Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
GKCM Odissi Research Centre
@gkcmorc
Government of Odisha has set up an autonomous Institution styled as “Odissi Research Centre” in the year 1986 for promoting and propagating Odissi .
Joined December 2022
5
Following
98
Followers
847
Posts
GKCM Odissi Research Centre
@gkcmorc
about 7 hours ago
ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଭକ୍ତି ଓ ସଙ୍ଗୀତର ସେଇ ମହାମିଳନ "ଗୁହାରି ୨୦୨୬"। ସୁରର ସେଇ ଦିବ୍ୟ ମୂର୍ଚ୍ଛନାରେ ଆଜି ପ୍ରଥମ ସନ୍ଧ୍ୟାର ମଞ୍ଚ ସଜେଇବେ ଆମର ପ୍ରିୟ ଶିଳ୍ପୀବୃନ୍ଦ।
#TheDayIsHere
#Guhari2026
#Day1
#RathaYatra
#JagannathBhajan
gkcmorc's tweet video.
gkcmorc
retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
about 15 hours ago
ସ୍ବର ସମ୍ରାଟ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୯ ତମ ଜୟନ୍ତୀ ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତିଙ୍କ ନୃତ୍ୟ ଦର୍ଶକମାନଙ୍କୁ ଅଭିଭୂତ କରିଥିଲା।
#culture
#odishaculture
#Odisha
#Culturalprogramme
#panditbhubaneswarmishra
#odissimusician
Culturedeptt's tweet video.
gkcmorc
retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
1 day ago
ପବିତ୍ର ରଥଯାତ୍ରା ଉପଲକ୍ଷେ ଅୟୋଜିତ ହେବାକୁ ଯାଉଛି ଭକ୍ତି ସଂଗୀତ ସମାରୋହ "ଗୁହାରି" । ଏହି ଭକ୍ତିମୟ ସନ୍ଧ୍ୟାକୁ ଆପଣ ସମସ୍ତଙ୍କୁ ସାଦର ନିମନ୍ତ୍ରଣ।
#culture
#Odisha
#Odisha
#Guhari
#RathaJatra2026
#JayJagannath
Culturedeptt's tweet video.
GKCM Odissi Research Centre
@gkcmorc
1 day ago
ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ "ଗୁହାରି ୨୦୨୬" ରବୀନ୍ଦ୍ର ମଣ୍ଡପ ଠାରେ ଜୁଲାଇ ୧୮, ୧୯ ଓ ୨୦ ତାରିଖରେ ପ୍ରତ୍ୟହ ସନ୍ଧ୍ୟା ଘ. ୬.୩୦ ମିନିଟ୍ ସମୟରେ ଆୟୋଜିତ ହେବାକୁ ଯାଉଅଛି I
See More
Who to follow
Lilian Rincon
@lilianr
VP of product for Apple AI WW @Apple, Past: Google, Microsoft, Skype 🇻🇪🇨🇦🇮🇩🇺🇸, 🏐, ⚽️, 🎼
Traditional Odissi
@TraditionalO
All kinds of #silverjewellery, Odissi saree & ornaments. Odissi books & CDs are available. For more info call or WhatsApp +91-9692926577 Shop now👇
ଭୋଟ୍ ପାଇଁ ବାୟା
@votepainbaya
ମୁଁ ଜଗା ରାଇଜର ପ୍ରଜା ! ଜଗନ୍ନାଥ ମୋ ମାଲିକ ! ଓଡିଶା ରାଜନୀତିରେ ହେଉଥିବା ସମସ୍ତ ଫ୍ୟୁଜ ! #IAmAProudHindu
GKCM Odissi Research Centre
@gkcmorc
3 days ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ସୁପ୍ରସିଦ୍ଧ ବେହେଲା ବାଦକ ତଥା ସଙ୍ଗୀତ ସଂଯୋଜକ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୯ ତମ ଜୟନ୍ତୀ ଅବସରରେ ତା.୧୫.୦୭.୨୦୨୬ ରିଖରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର କିଛି ବିଶେଷ ଓ ସ୍ମରଣୀୟ ମୁହୂର୍ତ୍ତ I
See More
GKCM Odissi Research Centre
@gkcmorc
3 days ago
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସାରସ୍ୱତ ସାଧକ, ସୁପ୍ରସିଦ୍ଧ ବେହେଲା ବାଦକ ତଥା ସଙ୍ଗୀତ ସଂଯୋଜକ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୯ ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ I
See More
GKCM Odissi Research Centre
@gkcmorc
5 days ago
ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ-ଗୁହାରି ୨୦୨୪ I ଏକା ତୋ ଭକତ ଜୀବନ I ରଚନା - ସାଲବେଗ I କଳାକାର - ସୌରଭ ଭରଦ୍ବାଜ
#odisha
#jayajagannath
#rathayatra2024
#rathayatralive
#gkcmorc
#Guhari
#guhari2024
#bhajan
#odiabhajan
#devotionalsongs
#RathaYatra
#lordjagannath
#Odisha
#odishaculture
See More
gkcmorc's tweet video.
GKCM Odissi Research Centre
@gkcmorc
8 days ago
ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ଗୁହାରି -୨୦୨୩ I ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନୀ ଶୁଣି I ରଚନା - ସାଲବେଗ I Artist - Chandan Gantayat
#gkcmorc
#Guhari
#guhari2023
#bhaktisong
#devotionalsongs
#lordjagannath
#OdiaCulture
#OdishaCulture
#ଗୁହାରି୨୦୨୩
#ଭଜନ
#ଶ୍ରୀଜଗନ୍ନାଥଭଜନ
#ଭକ୍ତିସଙ୍ଗୀତ
See More
gkcmorc's tweet video.
GKCM Odissi Research Centre
@gkcmorc
9 days ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ସୁପ୍ରସିଦ୍ଧ ବେହେଲା ବାଦକ ତଥା ସଙ୍ଗୀତ ସଂଯୋଜକ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୯ତମ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଯାଉଥିବା ବିଶେଷ ସାଂସ୍କୃତିକ କାର୍ଯକ୍ରମକୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ I
#gkcmorc
See More
GKCM Odissi Research Centre
@gkcmorc
11 days ago
ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ-ଗୁହାରି ୨୦୨୩ I ଦୟା କର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ I ରଚନା - ରାମକୃଷ୍ଣ I କଳାକାର - ପଙ୍କଜ ଜାଲ୍ I
#gkcmorc
#Guhari
#guhari2023
#bhaktisong
#ଭକ୍ତିଗୀତ
#ଭଜନ
#ଜଗନ୍ନାଥ
#ଜଗନ୍ନାଥଭଜନ
#devotionalsongs
#lordjagannath
#OdiaCulture
gkcmorc's tweet video.
GKCM Odissi Research Centre
@gkcmorc
15 days ago
ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ - ଗୁହାରି ୨୦୨୨ କୋଠ ଭୋଗଖିଆ ମୋ ଚକାଆଖିଆ କଳାକାର - ରବୀନ୍ଦ୍ର ମହାପାତ୍ର
#gkcmorc
#Guhari
#guhari2022
#bhaktisong
#devotionalsongs
#lordjagannath
#OdiaCulture
#OdishaCulture
gkcmorc's tweet video.
GKCM Odissi Research Centre
@gkcmorc
24 days ago
ଓଡ଼ିଶୀ ନୃତ୍ୟର ପ୍ରମୁଖ ପ୍ରଦର୍ଶକ ତଥା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତ ପାଣିଗ୍ରାହୀ ଙ୍କ ୨୯ ତମ ପୂଣ୍ୟତିଥିରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ I
#gkcmorc
See More
GKCM Odissi Research Centre
@gkcmorc
28 days ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ "ବିଶ୍ୱ ସଙ୍ଗୀତ ଦିବସ" ପାଳନ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ତା. ୨୧.୦୬.୨୦୨୬ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ପ୍ରେକ୍ଷାଳୟ "ଉତ୍କଳ ରଙ୍ଗମଞ୍ଚ" ରେ ଆୟୋଜିତ ହେବାକୁ ଯାଉଅଛି I
See More
GKCM Odissi Research Centre
@gkcmorc
about 1 month ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ତଥା ପଦ୍ମଶ୍ରୀ ମାଧବୀ ମୁଦଗଲ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ତିନିଦିନିଆ ସ୍ଵତନ୍ତ୍ର ଓଡ଼ିଶୀ ନୃତ୍ୟ କର୍ମଶାଳାର ତୃତୀୟ ତଥା ଅନ୍ତିମ ଦିନର କିଛି ଅଭୁଲା ସ୍ମୃତି I
#gkcmorc
#workshop
#odissiworkshop
See More
GKCM Odissi Research Centre
@gkcmorc
about 1 month ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଆରମ୍ଭ ହୋଇଥିବା ତିନିଦିନିଆ ସ୍ଵତନ୍ତ୍ର ଓଡ଼ିଶୀ ନୃତ୍ୟ କର୍ମଶାଳାର ଦ୍ବିତୀୟ ଦିନର କିଛି ବିଶେଷ ଓ ସ୍ମରଣୀୟ ମୂହୁର୍ତ୍ତ I
#gkcmorc
#madhavimudgal
#odissiworkshop
#workshop
#classicaldance
#odissi
See More
GKCM Odissi Research Centre
@gkcmorc
about 1 month ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ନୃତ୍ୟ ଜଗତର ବିଶିଷ୍ଟ ନୃତ୍ୟାଙ୍ଗନା ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ମାଧବୀ ମୁଦଗଲ୍ ଙ୍କ ମାର୍ଗଦର୍ଶନରେ ଏକ ତିନି ଦିନିଆ ନୃତ୍ୟ କର୍ମଶାଳା ତା.୧୦.୦୬.୨୦୨୬ ରିଖ ପୂର୍ବାହ୍ନ ୧୧ଟା ସମୟରେ ଆରମ୍ଭ ହୋଇଅଛି।
See More
GKCM Odissi Research Centre
@gkcmorc
about 1 month ago
ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ଅଭିଲେଖାଗାରରୁ ତଥା ତା. ୦୧.୦୪.୧୯୮୪ ରିଖରେ ସୂଚନାଭବନ ଠାରେ ଆୟୋଜିତ ହୋଇଥିବା ଜୟଦେବ ସେମିନାର୍ ରୁ ସଂଗୃହିତ ଗୁରୁ ଶ୍ରୀ ଦେବପ୍ରସାଦ ଦାସଙ୍କ ବିରଳ ଭିଡିଓ I
#gkcmorc
#gurudebaprasaddas
#odissidancer
#odishi
#odissiguru
#odissilegend
#odissiactivist
See More
gkcmorc's tweet video.
GKCM Odissi Research Centre
@gkcmorc
about 1 month ago
ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଡକ୍ଟର ଶାନ୍ତନୁ ରଥଙ୍କ ଠାରୁ ସଂଗ୍ରହ କରାଯାଇଥିବା ନୂତନ ଛାନ୍ଦସ୍ୱର ଗୁଡିକର ଏକ ସମୀକ୍ଷା ବୈଠକ ତା ୦୪.୦୬.୨୦୨୬ ରିଖରେ ମୁଖ୍ୟ ନିର୍ବାହୀଙ୍କ କକ୍ଷରେ ଆୟୋଜିତ ହୋଇଅଛି I
#gkcmorc
#meeting
#ReviewMeeting
#odissichhanda
GKCM Odissi Research Centre
@gkcmorc
about 2 months ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା 'ପ୍ରତିଭାର ଅନ୍ବେଷଣ' କାର୍ଯ୍ୟକ୍ରମ ଜରିଆରେ ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଆରମ୍ଭ ହୋଇଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ମାନଙ୍କ ଚୟନ ପ୍ରକ୍ରିୟାର ଦ୍ଵିତୀୟ ତଥା ଅନ୍ତିମ ଦିନର କିଛି ବିଶେଷ ମୁହୂର୍ତ୍ତ I
#gkcmorc
See More
GKCM Odissi Research Centre
@gkcmorc
about 2 months ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା 'ପ୍ରତିଭାର ଅନ୍ବେଷଣ' କାର୍ଯ୍ୟକ୍ରମ ଜରିଆରେ ଭଦ୍ରକ ଜିଲ୍ଲାରେ ତା ୨୮.୦୫.୨୦୨୬ ରିଖରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ମାନଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଅଛି l
#gkcmorc
#prativaanweshana
See More
Last Seen Users on Sotwe
mister
Seen from
Indonesia
SunSun 1983
Seen from
Vietnam
R1F4L H1T4M
Seen from
Indonesia
1ilac
Seen from
Korea
nikmat
Seen from
Malaysia
🕊
onlymuslimexpose
Seen from
Austria
yakha
Seen from
Korea
Happy_Time69 💋
Seen from
Thailand
M. A
Seen from
Egypt
Trends for you
1
Rory
Under 10K tweets
2
Finish
Under 10K tweets
3
Morgan Rogers
Under 10K tweets
4
Jacob Gonzalez
Under 10K tweets
5
117m
Under 10K tweets
6
Jared Jones
Under 10K tweets
7
#Caturday
Under 10K tweets
8
Wrexham
Under 10K tweets
9
Murkowski
Under 10K tweets
10
Alaskans
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.7M followers
5
Narendra Modi
@narendramodi
107.1M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.2M followers
10
Taylor Swift
@taylorswift13
82.1M followers
11
Lady Gaga
@ladygaga
73.6M followers
12
Virat Kohli
@imvkohli
70.8M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.2M followers
16
Neymar Jr
@neymarjr
63.7M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.3M followers
20
X
@x
60.8M followers
Olivia
Online
✨
⭐
💫