Top Tweets for #SIExamScam
#ଜାମିନ_��ବେଦନ_ଖାରଜ
ବହୁଚର୍ଚ୍ଚିତ ସବ-ଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତିର ନିୟମିତ ଜାମିନ ଆବେଦନ ଖାରଜ। ଅନ୍ତରୀଣ ଜାମିନରେ ଥିବା ମୁନାଙ୍କୁ ସରେଣ୍ଡର ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୧୧ ତାରିଖ ଶୁଦ୍ଧା ସରେଣ୍ଡର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
#SIExamScam #RecruitmentScam #CourtOrder #BailRejected #MunnaMohanty #Odisha #NandighoshaTV
ପୋଲିସ SI ପରୀକ୍ଷା ଦୁର୍ନୀତିରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୧୭ ଅଭିଯୁକ୍ତଙ୍କ ବେଲ୍ ଖାରଜ କଲେ କୋର୍ଟ। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ଝଟ୍କା, ବଢ଼ିବନି ଅନ୍ତରୀଣ ସୁରକ୍ଷା।
#OdishaPolice #SIExamScam #OdishaHighCourt #CBI #MunaMohanty #OdishaNews #PaperLeak
SI ପରୀକ୍ଷା ଦୁର୍ନୀତିରେ CBIର ତନାଘନା ; ୮ ଦଲାଲଙ୍କ ବିରୋଧରେ NBW ଜାରି, CBI ପକ୍ଷରୁ ନୋଟିସ #siexamscam #nbwnotice #prameyanews7 #cbiinvestigation
ଏସ୍ଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଏସଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ । ଟେକ୍ନୋ ସ୍କୁଲ କ୍ୟାମ୍ପସ ଭିତରେ ��ାଲିଛି ଏହି ଚଢ଼ାଉ
#SIExamScam #Odisha #CBI #KanakNews
ପୋଲିସ SI କେଳେଙ୍କାରୀ ମାମଲା, ଦୁଇ ସପ୍ତାହରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ... | Odisha Police SI Exam Scam Case: Orissa High Court Directs Government to Submit Reply Within Two Weeks
#OdishaPolice #SIExamScam #OrissaHighCourt #examfraud #odishanews #breakingnews #odishaupdates #justiceupdate #lawandorder #courtcase #publicconcern #odishastories #accountability #educationfraud #policescam #odishacourt #prameyanews7
ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ : ଅଭିଯୁକ୍ତଙ୍କ ଜାମିନ ଶୁଣାଣି ମାର୍ଚ୍ଚ ୧୬କୁ ଘୁଞ୍ଚିଲା
#SIExamScam #Odisha #KanakNews
https://t.co/I4p10yIvGb
SI ପରୀକ୍ଷା କେଳେଙ୍କାରୀ ମାମଲା, ୫ ଜଣଙ୍କୁ CBIର ମାରାଥନ ଜେରା | SI Exam Scam Case: CBI Conducts Marathon Interrogation of 5 Accused
#SIExamScam #CBIInvestigation #OdishaNews #BreakingNews #ExamScandal #LawAndOrder #CBIProbe #EducationSystem #OdishaUpdates #JusticeSystem #FraudCase #StudentConcern #IndiaNews #OdishaPolitics #LegalProceedings #prameyanews7
#SI_ସ୍କାମ_ଆଉ_୧୦_ଜଣଙ୍କୁ_ସମନ
ପୋଲ��ସ SI ମହାକେଳେଙ୍କାରୀ ମାମଲାରେ ୧୦ ଜଣଙ୍କୁ ସମନ
୧୦ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ହାଜର ପାଇଁ ସମନ କଲା CBI
କାଲି ୭ ଜଣ ପରୀକ୍ଷାର୍ଥୀ CBIରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ
ଦଲାଲଙ୍କ ସଂସ୍ପର୍ଶରେ ଆସିଥିବା ୪୫୦ ପରୀକ୍ଷାର୍ଥୀଙ୍କ ତାଲିକା କରିଛି CBI
#SIExamScam #Siscam #CBI #CBIInquiry #ArgusNews

SI ସ୍କାମ: ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ତନାଘନା
#SIExamScam #Siscam #CBI #CBIInquiry #OTV
https://t.co/n6O4YDboha
ଫେକ୍ ପରୀକ୍ଷା ହେଉଥିଲା କେମିତି?
#SIExamScam #CBIProbe #OPRB #SiliconTech #OdishaPolice #RecruitmentScam #ExamIrregularities #OdishaTV #OTV
https://t.co/RylARJJ4xl
SI ପରୀକ୍ଷା ସ୍କାମ୍ ଖୁଲାସା: ସିଲିକନ୍ ଟେକ୍ କୁ ମିଳିଥିଲା କ୍ଲିନଚିଟ୍
#SIExam #SIExamScam #CleanChit #CrimeBranch #Odisha #OTV
https://t.co/jSv89CJ3Vg
SI ପରୀକ୍ଷା ସ୍କାମ ମାମଲାରେ ବଡ଼ ଖୁଲାସା, ଚନ୍ଦକା ନେଚର ରିସୋର୍ଟରେ ହୋଇଥିଲା ଡିଲ | Big Revelation in SI Exam Scam, Deal Took Place at Chandaka Nature Resort
#SIExamScam #OdishaNews #ChandakaNatureResort #ExamFraud #BreakingNews #OdishaScam #PoliceExamScam #OdishaUpdates #ScamRevelation #OdishaBreaking #ExamCheating #OdishaPoliceExam #OdishaScandal #OdishaHeadlines #OdishaCurrentAffairs #OdishaInvestigation #OdishaCrimeNews #OdishaLatestNews #OdishaCorruption #OdishaPolitics #prameyanews7
Odisha Police SI Exam Scam | SI କେଳେଙ୍କାରୀ, CBI ଚାର୍ଜ ସିଟରେ ଚାଞ୍ଚଲ୍ୟକର ତଥ୍ୟ | SI Exam Scam Exposed | PrameyaNews7
#odishapolice #siscam #examscam #siexamscam #prameyanews7 #cbiinvestigation #exposednews
SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚ���ର୍ଜସିଟ୍ ଦାଖଲ କଲା CBI
#Siscam #SIExamScam #Chargesheet #CBI
https://t.co/jQGkAigzbw
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ୧୬ଜଣଙ୍କ ନାଆଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
#Sambad #SIexamScam #Odisha #CBI
https://t.co/eN3ys6XTzT
#SI_ପ���ୀକ୍ଷା_କେଳେଙ୍କାରୀ_ମାମଲା
#ସାମ୍ନାକୁ_ଆସିଲା_ବଡ_ସୂଚନା
SI ପରୀକ୍ଷା କେଳେଙ୍କାରୀ ମାମଲା ୧୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା CBI #Odisha #SIExamScam #KanakNews
#ଚାର୍ଜସିଟ୍_ଦାଖଲ_କଲା_ସିବିଆଇ
- ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା
- ୧୬ ଅଭିଯୁକ୍ତଙ୍କ ��ିରୋଧରେ ଚାର୍ଜସିଟ୍ ଦାଖଲ
- ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ମୁନା ମହାନ୍ତିଙ୍କ ନାଁରେ ଚାର୍ଜସିଟ୍
- ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ
- ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ସିବିଆଇ
#Sambad #SIexamScam #Odisha #CBI

CBI କାର୍ଯ୍ୟାଳୟରେ SI ନିଯୁକ୍ତି କେଳେଙ୍କାରୀକୁ ନେଇ ତନାଘନା, କାହା ଆକାଉଣ୍ଟକୁ ଯାଇଛି କେତ��� ଟଙ୍କା ?
#siexamscam #cbiinvestigation #prameyanews7
ପୋଲିସ SI ପରୀକ୍ଷା ସ୍କାମର ତଦନ୍ତ ପାଇଁ ୩ ଅଭିଯୁକ୍ତଙ୍କୁ ର���ମାଣ୍ଡରେ ନେଲା ସିବିଆଇ । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ !
#SIExamScam #CBIInvestigation #OdishaNews #OTV
#WATCH Odisha Police SI recruitment scam: After Bihar now Gujarat link found, Neetu Arora arrested
#siexamscam
#odisha
#Gujarat
#kalingatv
Last Seen Hashtags on Sotwe
محنة
Seen from Egypt
KaramanBayan
Seen from Turkey
melbourne
Seen from United States
نيج_عراقية
Seen from Poland
ProudOfXtinaAndDemi
Seen from Germany
รับงานฉะเชิงเทรา
Seen from Thailand
omegle
Seen from Turkey
monkeyapp
Seen from United Kingdom
Teenage TEENAGE $
Seen from Turkey
beabaldi
Seen from Switzerland
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers







