Top Tweets for #AnganwadiInfrastructure
बिड़वाल में आंगनबाड़ी बच्चों के लिए स्थायी भवन की सौगात।
पोषण, शिक्षा और संस्कार के लिए बेहतर अधोसंरचना से सशक्त भविष्य की दिशा में कदम।
#JansamparkMP #AnganwadiInfrastructure #EarlyEducation #RuralDevelopment

ଜିଲ୍ଲା ବଲାଙ୍ଗୀର ବ୍ଲକ ଟିଟିଲାଗଡ଼ ଗ୍ରାମ ମନିଗାଁ ପଞ୍ଚାୟତ ଭୂସୁଲାଡ ଗ୍ରାମ ର ଅଙ୍ଗନୱାଡି ରେ ପାଣି ,ପାଚେରୀ, ପାଇଖାନ କରିବା ପାଇଁ ଗ୍ରାମ ବସି ସରକାରଙ୍କ ଅନୁରୋଧ କରିଛନ୍ତି l
@CollectorBgr
@BTitilagarh
#AnganwadiInfrastructure
#SDG
#EducationMatters #ImproveSchoolInfrastructure
@CMO_Odisha
ଜଲିଆବାହଲ ,ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସଂପୂର୍ଣ୍ଣ ଅବ୍ୟବହୃତ।ରୋଷେଇ ଗୃହ,ପାଇଖାନା ମଧ୍ୟ ନାହିଁ। ଗ୍ରାମବାସୀ ସରକାରଙ୍କୁ ଏକ ନୂଆ ଅଙ୍ଗନୱାଡ଼ି ଘର , ରୋଷେଇ ଗୃହ,ପାଇଖାନା ପ୍ରତିଷ୍ଠା ପାଣି ପାଇଁ ଅନୁରୋଧ କରିଛନ୍ତି।
@BDOKhaprakhol @CollectorBgr
#AnganwadiInfrastructure
#SDG
A village in Daspalla block, Nayagarh lacks a dedicated Anganwadi Center, causing difficulties for children due to the lack of a proper facility. We urge @bdodaspalla to take immediate steps to resolve this issue.
@WCDOdisha
#AnganwadiInfrastructure #SafeSpacesForChildren
ଗ୍ରାମ ପାଣ୍ଡେରି ,ଗ୍ରା:ପ:କଳସାଖମଣ, ବ୍ଳକ ଦଶପଲ୍ଲା, ଜିଲ୍ଲା ନୟାଗଡ଼ ରେ ନିଜସ୍ଵ ଅଙ୍ଗନବାଡି କେନ୍ଦ୍ର ଗୃହ ନାହିଁ, କୁନିକୁନି ପିଲାମାନେ ଚଳ ପ୍ରଚଳ ରେ ବଧା ସୃଷ୍ଟି ହେଉଛି, ତେଣୁ ଏହାର ସମାଧାନ ପାଇଁ
@bdodaspalla @WCDOdisha
ଙ୍କୁ MJSM,Nayagarh ତରଫ ରୁ ନିବେଦନ i #TransformAnganwadiNOW
Anganwadi centers are vital for child development! Urging @PSinapali to provide the necessary facilities to ensure children receive the care & education they deserve.
@DM_Nuapada @NAdministration
#AnganwadiInfrastructure #EducationForAll
ସିନପାଲି ବ୍ଲକ ଗ୍ରାପ ନିଳଜି ଗଡରାମାଲ,ଗ୍ରାମ ବାଗପଡ଼ା ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସଂପୂର୍ଣ୍ଣ ଅବ୍ୟବହୃତ ଅଙ୍ଗୱାଡ଼ିକେନ୍ଦ୍ର ଗୃହ ରୋଷେଇ ଗୃହ,ପାଇଖାନା ମଧ୍ୟ ନାହିଁ। ଗ୍ରାମବାସୀ ସରକାରଙ୍କୁ ଏକ ନୂଆ ଅଙ୍ଗନୱାଡ଼ି ଘର ରୋଷେଇ ଗୃହ,ପାଇଖାନା ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି।
@PSinapali @DM_Nuapada
#SDG
ଜଲିଆବାହଲ ,ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସଂପୂର୍ଣ୍ଣ ଅବ୍ୟବହୃତ।ରୋଷେଇ ଗୃହ,ପାଇଖାନା ମଧ୍ୟ ନାହିଁ। ଗ୍ରାମବାସୀ ସରକାରଙ୍କୁ ଏକ ନୂଆ ଅଙ୍ଗନୱାଡ଼ି ଘର , ରୋଷେଇ ଗୃହ,ପାଇଖାନା ପ୍ରତିଷ୍ଠା ପାଣି ପାଇଁ ଅନୁରୋଧ କରିଛନ୍ତି।
@BDOKhaprakhol @CollectorBgr
#AnganwadiInfrastructure
#SDG
ଉଦଳା ବ୍ଲକ ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ବଡଶୋଳ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଗ୍ରାମର ପିଲାମାନେ ଚାଲି ଚାଲି ଆଉ ଗୋଟିଏ ଗ୍ରାମର ଅଙ୍ଗନୱାଡ଼ିକୁ ଯାଉଛନ୍ତି। ଗ୍ରାମରେ ଗୋଟିଏ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି।
#anganwadiinfrastructure #SDG #LSDG

@JjmMayurbhanj @itda_kaptipada @BDO_Udala @DM_Mayurbhanj @12_baje @SMEOdisha ଆଡାଘୁଟୁ (ମୁଷାଖାଇ), ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସପୂର୍ଣ୍ଣ ଅବ୍ୟବହୃତ। ପିଲାମାନେ ପୁରୁଣା ସ୍କୁଲ କିମ୍ବା ଦିଦିଙ୍କ ଘର ପିଣ୍ଡାରେ ପଢୁଛନ୍ତି। ଗ୍ରାମବାସୀ ସରକାରଙ୍କୁ ଏକ ନୂଆ ଅଙ୍ଗନୱାଡ଼ି ଘର ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି।
@itda_kaptipada @BDO_Udala @DM_Mayurbhanj
#AnganwadiInfrastructure
#SDG
ଆଡାଘୁଟୁ (ମୁଷାଖାଇ), ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସପୂର୍ଣ୍ଣ ଅବ୍ୟବହୃତ। ପିଲାମାନେ ପୁରୁଣା ସ୍କୁଲ କିମ୍ବା ଦିଦିଙ୍କ ଘର ପିଣ୍ଡାରେ ପଢୁଛନ୍ତି। ଗ୍ରାମବାସୀ ସରକାରଙ୍କୁ ଏକ ନୂଆ ଅଙ୍ଗନୱାଡ଼ି ଘର ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି।
@itda_kaptipada @BDO_Udala @DM_Mayurbhanj
#AnganwadiInfrastructure
#SDG
In Sonbhadra, UP, 64% of the 1121 Anganwadi centres lack separate kitchens, compromising food quality and hygiene. We urge the government to ensure proper kitchen facilities for all AWCs to provide safe and nutritious meals.#KitchenForAnganwadis #Hygiene #AnganwadiInfrastructure

"Water Crisis in Anganwadi Centre's: 39% lack safe drinking water in Sonbhadra district in Uttar Pradesh. 12% of structures are damaged or non-functional. Let's ensure every Anganwadi has access! #WaterForAnganwadis #HealthForAll #AnganwadiInfrastructure #AnganwadiReformation"

"Water Crisis in Anganwadi Centre's: 22% lack safe drinking water in Alirajpur & Mandala districts in MP. 57% of structures are damaged or non-functional. Let's ensure every Anganwadi has access! #WaterForAnganwadis #HealthForAll #AnganwadiInfrastructure #AnganwadiReformation"

ଖମଣ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ଆବଶ୍ୟକ ଅନୁଯାୟୀ ଭଲଥିବାରୁ ମାଳତୀ ବାସ୍କେ ସରକାରଙ୍କୁ କୃତଜ୍ଞତା ଜଣାଉଛି
ଗ୍ରାମ: ଖମଣସାହି, ଗ୍ରା. ପ. ବି. ସି. ପୁର, ବ୍ଲକ: ଖୁଣ୍ଟା, ଜିଲ୍ଲା: ମୟୂରଭଞ୍ଜ
@DM_Mayurbhanj @WCDOdisha @CMO_Odisha @BasantiHembram7
#RuralGrowthwithAnganwadi
#AnganwadiInfrastructure
ଜନ ଜାଗୃତି ମଞ୍ଚ, ମୟୂରଭଞ୍ଜ ତରଫରୁ ଡିସେମ୍ବର ୧୫ ତାରିଖରୁ ଜାନୁଆରୀ ୮ତାରିଖ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ଜାଣିବା ପାଇଁ ସର୍ଭେ କରାଗଲା। କେତେକ ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ସରକାରଙ୍କୁ ସାମାଜିକ ଗଣ ମାଧ୍ୟମରେ ଜଣାଇ ଦିଆଯାଇଛି।
#RuralGrowthwithAnganwadi
#AnganwadiInfrastructure

Last Seen Hashtags on Sotwe
monkeyapp
Seen from United Kingdom
DilettaLeotta
Seen from United States
bbc leak
Seen from India
mitello
Seen from Puerto Rico
Yenge
Seen from Turkey
ipcam()********
Seen from Italy
minichat
Seen from Sweden
femboy
Seen from United States
تحرش_مواصلات
Seen from United States
pyttt
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers











