Top Tweets for #ABVPCuttack
ଆଜି ଏବିଭିପି କଟକ ଜିଲ୍ଲା ତରଫରୁ ଅଂଶୁପା ହ୍ରଦ ଠାରେ ଶ୍ରମ ପରିହାର କାର୍ଯ୍ୟକ୍ରମ ରେ ଓଡ଼ିଶା ପୂର୍ବ ର ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ଭାଇ ଏବଂ ରାଜ୍ୟ ଉପସଭାପତି ଡ଼. ଜ୍ୟୋତିର୍ମୟ ନାୟକ ଭାଇ, ପ୍ରାନ୍ତ ସହ କୋଷାଦ୍ଧକ୍ଷ ମନ୍ମଥ ପୃଷ୍ଟି ଭାଇ, ଅରିଜୀତ ପଟ୍ଟନାୟକ ଭାଇ ଉପସ୍ଥିତ ଥିଲେ
#ABVPCuttack
#ABVPOdisha

କଟକ ଜିଲ୍ଲାର ଏବିଭିପି ରେଭେନ୍ସା ବିଶ୍ଵବିଦ୍ୟାଳୟ ଶାଖା ବୈଠକ ଆଗାମୀ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଯାଇଛି l
#ABVPCuttack

ଆଜି ଏବିଭିପି କଟକ ଜିଲ୍ଲା ବାରବାଟୀ ନଗର ତରଫରୁ ସାଧନା ଏକାଡେମୀ ରେ ଏବିଭିପି ର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି ଏହି ସଦସ୍ୟତା ଅଭିଯାନ ମାଧ୍ୟମରେ ବହୁତ ଛାତ୍ର ଛାତ୍ରୀ ଏବିଭିପି ସହିତ ସଦସ୍ୟତା କରି ଯୋଡି ହୋଇଛନ୍ତି
#Megamembershipday
#abvpcuttack
#abvpodisha

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଟକ ତରଫରୁ ଦ୍ୱତୀୟ ଦିନରେ ସ୍ଥାନୀୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ +3 ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ଆରମ୍ଭ ହୋଇଥିବାରୁ Help desk ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ସାହାଯ୍ୟ କରାଯାଇଛି
#abvpravensawuniversity
#abvpcuttack
#abvpodisha

ବିଶ୍ବର ସର୍ବ ବୃହତ୍ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୫ ତମ ସ୍ଥାପନା ଦିବସ 'ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ' ଉପଲକ୍ଷେ କଟକ ନଗର ଶାଖା ତରଫରୁ ଏବିଭିପି ପତାକା ଉତୋଳନ କରିବା ସହ ମିଠା ବଣ୍ଟନ କରାଯାଇଛି।
#ABVP75
#NationalStudentsDay
#ABVPCuttack

ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ @yagywalkya ଜୀଙ୍କୁ କଟକ ଗତିରାଉତପାଟଣା ସ୍ତିଥ କେଶବ ଧାମ୍ ସରସ୍ଵତୀ ବିଦ୍ୟାମନ୍ଦିର ଠାରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଛି।
#ABVPOdisha
#ABVPCuttack

ଏବିଭିପି କଟକ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିlଏବିଭିପିର ୭୫ ବର୍ଷ ଉପଲକ୍ଷେ ଜିଲ୍ଲାର ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ସମାଧାନ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିlଜିଲ୍ଲାର ଛାତ୍ରନେତା ମାନେ ନିଜର ଅଭିଭାଷଣ ରଖିଥିଲେl ଶେଷରେ ଅତିରକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେl
#ABVPCuttack

ଏବିଭିପି କଟକ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଅପାଂଶୁ ଶେଖର ସିଲ ଦାଦା ଏବଂ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ବଇଲୋଚନ ସାହୁ ଭାଇ ଉପସ୍ଥିତ ଥିଲେ। ଏହି ବୈଠକରେ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା ସହ ଆଗାମୀ କାର୍ଯ୍ୟକ୍ରମର ଯୋଜନା ହୋଇଯାଇଛି।
#ABVPCuttack
#ABVPOdisha

ଏବିଭିପି କଟକ ଜିଲ୍ଲାର ଆଗାମୀ କାର୍ଯ୍ୟକ୍ରମ ଓ ଜିଲ୍ଲା ସମ୍ମିଳନୀ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି।
#ABVPCuttack
#Jillasammilani

Media Coverage...
#ABVPCuttack

ଅନୁଗୁଳଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ରାଜ୍ୟ ଅଧିବେଶନରେ ନୂତନ ଦାୟିତ୍ବ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭନନ୍ଦନ।
#ABVPOdisha
#ABVPCuttack

ଉଦୟନାଥସୋୟଂ ଶାସିତ ମହାବିଦ୍ୟାଳୟ ରେ ନୂତନ କ୍ୟାମ୍ପସ ୟୁନିଟ କାର୍ଯ୍ୟକାରିଣୀ ଗଠନ ହୋଇଯାଇଛି। କ୍ୟାମ୍ପସ ୟୁନିଟର ସଭାପତି ଭାବେ ଛାତ୍ର ନେତା ସମିଥଅରୁନବ ସ୍ବାଇଁ ଏବଂ ସମ୍ପାଦକ ଭାବେ ଶୁଭସ୍ମିତା ଭୋଇ ଦାୟିତ୍ଵ ଗ୍ରହଣ କରିଛନ୍ତି।
#ABVPCuttack
#ABVPOdisha

ରେଭେନ୍ସା ଜୁନିଅର୍ କଲେଜ୍ ରେ ନୂତନ କ୍ୟାମ୍ପସ ୟୁନିଟ ଗଠନ ହୋଇଯାଇଛି। କ୍ୟାମ୍ପସ ୟୁନିଟର ସଭାପତି ଭାବେ ଛାତ୍ର ନେତା ମୃତୁଞ୍ଜୟ ମହାପାତ୍ର ଓ ସମ୍ପାଦିକା ଭାବେ ଶ୍ରେୟା ଭୂୟାଁ ଦାୟିତ୍ଵ ଗ୍ରହଣ କରିଛନ୍ତି।
#ABVPCuttack
#ABVPOdisha

ଏବିଭିପି ଗୋବିନ୍ଦପୁର୍ ମହାବିଦ୍ୟାଳୟରେ ନୂତନ କ୍ୟାମ୍ପସ ୟୁନିଟ ଗଠନ ହୋଇଯାଇଛି। କ୍ୟାମ୍ପସ ୟୁନିଟର ସଭାପତି ଭାବେ ଛାତ୍ର ନେତା ସତ୍ୟଜିତ ପାତ୍ର ଓ ସମ୍ପାଦକ ଭାବେ ରାହୁଲ୍ ଓଝା ଦାୟିତ୍ଵ ଗ୍ରହଣ କରିଛନ୍ତି।
#JoinABVP
#ABVPCuttack
#ABVPOdisha

କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଅପାଂଶୁ ଶେଖର ସିଲ୍ ଓ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ବଇଲୋଚନ ସାହୁଙ୍କ ଉପସ୍ଥିତି ରେ ରେଭେନ୍ସା ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ''ଧେୟ ଯାତ୍ରା" ପୁସ୍ତକ ପ୍ରଦାନ କରାଯାଇଥିଲା।
#ABVPCuttack
#ABVPRavenshawUniversity

ରେଭେନ୍ସା ବିଶ୍ଵବିଦ୍ୟାଳୟର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ରକ୍ତତୀର୍ଥ ଇରମରେ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।
#ABVPRavenshawUniversity
#ABVPCuttack


ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୪ ତମ ସ୍ଥାପନା ଦିବସ 'ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ' ଅବସରରେ ଜନ ଜାତି ବସ୍ତି ରେ ଖାତା,ପେନ୍ ବଣ୍ଟନ କରାଗଲା ଏବଂ ପରିଷଦ କି ପାଠ ଶାଳା ମଧ୍ୟ ଶୁଭ ଆରମ୍ଭ କରାଗଲା।
#NationalStudentsDay
#74thFoundationDayofABVP
#ABVPCuttack

ଏବିଭିପି କଟକ ପକ୍ଷରୁ ଜିଲା ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଗତ ବର୍ଷର ସମୀକ୍ଷା ସହ ଆଗାମୀ ଏକ ବର୍ଷର ସାଙ୍ଗଠନିକ ଯୋଜନା ପ୍ରସ୍ତୁତ କରାଯାଇଛି।
#ABVPCuttack @abvpodisha

ଏବିଭିପି ରେଭେନ୍ସା ନଗର ପକ୍ଷରୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଅବସରରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରାଯାଇଛି।
#ABVPCuttack
#RashtraShakti75 #DhyeyaYatra

Last Seen Hashtags on Sotwe
profesor #gay
Seen from Mexico
teenagee()filter:videos
Seen from United States
sex #mbbg
Seen from Vietnam
putifoto
Seen from Turkey
thundr
Seen from United States
Momson video
Seen from Spain
danheng #nsfw
Seen from Japan
นัดเย็ดโคราช
Seen from Thailand
سـكـــسًْ
Seen from Saudi Arabia
chapinas() +filter:native_video
Seen from United States
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.5M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.8M followers

CNN 
@cnn
61.8M followers

X 
@x
60.8M followers











































