Top Tweets for #BABUSINGH
नाम = बाबु सिंह ...
विधायक शेरगढ़...
विधानसभा में काम 00 ...
जनता ने 4 बार विस्वास जताया फिर भी जनता के वादों पर खरे नहीं उतरे ll
इससे जनता अगली बार मोका नहीं देगी ll
#BABUSINGH
ସୁପ୍ରିମକୋର୍ଟରେ ଏକାମ୍ର ନିର୍ବାଚନୀ ପ୍ରସଂଗ, ବିଧାୟକ ବାବୁ ସିଂହଙ୍କ ଏସଲପିଙ୍କ ଖାରଜ
#Sambad #BabuSingh #EkamraMLA #SupremeCourt
https://t.co/GNDSQJwoPE
ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି, ରାସ୍ତାରେ ଆଶାୟୀଙ୍କୁ ସରକାରଙ୍କ ନାଲିଆଖି ।
#satyapatha #mohanmajhi #nityanandagond #teacheraspirant #protest #teachervacancy #odishapolitics #bjpodisha #latestnews #babusingh #lowerpmg #satyaprakashnayak #editorial
https://t.co/VPbHWwQPZl
Nisha vs MLA | 'ନିଶା ରାତିରେ ମୁଁ ନାଚୁଛି , ଜଣେ ଏମଏଲଏ ବାବୁ ଠେଙ୍ଗା ଧରି ଆସି ବିରୋଧ କରୁଛନ୍ତି' v/s ଯଦି ଆମ ନାଁରେ କିଏ ଅର୍ଥ ଉପାର୍ଜନ କରିପାରୁଛି , ପ୍ରଭୁ ତାକୁ ଆଶୀର୍ବାଦ କରନ୍ତୁ | Jatra News #NishaMaharana #BabuSingh #JatraNews #NishaMaharanaDance #JatraControversy #OdiaJatra #JatraArtist #OdishaEntertainment #DanceControversy #MLAControversy #OdiaEntertainment #JatraNewsOdisha #odishanews #viralnewsodisha
ତେଜିଲା ନିଶା–ବାବୁ ବିବାଦ! ନିଶାଙ୍କ ଜୀବନ ଏବେ ମଞ୍ଚରେ
#NishaMaharana #BabuSingh #OdishaJatra
https://t.co/H92l1BeONM
ତେଜିଲା ନିଶା ମହାରଣା-ବାବୁ ସିଂ ବିବାଦ। ଅପସଂସ୍କୃତି ବିରୋଧରେ ସ୍ୱର ଉଠାଇବା ଜାରି ରହିବ କହିଲେ ବାବୁ ସିଂ
#NishaMaharana #BabuSingh #KhandagiriMela #Odisha #OdishaTV #OTV
ସଂସ୍କୃତିରେ ଯିଏ ଅପସଂସ୍କୃତି ଭର୍ତ୍ତି କରିବ ଆମେ ତା ବିରୋଧରେ ସ୍ଵର ଉଠାଇବୁ- ବାବୁ ସିଂ, ବିଜେପି ବିଧାୟକ
#BabuSingh #NishaControversy #OdishaCulture #OdiaAsmita #OdishaPolitics #BJPMLA #OdishaTV #OTV
ନିଶା ମହାରଣାଙ୍କ ଜୀବନକୁ ନେଇ ତିଆରି ହୋଇଛି ‘ନିଶା ନିଶା ରାତି’ ନାଟକ। ବିଧାୟକ ବାବୁ ସିଂଙ୍କ ଚରିତ୍ରକୁ ଖଳନାୟକ ଭାବେ ଦର୍ଶାଯାଇଛି। ଶୁଣନ୍ତୁ, ଏ ନେଇ କଣ କହୁଛନ୍ତି ବାବୁ ସିଂ...
#Odisha #NishaMaharana #BabuSingh #OdishaPolitics #OdiaJatra #NishaNishaRati #OdishaTV #OTV
ଓଡ଼ିଆ ସଂଗୀତର ସମ୍ରାଟ ପ୍ରଣବ ପଟ୍ଟନାୟକ : Niranjan Patnaik | Singer Pranab Pattnaik Passes Away | PrameyaNews7 #pranabpatnaik #niranjanpatnaik #babusingh #evergreensongs #odiamusic #prameyanews7
‘ଯୁବଶକ୍ତି ରାଷ୍ଟ୍ରୀୟ ଶକ୍ତି.. ଆମ ସମସ୍ତଙ୍କ କର୍ତ୍ତବ୍ୟ ଯୁବଶକ୍ତି ତଥା GEN-Zଙ୍କୁ ତାଙ୍କ ଶକ୍ତି ବିଷୟରେ ଜଣାଇବା ସହ ବିକଶିତ ଭାରତର ନିର୍ମାଣ କାମରେ ନିୟୋଜିତ କରାଇବା’- ବାବୁ ସିଂ, ବିଜେପି ବିଧାୟକ
#YouthPower #NationalPower #GenZ #DevelopedIndia #ViksitBharat #BJP #BabuSingh #OTV
ପ୍ରମିଳା ଅପା ବ୍ୟସ୍ତ ହୁଅନ୍ତୁ ନାହିଁ.... ଅପେକ୍ଷା କରନ୍ତୁ ଯଦି ଫାଇଲ ହଜି ନାହିଁ ପୂର୍ବତନ ସରକାରଙ୍କ ଉପରେ କୌଣସି ଆଞ୍ଚ ଆସିବ ନାହିଁ। ବିଜେପି ବିଧାୟକ ବାବୁ ସିଂ କ’ଣ କହିଛନ୍ତି ଶୁଣନ୍ତୁ।
#BabuSingh #PramilaMallik #CMOFiles #CrimeBranch #OdishaPolitics #BJP #OTV
CMOରୁ ଫାଇଲ ଚୋରିକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି, ପ୍ରମିଳା କହିଲେ ଦୋଷ ଲୁଚାଇବାକୁ ଫାଇଲ ଚୋରି ନାଟକ ! | CMO File Theft Row: BJD-BJP Face Off #filemissing #pramilamallik #babusingh #bjd #bjp #prameyanews7
Brahmin-Badu Nijog Dispute Resolved at Lingraj Temple | ତୁଟିଲା ବ୍ରାହ୍ମଣ-ବଡୁ ନିଯୋଗ ବିବାଦ! ୧୬ ଘଣ୍ଟା ପରେ ସ୍ୱାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି #lingrajtemple #Srimandir #NijogDispute #OdishaNews #babusingh #TempleRituals #bhubaneswar #OdishaCulture #BreakingNews #Mahaprabhu #ReligiousNews #prameyanews7
‘#ଖୁବ୍ଶୀଘ୍ର_ସତ_ପଦାକୁ_ଆସିବ’
CMOରୁ ଫାଇଲ୍ ଗାଏବ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସତ ପଦାକୁ ଆସିବ । ଫାଇଲ୍ ଚୋରି ଘଟଣା ପଛରେ କିଏ ରାଜ୍ୟବାସୀ ଜାଣିବେ : ବାବୁ ସିଂ
#BabuSingh #BJP #Odisha #KanakNews
#ଧର୍ମେନ୍ଦ୍ରଙ୍କୁ_ନେଇ
#ବାବୁ_ସିଂ_କହିଲେ_ବଡ଼_କଥା
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ବାବୁ ସିଂଙ୍କ ପ୍ରତିକ୍ରିୟା । କହିଲେ , ଇସ୍ତଫା ପୂର୍ବରୁ ଲୋକପ୍ରିୟତା ଯେମିତି ଥିଲା ପରେ ମଧ୍ୟ ସେମିତି ଭରସା ଅଛି ।
#BabuSingh #BJP #KanakNews
ବଢ଼ିଲା ଭି.କେ ପାଣ୍ଡିଆନ୍ଙ୍କ ଅଡ଼ୁଆ । CMOରୁ ଫାଇଲ୍ ଗାୟବ ମାମଲାରେ ପାଣ୍ଡିଆନଙ୍କୁ ନୋଟିସ୍ । ଏନେଇ ଭି.କେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ବାବୁ ସିଂ…
#VKPandian #CMO #FileMissingCase #BabuSingh #OdishaPolitics #BJP #BreakingNews #PoliceInvestigation #NewsUpdate #Odisha #OTV
ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଗ୍ରାମରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ର ଶୁଭ ଉଦ୍ଘାଟନ କରିଲି।
:
#PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha

ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ବଡ଼ଗଡ଼ ହାଇସ୍କୁଲ ରେ ୫ ଟି ନୂତନ ଶ୍ରେଣୀ ଗୃହ ର ଶୁଭ ଉଦ୍ଘାଟନ କରିଲି।
:
#PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #odisha

ସେବା ହିଁ ସଂକଳ୍ପ,ପ୍ରଗତି ପଥେ ଆମ ଏକାମ୍ର।
ଏକାମ୍ର ନିର୍ବାଚନ ମଣ୍ଡଳୀ ର ଶ୍ରୀ ବିକାଶ ଚନ୍ଦ୍ର ବରାଳଙ୍କୁ ଏକ ଅତ୍ୟାଧୁନିକ Electric Wheelchair Scooter ପ୍ରଦାନ କରିବାର ସୁଯୋଗ ପାଇଲି।
:
#PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha #WomenEmpowerment #AtmanirbharBharat
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଠାତ୍ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଆବିର୍ଭାବକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।
#OdishaPolitics #BJP #PrabhatBiswal #SouvicBiswal #PoliticalBuzz #BreakingNews #OdishaNews #BabuSingh #OTV
Last Seen Hashtags on Sotwe
twerk
Seen from United States
momson filter:videos
Seen from Turkey
spycam(*)******* since:2026-08-01
배란기
Seen from Korea
masturbación #mexico
Seen from Mexico
peeing pee
Seen from India
AlgecirasBaleares
Seen from United States
口水浓痰
Seen from United States
Fındıkailesi
Seen from United States
nsfw
Seen from United States
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.1M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.8M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.1M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers












