ଅବକାରୀ ରେଞ୍ଜ ଓ ବାଲିକୁଦା ଅବକାରୀ ଥାନା ପକ୍ଷରୁ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରରେ ବାଲିକୁଦା ର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୯ଲିଟର ୫୪୦ ମିଲି ବିଦେଶୀମଦ ଏବଂ ୧୦ ଲିଟର ଦେଶୀମଦ ଜବତ କରାଯିବା ସହ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
@CollectorJspur
See More
Superintendent of Excise.Jagatsinghpur
@excise_of
17 days ago
ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ଜଗତସିଂହପୁର ତା୧୦୵୦୬୵୨୦୨୬ରିଖରେ ବିରିଡି ଥାନା ଚାଷୀଖଣ୍ଡ ଗ୍ରାମରେ ଚଢଉ କରି ୧୩ ଲି ୬୮୦ ମିଲି ର ଭାରତ ତିଆରି ବିଦେଶୀମଦ ଜବତ କରିବା ସହ ଅଭିଯୁକ୍ତ ଲକ୍ଷ୍ମୀବ୍ରତ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
@CollectorJspur
Superintendent of Excise.Jagatsinghpur
@excise_of
20 days ago
ତା ୦୬୵୦୬୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ଥାନା ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମରେ ଚଢ��ଉ କରି ୨୬ ଗ୍ରାମର ହେରୋଇନ (ଆନୁମାନିକ ମୂଲ୍ଯ ୨,୬୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ବିଶ୍ଵ ରଞ୍ଜନ ଭୋଇ ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି
।@CollectorJspu
r
Superintendent of Excise.Jagatsinghpur
@excise_of
about 2 months ago
ତା ୦୪୵୫୵୨୦୨୬ ରିଖରେ ପାରାଦ୍ବୀପ ଅବକାରୀ ରେଞ ପାରାଦ୍ବୀପ ଥାନା ଅନ୍ତର୍ଗତ ଇଫକୋ ଛକ ଠାରେ ଚଢାଉ କରି ୪୨ ଗ୍ରାମର ହେରୋଇନ (ଆନୁମାନିକ ମୂଲ୍ଯ ୪,୨୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ଅନ୍ଜିଲ ହଳଧର ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି।
@CollectorJspur
excise_of's tweet video.
Who to follow
Jagatsinghpur Municipality
@JagatsinghpurM
Office of the Jagatsinghpur Municipality
PANCHAYAT SAMITI ERASAMA
@PanchayatE
Official Twitter account of Panchayat Samiti Erasama - A Panchayati Raj Institution at Erasama known as ERASAMA BLOCK
Raghunathpur Panchayat Samiti
@BDORaghunathpur
Official Twitter Account of BDO, Raghunathpur
Superintendent of Excise.Jagatsinghpur
@excise_of
about 2 months ago
ତା ୦୬୵୫୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ରେଞ ଜଗତସିଂହପୁର ଥାନା ଅନ୍ତର୍ଗତ କଲେଜ ଛକ ଠାରେ ଚଢାଉ କରି ୧୬ ଗ୍ର���ମର ହେରୋଇନ (ଆନୁମାନିକ ମୂଲ୍ଯ ୧,୬୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ଚନ୍ଦନ ଗୋଚ୍ଛାୟତଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛ
ି।@CollectorJsp
ur
Superintendent of Excise.Jagatsinghpur
@excise_of
2 months ago
ତା ୨୧୵୦୪୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ଥାନା ଜଗତସିଂହପୁର ଥାନା ଅନ୍ତର୍ଗତ ଓହଳ ଗ୍ରାମରେ ଚଢାଉ କରି ୧୨୧ ଗ୍ରାମର ହେରୋଇନ (ଆନୁମାନ���କ ମୂଲ୍ଯ ୧୨,୧୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ମିର୍ଜା ଜୁଲଫିକର୍ ବେଗ୍ ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛ
ି।@CollectorJsp
ur
Superintendent of Excise.Jagatsinghpur
@excise_of
3 months ago
ତା ୦୯୵୦୪୵୨୦୨୬ ରିଖରେ ବାଲିକୁଦା ଅବକାରୀ ଥାନା ବାଲିକୁଦା ଥାନା ଅନ୍ତର୍ଗତ ଅସିଳୋ ଛକରେ ଚଢାଉ କରି ୮୨ ଗ୍ରାମର ହେରୋଇନ ଓ ଏକ ମଟରସାଇକେଲ (ଆନୁମାନିକ ମୂଲ୍ଯ ୯,୨୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ବିଶ୍ବଜିତ ସାହୁ ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି।
@collectorJspur
excise_of's tweet video.
Superintendent of Excise.Jagatsinghpur
@excise_of
3 months ago
ତା ୦୭୵୩୵୨୦୨୬ ରିଖରେ ���ଗତସିଂହପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଜଗତସିଂହପୁର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗ୍ରାମରେ ଚଢାଉ କରାଯାଇ ୨୮ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ୨,୮୦,୦୦୦ ଟଙ୍କା) ଜବତ କରାଯାଇ ଅଭିଯୁକ୍ତ ସିଲ�� ସିଂ ଙ୍କୁ ଗରିଫ କରାଯାଇ କୋର୍ଟ ଚାଲାଣ କରାଯାଇ
ଛି।@CollectorJs
pur
See More
Superintendent of Excise.Jagatsinghpur
@excise_of
4 months ago
ତା ୧୪୵୦୩୵୨୦୨୬ ରିଖରେ ତିର୍ତ୍ତୋଲଅବକାରୀ ଥାନା, ତିର୍ତ୍ତୋଲ ଥାନା ମହିଳୋ ଗ୍ରାମରେ ଚଢାଉ କରି ୭୭୫ ଗ୍ରାମର ଗଞ୍ଜେଇ(ଆନୁମାନିକ ମୂଲ୍ଯ ₹ ୭,୭୫୦ ଟଙ୍କା)ଜବତ କରି ଅଭିଯୁକ୍ତ ସଞ୍ଜୟ ତ୍ରିପାଠୀଙ୍କୁ ଗରିଫ କରି ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।@CollectorJspurJspur
See More
Superintendent of Excise.Jagatsinghpur
@excise_of
4 months ago
ତା ୧୭୵୨୵୨୦୨୫ ରିଖରେ ବାଲିକୁଦା ଅବକାରୀ ଥାନା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ବଜାରରେ ଚଢାଉ କରି ୫୨ ଗ୍ରାମର ହେରୋଇନ ଓ ଏକ ମଟରସାଇକେଲ (ଆନୁମାନିକ ମୂଲ୍ଯ ୭,୨୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ସୁର୍ଦଶନ ସାହୁ ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି।
@CollectorJspur
excise_of's tweet video.
Superintendent of Excise.Jagatsinghpur
@excise_of
4 months ago
ତା ୧୭୵୨୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ରେଞ ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ବଜାରରେ ଚଢାଉ କରି ୨୫ ଗ୍ରାମର ହେରୋଇନ (ଆନୁମାନିକ ମୂଲ୍ଯ ୨,୫୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ହୃଷିକେଶ ଦାସ ଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି।
@CollectorJspur
Superintendent of Excise.Jagatsinghpur
@excise_of
4 months ago
ତା ୧୨୵୦୨୵୨୦୨୬ ରିଖରେ ପାରାଦୀପ ଅବକାରୀ ଥାନା ପକ୍ଷରୁ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଉଛ୍ଛବାନନ୍ଦପୁର ଅଞ୍ଚଳରେ ଚଢାଉ କରାଯାଇ ୫୫ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ₹୫,୫୦,୦୦୦)ଜବତ କରାଯାଇ ଅଭିଯୁକ୍ତ ବୁଲା ମହାରଣାଙ୍କୁ ଗରିଫ କରି ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯା��ଛି
।@CollectorJspu
r
See More
excise_of's tweet video.
excise_of's tweet video.
Superintendent of Excise.Jagatsinghpur
@excise_of
4 months ago
ତା ୧୨୵୨୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଜଗତସିଂହପୁର ଥାନା ଅନ୍ତର୍ଗତ ପୁରୋହିତପୁର ଛକରେ ଚଢାଉ କରାଯାଇ ୫୯ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ୫,୯୦,୦୦୦ ଟଙ୍କା) ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇ ଅଭିଯୁକ୍�� ଦେବେନ୍ଦ୍ର ପୃଷ୍ଟିଙ୍କୁ ଗରିଫ କରାଯାଇ କୋର୍ଟ ଚାଲାଣ କରାଯାଇଛି
।@CollectorJspu
r
See More
excise_of's tweet video.
excise_of's tweet video.
Superintendent of Excise.Jagatsinghpur
@excise_of
4 months ago
ତା ୧୨୵୨୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଜଗତସିଂହପୁର ଥାନା ଅନ୍ତର୍ଗତ ପୁରୋହିତପୁର ଛକରେ ଚଢାଉ କରାଯାଇ ୫୯ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ୫,୯୦,୦୦୦ ଟଙ୍କା) ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇ ଅଭିଯୁକ୍ତ ଦେବେନ୍ଦ୍ର ପୃଷ୍ଟିଙ୍କୁ ଗରିଫ କରାଯାଇଛ କୋର୍ଟ ଚାଲାଣ କରାଯାଇଛି।
@CollectorJspur
See More
excise_of's tweet video.
excise_of's tweet video.
Superintendent of Excise.Jagatsinghpur
@excise_of
5 months ago
ତା ୨୮୵୦୧୵୨୦୨୬ ରିଖରେ ତିର୍ତ୍ତୋଲଅବକାରୀ ଥାନା, ତିର୍ତ୍ତୋଲ ଥାନା ରଥିପୁର ଗ୍ରାମରେ ଚଢାଉ କରି ୧କେଜି ୧୯୦ଗ୍ରାମର ଗଞ୍ଜେଇ(ଆନୁମାନିକ ମୂଲ୍ଯ ₹ ୧୧,୯୦୦ ଟଙ୍କା)ଜବତ କରି ଅଭିଯୁକ୍ତ ରୁନୁ ମହାନ୍ତିଙ୍କୁ ଗରିଫ କରି ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।@CollectorJspurJspur
See More
Superintendent of Excise.Jagatsinghpur
@excise_of
5 months ago
ତା ୨୮୵୦୧୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଜଗତସିଂହପୁର ଥାନା ଅନ୍ତର୍ଗତ ନୂଆପୋଲ ବଜାର ରେ ଚଢା�� କରାଯାଇ ୨୭ ଗ୍ରାମର ହେରୋଇନ ସହ ଗୋଟିଏ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକେଲ ( ଆନୁମାନିକ ମୂଲ୍ଯ ୩,୨୦,୦୦୦ ଟଙ୍କା)ଜବତ କରାଯାଇ ଅଭିଯୁକ୍ତ ଜିତେନ୍ଦ୍ର ସିଂ ଙ୍କୁ ଗରିଫ କରାଯାଇଛି।
@CollectorJspu
r
See More
excise_of's tweet video.
Superintendent of Excise.Jagatsinghpur
@excise_of
5 months ago
ତା୨୨୵୦୧୵୨୦୧୬ ରିଖରେ ଏରସମାର ଅତିରିକ୍ତ ତହସିଲଦାର, ପଦ୍ମପୁର ରାଜସ୍ବ ନିରୀକ୍ଷକ ଏବଂ ଏରସମା ଥାନର ମିଳିତ ସହଯୋଗରେ ବାଲିକୁଦା ଅ��କାରା ଥାନା ପକ୍ଷରୁ ଏରସମା ତହସିଲ ଅନ୍ତର୍ଗତ ରାମତରା ଗ୍ରାମରେ ଚଢାଉ କରାଯାଇ ୧୨ ଲିଟର ବିଦେଶୀମଦ ଓ ୪୧ ଲିଟର ବିଅର ଜବତ କରାଯାଇ ଦୁଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି
।@CollectorJspu
r
See More
excise_of's tweet video.
Superintendent of Excise.Jagatsinghpur
@excise_of
5 months ago
ତା ୧୩୵୧୵୨୦୨୬ ରିଖରେ ଜଗତସି���ହପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଜଗତସିଂହପୁର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗ୍ରାମରେଶଚଢାଉ କରାଯାଇ ୮୨ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ୮,୨୦,୦୦୦ ଟଙ୍କା) ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇ ଅଭିଯୁକ୍ତ ଟୁନି ଭୋଇଙ୍କୁ ଗରିଫ କରାଯାଇଛ କୋର୍ଟ ଚାଲାଣ କରାଯାଇଛ
ି।@CollectorJsp
ur
See More
excise_of's tweet video.
excise_of's tweet video.
Superintendent of Excise.Jagatsinghpur
@excise_of
5 months ago
ତା ୧୩୵୧୵୨୦୨୬ ରିଖରେ ଜଗତସିଂହପୁର ଅବକାରୀ ରେଞ ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ବଜାରରେ ଚଢାଉ କରି ୧୬ ଗ୍ରାମର ହେରୋଇନ (ଆନୁମାନିକ ମୂଲ୍ଯ ୧,୬୦,୦୦୦ ଟଙ୍କା) ଜବତ କରିଛନ୍ତି। ଅଭିଯୁକ୍ତ ସୂର୍ୟକାନ୍ତ ନାୟକଙ୍କୁ ଗରିଫ କରି କୋର୍ଟଚାଲାଣ କରାଯାଇଛି।
@CollectorJspur
excise_of's tweet video.
Superintendent of Excise.Jagatsinghpur
@excise_of
5 months ago
ତା ୧୦୵୦୧୵୨୦୨୬ ରିଖରେ ପାରାଦୀପ ଅବକାରୀ ଥାନା ପକ୍ଷରୁ ପାରାଦୀପ ପୌରାଞ୍ଚଳସ୍ଥିତ ଇଫକୋ ଅଞ୍ଚଳରେ ଚଢାଉ କରାଯାଇ ୭୮ ଗ୍ରାମର ହେରୋଇନ(ଆନୁମାନିକ ମୂଲ୍ଯ ₹୭,୮୦,୦୦୦)ଜବତ କରାଯାଇ ଅଭିଯୁକ୍ତ ବ୍ରଜେନ ମଣ୍ଡଳଙ୍କୁ ଗରିଫ କରାଯାଇ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
@CollectorJspur
See More
Last Seen Users on Sotwe
RED
Deportista
Seen from
Ecuador
Thanh Hùng
Seen from
Japan
Padayapa
Seen from
Malaysia
ولد روان 🍑🤍🛐
Seen from
Algeria
로영👀
Seen from
Korea
algeria boss 🇩🇿
Seen from
Algeria
𝑿𝒂𝒗𝒊𝒆𝒓 𝑴𝒄𝒕𝒂𝒈𝒈𝒂𝒓𝒕 (RP Acc)
Seen from
Turkey
bayermuchen💪👍
Seen from
Indonesia
FetishQueen_1
Seen from
United States
Trends for you
1
Austria
Under 10K tweets
2
Boots
Under 10K tweets
3
Colombia
Under 10K tweets
4
jungkook
Under 10K tweets
5
Vergil
Under 10K tweets
6
DR Congo
Under 10K tweets
7
#MyAdventuresWithSuperman
Under 10K tweets
8
Crawford
Under 10K tweets
9
#OPLive
Under 10K tweets
10
Happy Birthday Elon
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.4M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.6M followers
10
Taylor Swift
@taylorswift13
81.4M followers
11
Lady Gaga
@ladygaga
72.9M followers
12
Virat Kohli
@imvkohli
69.8M followers
13
Kim Kardashian
@kimkardashian
69.7M followers
14
YouTube
@youtube
68.7M followers
15
Bill Gates
@billgates
63.8M followers
16
Neymar Jr
@neymarjr
62.5M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.7M followers
Olivia
Online
✨
⭐
💫