Top Tweets for #ABVPNuapada

କଳାହାଣ୍ଡି ବିଭାଗର ବିଭାଗ ଛାତ୍ର ନେତା ବୈଠକ କେନ୍ଦ୍ରୀୟ ପ୍ରବାସ ରେ ଆସିଥିବା ଉତ୍ତର କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗୌରବ ଅତ୍ରି ଜି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି l
#ABVPOdishaPaschim
#ABVPKalahandi #abvpnuapada

ନୂଆପଡ଼ା ଜିଲ୍ଲାର ଶ୍ରୀ ସାଇ ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟତା ଅଭିଯାନ ହୋଇଯାଇଛି l #ABVPOdishaPaschim #abvpnuapada

କଳାହାଣ୍ଡି ବିଭାଗର ବିଭାଗ ଅଭ୍ୟାସ ବର୍ଗ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ( ବ୍ରଜବିହାର) ଭବାନୀପାଟଣା ଠାରେ ଉଦଘାଟନ ହୋଇଯାଇଛି।
#ABVPKalahandi #abvpnuapada #ABVPOdishaPaschim

ନୂଆପଡା ଜିଲ୍ଲାର ଶ୍ରୀ ସାଇ ମହାବିଦ୍ୟାଳୟରେ ଏବିଭିପିର ସଦସ୍ଯତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।।
#abvpnuapada
#JoinABVP

ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜର ପ୍ରଥମ ଦିନ ପହିଲି ରଜ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା.. ଆସନ୍ତୁ,କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା।
#ABVPOdisha
#abvpNuapada
#happyraja

ବିଶ୍ଵ ପରିବେଶ ଦିବସରେ ବୃକ୍ଷ ରୋପଣ କରିଛୁ l ଆପଣ ମାନେ ମଧ୍ୟ ଗଛ ଲଗାନ୍ତୁ ପରିବେଶ କୁ ସବୁଜ କରନ୍ତୁ ।
#ABVPForEnviroment
#WorldEnvironmentDay
#AbvpNuapada
@SFDOrg
@abvpodisha

ପଶ୍ଚିମବଙ୍ଗରେ ନିର୍ବାଚନର ପରବର୍ତ୍ତୀ ହିଂସାକାଣ୍ଡରେ ମମତାବାନାର୍ଜୀ ପାଳିତ #TMC ଗୁଣ୍ଡାମାନଙ୍କ ବିରୋଧରେ #ABVPNuapada ତରଫରୁ ଆଜିଏକ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତୀବ୍ରବିରୋଧ ପ୍ରଦର୍ଶନ କରାଯାଇଛି।
#EndTMCViolence #ABVPOdisha @abvpodisha @ABVPVoice @MamataOfficial

ପଶ୍ଚିମବଙ୍ଗ ର +2 ଛାତ୍ରୀ ସାସ୍ବତୀ ଙ୍କୁ ରାତାରାତି ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି !! କଣ କଣ ଆଉ ବାକି ରହିଲା ଘଟିବାକୁ ଆଉ ଏବେ ଓଡ଼ିଶାରେ ଯୋଉଁ ମାନେ ଗଣତନ୍ତ୍ର କଥା କହି ବଧେଇ ଜଣାଉଥିଲେ ଏବେ ସମସ୍ତଙ୍କ ପାଟି ବନ୍ଦ କାହିଁକି
#justice_for_Saswati
#abvpnuapada
@DM_Nuapada
@CMO_Odisha
@PMOIndia

स्वस्थ् सुखी सानंद रहे सब यह अभियान हमारा है,
दीन दुखी की सेवा करना निश्चित कर्म हमारा है l
हम सेवक है मानवता के ऐसा धर्म हमारा है,
दीन दुखी की सेवा करना निश्चित कर्म हमारा है ।।
ABVP Odisha's District wise Helpline number for COVID-19.
#ABVPNuapada
#ABVPOdisha
#ABVPForSociety

#JOIN_ABVP #ABVP
Be the part of world’s largest students organisation Akhil Bharatiya Vidyarthi Parishad..#ABVPNuapada #abvpOdisha

Last Seen Hashtags on Sotwe
Unexpected
Seen from Australia
mnwo
Seen from India
Emilio2029
Seen from United States
bbcslutwife4u2
Seen from Turkey
maakichudai
Seen from United Kingdom
EternalVirgin
Seen from United States
调教
Seen from United States
arifkızıltaş
Seen from United States
ncreas
Seen from United States
EnergyIAEE
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers















