Top Tweets for #Atagarh
#ଜଙ୍ଗଲ_ଭିତରେ_ରେଡ୍
ଜଙ୍ଗଲ ଭିତରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ଆଠଗଡ ବନଖଣ୍ଡ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୯ ଜଣିଆ ଭିଜିଲାନ୍ସ ଟିମ୍ ଛାନବିନ ଚଳାଇଛି। ଚଳିତ ଆର୍ଥିକ ବର୍ଷରେ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ ୧୨ ହଜାର ଚାରା ରୋପଣ କରାଯାଇଥିଲା ।
#Atagarh #Raid #Odisha #NandighoshaTV
#ଧବଳେଶ୍ଵରଙ୍କ_ପୀଠରେ_ଜାଗର_ପ୍ରସ୍ତୁତି
ରାତି ପାହିଲେ ମହାଶିବରାତ୍ରୀ । କଟକ ଜିଲ୍ଲାର ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ।
#Atagarh #DhabaleswarTemple #mahashivratri #Odisha #NandighoshaTV
#ଟ୍ରକ୍ର_ଅବସ୍ଥା_ଦେଖିଲେ_ଡର_ଲାଗିବ
କି ଭୟଙ୍କର ଦୁର୍ଘଟଣା ? ଟ୍ରକ୍ର ଅବସ୍ଥା ଦେଖିଲେ ଡର ଲାଗିବ । ଦେଖନ୍ତୁ କେମିତି ଦୁର୍ଘଟଣା ହୋଇଛି ଗାଡି
#Accident #Odisha #Atagarh #KanakNews
#ଆଠଗଡ଼ରେ_ଗୋଷ୍ଠୀ_ସଂଘର୍ଷ
ଜାଗା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଣଙ୍କର ପ୍ରାଣ ଗଲା, ପୋଲିସ ମୁତୟନ
#Atagarh #Odisha #Cuttack #KanakNews
#ମୁଁ_କେମିତି_ପାଠ_ପଢିବି?
#ବାପା_ମାଆ_ଆରପାରିରେ, #ପାଖରେ_ଟଙ୍କା_ନାହିଁ
ଆଗ ପଛ ହେଇ ଚାଲିଗଲେ ବାପା, ମାଆ । କୁନି ଝିଅ ମୁଣ୍ଡରେ ପରିବାରର ବୋଝ । ଇଚ୍ଛା ଥିଲେ ବି ପଢିପାରୁନି ପାଠ । ସାହାଯ୍ୟ କରିବାକୁ ସରକାରଙ୍କୁ କଲେ ନିବେଦନ । ଦେଖନ୍ତୁ, ଏହି ସ୍ପେଶାଲ ରିପୋର୍ଟ...
#SpecialReport #Atagarh #Barsh @CMOOdisha #KanakNews
ବାସନ୍ଦ ନାଁରେ ଆଠଗଡ ଧାଇପୁରରେ ନିର୍ଯାତନା ଅଭିଯୋଗ। ସରକାରୀ ଯାଗାରେ ଯିବାଆସିବା ନେଇ ପରିବାରକୁ ନିଆଁ ପାଣି ବନ୍ଦ।
#Atagarh #Odisha #KanakNews
https://t.co/4QaOhRpLjc
ମଦରେ ଭାସିଲା ମାର୍ବଲ ଘର: ତିଗିରିଆର ଭିରୁଡା ଓ ପଣସପାଟଣା ଗାଁରେ ଘରେ ଘରେ ଚାଲିଛି ଚୋରା ଦେଶୀ ମଦ କାରବାର
#Atagarh #Tagiria #Liquor #KanakNews
ˈhttps://t.co/U1aZTDWg6U
ଆଠଗଡ଼ ତିଗିରିଆରେ ଘରେ ପଶି ସଂଘବଦ୍ଧ ଆକ୍ରମଣ। ଘଟଣାସ୍ଥଳରେ ଜଣେ ମୃତ, ୨ଜଣ ଗୁରୁତର ଆହତ
#Atagarh #Attack #Odisha #KanakNews
https://t.co/mVMsjxADIF
ଆଠଗଡରେ ଜଙ୍ଗଲରୁ ମିଳିଲା ୨ ମୃତଦେହ । ୨ ମୃତ ମହିଳାଙ୍କ ଶବ ବଣିଆବନ୍ଧ ଜଙ୍ଗଲରୁ ଠାବ । ଦୁଇ ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ ।
#Atagarh #KanakNews #Bigbreaking #Deadbody
ଆଠଗଡରେ ଜଙ୍ଗଲରୁ ମିଳିଲା ୨ ମୃତଦେହ
୨ ମୃତ ମହିଳାଙ୍କ ଶବ ବଣିଆବନ୍ଧ ଜଙ୍ଗଲରୁ ଠାବ
ଦୁଇ ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
#Atagarh #KanakNews #Bigbreaking #Deadbody

ଅଭିଯୁକ୍ତକୁ ଧରିବା ପାଇଁ ଆସି ତିଗିରିଆରେ ପୁଲିସ ହଟହଟା। ନୂଆପାଟଣା ବଜାର ରାସ୍ତାରେ ଉତେଜନା, ପୁଲିସ-ଜନତା ଧସ୍ତାଧସ୍ତି।
#Atagarh #KanakNews #police
https://t.co/1k16UKA2st
#ମଝିରାସ୍ତାରେ_ଭାଙ୍ଗିଲା_ତୋରଣ
ଆଠଗଡ଼ ମୁଖ୍ୟ ରାସ୍ତାର ରଘୁନାଥ ବଜାରରେ ନିର୍ମିତ ୪୦ ଫୁଟ୍ ଉଚ୍ଚ ଲାଇଟ୍ ଗେଟ୍ ଭାଙ୍ଗିପଡ଼ିଛି । ଜଣେ ବାଇକ୍ ଆରୋହୀ ଏଥିରେ ଆହତ ହୋଇଛନ୍ତି । ଗେଟ୍ ଭାଙ୍ଗିବା ଦ୍ୱାରା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
#Atagarh #DurgaPuja #KanakNews
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.7M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.7M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.3M followers

X 
@x
60.8M followers

