Top Tweets for #Redhakhol
#କୁକୁଡ଼ା_ଦିଅ_ଆବାସ_ନିଅ
ଉପାନ୍ତରେ ବାଟବଣା ସରକାରଙ୍କ ଗରିବ କଲ୍ୟାଣ ଯୋଜନା । ହାତଗୁଞ୍ଜା ନଦେଲେ ମିଳୁନି ଆବାସ । ପକ୍କା ଘର ତାଲିକାରେ ସାମିଲ କରିବାକୁ ଟଙ୍କା ଓ କୁକୁଡ଼ା ମାଗୁଛନ୍ତି ଅସାଧୁ ଅଧିକାରୀ
#Odisha #KanakNews #Redhakhol
ରେଢାଖୋଲ କାରାଗାରରେ ଚାଲିଛି କ’ଣ ?..ବିହାରୀ କଏଦୀଙ୍କ ସହ ଝୁମୁଛନ୍ତି ଜେଲ୍ ବାବୁ...
କଏଦୀ-ଚିଫ୍ ୱାର୍ଡର ଭାବ ସଂପର୍କର ଭିଡ଼ିଓ ଭାଇରାଲ୍
#Redhakhol #JailScandal JailControversy #OTV
🚨 Redhakhol Sub-Jail in Odisha faces serious allegations: Activist claims officials gave criminals illegal privileges, including liquor smuggling and mobile use. Calls for probe intensify.
#Odisha #Redhakhol #PrisonScandal #HumanRights
Read More: https://t.co/fGlcsVKay0
ଏକାଠି ବୁଲୁଛନ୍ତି ଜେଲ୍ ୱାର୍ଡର-ଦୁର୍ଦ୍ଦାନ୍ତ ଅପରାଧୀ; ଭୋଜି ସହ ଚାଲୁଛି ପାର୍ଟି, ଦେଖନ୍ତୁ ଭିଡ଼ିଓ
#jailwarder #inmates #viralvideoシ #Redhakhol #OTV
https://t.co/8TSRwYNr2N
#ସଫା_ପାଣି_ମିଳିବ_ତ ?
ରେଢ଼ାଖୋଲ ବଳମ ଗାଁରେ ଜଳ ପାଇଁ ଜୀବନ ସଂଗ୍ରାମ । ୪ଟି ନଳକୂପରୁ ୩ଟି ଅଚଳ । ଏକମାତ୍ର ବିକଳ୍ପ ସାଜିଥିବା ନଳକୂପରୁ ବାହାରୁଛି ବିଷାକ୍ତ ଜଳ । ସେହି ପାଣି ପିଇ ଜଳବାହିତ ରୋଗରେ ପୀଡ଼ିତ ଅନେକ । ପ୍ରଶାସନ ସାଜିଛି ନିଦାବିଷ୍ଣୁ
#Water #Odisha #KanakNews #Redhakhol
#ଧସେଇଲା_ହାତୀ_ଚଲାପଥ_ବ୍ରିଜ୍_ରାସ୍ତା
-ଧସେଇଲା ରେଢ଼ାଖୋଲ ହାତୀ ଚଲାପଥ ଫ୍ଲାଏ ଓଭର ବ୍ରିଜ୍ ରାସ୍ତା
-ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ମରାମତି କାର୍ଯ୍ୟ
-ଠିକା ସଂସ୍ଥାର ନିମ୍ନମାନର କାମକୁ ନେଇ ଜନଅସନ୍ତୋଷ
#Redhakhol #HatiChalapathBridge #PoorRoadRepair #Badakhabar

ଅଦିନିଆ କାଳବୈଶାଖୀ ଉଜାଡ଼ି ଦେଲା ଆମ୍ବ ବଗିଚା.. ରେଢ଼ାଖୋଲ ବ୍ଲକ୍ ଗରଗଡବାହାଲ ଗାଁର ଆମ୍ବ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଆମ୍ବ ଚାଷ ନଷ୍ଟ.. କଣ କହିଲେ ଶୁଣନ୍ତୁ..
#Redhakhol #Kalbaisakhi #MangoOrchardDamage #OTV
Stray dogs are frequently roaming & resting for hours at the entrance stairs of Rairakhol Railway Station, causing safety concerns among passengers; kindly take immediate action. @CMO_Odisha @dpradhanbjp @RailMinIndia
#Redhakhol #RailwaySafety #PassengerSafety #IndianRailways

#ସେତୁ_ପଛର_ସତ
ରେଢ଼ାଖୋଲ ହରିହର ସେତୁ ପଛର ସତ କାହାଣୀ । ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଓଡ଼ିଶା ମାନଚିତ୍ରରୁ ଯେମିତି ହଜିଛି ଗାଁ । ଭିଟାମାଟି ଛାଡ଼ିବାର ୩୦ ବର୍ଷ ପରେ ବି ପ୍ରତାରିତ ବିସ୍ଥାପିତ । ୧୦ଟି କିସ୍ତିରେ ମିଳିଲା ସାମାନ୍ୟ କ୍ଷତିପୂରଣ, ହେଲେ ସ୍ଥାୟୀ ଥଇଥାନ ଶୂନ
#Redhakhol #Odisha #KanakNews
ବିଜେପି ଭୋଟ୍ ବେଳେ ମା'ମାନଙ୍କୁ ଦେବୀ କହିବ, ନିର୍ବାଚନ ସରିଲେ ମା'ଙ୍କୁ ଧୋକା ଦେବ।
ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ବିଜେପି ସରକାରର ଛଳନା ବିରୋଧରେ ହଜାର ହଜାର ମହିଳା 'ନାରୀ ଅଧିକାର ଅଭିଯାନ'ରେ ସାମିଲ ହୋଇଛନ୍ତି।
#NariAdhikarAbhijan #Redhakhol #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି

#ପୁରୁଣାଗଡ଼_ମାଟି_ତଳେ_ପୁରୁଣା_ସଭ୍ୟତା
ରେଢ଼ାଖୋଲ ପୁରୁଣାଗଡ଼ ମାଟି ତଳେ ଲୁଚିଛି କି ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ସଭ୍ୟତା ? ମାଟି ତଳୁ ମିଳିଲାଣି ପ୍ରାୟ ୧୦୦୦ରୁ ୨୦୦୦ ବର୍ଷ ପୁରୁଣା ଅନେକ ମାଟି ପାତ୍ର । ଅଧିକ ତଥ୍ୟ ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଖନନ ଆରମ୍ଭ
#Redhakhol #Odisha #KanakNews
@NHAI_Official @dpradhanbjp take urgent action in this matter pls.
@CMO_Odisha @MohanMOdisha @DmSambalpur #NH55 #Redhakhol

ପ୍ରକାଶିତ ଖବର କୁ @DmSambalpur ସାର୍ ଦୃଷ୍ଟି ଦିଅନ୍ତୁ।
@CMO_Odisha @dpradhanbjp @prasana_acharya #Redhakhol

-ରେଢ଼ାଖୋଲ ବ୍ଳକ ସବୁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା।
-୯୦ କୋଟିର ମେଗା ପ୍ରୋଜେକ୍ଟ ପାଣି ପ୍ରକଳ୍ପ ବିଫଳ।
@CMO_Odisha @SecyChief @RabiNaikBJP @dpradhanbjp @DmSambalpur @RWSS_SAMBALPUR #sambad #redhakhol #DrinkingWaterIssue

#ହାତୀ_ଆକ୍ରମଣରେ_ବୃଦ୍ଧା_ମୃତ
-ରେଢାଖୋଲ: ଶୌଚ ହେବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ
-ନାକଟିଦେଉଳ ରେଞ୍ଜ ଚଡଚଡି ଗ୍ରାମରେ ଅଭାବନୀୟ ଘଟଣା
-ବାଡି ପଛପଟକୁ ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ହାତୀ
#ElephantAttack #Redhakhol #Naktideul #Deogarh
#Odisha #HumanElephantConflict #OTV

#ଚାରିଆଡ଼େ_ନିଆଁ_ବର୍ଷୁଛି
ରେଢ଼ାଖୋଲରେ ଅସ୍ୟହ ତାତି। ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଥଣ୍ଡା ପାନୀୟ, ବିଭିନ୍ନ ଫଳ ଦୋକାନ, ତରଭୁଜ, ଆଖୁରସ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି।
#HeatwaveOdisha #Redhakhol #SummerCrisis #OdishaWeather #WaterCrisis #OTV
#ପୋଲ_ହେଉଛି_ଯେ_ହେଉଛି
ରେଢ଼ାଖୋଲ ପଣ୍ଡୁଆଖୋଳରେ ପୋଲ ନିର୍ମାଣରେ ଦୁର୍ନୀତି । ପ୍ରଥମ ଥର ନିମ୍ନମାନର କାମ ଯୋଗୁଁ ବଢ଼ିପାଣିରେ ଭାସିଗଲା ପୋଲ । ଏବେ ୩ ବର୍ଷ ହେଲା କାମ ସରୁନି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ବିଳମ୍ବ ଅଭିଯୋଗ
#Redhakhol #Odisha #BridgeProblem #KanakNews
#ଅଫ୍ଲାଇନ୍ରେ_କେମିତି_ହେଲା_ଟେଣ୍ଡର ?
ସରକାରୀ ନିୟମକୁ ଫୁ । ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳରେ ଟେଣ୍ଡର ନିୟମର ଉଲ୍ଲଙ୍ଘନ । ଅନ୍ଲାଇନ୍ ଟେଣ୍ଡର ବଦଳରେ ଅଫଲାଇନ୍ କରି ପିସି କାରବାର ନେଇ ଜୋରଦାର ଚର୍ଚ୍ଚା
#Odisha #KanakNews #offlinetender #Redhakhol
ରେଢ଼ାଖୋଲ ଜଙ୍ଗଲରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ‘ଟିମା’ ଆହତ, ୩ ସହଯୋଗୀ ଗିରଫ
https://t.co/cW0OjAG4Z3
#OdishaPolice #PoliceEncounter #Redhakhol #PoliceAction #LawAndOrder #sambalpurnews #prameyadigital #PrameyaOdia
Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.7M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers







