Top Tweets for #BHIMABHOI
#ସନ୍ଥ_କବିଙ୍କୁ_ଶ୍ରଦ୍ଧାଞ୍ଜଳି
ଭୀମ ଭୋଇ ଥିଲେ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ୱର...ସନ୍ଥ କବି ଭୀମ ଭୋଇଙ୍କ ତିରୋଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ବିଧାନସଭା ବାହାରେ ଥିବା ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
#OdishaAssembly #BhimaBhoi #OdishaUpdate #Respect #DeathAnniversary #OTV
ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁବର୍ଣ୍ଣପୁରର ପବିତ୍ର ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠର ସର୍ବାଙ୍ଗୀନ ବିକାଶ ନିମନ୍ତେ ୩୫ କୋଟି ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।
#culture #Odia #odisha #BhimaBhoi #odishaculture #OLLC

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠରେ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା
#Sambad #BhimaBhoi
https://t.co/F4pTAr6Bep
Union Minister Dharmendra Pradhan paid homage at the statue of Santhakabi Bhima Bhoi, the pioneer of Mahima Dharma, at Redhakhol.
#BhimaBhoi #SanthaKabi #Redhakhol

🕊️"The sorrow and agonies of all beings are immeasurable, and who can tolerate seeing them?
Let my soul be condemned to hell but let the universe be redeemed."
Remembering the legend
#BhimaBhoi #OdishaPride #MahimaDharma #SantKavi #IndianPhilosophy #SocialReformer #Odisha
ଜଗତର କଷଣରେ ଅପ୍ରମିତ ଦୁଃଖୀ ଏଇ #ସନ୍ଥକବି ନିଜ ପାଇଁ ନର୍କଭୋଗ ଓ ଜଗତ ଉଦ୍ଧାରର ପ୍ରାର୍ଥନା, ଏ କାଳରେ କାହାକୁ କିପରି ବୋଧ୍ୟ ହେବ ତାହା ତର୍କସାପେକ୍ଷ । କିନ୍ତୁ ସବୁରି ଉର୍ଦ୍ଧ୍ବରେ ଜଣେ ମହାନ୍ ସନ୍ଥପୁରୁଷର ଉଚ୍ଚତା ଓ ଅଭୀପ୍ସାର ସ୍ବଚ୍ଛରୂପ ଓ ବିଗ୍ରହର ବିଭୂତି ଆମ ସମୟ ଓ ପିଢ଼ି ପ୍ରାପ୍ତ ହୁଅନ୍ତେ ଭଲା 🙏
#Bhimabhoi
#mahimacult

#Odisha
Tribute to #BhimaBhoi great author of Mahima Dharm & Service to Mankind on his birth aniversory 🙏
#ଓଡିଶା
ବିଶିଷ୍ଟ କବି, ମହିମାଧର୍ମ ର ପ୍ରଚରକ, ମାନବ ସେବକ #ଭୀମଭୋଇ ଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳୀ 🙏

Magha Mela begins at Bhima Bhoi’s Samadhi Peetha in Subarnapur district, a report #BhimaBhoi #mahimaalekha https://t.co/wnuD4cq4ib
ରେଢ଼ାଖୋଲ ବ୍ଲକ୍ କନ୍ଧରାସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଦିବ୍ୟଜ୍ଞାନପ୍ରାପ୍ତି ଓ ସ୍ମୃତି ପୀଠରେ ପବିତ୍ର ଶ୍ରାବଣ ଚତୁର୍ଦ୍ଦଶୀ
#sambalpur
#kandhara
#BhimaBhoi

ବିଶ୍ଵ ପ୍ରସିଦ୍ଧ ସନ୍ଥ, ବିଶିଷ୍ଟ ଓଡ଼ିଆ କବି ତଥା ମହିମା ଧର୍ମର ପ୍ରବର୍ତ୍ତକ ସନ୍ଥକବି ଭୀମଭୋଇଙ୍କୁ ଶତ ଶତ ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି!
🙏🙏🙏
#ଓଡ଼ିଆଅସ୍ମିତା #ଭାଷାହିଁଭବିଷ୍ୟତ #ଓଡ଼ିଆଭାଷା
#ProudToBeAnIndian #ProudToBeAnOdia
#Odisha #odia #Bhimabhoi
#ସନ୍ଥକବି_ଭୀମଭୋଇଙ୍କୁ_କେବଳ_କବି_କହିଲେ_ପାଣ୍ଡିଆନ
ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ। ସମ୍ବଲପୁର ସଭାମଞ୍ଚରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ।
#VKPandian #BJD #BJP #GangadharMeher #BhimaBhoi #Campaign #OTV
The birth anniversary of Bhima Bhoi is a time to pay tribute to his profound impact on Odia literature and social reform movements, leaving an indelible mark on the cultural landscape of Odisha.
#dmuralikrishna #bargarh #odisha #Bhimabhoi

ସୁଶାନ୍ତ ଓ କମଳିନୀ ଙ୍କ ବିବାହ କାର୍ଯକ୍ରମ ରେ ଯୋଗଦାନ କରି ଭୀମ ଭୋଇ ଓ ବିର୍ସା ମୁଣ୍ଡା ଙ୍କ ବିଷୟରେ ଦୁଇଟି ପୁସ୍ତକ ପ୍ରଦାନ କରିବାର ସୁଯୋଗ ପ୍ରାପ୍ତି କାଲି।#Bhimabhoi #Birshamunda @bairakhpali @RathuramDeep @CharubalaB @DolamaniBhoi17 @KumbharMalikram @BagSweeta .

President #DroupadiMurmu visited Madhupur in Sambalpur district and paid tributes to Santha Kabi #BhimaBhoi at his birthplace before winding up her four-day Odisha visit.
https://t.co/dYfS7em9yR

ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
#BhimaBhoi #PresidentOfIndia #Odisha #Sambad
https://t.co/5RyiDL00pf
#ରାଷ୍ଟ୍ରପତିଙ୍କ_ଗସ୍ତ_ପାଇଁ_ପ୍ରସ୍ତୁତି_ଶେଷ_ପର୍ଯ୍ୟାୟରେ
ଭୀମ ଭୋଇ ଏ କୂପରୁ ଉଦ୍ଧାର ହୋଇଥିଲେ ବୋଲି କହିଛନ୍ତି ଆନନ୍ଦ ଚନ୍ଦ୍ର ବାବା..ବିଶ୍ୱର କଲ୍ୟାଣ ପାଇଁ ସେ ଗାଇଛନ୍ତି ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ..ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ..
#BhimaBhoi #Poet #SmrutiPitha #GyanaPitha #OTV
Last Seen Hashtags on Sotwe
Twendekach
Seen from United States
malevore
Seen from Malaysia
耳光
Seen from Austria
candid
Seen from Sweden
cuckold
Seen from Turkey
colegialasdeverdad
Seen from Brazil
brosis
Seen from United States
Filmtanahruntuh
Seen from United States
snapchat video*
Seen from Puerto Rico
facialabuse
Seen from Turkey
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers























