Top Tweets for #BJDvsCongress
ବିଜେଡି-କଂଗ୍ରେସ ମେଣ୍ଟକୁ ବିଜେଡି ଅସ୍ବୀକାର ନକରିବା ଫଳରେ ଇଚ୍ଛା ଅଛି ବୋଲି ସମାଜକୁ ବାର୍ତ୍ତା ଗଲା। ଚୋରା ପୀରତି ଛାଡ଼ି ଉଭୟ ବାହା ହୋଇଯାଆନ୍ତୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
#OdishaPolitics #SureshPujari #BJD #Congress #PoliticalConflict #BJDvsCongress #PoliticalAlliance #OTV
#ହୃଦୟକୁ_ଭାରି_କଷ୍ଟ_ଲାଗୁଛି
ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେଲେ ମୋତେ ଭାରି କଷ୍ଟ ଲାଗିବ ବୋଲି କହିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର ।
#Sambad #Congress #NarasinghaMishra #BJDvsCongress #OdishaPolitics
୨୪ ବର୍ଷ ବିଜେଡି ଶାସନରେ ଥିଲାବେଳେ କଂଗ୍ରେସ ଲୋକମାନେ ବହୁ ହଇରାଣ ହୋଇଛନ୍ତି। କଂଗ୍ରେସ ଲୋକଙ୍କୁ ଯେଉଁ ହନ୍ତସନ୍ତ କରିଛନ୍ତି ତାର ପ୍ରତିଶୋଧ ନେଇଛି: ରମେଶ ଜେନା !
#RameshJena #CrossVoting #RajyaSabhaElection #OdishaPolitics #CongressMLA #BJDVsCongress #BhaktaDas #DilipRay #OTV
ବାପା ଏଜେଣ୍ଟ ରହିବେ, ପୁଅ ଭୋଟ୍ ଦେବ କହି ଟାର୍ଗେଟ୍ କଲେ । ପୁଅ କାହାକୁ ଭୋଟ୍ ଦେଲା, ବାପା କଣ ସତ କହିବେ କି ପଚାରିଲେ ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ରମେଶ ଜେନା !
#RameshJena #CrossVoting #RajyaSabhaElection #OdishaPolitics #CongressMLA #BJDVsCongress #BhaktaDas #DilipRay #OTV
ମୋ ପ୍ରତି, ପରିବାର ପ୍ରତି, ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ। ସୁଯୋଗକୁ ଅପେକ୍ଷା କରିଥିଲି, ନିର୍ବାଚନରେ କ୍ରସ୍ ଭୋଟିଂ କରି ପ୍ରତିଶୋଧ ନେଲି: କଂଗ୍ରେସ ବିଧାୟକ ରମେଶ ଜେନା !
#RameshJena #CrossVoting #RajyaSabhaElection #OdishaPolitics #CongressMLA #BJDVsCongress #BhaktaDas #DilipRay #OTV
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । କହିଲେ, ୨୪ ବର୍ଷ ଧରି ବିଜେଡି ହଇରାଣ କରିବାର ପ୍ରତିଶୋଧ ନେଇଛି !
#RameshJena #CrossVoting #RajyaSabhaElection #OdishaPolitics #CongressMLA #RevengeVote #BJDVsCongress #BhaktaDas #AntiDefection #DilipRay #OTV
କ୍ରସ୍ ଭୋଟିଂ ଚର୍ଚ୍ଚା, ପ୍ରତାପ ଦେବଙ୍କ ଆପତ୍ତି ପରେ ହଇଚଇ
#OdishaPolitics #RajyaSabhaElection #CrossVoting #SouvikBiswal #SophiaFirdous #PratapDeb #BJDvsCongress #PoliticalControversy #RajyaSabhaPoll_Odisha #OdishaAssemblyDrama #ElectionBuzz #OdishaTV #OTV
https://t.co/wzSAASIPB8
ଅସନ୍ତୋଷ ଝାଡ଼ିଲେ ସୋଫିଆ, ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କଲେ
#OdishaPolitics_RajyaSabha #SophiaFirdos #BJDvsCongress #RajyaSabhaElectionOdisha #PoliticalDissatisfaction #OdishaMLAStatement #ElectionPreparationOdisha #PartyConsultationIssue #NuapadaByElection #OdishaPoliticalNews #OdishaTV #OTV
https://t.co/xxskGgx6UE
ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଘୋଷଣା କରିବେ ମୋକିମ୍
#OdishaPolitics #OdishaJanataCongress #MohammadMokim #BhubaneswarNews #BJDvsCongress #PoliticalLaunch #OdishaElections #RajyaSabha2026 #OdishaBreakingNews #OdishaTV #OTV
https://t.co/oagh1ZzXVj
ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ପଦ୍ମ ଧରିବା ପରଠୁ ରାଜନୈତିକ ବୟାନ ବାଜିରେ ଲାଗୁନି ବିରାମ୍। ED ତଦନ୍ତ ପ୍ରସଙ୍ଗ ଉଠାଇ ବିଜେପିକୁ ନିଶାନା କରିଥିବା କଂଗ୍ରେସକୁ କାଉଣ୍ଟର କରିଛନ୍ତି ପ୍ରୟାସକାନ୍ତି,
କହିଛନ୍ତି, କିଛି ନବୁଝି ନଜାଣି ଅସିତ ମିଡ଼ିଆରେ ପ୍ରତିକ୍ରିୟା ରଖିବା ଅନୁଚିତ।
#BJDvsCongress #OTV
BJD, Congress on Panchayat Bypolls | 'ସରକାର ଇଲେକ୍ସନ ପାଇଁ ପ୍ରସ୍ତୁତ ନାହାନ୍ତି, ତାଙ୍କ ନେତା ଲୋକଙ୍କ ପାଖକୁ ଯିବା ପାଇଁ ଡରୁଛନ୍ତି' #OdishaPolitics #PanchayatBypolls #ElectionPostponed #MonsoonImpact #BJDvsCongress #OdishaElections #PoliticalDebate #SECDecision #LocalGovernance #VoterRights #pramilamallick #bhaktadas
ଉଭୟ ସରକାର ଏହି କୋଇଲା ଖଣି ଲୁଟ୍ ପାଇଁ ଦାୟୀ, ତାରା ବାହିନୀପତି | Tara Bahinipati & Pratap Deb on Coal Scam #CoalScam #Corruption #TaraBahinipati #PratapDeb #CoalMafia #ScamExposed #Accountability #JusticeDemanded #sundergarhnews #bjdvscongress #bjdvsbjp #congressvsbjp #odishapolitics #prameyanews7
ବିଜେଡି ବଦଳରେ ଶାସକ ବିଜେପିକୁ ଅକଳରେ ପକାଉଛି କଂଗ୍ରେସ
#bjpvscongress #bjdvscongress #OdishaPolitics #OTV
https://t.co/uF9hxkxSUi
#ଆକ୍ସନ_ମୋଡରେ_ଭକ୍ତ
BJD vs Congress | ବିଜେଡି ନେତାଙ୍କ ଉପରେ କଂଗ୍ରେସ ନଜର, ଆକ୍ସନ ମୋଡରେ ଭକ୍ତ | PrameyaNews7
#bjdvscongress #prameyanews7 #bhaktacharandas #odishapolitics
#BJDVsCongress #Kendrapara #MLACandidate
କେନ୍ଦ୍ରାପଡାରେ ବିଜେଡ଼ି, କଂଗ୍ରେସ୍ ଫାଇଟ୍ ...
Click କରି ଦେଖନ୍ତୁ :-
https://t.co/Ccja6getOU via @YouTube
ଗୃହରେ କୋରୋନା ଝଡ଼ !
#BJD #Congress ତୁ ତୁ ମେ ମେ...
#BJD: କଂଗ୍ରେସ ବ୍ଲେମ୍ କରିବା ପାଇଁ ବଦ୍ଧ ପରିକଳ୍ପ
#Congress: ସରକାର କାହିଁକି #COVID19 କୁ ନେଇ ତଥ୍ୟ ଲୁଚାଉଛନ୍ତି?
ଏମାନେ ପବିତ୍ର ବିଧାନସଭାରେ ତଥ୍ୟ ଦେବାକୁ ଡରିବାର କାରଣ କ'ଣ?
ଆମେ ଅନ୍ ରେକର୍ଡ କଥା ହଉଛୁ...
#BJDvsCongress #OdishaFightsCorona
ଜୟପୁରରେ ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି ! ମୁହାଁମୁହିଁ କଂଗ୍ରେସ-ବିଜେଡି, ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଲା କଂଗ୍ରେସ ।
https://t.co/tOBjP7PiB2 #Jeypore #BjdVsCongress

Last Seen Hashtags on Sotwe
rafaelalencar gay
Seen from Argentina
2024MAMAVOTE
Seen from United States
sixpackabs
Seen from Germany
MakCik
Seen from United States
Thundr
Seen from United States
ااااااااحححححححححح
Seen from Italy
淫妻
Seen from Germany
darkzadie
Omegle
Seen from United States
momson(****)******************************+filter:native_video
Seen from Nigeria
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.1M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers





