Top Tweets for #BJDWithGenZ
ନବୀନଙ୍କୁ ଲୋକେ ଖୋଜୁଛନ୍ତି 🙌, କଲେଜ ନିର୍ବାଚନରେ #GenZ ଜବାବ ଦେଇଛନ୍ତି। ✊
#StudentsWithBCJD #BJDWithGenZ #BJDWithStudents #BJPAntiStudents
ଛାତ୍ର ସଂସଦ ନିର୍ବାଚନରେ ସରକାରୀ କଳ ବଳର ଅପପ୍ରୟୋଗ ଫେଲ୍ ମାରିଛି, #GenZ ଙ୍କ ଭରସା ସଭାପତି ଶ୍ରୀ @Naveen_Odisha ଉପରେ ଅତୁଟ ରହିଛି।
#StudentsWithBCJD #BJDWithGenZ #BJPAntiStudents
#BJDWithOdisha
@Naveen_Odisha କ୍ୟାମ୍ପସ ପରିସରରେ ଶାନ୍ତି, ଶୃଙ୍ଖଳା ଓ ଏକତା ବଜାୟ ରଖି ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆସନ୍ତୁ ସମସ୍ତେ କାମ କରିବା।
#StudentsWithBCJD #BJDWithGenZ #BJDWithStudents
ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।
ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଚାପ ଓ ପ୍ରଶାସନିକ ହସ୍ତକ୍ଷେପ ଗଣତନ୍ତ୍ରକୁ ହତ୍ୟା କରୁଛି।
ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରାଯାଉ।
#StudentsWithBCJD #BJDWithGenZ #BJDWithStudents #BJPAntiStudents
#BJDWithOdisha

ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଛାତ୍ର ସଙ୍ଗଠନର ଉଲ୍ଲେଖନୀୟ ପ୍ରଦର୍ଶନ।
ଓଡ଼ିଶାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରୁଛି ବିଜୁ ଜନତା ଦଳ।
କ୍ୟାମ୍ପସରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସରକାରଙ୍କୁ ଆହ୍ଵାନ କରୁଛି ବିଜେଡି।
#StudentsWithBCJD #BJDWithGenZ #BJDWithStudents #BJPAntiStudents
#BJDWithOdisha

କାହିଁକି ଗଣି ପାରୁ ନାହାନ୍ତି ରମାଦେବୀରେ ଭୋଟ୍? କାହା ଚାପରେ ଚାପି ହୋଇ ଯାଇଛନ୍ତି?
ନିର୍ବାଚନରେ ଭୋଟ୍ ବାକ୍ସ ନେଇଯିବାକୁ ଚେଷ୍ଟା କରାଯାଉଛି। ଓଡ଼ିଶା ଦେଖୁଛି ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର କ'ଣ କରୁଛି।
#StudentsWithBCJD #BJDWithGenZ #BJDWithStudents #BJPAntiStudents
#BJDWithOdisha
ରମାଦେବୀରେ ନିର୍ବାଚନଠୁ ନେଇ ଭୋଟ୍ ଗଣତି ଓ ଫଳାଫଳକୁ ରୋକିବା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ପ୍ରକାର ହୀନ ଉଦ୍ୟମ କରୁଛନ୍ତି।
ଛାତ୍ର ସଂସଦ ନିର୍ବାଚନରେ ବିଜେପି ଓ ABVP ର ଅରାଜକତାକୁ ଉଚିତ୍ ଜବାବ ଦେଇଛନ୍ତି ଓଡ଼ିଶାର ସ୍ୱାଭିମାନୀ ଛାତ୍ର ସମାଜ।
#StudentsWithBCJD #BJDWithGenZ #BJDWithStudents #BJPAntiStudents #BJDWithOdisha
ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୟଭୀତ ହୋଇପଡ଼ିଛି ବିଜେପି ସରକାର।
ନିର୍ବାଚନ ଚାଲିଥିବାବେଳେ ଇପସୀତାଙ୍କୁ ଅଟକ ରଖିଲେ ବିଜେପି ସରକାର।
ପ୍ରଶାସନ ଓ ପୋଲିସ୍ ଏବିଭିପି ପାଇଁ ଲଢ଼େଇ କରୁଛନ୍ତି।
#StudentsWithBCJD #BJDWithGenZ #BJDWithStudents #BJPAntiStudents

BCJD Girls Power 💪
#GenZ ଙ୍କ ଅଧିକାର ପାଇଁ #VoteForBCJD ✊
#StudentsWithBCJD #BJDWithGenZ
#BJDWithStudents
ଏ କ'ଣ ହେଉଛି 😠 ବିଜେପିକୁ ପରାଜୟ ଭୟ ଘାରିଛି 🚨
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ABVP କୁ ଫାଇଦା ଦେବା ଉଦ୍ଦେଶ୍ୟରେ ନିର୍ଦ୍ଦେଶ ପାଇ, କମିଶନରେଟ୍ ପୋଲିସ ବିଜେଡିର ଛାତ୍ର ଓ ଯୁବ ନେତାମାନଙ୍କୁ ଭୟଭୀତ କରୁଛି।
ଜବାବ ଦେବେ #GenZ ✊ #VoteForBCJD
#StudentsWithBCJD #BJDWithGenZ
#BJDWithStudents
ଏ କ'ଣ ବିଜେପିର ଧୋକା ନୁହେଁ? ଜବାବ ଦେବେ GenZ ✊, #VoteForBCJD 💪
#StudentsWithBCJD #BJDWithGenZ #BJDWithOdisha


ଛାଡ଼ ଛାଡ଼ ବାଟ ଛାଡ଼ 🚨, କଲେଜ ନିର୍ବାଚନରେ #BCJD ଲହର 🙌 💪
#StudentsWithBCJD #BJDWithGenZ #BJDWithStudents #JababMaguchiOdisha
ଦେଶର ଭବିଷ୍ୟତ Gen Z। ସେମାନଙ୍କ ସୁରକ୍ଷା, ଭବିଷ୍ୟତ ଏବଂ ନିଷ୍ପତ୍ତି ସାଥିରେ ସର୍ବଦା ଛିଡାହୋଇଥିବ ବିଜେଡି।
#BJDwithGenZ #NaveenPatnaik #SujataRout
ଧନ୍ୟବାଦ #GenZ, ଦେଶ ଗର୍ବ କରୁଛି
ଦେଶର ଯୁବଶକ୍ତିଙ୍କ ସ୍ୱରକୁ ସଭାପତି ଶ୍ରୀ @Naveen_Odisha ସମ୍ମାନ ଜଣାଇଛନ୍ତି।
#NEETPaperLeak #BJDWithGenZ #BJDWithOdisha #BJPAntiStudent #ହଟାଅବିଜେପି
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers






