Top Tweets for #partplot
ସହଜ ହେବ ପଟ୍ଟା ସଂଶୋଧନ ,ତହସିଲଦାରଙ୍କୁ କବଲା ସଂଶୋଧନ କ୍ଷମତା #revneuedept #ministersureshpujari #tahasildar #TopNews #PrameyaNews7 #OdishaGovt #land #partplot
ନଭେମ୍ବର ସୁଦ୍ଧା ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଫିଟିବ ବାଟ | Apartment Registration | PrameyaNews7
#prameyanews7 #registration #partplot #sureshpujari #bhubaneswarnews
ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି
#Odisha #NandighoshaTV #PartPlot
Suresh Pujari on Part Plot | ଏଣିକି ପାର୍ଟ ପ୍ଲଟ କିଣାବିକରେ ହେବ ନାହିଁ କିଛି ସମସ୍ୟା, ନଭେମ୍ବର ସୁଦ୍ଧା ....
#sureshpujari #partplot #prameyanews7 #odishanews
ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି !
#RevenueDepartment #StandardOperatingProcedure #PartPlot #OTV #Odisha
ପାର୍ଟ ପ୍ଲଟ୍ କିଣାବିକାରେ ଗ୍ରାମାଞ୍ଚଳ ପାଇଁ ନାହିଁ କଟକଣା, ସହରାଞ୍ଚଳରେ ଦେବାକୁ ପଡିବ ଦୁଇଟି ଘୋଷଣାନାମା
#PrameyaNews7 #OdishaNews #PartPlot
https://t.co/O93pkW5Mmo
#WATCH | ACS Revenue Deoranjan Kumar Singh Discusses New SOP for Part Plot Registration.
#SOP #PartPlot #Odisha #kalingatv
ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କେବେ ହଟିବ ଦ୍ବନ୍ଦ୍ବ? ମନ୍ତ୍ରୀ କହିଲେ ରେଜିଷ୍ଟ୍ରେସନ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ
#partplot #registration #odisha #OTV
https://t.co/57e2xjymhj
ପାର୍ଟ ପ୍ଲଟ୍ ପଞ୍ଜୀକରଣ ନକଲେ ସସସ୍ପେଣ୍ଡ ହେବେ ସବ୍ ରେଜିଷ୍ଟ୍ରାର | Part Plot Registration Issue
#prameyanews7 #partplot #Registration #sureshpujari #arunkumarsahoo
https://t.co/5DPBiWrPiB
ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ
#NandighoshaTV #OdishaGovt #facingtrouble #partplot #Rules
#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା
ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ ।
#Odisha #PartPlot #OTV
‘#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’
ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା।
#SureshPujari #PartPlot #OTV
ହଟିଲା ସମସ୍ତ କଟକଣା, ବିକ୍ରି ହୋଇପାରିବ ୫ ହଜାର ୨ଶହ ବର୍ଗଫୁଟ୍ର ପାର୍ଟ ପ୍ଲଟ୍ : ଖୁବ୍ଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ !
#PrameyaNews7 #OdishaNews #SureshPujari #PartPlot
https://t.co/s3oO9ufoIQ
-ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଲା
-୫ ହଜାର ୨୦୦ ବର୍ଗଫୁଟ ଜମି ବିକ୍ରି କରିହେବ
-ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ
-ପ୍ଲଟିଂ କରି ବିକୁଥିଲେ ଲେ ଆଉଟ୍ ପ୍ରସ୍ତୁତ କରିବାକୁ ହେବ
-ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
#PartPlot #SureshPujari #PrameyaOdia
-ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଲା
-୫ ହଜାର ୨୦୦ ବର୍ଗଫୁଟ ଜମି ବିକ୍ରି କରିହେବ
-ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ
-ପ୍ଲଟିଂ କରି ବିକୁଥିଲେ ଲେ ଆଉଟ୍ ପ୍ରସ୍ତୁତ କରିବାକୁ ହେବ
-ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
#PartPlot #SureshPujari #PrameyaNews7
ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ।
#PartPlot #Partplotregistration #Odisha #SureshPujari #Odisha #OTV
#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ
- ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ
- ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି
- 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ
#Odisha #PartPlot #Registration #Notification

ଖୁସି ଖବର: ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ
#PartPlot #SureshPujari #RevenueMinister #OTV
https://t.co/m1cJB7wo18
Last Seen Hashtags on Sotwe
Most Popular Users

Elon Musk 
@elonmusk
240.3M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.7M followers

Narendra Modi 
@narendramodi
106.9M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.7M followers

KATY PERRY 
@katyperry
87.2M followers

Taylor Swift 
@taylorswift13
81M followers

Lady Gaga 
@ladygaga
72.6M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.2M followers

YouTube 
@youtube
68.6M followers

Bill Gates 
@billgates
63.6M followers

The Ellen Show
@theellenshow
62.5M followers

Neymar Jr 
@neymarjr
61.9M followers

CNN 
@cnn
61.9M followers

X 
@x
60.9M followers

Selena Gomez 
@selenagomez
60.3M followers




