Top Tweets for #ArgusDigital
ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
#ArgusDigital #PravatiParida #subhadrayojana #womeninbusiness #Benefits #ArgusStaticPost #ArgusUpdate

#ମ୍ୟାଚିଂ_ସେଣ୍ଟରରେ_ନିଆଁ
କରଞ୍ଜିଆ ବଜାରରେ ଥିବା ଲୁଗା ଦୋକାନରେ ଲାଗିଛି ନିଆଁ
#ArgusDigital #ArgusStaticReport #ArgusUpdate #FireMishap #MatchingCenter #KaranjiaBazaar

Breaking News: ମୟୁରଭଞ୍ଜ ଜିଲ୍ଲାରେ ଅସମ୍ଭାଳ ଭିଡ
#ArgusDigital #ArgusStaticPost #ArgusUpdate #BreakingNews #Coldwave #Mayurbhanj

Bold Journalism. Real Impact.
Stepping into 2026 with truth, courage, and commitment.
Thank you for trusting Argus News.
#HappyNewYear2026 #ArgusNews #ArgusDigital #BoldJournalism #RealImpact

#ଶ୍ରୀମନ୍ଦିର_କ୍ୟାଲେଣ୍ଡରରେ_ଗୁରୁତର_ତ୍ରୁଟି
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡରରେ ତ୍ରୁଟି
କ୍ୟାଲେଣ୍ଡରରେ ସ୍ଥାନିତ ଫଟୋଚିତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି
#ArgusDigital #NewYearCalender #Srimandir #ArgusStaticPost #ArgusUpdate #ArgusNews

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
#ArgusDigital #puri #collector #newyeareve #ArgusStaticPost #ArgusUpdate

#୨୦୨୬ରେ_ବେଙ୍ଗଲରେ_BJP_ସରକାର
୨୦୨୬ରେ ବେଙ୍ଗଲରେ BJP ସରକାର ହେବ କହିଲେ ଅମିତ ଶାହ
#ArgusDigital #Amitshah #Homeminister #BJP #WestBengal #ArgusStaticPost #ArgusUpdate

#ହ୍ୟୁମାନ_ମୃତ୍ୟୁ_ହାଇକୋର୍ଟ_ଗଲେ_ଅର୍ପିତା
କଟକ: ହ୍ୟୁମାନ ସାଗର ମୃତ୍ୟୁ ମାମଲା
ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅର୍ପିତା ଚୌଧୁରୀ
ସୌମେଶ ଶତପଥିଙ୍କ ସହ ମିଳିତ ଆବେଦନ କରିଛନ୍ତି ଅର୍ପିତା
#ArgusDigital #humanesagar #arpitachoudhury #highcourt #bail #ArgusStaticPost #ArgusUpdate

#୪_କୋଟିର_ମାରିଜୁଆନା_ଜବତ
ଭୁବନେଶ୍ବରରେ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଦାମୀ ନିଶା
ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ
ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆସିଥିବା ସନ୍ଦେହ
#ArgusDigital #Marijuana #siezed #BhubaneswarAirport #CustomsOfficials #ArgusStaticPost #ArgusUpdate

ସୁପ୍ରିମକୋର୍ଟରେ ଉନ୍ନାଓ ଦୁଷ୍କର୍ମ ମାମଲା
#ArgusDigital #UnnaoCase #SupremeCourt #KuldeepSinghSengar #ArgusStaticPost #ArgusUpdate

#SI_ପରୀକ୍ଷା : ଚାର୍ଜସିଟ୍ ଦାଖଲ କଲା CBI
SI ପରୀକ୍ଷା କେଳେଙ୍କାରୀ ମାମଲାରେ ଚାର୍ଜସିଟ୍ ଦାଖଲ
୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ
ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା CBI
#ArgusDigital #ArgusStaticPost #PoliceSIExamScam #CBI #Chargesheet #BreakingNews #OdishaBreakingNews #ArgusUpdate

#ନନ୍ଦନକାନନରେ_ବାଘଛୁଆ_ଜନ୍ମ
ନନ୍ଦନକାନନରେ ବାଘୁଣୀ ଜୟଶ୍ରୀର ୩ଟି ଶାବକ ପ୍ରସବ
୩ ଶାବକଙ୍କ ମଧ୍ୟରୁ ୨ଟି ମୃତ, ଗୋଟିଏ ଜୀବିତ ସୂଚନା
ମାତ୍ର ୩୪ ମାସ ବୟସରେ ଶାବକ ପ୍ରସବ କରିଛି ବାଘୁଣୀ ଜୟଶ୍ରୀ
#ArgusDigital #nandankananzoologicalpark #tigercubs #Bhubaneswar #argusstaticpost #ArgusUpdate

ରଥଯାତ୍ରା ପୂର୍ବରୁ ହେବ ଗଣତିମଣତି : ଆଇନ ମନ୍ତ୍ରୀ
#ArgusDigital #LawMinister #Ratnabhandar #jagannathtemplepuri #argusstaticpost #ArgusUpdate

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବର୍ଷର ଶେଷ `ମନ କୀ ବାତ୍'
`ମନ କୀ ବାତ୍'ରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ମୋଦି
#ArgusDigital #NarendraModi #MannKiBaat #mannkibaat2025 #OperationSindoor #argusstaticpost #ArgusUpdate

#ଅନୁଗୁଳରେ_କେନ୍ଦ୍ର_ମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମ୍ୟୁନିସପାଲିଟି ଛକରେ `ସ୍ୱଚ୍ଛ ସୁନ୍ଦର ସବୁଜ ଅନୁଗୁଳ' କାର୍ଯ୍ୟକ୍ରମରେ ଯୋଗଦାନ
#ArgusDigital #DharmendraPradhan #Angul #argusstaticpost #ArgusUpdate

ଆଜି ରାତି 9.30
ଜବାବ ମାଗୁଛି ଓଡିଶା
#JababMaguchhiOdisha #journalistsantoshjena #ArgusNews #santoshjena #JMO #truthwithsantosh #santoshnewsman #ArgusDigital #JababMaguchhiOdisha

ଜମି ପଡ଼ିଆ ଚାଷୀ ହତାଶ
କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକରୁ ଏଥର ଜବାବ ମାଗୁଛି ଓଡ଼ିଶା।
#journalistsantoshjena #truthwithsantosh #santoshnewsman #JababMaguchhiOdisha #ArgusNews #JMO #santoshjena #GroundReporting #ArgusDigital #argus
WHO chief applauds India's Ayushman Health Scheme
#Argusnews #Argusdigital #G20 #WHO #Ayushmanbharat #India
https://t.co/cWQCMol8WY
Trends for you
Most Popular Users

Elon Musk 
@elonmusk
240.2M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.4M followers

Narendra Modi 
@narendramodi
106.9M followers

Rihanna 
@rihanna
97.4M followers

NASA 
@nasa
92.1M followers

Justin Bieber 
@justinbieber
90.7M followers

KATY PERRY 
@katyperry
87.1M followers

Taylor Swift 
@taylorswift13
80.9M followers

Lady Gaga 
@ladygaga
72.4M followers

Kim Kardashian 
@kimkardashian
69.5M followers

Virat Kohli 
@imvkohli
68.9M followers

YouTube 
@youtube
68.6M followers

Bill Gates 
@billgates
63.5M followers

The Ellen Show
@theellenshow
62.5M followers

CNN 
@cnn
61.9M followers

Neymar Jr 
@neymarjr
61.6M followers

X 
@x
60.9M followers

Selena Gomez 
@selenagomez
60.2M followers



