Top Tweets for #Amabus
#ଆମ_ବସ୍_ଚାଲିବ_କେମିତି ?
ଦିଗହରା ଆମ ବସ୍ ସେବା । ଯାତ୍ରୀ ଖୋଜୁଛନ୍ତି ସମୟ ସାରଣୀ । ଯୋଜନାରେ ତ୍ରୁଟି ନା ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ?
#AmaBus #Odisha #kanaknews #Bramhapur
ମହାପ୍ରଭୁଙ୍କ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତୟାତ ସେବାରେ ସାମିଲ ହେବା ଏବଂ ସେମାନଙ୍କୁ ପ୍ରଭୁଙ୍କ ସାନ୍ନିଧ୍ୟରେ ପହଞ୍ଚାଇବାର ସୁଯୋଗ ପାଇ କ୍ରୁଟ୍ ନିଜକୁ ଧନ୍ୟ ମନେ କରୁଛି।
ଆପଣଙ୍କ ବିଶ୍ୱାସ ହିଁ ଆମର ସେବାର ପ୍ରେରଣା।
#AmaBus #CRUT #JagannathCulture #Shravan2026 #SafeJourney #PublicTransport
ବସ୍ ମିସ୍ ହେଲେ ଆଉ ଏକ ବସ୍ ମିଳିବ, କିନ୍ତୁ ସୁରକ୍ଷାର କୌଣସି ବିକଳ୍ପ ନାହିଁ।
ସମୟ ପୂର୍ବରୁ ଆସନ୍ତୁ, ନଚେତ୍ ପରବର୍ତ୍ତୀ ବସ୍ ପାଇଁ ଅପେକ୍ଷା କରି ସୁରକ୍ଷିତ ଯାତ୍ରା କରନ୍ତୁ।
#amabus #safetyfirst #roadsafety #smarttravel

Dear @CRUT_BBSR, a mechanism should be developed to notify passengers when a bus gets cancelled within like 5min of its scheduled time within its app.
So that people dependent on @CRUT_BBSR don't waste their time & can plan their journey accordingly. #amabus #mobus #bhubaneswar

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସୁନାବେଶ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସେବାରେ ଆମ ବସ୍।
ଓଡ଼ିଶା ସରକାର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପକ୍ଷରୁ ସମଙ୍ଗ ପାର୍କିଂରୁ ଷ୍ଟର୍ଲିଂ ପାର୍କିଂ ପର୍ଯ୍ୟନ୍ତ ଦେୟମୁକ୍ତ ଶଟଲ୍ ବସ୍ ସେବା ଶ୍ରଦ୍ଧାଳୁଙ୍କ ଯାତ୍ରାକୁ କରୁଛି ସହଜ ଓ ସୁଗମ।
#JayJagannath #Sunabesha #AmaBus

ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
ମହାପ୍ରଭୁଙ୍କ କୃପାରେ ଆପଣମାନଙ୍କ ଯାତ୍ରା ହେଉ ସୁରକ୍ଷିତ, ସୁଖମୟ ଓ ମଙ୍ଗଳମୟ।
ଆମ ବସ୍ ସର୍ବଦା ଆପଣଙ୍କ ସୁରକ୍ଷିତ ଯାତ୍ରାର ସାଥୀ।
ଜୟ ଜଗନ୍ନାଥ।
#bahudajatra #jaijagannath #amabus #amabusamabharasa

Bahuda Jatra 2026 | ବାହୁଡା ଯାତ୍ରା ପାଇଁ 'ଆମ ବସ୍' ସେବା | AMA BUS Service, CRUT
#bahudajatra2026 #amabus #travelroute @CRUT_BBSR #prameyanews7 #puri

ପ୍ରତ୍ୟେକ ଯାତ୍ରାକୁ ଏକ ସୁନ୍ଦର ଅନୁଭୂତି ଦେବା ପାଇଁ ପ୍ରଥମେ ଆପଣଙ୍କ ସାମଗ୍ରୀକୁ ନିଜ ଦାୟିତ୍ୱରେ ରଖନ୍ତୁ।
ସତର୍କତାର ଏକ ଛୋଟ ପଦକ୍ଷେପ ଆପଣଙ୍କ ଯାତ୍ରାକୁ କରିପାରେ ଅଧିକ ସହଜ ଓ ସୁରକ୍ଷିତ।
#amabus #safejourney #travelresponsibly #passengerawareness

#ଭୁବନେଶ୍ବରରେ_ସିରିଜ୍_ଦୁର୍ଘଟଣା
ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା
ଦୁର୍ଘଟଣାରେ ପଛକୁ ପଛ ଧକ୍କା ହେଲା କାର୍ ଏବଂ ଆମ ବସ୍
ଡମଣା ଛକରେ ୩ଟି କାର୍ ଏବଂ ଆମ ବସ୍ ମଧ୍ୟରେ ଧକ୍କା
#Bhubaneswar #DamanaSquare #SeriesAccident #RoadAccident #AmaBus #MoBus #BhubaneswarNews #AccidentNews #BreakingNewsOdisha
‘ଆମ ବସ୍’ ଦେଖିଲେ ଡର ଲାଗୁଛି: ୨ ବର୍ଷରେ ୬ ଶହ ଦୁର୍ଘଟଣା, ନେଲାଣି ୨୧ ମୁଣ୍ଡ
#AmaBus #Bhubaneswar #Odisha #Sambad
https://t.co/nfdA4bxfgP
The first batch of the 5-day EV Bus Training Programme at Chhatia has been successfully completed.
A step forward in strengthening the skills of our bus crew to deliver safer, smarter, and sustainable public transport across Odisha.
#AmaBus #EVTraining #SustainableMobility

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। 🙏
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରଥଯାତ୍ରା ଅବସରରେ ଚାଲୁଥିବା ସ୍ୱତନ୍ତ୍ର ଆମ ବସ୍ ସେବାର ସୁବିଧା ଉଠାନ୍ତୁ। ସୁରକ୍ଷିତ, ସୁବିଧାଜନକ ଓ ନିର୍ଭରଯୋଗ୍ୟ ଯାତ୍ରା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ।
#rathajatra #amabus #safejourney #jaijagannath

ପବିତ୍ର ରଥଯାତ୍ରା ଅବସରରେ ଚଳାଚଳ ହେବାକୁ ଥିବା ସ୍ୱତନ୍ତ୍ର ଆମ ବସ୍ ସେବାର ସମସ୍ତ ରୁଟ୍ର ଷ୍ଟପେଜ୍ ବିବରଣୀ।
ଅଧିକ ସୂଚନା ପାଇଁ https://t.co/9ElmLAdcQl
ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ କିମ୍ୱା 18005700218 ନମ୍ୱରରେ ସମ୍ପର୍କ କରନ୍ତୁ।
#ରଥଯାତ୍ରା #ଆମବସ #SpecialBusService #AmaBus #RathYatra

ପବିତ୍ର ରଥଯାତ୍ରା ଅବସରରେ ସ୍ୱତନ୍ତ୍ର ଆମ ବସ୍ ସେବାର ରୁଟ୍ ଏବଂ ସମୟସୂଚୀ
#CRUT #Amabus #SpecialAmabusService #RathaJatraWithOtv #ShreeJagannath #Puri #RathaJatra #GhoshaYatra #LordJagannath #RathYatra2026 #JayJagannath #Odisha #OTV

'ଆମ ବସ୍'ରୁ ମୋବାଇଲ୍ ଚୋରି, ହୋହଲ୍ଲା ପରେ ଅଟକିଲା ବସ
#OdishaCrime #amabus #Bhubaneswar #MobileTheft #OTV
https://t.co/oLVzQcrGl7
ଆମ ବସ୍'ରୁ ମୋବାଇଲ୍ ଚୋରି...ଯୁବତୀଙ୍କ ମୋବାଇଲ୍ ଚୋରି ପରେ ହଙ୍ଗାମା...ଇସ୍କନରୁ ଚଢ଼ିଥିଲେ, ଜୟଦେବ ବିହାରରେ ମୋବାଇଲ୍ ଗାଏବ...ସିସିଟିଭି ଆଧାରରେ ତଦନ୍ତରେ ପୋଲିସ ଜାରି
#Bhubaneswar #AmaBus #MobileTheft #BusTheft #JayadevVihar #OTV
@CRUT_BBSR @HUDDeptOdisha @ushapadhee1996 @dr_kcmahapatra Please introduce #Amabus service via the new Ekamra Kanan park Hatiasuni pump house road. We had suggested earlier to introduce a service between Mancheswar railway station to Lingaraj temple via Rail Vihar, Government Polytechnic Square, Indradhanu market, CRP, Natala,Unit 1 mkt

Empowering every woman, every journey.
Female Guides of #AmaBus attended a safety awareness session by SAKHI (One Stop Centre) at Gadakana Depot on women's safety, legal rights, emergency response, and support services- building a safer, more confident workforce.
#EmpowerHer

Safety is our priority. CRUT conducted a Fire Fighting Practical Demonstration for crew members at Sambalpur and Patrapada Depots, strengthening emergency response skills.
#AmaBus #SafetyFirst

Last Seen Hashtags on Sotwe
걸레
Seen from Korea
baitedboys
Seen from United States
里番
Seen from Vietnam
اومي_تيفي
Seen from United States
momson()******************************************************* +filter:native_video()
Seen from Belgium
momson(((()(())()()()()()))) filter:videos
moroccan #porn
teen
Seen from Chile
แยงรูควย
Seen from Thailand
شروق_صن_شاين
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.5M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.4M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers
























