Top Tweets for #BridgeProblem
Udupi Story: ರಭಸವಾಗಿ ಹರಿಯುವ ತೊರೆಗೆ ಕಾಲು ಸಂಕ ಕಲ್ಪಿಸದ ಅಧಿಕಾರಿಗಳು.. 15 ವರ್ಷದಿಂದ ಪರಿಹಾರ ಇಲ್ಲ| #TV9D
#TV9Kannada #UdupiStory #RainySeason #BridgeProblem #Students
Madhya Pradesh : बुरहानपुर में पुल बना मुसीबत, बारिश के पानी में फंसे ग्रामीण
@indiannewsmpcg
.
.
#Burhanpur #MadhyaPradesh #RainUpdate #Flood #BridgeProblem #VillageNews #Monsoon #BreakingNews #indiannewsmpcg
7415984153
#ପୋଲ_ଥାଇ_କି_ଲାଭ?
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି କାମରେ ଲାଗିଲା ନାହିଁ ବ୍ରିଜ୍ । ସଂଯୋଗୀକରଣ ରାସ୍ତା ଅଭାବରୁ ବ୍ରିଜ୍ ଥାଇ ବି 'ଯଥା ପୂର୍ବ ତଥା ପରଂ' ସ୍ଥିତି । ପୋଲକୁ ଚଢ଼ିବା ପାଇଁ ନାହିଁ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ
#Kuchinda #Odisha #KanakNews #BridgeProblem
#ବିଜୁ_ସେତୁ_ଟଙ୍କା_ଖାଇଦେଲେ !
ଗଞ୍ଜାମ ଜିଲ୍ଲାରେ ପୋଲ ଭାଙ୍ଗିଦେଲେ । କଣ୍ଟ ପୂରିଗଲା ପରେ ବି ସରିଲା ନାହିଁ ନିର୍ମାଣ । ୫ କୋଟିର ବିଜୁ ସେତୁ ସଂପୂର୍ଣ୍ଣ ହେବା ପୂର୍ବରୁ ଭାଙ୍ଗିଲା ଠିକା ସଂସ୍ଥା । ଗମନାଗମନ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ
#Ganjam #Odisha #KanakNews #BridgeProblem
#୬_ବର୍ଷ_ହେଲାଣି_ସେତୁ_ସରୁନି
ଅଧପନ୍ତରିଆ ବିକାଶ ଅସଜଡ଼ା ପ୍ରଶାସନ । କୋରାପୁଟ ବୈପାରୀଗୁଡ଼ାରେ ଛଅ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ସାବେରୀ ନଦୀର ସେତୁ ନିର୍ମାଣ । ପୋଲ ପାଇଁ ଅଡୁଆ କରୁଛି ଜମି । ଜୀବନକୁ ପାଣି ଛଡ଼ାଇ ନଦୀ ପାର ହେଉଛନ୍ତି ହଜାର ହଜାର ଲୋକ
#koraput #Odisha #KanakNews #BridgeProblem
#ପୋଲ_ହେଉଛି_ଯେ_ହେଉଛି
ରେଢ଼ାଖୋଲ ପଣ୍ଡୁଆଖୋଳରେ ପୋଲ ନିର୍ମାଣରେ ଦୁର୍ନୀତି । ପ୍ରଥମ ଥର ନିମ୍ନମାନର କାମ ଯୋଗୁଁ ବଢ଼ିପାଣିରେ ଭାସିଗଲା ପୋଲ । ଏବେ ୩ ବର୍ଷ ହେଲା କାମ ସରୁନି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ବିଳମ୍ବ ଅଭିଯୋଗ
#Redhakhol #Odisha #BridgeProblem #KanakNews
#ଝୁଲା_ପୋଲ_ଏମିତି_କଣ_ଝୁଲୁଥିବ ?
ଇତିହାସ ହୋଇଯିବ କି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଝୁଲାପୋଲ ? ରାୟଗଡ଼ା ନାଗାବଳୀ ଝୁଲାପୋଲର ହୋଇପାରୁନାହିଁ ମରାମତି । ବିପଦସଙ୍କୁଳ ଦର୍ଶାଇ ୪ ବର୍ଷ ହେବ ସିଲ୍ କରିଦେଇଛି ଜିଲ୍ଲା ପ୍ରଶାସନ
#Odisha #KanakNews #Rayagada #BridgeProblem
#ବ୍ରିଟିସ_ପୋଲ_ଭାଙ୍ଗିଲେ_ଦାୟୀ_କିଏ_ହେବ ?
ବସ୍ତା ଜଳକା ନଦୀ ଉପରେ ବିପଦସଙ୍କୁଳ ପୋଲ । ଘାରୁଛି ଦୁର୍ଘଟଣାର ଭୟ, ତଥାପି ଚାଲିଛି ଯାତାୟାତ । ୭ ବର୍ଷ ହେଲା ସରୁନି ନୂତନ ସେତୁ ନିର୍ମାଣ । ଠିକାଦାରଙ୍କ ମନମୁଖୀ ପାଇଁ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ
#Basta #Odisha #KanakNews #BridgeProblem
#ଓଭରବ୍ରିଜ୍_କାମ_ପାଇଁ_ରାସ୍ତା_ଜାମ୍
ମନ୍ଥର ଗତିରେ ଚାଲିଛି ବ୍ରହ୍ମପୁର ଗେଟ୍ ବଜାର ଓଭରବ୍ରିଜ କାମ । ଟ୍ରାଫିକ୍ ବ୍ୟବସ୍ଥା ଗୁରୁତର ପ୍ରଭାବିତ । ବସ୍ ଚଳାଚଳରେ ବାଧା । ସହର ଭିତରେ ଥିବା ବସ୍ଷ୍ଟାଣ୍ଡ ସ୍ଥାନାନ୍ତର ହେଉନଥିବାରୁ ଦ୍ବିଗୁଣିତ ହେଲାଣି ସମସ୍ୟା
#Berhampur #Odisha #KanakNews #BridgeProblem
#ସରକାର_କଲେନି_ଲୋକେ_କଲେ
ବିକଶିତ ଓଡ଼ିଶାର ବାସ୍ତବ ଚିତ୍ର । ଏକବିଂଶ ଶତାଦ୍ଦୀରେ ଲୋକଙ୍କ ଯାତୟାତ ପାଇଁ ନାହିଁ ସ୍ଥାୟୀ ବ୍ରିଜ୍ । ବାଉଁଶ ପୋଲ ଭରସାରେ ମୟୂରଭଞ୍ଜର ଉଦଳା ଓ ଗୋପବନ୍ଧୁନଗର ବାସିନ୍ଦା । ୨୦୧୯ରୁ ଏଯାଏଁ ସରୁନି ମାପଚୁପ କାମ
#Udala #BridgeProblem #Odisha #KanakNews
#ପ୍ରତିବର୍ଷ_ମରାମତି_ଲୋଡ଼ୁଛି_ପୋଲ !
ମରଣଯନ୍ତା ପାଲଟିଛି କଟକ ବାଙ୍କୀର ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ । ଅଧାରୁ କାମ ଛାଡ଼ି ଠିକାଦାର ଚମ୍ପଟ ମାରିଥିବା ଅଭିଯୋଗ । ନିର୍ମାଣ ପରଠୁ ପ୍ରତିବର୍ଷ ଲୋଡ଼ୁଛି ମରାମତି । ନିମ୍ନମାନର କାମକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା
#BridgeProblem #Odisha #KanakNews #Banki #Cuttack
#କଳଙ୍କି_ରଡ୍ରେ_ବ୍ରିଜ୍_କାମ_ତାତିଲେ_ଲୋକ
ଦୁର୍ନୀତିରେ ଜଡ଼ସଡ଼ କଟକ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ! ଖୋଲୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀର ସତ । ବିଜୁ ସେତୁ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗରେ ତାତିଲେ ଲୋକ
#Mahanga #Odisha #KanakNews #BridgeProblem
#କାମ_ଆରମ୍ଭ_କରି_ଭୁଲିଗଲା_ପ୍ରଶାସନ
ପୋଲ ବନ୍ଦ କରି ଭୁଲିଗଲା ପ୍ରଶାସନ । ମରାମତି ଦାବିରେ ତାତିଲେ ଲୋକ । ବିପଦସଂକୁଳ ଅବସ୍ଥାରେ ସେତୁ
#Odisha #KanakNews #BridgeProblem
#ପୋଲରେ_କେବେ_ଯିବୁ?’
ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି । ପୋଲ କାର୍ଯ୍ୟକ୍ଷମରେ ଆପ୍ରୋଚ୍ ରୋଡ୍ ବାଧକ । ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବୈଠକ କରି ସମାଧାନ ପ୍ରତିଶ୍ରୁତି ଦେଲେ ଦେବଗଡ଼ ଜିଲ୍ଲାପାଳ
#BridgeProblem #Odisha #KanakNews #Deogarh
Udupi Incident: ಮುರಿದು ಬೀಳುವ ಸ್ಥಿತಿಯಲ್ಲಿರುವ ಸೇತುವೆ ಮೂಲಕ ಗ್ರಾಮಕ್ಕೆ ಸಂಪರ್ಕ, ಜನರಿಗೆ ನಿತ್ಯ ಸಂಕಷ್ಟ| #TV9D
#Tv9kannada #UdupiIncident #BridgeProblem #Kundapura #RoadProblem
#ମୃତ୍ୟୁକୁ_ଡାକୁଛି_ଓଭରବ୍ରିଜ୍!
ଉଦ୍ଘାଟନର ୬ ମାସ ହୋଇନି, ସମ୍ବଲପୁର ଦୁର୍ଗାପାଲି ରେଲୱେ ଓଭର ବ୍ରିଜ୍କୁ ନେଇ ଥମୁନି ବିବାଦ । ବାରମ୍ବାର ଦବୁଛି, ପାଲଟିଛି ମରଣଯନ୍ତା । ନା ହେଉଛି ତଦାରଖ, ନା ହେଉଛି ତଦନ୍ତ । ନିର୍ମାଣ କାମରେ ବଡ଼ ଦୁର୍ନୀତି ନେଇ ଉଠିଲା ପ୍ରଶ୍ନ
#Sambalpur #Odisha #KanakNews #BridgeProblem
Surat’s Longest Underpass Faces Quality Concerns Just Months After Launch | TV9Gujarati
#SuratNews #UnderpassBridge #InfrastructureIssue #BridgeRepair #ConstructionQuality #TV9News #PublicSafety #GujaratUpdate #BridgeProblem #SuratUnderpass #TV9Gujarati
#ଡରାଉଛି_ଦୁର୍ବଳ_ପୋଲ
ବୈପାରୀଗୁଡ଼ାଠୁ ଭୁବନେଶ୍ବର...ସବୁଠି ଡରାଉଛି ଦୁର୍ବଳ ପୋଲ। କେଉଁଠି ଭୁଶୁଡ଼ିବା ଅବସ୍ଥାରେ ତ’ ଆଉ କେଉଁଠି ପୋଲରୁ ଖସୁଛି ଅତଡ଼ା
#BridgeProblem #Odisha #KanakNews
ପୋଲକୁ ନାହିଁ ସଂଯୋଗୀକରଣ ରାସ୍ତା । କେଉଁଠି ବାଉଁଶ ଶିଡ଼ିରେ ପାରହେଉଛନ୍ତି ତ,ଆଉ କେଉଁଠି ଆଣ୍ଠୁଏ କାଦୁଅରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ । ଅଧାପନ୍ତରିଆ କାମ କରି ଠିକାଦାର ଛୁ । ଅଭିଯୋଗ କଲେ ଦେଖିବାକୁ ପଡୁଛି ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ନାଲି ଆଖି ।
#Kendrapara #BridgeProblem #ruraldevelopment #PublicIssue #Rajnagar #Aul
Hon'ble @CMO_Odisha Sir need your kind intervention in this matter with urgency...@dept_ga @SecyChief @RDOdisha @PWD_Odisha @dmkendrapara @JanaSunani @RabiNaikBJP
ଏଠି ଗମନାଗମନ ସୁବିଧା ସାତ ସପନ; ଦେବଗଡ଼ ଦେଶିଙ୍କୁଳି ଗାଁରେ ନାହିଁ ପୋଲ, ଯାତାୟାତ ପାଇଁ ଭରସା ଅସ୍ଥାୟୀ ପୋଲ, ଲୋକେ ହନ୍ତସନ୍ତ | Deogarh | PrameyaNews7
#bridge #prameyanews7 #debagarh #students #bridgeproblem
Last Seen Hashtags on Sotwe
adanapasif
Seen from Turkey
exny or #nolimit() #momson() +filter:native_video
Seen from Brazil
groomable
Seen from United States
izmitgay
Seen from Turkey
altgirls
Seen from Brazil
LongTakeInteractiveFilmFestival2018
Seen from Argentina
caught cheating()
Seen from South Africa
adanabayan
Seen from Turkey
ucssandcrawler
bnwo vwd
Seen from United States
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.8M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers





