Top Tweets for #5TSECRETARY
ପାଣ୍ଡିଆନ ପୂର୍ବରୁ ଯେତିକି ଜନପ୍ରିୟ ଥିଲେ, ଏବେ ବି ସେତିକି ଜନପ୍ରିୟ ଅଛନ୍ତି; ଖାଲି ଜର ବଉଳାରେ ତାଟିଆ କାମୁଡୁଛନ୍ତି ବିଜେପି ନେତା ।
#VKPandian #VKPandian4Odisha #Pandian #BJDOdisha #BijuJanataDal #BJPOdisha #OdishaPolitics #OdishaNews #OdishaPoliticalNews #5TSecretary #5TInitiative #OdishaModel #NaveenPatnaik #MohanMajhi #OdishaGovernment #PoliticalDebate #JaiJagannath #VKPandianpurivisit
@OKKSM_2013 @NityanandaBJP @SMEOdisha @CM_Odisha @EduMinOfIndia @CMO_Odisha @DC_Odisha @PMOIndia #MoSarkar #NaveenPatnaik #CMO_Odisha #5Tsecretary ##EducationDept
##DepartmentOfEducation##marndi_sudam
ରାଜ୍ୟ ସରକାରଙ୍କର ପାଖରେ ଆମର ଅନୁରୋଧ ପାର୍ଟ ଟାଇମ ଶବ୍ଦକୁ ଉଚ୍ଛେଦ କରି ଆମକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ 🙏🙏
5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ସହିତ ଭଦ୍ରକରେ ଶିକ୍ଷା ବ୍ୟବସ୍ଥାର ଆହୁରି କେମିତି ଉନ୍ନତି କରାଯାଇପାରିବ ଆଲୋଚନା କରିବା ସହିତ ସ୍କୁଲରେ ଯେମିତି ଛାତ୍ର ଛାତ୍ରୀମାନକୁ ଶିକ୍ଷାଲାଭ ପାଇଁ ସମସ୍ତ ପ୍ରକାର ସୁବିଧା ପାଇବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
#5Tsecretary #VKPandian
@MoSarkar5T @Vkpandianfancl1
ସତ୍ୟବାଦୀ ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଆରମ୍ଭ ହେବା ସବୁ ଓଡ଼ିଆଙ୍କ ପାଇଁ ଏକ ସୁସମ୍ବାଦ। କିନ୍ତୁ ଏହାକୁ ସତ୍ୟବାଦୀର ସନ୍ଥ ଉତ୍କଳମଣିଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ନିବେଦନ।
#CMOOdisha #5tsecretary #navinpattnaik
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ
#Sambad #5TSecretary #Odisha #Uttarkashi #TunnelCollapse
https://t.co/HuJhL36Tdn
-'କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ତଦନ୍ତ ହେବ'
-ଖଣିରୁ ପାଣି ସବୁ ଦୁର୍ନୀତିର ତଦନ୍ତ ହେବ- ଚେଲ୍ଲା କୁମାର
#Congress #ChellaKumar #5TSecretary #OTV

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା #TheSakala
https://t.co/qWzOQkQhY1
#VKPandian #5Tsecretary #Odisha @Vkpandianfancl1
#5T_ଓ_ନବୀନ_ଓଡ଼ିଶାର_ଅଧ୍ୟକ୍ଷ_ହେଲେ_ଭିକେ_ପାଣ୍ଡିଆନ୍
-ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା
-ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ
-ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
#5TSecretary #odishacabinet #NaveenPatnaik

ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ.ପାଣ୍ଡିଆନ୍ #TheSakala
https://t.co/IeyXvyz2VV
#VKPandian #5Tsecretary #Odisha
#ଅବସର_ନେଲେ_ଭିକେ_ପାଣ୍ଡିଆନ
ସ୍ୱେଚ୍ଛାକୃତ ଅବସର ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଅକ୍ଚୋବର ୨୩ରେ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ
#5Tsecretary #VKPandian #VRS #IAS #Odisha #OTV
#5TSecretary #VKPandian
ଓଡିଶାର ଆଇଏଏସ୍ ଅଧିକାରୀ ଭି କେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର । ଅବସରକୁ କେନ୍ଦ୍ରର ଅନୁମୋଦନ ।
Click କରି ଦେଖନ୍ତୁ :-
https://t.co/EE0nkZJj47 via @YouTube
#ପାଣ୍ଡିଆନଙ୍କ_ସ୍ୱେଚ୍ଛାକୃତ_ଅବସର
ଚାକିରିରୁ ଭିଆରଏସ ନେଲେ 5Tସଚିବ ଭିକେ ପାଣ୍ଡିଆନ । ଆଗକୁ କଣ ରହିବ ପଦକ୍ଷେପ ? ସିଧାସଳଖ ରାଜନୀତିକୁ ଓହ୍ଲାଇବେ କି ? #5Tsecretary #VKPandian #IAS #VRS #Odisha #OdishaPolitics #OTV
#ଭିଆରଏସ୍_ନେଲେ_ଭିକେ_ପାଣ୍ଡିଆନ
ପାଣ୍ଡିଆନ ଭିଆରଏସ୍ ନେବେବୋଲି ଆଗରୁ ଜାଣିଥିଲୁ, ବିଜେଡି ତାଙ୍କୁ ଗୋଟେ ବଡ ପୋଷ୍ଟ ଦବ: କଂଗ୍ରେସ ବିଧାୟକ ସୁର ରାଉତରାୟ #5Tsecretary #VKPandian #IAS #VRS #Odisha #OdishaPolitics #OTV
ପାଣ୍ଡିଆନଙ୍କ ଭିଆରଏସ ନେଇ କଂଗ୍ରେସ ସାଂସଦ ସପ୍ତଗରି ଉଲାକାଙ୍କ ରୋଚଟ ଟ୍ୱିଟ୍ ।
କହିଲେ ସାଧାରଣ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆଶ୍ଚର୍ଯ୍ୟ ହେବାର ନାହିଁ.. #5Tsecretary #VKPandian #IAS #VRS #Odisha #OdishaPolitics #OTV
କାହିଁକି ଭିଆରଏସ୍ ନେଲେ ଭି.କେ. ପାଣ୍ଡିଆନ ?
#5Tsecretary #VKPandian #IAS #VRS #Odisha #OdishaPolitics #OTV
#ଭିଆରଏସ_ନେଲେ_ପାଣ୍ଡିଆନ
IAS ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୧୯ରେ ବନିଥିଲେ ଫାଇଭ-ଟି ସଚିବ
#5Tsecretary #VKPandian #IAS #VRS #Odisha #OdishaPolitics #OTV
ଓଡ଼ିଶା ରାଜନୀତିରେ ବଡ଼ ହଲଚଲ୍ । IAS ଚାକିରିରୁ ସ୍ୱଇଚ୍ଛାରେ ଅବସର ନେଲେ 5T ସଚିବ ଭିକେ ପାଣ୍ଡିଆନ । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି, ସମସ୍ତେ କହୁଥିଲେ ଦଳ କଥା ସବୁ ସେ ବୁଝୁଛନ୍ତି । ଜଣାପଡ଼ୁଥିଲା ମୁଖ୍ୟମନ୍ତ୍ରୀ ତାଙ୍କୁ ପଛଦ୍ୱାର ବାଟେ ରାଜନୀତିକୁ ଆଣିବାକୁ ଟେଷ୍ଟା କରୁଛନ୍ତି #5Tsecretary #VKPandian #IAS

#ପାଣ୍ଡିଆନଙ୍କ_ସ୍ୱେଚ୍ଛାକୃତ_ଅବସର
ଓଡ଼ିଶା ରାଜନୀତିରେ ବିରଳ ଘଟଣା । ଉଚ୍ଚ ପଦବୀରେ ଥାଇ ଅବସର ଗ୍ରହଣ କରିବା ବିରଳ । ଏହା ବିଜେଡିର ସୁଚିନ୍ତିତ ରଣନୀତି: ବରିଷ୍ଠ ସାମ୍ୱାଦିକ ପ୍ରସନ୍ନ ମହାନ୍ତି
#5Tsecretary #VKPandian #IAS #VRS #Odisha #OdishaPolitics #OTV
ଭିଆରଏସ୍ ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ..
#5Tsecretary #VKPandian #IAS #VRS #Odisha #OdishaPolitics #OTV
Last Seen Hashtags on Sotwe
caught #fucking
Seen from Malaysia
mgai()**********************************************
Seen from France
minichat()************** filter:videos since:2026-09-19
Seen from Brazil
latina can’t take
Seen from Malaysia
LanaRhoades
Seen from Turkey
سالب
Seen from United Arab Emirates
mom() spy() +filter:native_video
Seen from Austria
incestoconpapá
Seen from Argentina
anxiouspanda(***()*((***************)))+filter:videos
masturbation
Seen from France
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers









