Top Tweets for #AskaPC

ଆଜି ହିଂଜିଳୀ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଜଣ ସାଧାରଣ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଲି।
ଆମ ଡବଲ ଇଞ୍ଜିନ ସରକାର ଜନସାଧାରଣ ମାନଙ୍କ ହିତରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।
#AskaPC #ReviewMeeting #grievanceredressal

ଆଜି ପ୍ରାତଃ ସମୟରେ ଢୁଙ୍କାପଡା ସ୍ଥିତ ଆବାସିକ କାର୍ଯ୍ୟାଳରେ ଜନସାଧାରଣ ମାନଙ୍କ ସହ ଭେଟିଲି।
ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିଲି ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କଲି।
#AskaPC

ଆଜି ପ୍ରାତଃ ସମୟରେ ଢୁଙ୍କିପଡା ସ୍ଥିତ ଆବାସିକ କାର୍ଯ୍ୟାଳୟ ରେ ସଂସଦୀୟ କ୍ଷେତ୍ରରୁ ଆସିଥିବା ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ଶୁଣିଲି ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲି।
#askapc

ଖଲ୍ଲିକୋଟରେ ଏକ ଦିବ୍ୟାଙ୍ଗ ଶିଶୁଙ୍କ ସହ ଦେଖା ହେଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ମନକୁ ବହୁତ ବ୍ୟଥିତ ଲାଗିଲା।
ସାଙ୍ଗରେ ଥିବା ତାଙ୍କ ପରିବାର ସହ କଥାବାର୍ତ୍ତା ହୋଇ ସେ କିପରି ସରକାରୀ ଯୋଜନା ସହାୟତା ମାଧ୍ୟମରେ ସୁସ୍ଥ ହୋଇପାରିବେ ତାଙ୍କୁ ପ୍ରତିଶ୍ରୁତି ଦେଲି।
#AskaPC

ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୋଦଳା #NAC ରେ ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ଉପସ୍ଥିତିରେ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସାମିଲ ହେଲି।
ସମସ୍ତଙ୍କ ଅଭିଯୋଗ ଗୁଡିକର ସ୍ଥାୟୀ ସମାଧାନ ପାଇଁ ଆମ ଡବଲ ଇଞ୍ଜିନ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।
#askapc #grievanceredressal

ଆଜି ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଖରିଫ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗ ଦେଲି।
#PaddyProcurement #Ganjamdistrict #AskaPC

ଆସ୍କା ସଂସଦୀୟ କ୍ଷେତ୍ର ଅଧିନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ ନେତୃତ୍ୱ ମାନଙ୍କ ସହ ଯୋଗ ଦେଲି।
#AskaPC #Kabisuryanagar

ଆଜି କୋଦଳାରେ ଆତ୍ମୀୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ପାଇଁ ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି।
#askapc

ଆସିକାରୁ ଦାଦନ ହଟେଇବା
ଯୁବକ ମାନଂକୁ ରୋଜଗାର ଦେବା
ବିଜେଡିକୁ ହଟେଇବା
ଅନୀତା ଶୁଭଦର୍ଶିନୀଂକୁ
ପଦ୍ମଫୁଲରେ ଭୋଟଦେବା
#Vote4BJP #askapc #EtharBJP #anitasubhadarshini #vote4anitaapa

ଆସିକା ଲୋକସଭା କ୍ଷେତ୍ରକୁ ବିକାଶର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ଆଜି ହେବାକୁ ଥିବା ମତଦାନରେ ଆସିକା ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ।
#vote4anitaapa #anitasubhadarshini #EtharBJP #Vote4BJP #askapc

ଆସିକା ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ🙏🙏
#vote4anitaapa #ModiKiGuarantee #anitasubhadarshini #EtharBJP #Vote4BJP #askapc

ଅନ୍ଧାର ହଟିବ- ପଦ୍ମ ଫୁଟିବ
ଆସିକା ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ।

Last Seen Hashtags on Sotwe
outdoor sục
Seen from Vietnam
black crossdresser
Seen from Poland
xlii #exny #nolimit() +filter:native_video
minichat filter:videos within_time:300m
Seen from Turkey
女绿
Seen from Germany
omeglegames
Seen from Poland
สวิงราชบุรี
Seen from Thailand
minichat
Seen from Brazil
นวดเชียงราย
Seen from Thailand
bokepindo
Seen from Indonesia
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers