Top Tweets for #OPRB
#ଅକ୍ଟୋବର_ସୁଦ୍ଧା_ସରିବ_SI_ପରୀକ୍ଷା
ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ SI ପରୀକ୍ଷା
ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ
ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ
ବୟସ ଅତିବାହିତ ହୋଇଯାଇଥିବା ପ୍ରାର୍ଥୀ ବି ଦେଇପାରିବେ ପରୀକ୍ଷା
#Odisha #SIExam #OPRB #ArgusNews
ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା: ୭,୬୬୪ ପଦ ପୂରଣ ହେବ
#Sambad #OdishaPolice #OPRB
https://t.co/oKMUk3Txr2
ଫେକ୍ ପରୀକ୍ଷା ହେଉଥିଲା କେମିତି?
#SIExamScam #CBIProbe #OPRB #SiliconTech #OdishaPolice #RecruitmentScam #ExamIrregularities #OdishaTV #OTV
https://t.co/RylARJJ4xl
ପୋଲିସ SI ପରୀକ୍ଷା ସ୍କାମରେ ସିବିଆଇର ଖୋଳତାଡ଼...OPRB ଏସ୍ପିଙ୍କୁ ଟେଣ୍ଡର ପେପର୍ ନେଇ ସିବିଆଇର ଜେରା, ଅନ୍ୟ ୩ OPRB ସଦସ୍ୟଙ୍କୁ ହାଜର ପାଇଁ ନୋଟିସ୍..
#OPRB #CBI #SIExam #SIRecruitmentScam #OTV
#SI_ସ୍କାମ୍: #OPRB_ଏସ୍ପିଙ୍କୁ_ଜେରା
-ପୋଲିସ SI ପରୀକ୍ଷା ସ୍କାମରେ ସିବିଆଇର ଖୋଳତାଡ଼
-OPRB ଏସ୍ପିଙ୍କୁ ଟେଣ୍ଡର ପେପର୍ ନେଇ ସିବିଆଇର ଜେରା
-ଅନ୍ୟ ୩ OPRB ସଦସ୍ୟଙ୍କୁ ହାଜର ପାଇଁ ନୋଟିସ୍
-୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ, ସାଗରକୁ ଚାଲିଛି ମାରାଥନ ଜେରା
#OPRB #CBI #SIExam #SIRecruitmentScam #OTV

ପୋଲିସ SI ପରୀକ୍ଷା ଘୋଟାଲାର କିଙ୍ଗପିନ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ଆଗକୁ କାହାର ପାଳି ? କେଳେଙ୍କାରୀର ଶେଷ ଅଭିଯୁକ୍ତ ପାଖରେ ପହଞ୍ଚି ପାରିବ କି ତଦନ୍ତକାରୀ ସଂସ୍ଥା ?
#SiScam #ShankarPrusty #OPRB #Odisha #OTV
अब खुलेगा ओड़िशा के कई नेताओं,मंत्रियों और आईपीएस अधिकारियों का कच्चा चिट्ठा।
#OdishaPolice #SI_RecruitmentScam #CBI #Probe #OPRB
SI ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ବଡ଼ ଘୋଷଣା
ମାମଲାର ତଦନ୍ତ କରିବ CBI, ତଦନ୍ତରେ କରାଯିବ ସମସ୍ତ ସହଯୋଗ
#Odisha #Cuttack #CBI #ArgusNews
SI କେଳେଙ୍କାରୀ କିଏ ପ୍ରକୃତ ଦୋଷୀ, ଆଉଟଷୋର୍ସ ପାଇଁ ଗୃହ ବିଭାଗରୁ ITIକୁ କେମିତି ଗଲା ଫାଇଲ ? | BJD Pressmeet on SI Exam Scam #bjdpressmeet #siexamscam #prameyanews7 #oprb #iti #odishagovt #munnamohanty #rinkumoharana #shankarprusty #crimebranch
ପୋଲିସ SI ନିଯୁକ୍ତି ମହାଦୁର୍ନୀତି ମାମଲାରେ ପୁଣି ନୂଆ ତଥ୍ୟ। ଦଲାଲଙ୍କ ସହ ଡିଲ୍ କରି ଚାକିରି ଫିକ୍ସ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୧୪ ନୁହେଁ, ପୁରା ୩୦୦। ଏବେ ଦୁର୍ନୀତିର ପରିଧି ଆହୁରି ବିଶାଳ ବୋଲି ଚର୍ଚ୍ଚା ହେଉଛି !
#PoliceSIExam #OTV #Odisha #OPRB #ShankarPrusty
ପୋଲିସ SI ପରୀକ୍ଷା ଦୁର୍ନୀତିରେ OPRBର ସ୍ପଷ୍ଟୀକରଣ, ଥାର୍ଡ଼ ପାର୍ଟିର ତ୍ରୁଟି ଦର୍ଶାଇଲା ବୋର୍ଡ
#siexamscam #prameyanews7 #oprb
ସିଲିକନ୍ ଯଦି ପଞ୍ଚସଫ୍ଟକୁ କିଛି କାମ ଦେଇଥାଏ ତେବେ ସେ ଦାୟିତ୍ବ ବି ITIର
ଏଥିପାଇଁ ନିୟନ୍ତ୍ରଣ ଓ ନୀରିକ୍ଷଣର ଆବଶ୍ୟକ ଥିଲା
ଚୁକ୍ତି ଉଲ୍ଲଂଘନ ପାଇଁ ITIକୁ ଶୋ-କଜ୍ ନୋଟିସ୍ ଜାରି ହୋଇଛି
କ୍ରାଇମବ୍ରାଞ୍ଚକୁ ଓପିଆର୍ବି ସବୁ ସହଯୋଗ କରୁଛି
ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
#SIExamScam #OPRB

#ଓପିଆର୍ବିର_ସଫେଇ
#ପୋଲିସ_ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣା
ପରୀକ୍ଷା ଜାଲିଆତି ନେଇ ଓପିଆର୍ବିର ସଫେଇ
ଜାଲିଆତି ପଛରେ କୌଣସି ଭୂମିକା ନାହିଁ କହିଲା #OPRB
ପ୍ରଶ୍ନପତ୍ର ପ୍ରସ୍ତୁତି, ଛପା ସମ୍ବନ୍ଧିତ ସମସ୍ତ କାମ ITI ଲିମିଟେଡଙ୍କୁ ଦିଆଯାଇଥିଲା
ITI ଯଦି ସିଲିକନ୍କୁ କିଛି କାର୍ଯ୍ୟ ଦେଇଥାଏ ତେବେ ସେ ଦାୟିତ୍ବ ITIର
#SIExamScam

👉#OPRB issues a show-cause notice to the agency responsible for conducting the written tests that were cancelled before the schedule.
👉OPRB may terminate the agency's contract due to an alleged breach of the work agreement. A new system implementation partner may take over.

👉#OPRB issues notice to testing agency for contract agreement breach
👉New agency likely to take over the exam conduct
#Odisha #Bhubaneswar https://t.co/O6jLAMcQ4v
#SI_ପରୀକ୍ଷା_କେଁ: #ଜନସ୍ବାର୍ଥ_ମାମଲା
-ଏସ୍ଆଇ ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣା
-CBI ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
-ଗୃହ ସଚିବ, ଡିଜିପି, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି, OPRB ଅଧ୍ୟକ୍ଷ ପକ୍ଷଭୁକ୍ତ
#SIExam #Paperleak #OPRB #CrimeBranch #Odisha #OTV

ଖୋଲୁଛି ପୋଲିସ SI ନିଯୁକ୍ତିରେ ଜାଲିଆତି, OPRBରେ ଅସାଧୁ ଅଫିସରଙ୍କ ସଂପୃକ୍ତି ନେଇ ଖୋଳତାଡ଼
#oprb #staff #crimebranch #evidence #OTV
https://t.co/PU2S1ENpqS
'କାହିଁକି ମାର୍ଚ୍ଚ ୭ ତାରିଖରେ ବାତିଲ ହୋଇଥିଲା ପରୀକ୍ଷା, ଦୁର୍ନୀତି ପଛରେ ବଡ଼ ଶକ୍ତି ଅଛନ୍ତି !': Pritiranjan Gharai | SI Exam Scam #siexamscam #prameyanews7 #pritiranjangharai #oprb #crimebranch #investigations
Recent exam cancellations and job scams in Odisha have exposed murky syndicates allegedly formed by @BJP4Odisha in last year. Opposition parties BJD and Congress must demand an independent investigation by CBI to protect students and job aspirants. #OPRB #BJD #Congress #BJP #jobscam #Odisha
Details heard in discussions about OPRB that I wanted to share :
Q: When OPRB examination outsourcing started ?
A : January 2025, under the BJP Government led by Chief Minister Mohan Charan Majhi.
Q: What was the process followed in selection of subcontracting companies ?
A: No official tender documents or detailed selection criteria have been publicly released by OPRB, but investigations by the Odisha Crime Branch (initiated in October 2025) reveals the process appears to have bypassed standard e-procurement protocols under Odisha's tender system, raising questions about due diligence.
Q: How did subcontracting handover happen and rationale behind Panchsoft selection ?
A: It was multi-layered subcontracting (OPRB → ITI → Silicon → Panchsoft) . ITI Limited is a Central PSU under the Department of Telecommunications, was chosen for its expertise in IT services for exams. No competitive bidding done in selection on Silicon Techlab. Investigations found Panchsoft had no prior major contracts and was allegedly selected due to local connections, enabling the malpractice.
Q: What were the role and responsibilities of Subcontracting companies in OPRB examination ?
A: The outsourcing covered aspects like application handling, exam logistics, and computer-based testing.
Q: Which subcontracting company is caught in recent job scam ?
A: Investigations by Odisha Police's Crime Branch point to Panchsoft's involvement in facilitating malpractices, including alleged question paper leaks and bribery rackets charging up to ₹25 lakh per candidate.
Q: Who is involved in the Panchsoft’s job scam ?
A: The company's director and owner, Shankar Prusty, is under scrutiny, with brokers linked to the firm arrested alongside 114 aspirants.
Q: Who is Shankar Prusty related to ?
A : Mr. Shankar Prusty is a bonafide BJP party member and has very good connect with Odisha BJP leadership. His induction into BJP was attended by BJP Odisha President Manmohan Samal himself. Lot of his photos are found with Odisha CM Mohan Majhi and Union Edu Minister Dharmendra Pradhan.
Q: When was the last time OPRB cancelled CPSE ?
A: This was the second time this year when OPRB cancelled the CPSE. Earlier in March, the board had postponed the examinations to October over similar allegations of malpractices.

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers








