Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Anal Boy
@ganjam_abvp
Indiana, USA
Joined February 2023
89
Following
14
Followers
120
Posts
Pinned Tweet
Anal Boy
@ganjam_abvp
about 3 years ago
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପାଇଁ କୋର୍ସ ସରିନଥିବା ବେଳେ ପରୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ନୋଟିସ ବାହାରିଥିଲା। ଏହା ବିରୋଧରେ ଏବିଭିପି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା। ଫଳସ୍ୱରୂପ କୁଳପତି ଆଲୋଚନା ମାଧ୍ୟମରେ ପରୀକ୍ଷାକୁ ଦଶଦିନ ପାଇଁ ସ୍ଥଗିତ ରଖିଛନ୍ତି।
#EffectOfABVP
#ABVPOdisha
See More
Anal Boy
@ganjam_abvp
about 3 years ago
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ମାନନୀୟ ସ୍ବର୍ଗତ ମଦନ ଦାସ ଦେବୀ ଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପ୍ରଭୁ ଜଗନ୍ନାଥଙ୍କ ନିକଟେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା
#GanjamABVP
#ABVPOdisha
See More
Anal Boy
@ganjam_abvp
about 3 years ago
ରାଷ୍ଟ୍ରର ସାର୍ବଭୌମତ୍ଵ ରକ୍ଷା କରିବାକୁ କାରଗିଲ ଯୁଦ୍ଧରେ ଅଦମ୍ୟ ବୀରତ୍ଵ ତଥା ସାହସର ସହ ସଂଗ୍ରାମ କରିଥିବା ଅମର ଯବାନମାନଙ୍କୁ କୋଟି ନମନ। ଏହି କାରଗିଲ ବିଜୟ ଦିବସରେ ସେମାନଙ୍କର ସର୍ବୋଚ୍ଚ ବଳିଦାନ ତଥା ମାତୃଭୂମି ପ୍ରତି ବୀରତ୍ୱ ଆଜି ମଧ୍ୟ ଭାରତୀୟମାନଙ୍କୁ ଗୌରବାନ୍ଵିତ କରିଥାଏ।
#KargilVijayDiwas2023
#ABVPOdisha
See More
ganjam_abvp
retweeted
ABVP Odisha
@abvpodisha
about 3 years ago
ରାଷ୍ଟ୍ରର ସାର୍ବଭୌମତ୍ଵ ରକ୍ଷା କରିବାକୁ କାରଗିଲ ଯୁଦ୍ଧରେ ଅଦମ୍ୟ ବୀରତ୍ଵ ତଥା ସାହସର ସହ ସଂଗ୍ରାମ କରିଥିବା ଅମର ଯବାନମାନଙ୍କୁ କୋଟି ନମନ। ଏହି କାରଗିଲ ବିଜୟ ଦିବସରେ ସେମାନଙ୍କର ସର୍ବୋଚ୍ଚ ବଳିଦାନ ତଥା ମାତୃଭୂମି ପ୍ରତି ବୀରତ୍ୱ ଆଜି ମଧ୍ୟ ଭାରତୀୟମାନଙ୍କୁ ଗୌରବାନ୍ଵିତ କରିଥାଏ।
#KargilVijayDiwas2023
#ABVPOdisha
See More
Who to follow
Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ
@Arijeetodisha
ll Former State Secretary @abvpodisha 22-24ll Ex State Joint Secretary ll LLB STUDENT IINationalist ll Proud HINDU II Tweets are personal view
Diptimayee Pratihari ଦିପ୍ତିମୟୀ ପ୍ରତିହାରୀ
@Kalinga_Dipti
तेरा वैभव अमर रहे मां,हम दिन चार रहे ना रहे🙏🏻��� #ଗର୍ବିତଓଡ଼ିଆ State Secretary @ABVPOdisha /• CWC Member @ABVPVoice /• #SEIL2022 /• View's Are Personal
Jeeban Jyoti Rout
@JeebanJyotiRou4
A Patriot 🇮🇳 , NEC Member @abvpvoice Purnakalin Karjyakarta @abvpodisha
Anal Boy
@ganjam_abvp
about 3 years ago
"ସ୍ବରାଜ ମୋର ଜନ୍ମଗତ ଅଧିକାର, ମୁଁ ଏହାକୁ ହାସଲ କରି ରହିବି।" ମାଆ ଭାରତୀର ଅମର ବରପୁତ୍ର, ମହାନ ଚିନ୍ତାନାୟକ ବାଲ୍ ଗଙ୍ଗାଧର ତିଳକଙ୍କ ଜୟନ୍ତୀରେ କୋଟି ନମନ।
#BalGangadharTilak
#ABVPOdisha
Anal Boy
@ganjam_abvp
about 3 years ago
ଭାରତ ମାତାର ଅମର ସୁପୁତ୍ର ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ କୋଟି ନମନ।
#ChandrasekharAzad
#ABVPOdisha
ganjam_abvp
retweeted
Dipti Ranjan Sahoo। ଦିପ୍ତି ରଞ୍ଜନ ସାହୁ 🇮🇳
@Dipti_odisha
about 3 years ago
ଅସରାଏ ବର୍ଷାରେ ଜଳମଗ୍ନ ଭୁବନେଶ୍ୱର। ଆଗରୁ ଖାଲି ଇସ୍କନ ଥିଲା ଏବେ ପୁରା ଭୁବନେଶ୍ୱରରେ ଡଙ୍ଗା ଦରକାର ହେଲାଣି। ଦୃଶ୍ୟ - ମହର୍ଷି କଲେଜ ରୋଡ, ସହିଦ ନଗର Video source- Social media
Dipti_odisha's tweet video.
Anal Boy
@ganjam_abvp
about 3 years ago
ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ 'ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ' (
@ABVPVoice
) ର ୭୫ତମ ସ୍ଥାପନା ଦିବସ ତଥା 'ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ' ର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା।
#ABVP75
#NationalStudentsDay
Anal Boy
@ganjam_abvp
about 3 years ago
୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନୂତନ ଦାୟିତ୍ୱ ପାଇଥିବାରୁ
@AjayaSethy6
@AyushKumar38607
ଉଭୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐
#GanjamABVP
Anal Boy
@ganjam_abvp
about 3 years ago
@abvpodisha
ପ୍ରାନ୍ତ ଅଭ୍ୟାସ ବର୍ଗ-୨ ରେ ଏବିଭିପି ଉତ୍ତର-ପଶ୍ଚିମ କ୍ଷେତ୍ରର କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଶ୍ରୀ ଅଶ୍ଵିନୀ ଶର୍ମା 'କାର୍ଯ୍ୟ ପଦ୍ଧତି' ଶୀର୍ଷକରେ ବିଷୟ ଉପସ୍ଥାପନା କରିଛନ୍ତି। ଏହି ବିଷୟକୁ ନେଇ ଗଟ୍ଟସା ଚର୍ଚ୍ଚ��� ମଧ୍ୟ ଅନୁଷ୍ଠିତ ହୋଇଯାଇଛି
। #ABVPOdis
ha
ganjam_abvp
retweeted
ABVP Odisha
@abvpodisha
about 3 years ago
·
Baleshwar
ପ୍ରାନ୍ତ ଅଭ୍ୟାସ ବର୍ଗ-୨ ର ତୃତୀୟ ଦିନର ପ୍ରାତଃକାଳୀନ ବ୍ୟାୟାମ ସତ୍ରରେ ଉପସ୍ଥିତ କାର୍ଯ୍ୟକର୍ତ���ତାମାନେ ଯୋଗ ଦେଇଥିଲେ
। #ABVPOdis
ha
Anal Boy
@ganjam_abvp
about 3 years ago
ପ୍ରାନ୍ତ ଅଭ୍ୟାସ ବର୍ଗ-୨ ର ଭାଷଣ ସତ୍ରରେ ଏବିଭିପିର ରାଷ୍ଟ୍ରୀୟ ସହ-ସଂଗଠନ ସମ୍ପାଦକ ଶ୍ରୀ ଗୋବିନ୍ଦ ନାୟକ 'ବୈଚାରିକ ବିମର୍ଷ' ଶୀର୍ଷକରେ ବିଷୟ ଉପସ୍ଥାପନା କରିଛନ୍ତି।
#ABVPOdisha
Anal Boy
@ganjam_abvp
about 3 years ago
ଭାରତୀୟ ସଭ୍ୟତା ସିନ୍ଧୁନଦୀ ଠାରୁ ମଧ୍ୟ ପୁରାତନ ସଭ୍ୟତା, ଯେଉଁଥିରେ ଶିକ୍ଷାନୀତି, ଧର୍ମନୀତି ଓ ରାଜନୀତି ସୁଦୃଢ ଭାବେ ରହି ଆସିଛି। ~ ଶ୍ରୀ ଅପାଂଶୁ ଶେଖର ସିଲ, କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ, ପୂର୍ବ କ୍ଷେତ୍ର, ଏବିଭିପି
Anal Boy
@ganjam_abvp
about 3 years ago
ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ। ପବିତ୍��� ଗୁରୁ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
। #GuruPurni
m
a #ABVPOdis
ha
Anal Boy
@ganjam_abvp
about 3 years ago
ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେଇ ମାନ ଭଞ୍ଜନ କରିବେ ମହାପ୍ରଭୁ।
#RasagolaDibasa
#NiladriBije
Anal Boy
@ganjam_abvp
about 3 years ago
ମହାରାଷ୍ଟ୍ରର ବୁଲଧାନାରେ ବସ ଦୁର୍ଘଟଣାରେ ୨୬ ଯାତ୍ରୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏବିଭିପି ଅମର ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
#Maharastra
#BusAccident
ganjam_abvp
retweeted
ABVP Odisha
@abvpodisha
about 3 years ago
ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ ।। ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍��ନ ଓ ଶୁଭେଚ୍ଛା।
#BahudaJatr
a
#ABVPOdish
a
Anal Boy
@ganjam_abvp
about 3 years ago
ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ ।। ��ହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#BahudaJatr
a
#ABVPOdish
a
ganjam_abvp
retweeted
ABVP Odisha
@abvpodisha
about 3 years ago
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସ୍ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ଏବିଭିପି।
Anal Boy
@ganjam_abvp
about 3 years ago
ଆନ୍ତର୍ଜାତୀୟ ଯୋଗ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#InternationalDayofYoga2023
#ABVPOdisha
Last Seen Users on Sotwe
Bernard
Seen from
Netherlands
セーレム@AI_furry
Seen from
Japan
Sissy Chrissy
Seen from
United Kingdom
Jade reyes ramos
Seen from
Chile
Sohbet Hattı Türkiye
Seen from
Turkey
Fotoğraf Soyundurma
Seen from
Turkey
Indo bokep 18+
Seen from
Indonesia
istanbul beyi
Seen from
Turkey
Türk Üniversiteli Porno - Üniversiteli Video
Seen from
Turkey
bbwlover619
Seen from
Indonesia
Trends for you
1
#KarinaNewMusic
Under 10K tweets
2
WINTER NEW SOLO STAGE
Under 10K tweets
3
#bb28
Under 10K tweets
4
Carson Beck
Under 10K tweets
5
Rodri
Under 10K tweets
6
Good Friday
Under 10K tweets
7
RED Friday
Under 10K tweets
8
#RaisingKanan
Under 10K tweets
9
Chelsea Gray
Under 10K tweets
10
Michigan
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫