Top Tweets for #ArunkumarSahoo
ବିଜେଡି ନେତାମାନେ ବାଧ୍ୟବାଧକତାରେ ବିଜେପିକୁ ଯାଉଛନ୍ତି || Arun Kumar Sahoo, BJD MLA
#arunkumarsahoo #bjd #odishapolitics #PoliticalNews #OdishaNews #OdishaGovernment #latestnews #newstoday #todaysnews #odishanews #breakingnews #topnews #odiasamachar #reporterstoday
#ଅରୁଣଙ୍କୁ_୪୪୦_ଭୋଲ୍ଟ_ଝଟ୍କା
କେବେ ବିଜେଡି ସଙ୍ଗଠନର ମଙ୍ଗ ଧରୁଥିଲେ, ଏବେ ସଙ୍ଗଠନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ । ଦଳୀୟ ନେତାଙ୍କୁ ସଙ୍ଗଠନର ସୂତ୍ର ଶିଖାଉଥିବା ଅରୁଣ ସାହୁଙ୍କୁ ୪୪୦ ଭୋଲ୍ଟର ଝଟକା । ହାତ ଛାଡିଦେଲେ ଘନିଷ୍ଠ ସହଯୋଗୀ
#BJD #Odisha #KanakNews #ArunKumarSahoo
Arun Kumar Sahoo | ଏପ୍ରିଲ୨୪ vs ମାର୍ଚ୍ଚ୫, ଓଡ଼ିଆ ଅସ୍ମିତା ଏବଂ ପଞ୍ଚାୟତି ରାଜ ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କୁ ଅରୁଣଙ୍କ ଟାର୍ଗେଟ, କହିଲେ ତାଙ୍କର ନିଜସ୍ୱ ଚିନ୍ତାଧାରା ନାହିଁ...ଦିଲ୍ଲୀରେ ମେଘ ଉଠେଇଲେ ଏଇଠି ବର୍ଷା ହେବ' #ArunKumarSahoo #BijuLegacy #OdishaPolitics #PanchayatiRajDiwas #OdiaAsmita #PoliticalTarget #OdishaNews #BreakingNews #IndiaPolitics #Leadership #GovernmentCriticism
ବିଲ୍ କାଟ ଖାଇବା ନେଇ ବିଜେପି ଉପରେ ପାଲଟା ଦୋଷ ଲଦିଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କ’ଣ କହିଛନ୍ତି ଶୁଣନ୍ତୁ।
#OdishaPolitics #ArunKumarSahoo #BJDvsBJP #OdishaAssemblyPolitics #OTV
ମେଡିକାଲ ଓ ବୈଷୟିକ ଶିକ୍ଷାରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ ସମ୍ପର୍କରେ ବିଜେଡି ବିଧାୟକ ଅରୁଣ କୁମାର ସାହୁ କ’ଣ କହୁଛନ୍ତି ଶୁଣନ୍ତୁ
#Bjd #Odisha #ArunKumarSahoo #NandighoshatV
#ଅମିତ_ଶାହଙ୍କୁ_ଟାର୍ଗେଟ_କଲେ_ଅରୁଣ_ସାହୁ
'କିଛି ସ୍ୱତନ୍ତ୍ର କାମ ନଥାଇ ଅମିତ ଶାହଙ୍କ ଏମିତି ଓଡ଼ିଶା ଆସିବା ଶୋଭାପାଉନି' : Arun Kumar Sahoo | Amit Shah’s Odisha Visit Shows BJP in Trouble, Says Arun Kumar Sahoo | Political Debate | #AmitShah #OdishaPolitics #BJP #ArunKumarSahoo #PoliticalDebate #BreakingNews #prameyanews7 #odishanews #indiaupdates #politicalanalysis #socialissues #localnews #partystrategy
ପୀଡା ବହି ଲେଖି ବିଜେଡି ସରକାରର ପୋଲ ଖୋଲିଲେ ଅରୁଣ
କହିଁପେ ନିଘାଏ କହିଁପେ ନିଶାନା....ଶୀତୁଆ ସନ୍ଧ୍ୟାରେ ପୀଡା ବହିର ଉନ୍ମୋଚନ କରି ବିଜେଡି ରାଜନୀତିକୁ ଉଷ୍ମ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଧାୟକରୁ ଲେଖକ ସାଜି ନିଜ ଭିତରର ପୀଡାକୁ ବହି ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି ଅରୁଣ ।
#ArgusNews #BJD #ArunKumarSahoo #PidaBook #ArgusNews
#ପ୍ରଶ୍ନକାଳ_କିଏ_ଦେଲା_କାହାକୁ_ପୀଡା ?
ଦେଖନ୍ତୁ,ଆଜି ସନ୍ଧ୍ୟା ୬ ଟା ୨୫ ରେ
#ArgusNews #Prashnakala #ArunKumarSahoo #OdishaNews #ArgusReels
ନିଜ ବଗିଚାରେ ଫୁଲ ଦେଖି କବି ମାୟାଧର ମାନସିଂହଙ୍କ କବିତା ଗାଇଲେ ବିଧାୟକ ଅରୁଣ କୁମାର ସାହୁ...
#nandighoshatv #Odisha #arunkumarsahoo
#ଅରୁଣ_ସାହୁଙ୍କ_ବାସଭବନରେ_ବାଲେଶ୍ବର_ନେତା
ଅରୁଣ ସାହୁଙ୍କ ବାସଭବନରେ ଚାଲିଛି ବୈଠକ। ବାଲେଶ୍ବର ଜିଲ୍ଲାର ପୂର୍ବତନ ବିଧାୟକଙ୍କ ସହ ଆଲେଚନା। ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ବରୂପ ଦାସ, ସୁକାନ୍ତ ନାୟକ ଉପସ୍ଥିତ।
#ArunKumarSahoo #Odisha #Sambad

ସରକାର ମାଧୁରୀଙ୍କୁ ୧କୋଟି ୬୦ଲକ୍ଷ ଦେଇଛନ୍ତି.. ତାଙ୍କୁ ବ୍ରାଣ୍ଡ ଆମ୍ବାସଡର କରି ହସ୍ତତନ୍ତର ଚାହିଦା ବଢ଼ିଛି କି?'- ଅରୁଣ ସାହୁ, ବିଜେଡି ବିଧାୟକ
#OdishaPolitics #ArunKumarSahoo #OdishaHandloom #MadhuriDixit #OTV
#ଲୋକେ_କହୁଛନ୍ତି_ବିଜେପିକୁ_ପାନେ_ଦିଅ
୧୬ ମାସ ଭିତରେ ସାରା ଓଡ଼ିଶାର ଲୋକେ ଛି.. ଛି..କରୁଛନ୍ତି । ଲୋକେ କହୁଛନ୍ତି ବିଜେପିକୁ ପାନେ ଦିଅ। : ଅରୁଣ ସାହୁ
#BJP #BJD #ArunKumarSahoo #KanakNews
ବିଜେଡି ନେତା ଅରୁଣ ସାହୁ ବିଜେପିକୁ ଟାର୍ଗେଟ୍ କରି ନୂଆ ସରକାର ଆସିବା ପରଠାରୁ କେତେ କେସ ବାସ ହୋଇଛି, ଲମ୍ବା ତାଲିକା ଦେଲେ !
#OdishaLegislativeAssembly #ArunKumarSahoo #BJD #OTV
ପାର୍ଟ ପ୍ଲଟ୍ ପଞ୍ଜୀକରଣ ନକଲେ ସସସ୍ପେଣ୍ଡ ହେବେ ସବ୍ ରେଜିଷ୍ଟ୍ରାର | Part Plot Registration Issue
#prameyanews7 #partplot #Registration #sureshpujari #arunkumarsahoo
ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତରେ ଆମେ ଗଭୀର ମର୍ମାହତ, ଆମେ ମିଶିକି କାମ କରିଛୁ..ଜଣେ ଭଦ୍ର ଅମାହିକ ବ୍ୟକ୍ତି ହିସାବରେ ସେ ପରିଚିତ...ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ..ଅରୁଣ ସାହୁ
#ArunKumarSahoo #prameyaNews7 #odisha #Breakingnews #RajendraDholakia #BJD
‘ଆୟୁଷ୍ମାନ’ ଯୋଜନାକୁ ନେଇ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ; କହିଲେ ଏହା ଏବେ ସ୍ମଶାନ ଯୋଜନାରେ ପରିଣତ… @SakalaNews https://t.co/CT3pXm900E
#ArunKumarSahoo #bjd #AyushmanBharatYojana
#ଚାଷୀ_ପଞ୍ଜିକରଣ_ନେଇ_ବର୍ଷିଲେ_ବିରୋଧୀ
ସରକାର ଧାନ କିଣିବାକୁ ଚାହୁଁ ନାହାଁନ୍ତି,କାରଣ ସବସିଡ୍ ଦେବାକୁ ପଡ଼ିବ,ରାଜ କୋଷରେ ଅର୍ଥ ନାହିଁ ତେଣୁ କଠୋର ସର୍ତ୍ତ ଲଗାଉଛନ୍ତି..ଚାଷୀ ପ୍ରସଙ୍ଗ ବିଧାନ ସଭାରେ ପଡ଼ିବ ..#tarabahinipati #arunkumarsahoo #bjdleader #congressleadr #farmer #bjpgovt #TopNews
Last Seen Hashtags on Sotwe
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers









