Top Tweets for #1999Cyclone
Eye Witness of 1999 Odisha Super Cyclone | ପିଇବାକୁ ପାଣି ମିଳିଲାନି...କଞ୍ଚା ଅମୃତଭଣ୍ଡାରେ ଶୋଷ ମେଣ୍ଟିଲୁ : ମହାବାତ୍ୟା ପୀଡିତ #supercyclone #1999cyclone #eyewitness #prameyanews7
ଅକ୍ଟୋବର ୨୯: ଦିନ ସିନା ଚାଲିଯାଇଛି, ମନରୁ ଲିଭିନି ଚିହ୍ନ, ଯାଇନି ଦରଜ https://t.co/11BKmOqFga
#PrameyaNews7 #supecyclone #1999Cyclone #October29
#ମହାବାତ୍ୟାକୁ_୨୫ବର୍ଷ
#କଣ_କହିଲେ_ପୂର୍ବତନ_ମୁଖ୍ୟମନ୍ତ୍ରୀ ?
ମହାବାତ୍ୟାକୁ ପୁରିଲା ୨୫ ବର୍ଷ । ଦେଖନ୍ତୁ ମହାବାତ୍ୟାକୁ ନେଇ କ’ଣ କହିଲେ ସେତେବେଳର ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ
#KanakNews #GiridhariGamanga #1999cyclone
Heart-stopping footage of the 1999 Odisha Super Cyclone—India’s deadliest storm in decades. Witness the unstoppable force of nature that left millions in devastation.
#OdishaSuperCyclone #1999Cyclone #CycloneHistory #OdishaStorm #NaturalDisaster #KaiRain #Dana

We @SATTVIC_SOUL always there to support & cooperate with @PdpMnc_2002 & @osdmaodisha in any kind of emergency situation like Cyclone or natural disasters. 🙌
Together we can. 💚
#1999Cyclone
@CollectorJspur @ForestDeptt @gyana_r_das @satyabrata1967 @SubcollectorJ @odiapolice

On the observance of Odisha Disaster Preparedness Day & the National Day for Disaster Reduction, 2023 Paradeep Municipality organized a mass rally in the august presence of Chairperson, Vice-Chairperson, Executive Officer, Councilors, NGOs, SHGs, Volunteers and Staff.

Astrology is just a fun party game, nothing more
#1999Cyclone

ଚିତ୍ର କହେ ୧୯୯୯ ମହାବାତ୍ୟାର ସ୍ଥିତି...
#1999Cyclone

୧୯୯୯ ମହାବାତ୍ୟାକୁ ଆଜି ପୂରିଲା ୨୨ ବର୍ଷ। ସେଦିନ ବି ଥିଲା ଶୁକ୍ରବାର, ଆଜି ବି ହେଉଛି ଶୁକ୍ରବାର। ମନେ ପଡିଯାଉଛି ସେଦିନର ସେହି କିଛି ଅଭୂଲା ସ୍ମୃତି...
#1999Cyclone
#Odisha

କିଏ ଜାଣିଥିଲା ଏମିତି ହେବ ବୋଲି। ମାତ୍ର କେଇ ଘଣ୍ଟାରେ ଛିନଛତ୍ର ହୋଇଗଲା ଉପକୂଳ ଓଡ଼ିଶା। ମାଟିରେ ମିଶିଗଲା ଘରଦ୍ୱାର। ଜମିବାଡ଼ିରେ ଲହଡି ଖେଳିଲା ପାଣି। ଶବ ଉପରେ ଚଢି ବାପାମାଆ, ପୁଅଝିଅଙ୍କୁ ଖୋଜିଲେ ସଂପର୍କୀୟ। ସେଦିନର ସେହି ଛାତିଥରା ଘଟଣା ମନେ ପଡିଲେ ଆଖି ହୋଇଯାଏ ଛଳଛଳ... #OTV #Odisha #SuperCyclone #1999Cyclone
ମହାବାତ୍ୟାକୁ ୨୧ ବର୍ଷ : ବାତ୍ୟାର କରାଳ ଗ୍ରାସରେ ଧ୍ବଂସସ୍ତୁପ ପାଲଟିଥିଲା ଅନେକ ଅଞ୍ଚଳ, ଲୋକଙ୍କ ମନରୁ ଲିଭିନାହିଁ ସେହି ଭୟଙ୍କର ଦିନର ସ୍ମୃତି
#Odisha #SuperCyclone #1999Cyclone
ମହାବାତ୍ୟାର ୨୧ ବର୍ଷ ଅବସରରେ @imd ଡିଜିଙ୍କ ବୟାନ । ଇତିହାସରେ ଏହା ଏକ ଦୁଃଖଦାୟକ ଘଟଣା, ୩୦ଘଣ୍ଟା ଧରି ରଚିଥିଲା ତାଣ୍ଡବ ।
#SuperCyclone #1999Cyclone #Odisha
୧୯୯୯ ମସିହା ଅକ୍ଟୋବର ୨୯ରେ ଉପକୂଳ ଅତିକ୍ରମ କରିଥିଲା । ୨୮ତାରିଖ ସକାଳେ ପାରାଦୀପ ଅତିକ୍ରମ କରିବ ବୋଲି କହିଥିଲି । ଆମେ ଯେଉଁ ପୂର୍ବାନୁମାନ କରିଥିଲୁ ତାହା ସଠିକ୍ ଥିଲା । #SuperCyclone #1999Cyclone #Odisha #Sambad
#ମହାବାତ୍ୟାକୁ_୨୧_ବର୍ଷ
ମହାବାତ୍ୟାର ୨୧ ବର୍ଷ ଅବସରରେ IMD ଡିଜିଙ୍କ ବୟାନ । ଇତିହାସରେ ଏହା ଏକ ଦୁଃଖଦାୟକ ଘଟଣା । ୩୦ଘଣ୍ଟା ଧରି ତାଣ୍ଡବ ରଚିଥିଲା ମହାବାତ୍ୟା । #SuperCyclone #1999Cyclone #Odisha #Sambad

୧୯୯୯ ମସିହା ଅକ୍ଟୋବର ୨୯ରେ ଉପକୂଳ ଅତିକ୍ରମ କରିଥିଲା । ୨୮ତାରିଖ ସକାଳେ ପାରାଦୀପ ଅତିକ୍ରମ କରିବ ବୋଲି କହିଥିଲି । ଆମେ ଯେଉଁ ପୂର୍ବାନୁମାନ କରିଥିଲୁ ତାହା ସଠିକ୍ ଥିଲା । #SuperCyclone #1999Cyclone
#ମହାବାତ୍ୟାକୁ_୨୧_ବର୍ଷ
ମହାବାତ୍ୟାର ୨୧ ବର୍ଷ ଅବସରରେ IMD ଡିଜିଙ୍କ ବୟାନ । ଇତିହାସରେ ଏହା ଏକ ଦୁଃଖଦାୟକ ଘଟଣା । ୩୦ଘଣ୍ଟା ଧରି ତାଣ୍ଡବ ରଚିଥିଲା ମହାବାତ୍ୟା । #KanakNews #SuperCyclone #1999Cyclone #Odisha

ମହାବାତ୍ୟାକୁ ପୁରିଲା ୨୧ ବର୍ଷ : ଦିନ ଯାଇଛି ଚିହ୍ନ ରହିଛି , ୩୦୦ ଲୋକଙ୍କୁ ହରାଇ ଛାରଖାର ହୋଇଯାଇଥିଲା ଏରସମାର କାଙ୍କଣ ଗାଁ https://t.co/ZrS3wTfmuL #SuperCyclone #1999Cyclone #Odisha

#ରାଜନଗରବାସୀଙ୍କୁ_ବାତ୍ୟାଭୟ
ଲୁଣା ଜଙ୍ଗଲର ଚିହ୍ନ ନାହିଁ, ମହାବାତ୍ୟା ପରେ ତତ୍ପରତା ଏହିଭଳି !
https://t.co/rGhAmrebB5
#Rajnagar #SuperCyclone #1999cyclone #Odisha #Sambad #ସମ୍ବାଦ #ଓଡ଼ିଶା

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.3M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.9M followers

Taylor Swift 
@taylorswift13
82.8M followers

Lady Gaga 
@ladygaga
74.3M followers

Virat Kohli 
@imvkohli
71.8M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.7M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62M followers

CNN 
@cnn
61.8M followers

X 
@x
60.8M followers


























