@helll_oo0@jspurpolice creamy layer OBC re ଲାଗୁ but state re SEBC/SC/ST ରେ ଲାଗୁ ହେଉନାହିଁ ଓଡ଼ିଶାରେ ଏ ପର୍ଯ୍ୟନ୍ତ,,, ଯଦି ତୁମେ ଏବେ creamy LAYER ରେ ଅର୍ନ୍ତଭୁକ୍ତ ତେବେ ତୁମେ UR ସହ ସମାନ ତେଣୁ SEBC ରେ FORM ��ପକେଇ DIRECT UR ରେ FORM ପକେଇ ପାରିବ,,, EMPLOYMENT REGISTRATION SEBC ଥିଲେ କିଛି PROBLEM ନାହିଁ
Notification: -Detailed Guidelines for Recruitment of Home Guards in respect of Jagatsinghpur District.
<<<<< >>>>>>
ଜଗତସିଂହପୁର ଜିଲ୍ଲାରେ ହୋମ୍ଗାର୍ଡ ନିଯୁକ୍ତି ସମ୍ବନ୍ଧୀୟ ବିସ୍ତୃତ ନିୟମାବଳୀ I
Candidates May Download for detailed guidelines.
https://t.co/nYVDZI2yCR
Govt. of Odisha has approved the creation of 972 posts in various ranks for the 2nd OISF Battalion in the State, dedicated to securing State Govt. entities such as OMC, State PSUs, etc. Additionally, 68 personnel will be engaged through outsourcing. #Odisha#OISF
⚠️ ଦୟାକରି ଧ୍ୟାନ ଦିଅନ୍ତୁ:
ଗୋଟେ ନିଖୋଜ ଶିଶୁ ମିଳିଛି ଏବଂ ବର୍ତ୍ତମାନ ସେ ବାଲେଶ୍ୱରର ସିନେମା ଛକରେ ଥିବା ପୋଲିସ କ୍ଯାମ୍ପ ରେ ସୁରକ୍ଷିତ ଭାବରେ ଅଛି। ପିତାମାତା/ଅଭିଭାବକ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କୁ ଅନୁରୋଧ ସେ ଆସି ଶିଶୁର ହେପାଜତ ନେଇ ଯାନ୍ତୁ।
⚠️ Kind Attention Please:
The missing child has been found and is currently safe under the tent at Cinema Chowk, Balasore. Parents/guardians and known persons are requested to come and take custody.
The Government of Odisha has sanctioned the creation of 1,944 posts across various ranks for the establishment of two new Odisha Industrial Security Force (OISF) Battalions in the State.
OFDRI (Odisha Fire & Disaster Response Institute)ନରାଜଠାରେ ଓଡ଼ିଶା ଅଗ୍ନିଶମ ବିଭାଗ ଦ୍ୱାରା ସ୍କୁବା ବି.ଏ. ସେଟ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ��ୋଇଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦକ୍ଷତା ସହିତ ଶାରୀରିକ ସକ୍ଷମତା ଓ ଶକ୍ତି ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି ।
The Odisha Fire and Emergency Service Department conducted a Scuba B.A Set training program at the Odisha Fire & Disaster Response Institute (OFDRI) Naraj.
#ScubaBATraining #EmergencyResponse