Top Tweets for #BabuMahal

କାହିଁ କେତେ ବର୍ଷ ପୁରୁଣା ପରମ୍ପରା ଓ ସଂସ୍କୃତିକୁ ନେଇ ଆମେ ରଥଯାତ୍ରା ପାଳନ କରୁଛେ, ଭକ୍ତର ଦୁଃଖ ସୁଖ ବୁଝିବା ପାଇଁ ଜଗତର ନାଥ ଜଗନ୍ନାଥ, ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ମାଉସୀ ମା' ଘରକୁ ବିଜେ କରନ୍ତି । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ରଥଯାତ୍ରା' ।
Video-https://t.co/lUtuqnQR8M
#BabuMahal #DharitriLive
କେତେଜଣ ଅସାଧୁ ବ୍ୟବସାୟୀ ନାନାଦି ପ୍ରକାର ଲୋଭନୀୟ ଅଫର ଦେଇ ନକଲି ମସଲା ବିକୁଛନ୍ତି । ଏହାକୁ ଖାଇବା ଦ୍ୱାରା ଅନେକ ଲୋକଙ୍କର ପେଟ ସମସ୍ୟା ଦେଖାଯାଇଥାଏ । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ସନିଆର ହାଣ୍ଡିଶାଳ'।
Video-https://t.co/ebzMV2KvL4
#BabuMahal #OdiaCartoon #DharitriLive
ଚିପସ୍ ଏମିତି ଏକ ଖାଦ୍ୟ, ଯାହା ଛୋଟ ଠାରୁ ବଡ଼ ଯାଏଁ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । କିନ୍ତୁ ଆଜିକାଲି ପିଲାମାନେ ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି " ଚିପସ୍ ପାଗଳ ସନିଆ"।
Video:https://t.co/8mqQ7cDsMu
#BabuMahal #OdiaCartoon #DharitriLive
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ସାରା ଭାରତରେ ଦୀପାବଳି ମହାଆଡମ୍ବର ରେ ପାଳନ କରାଯାଏ । ଏହିଦିନ ଆମେ ବାଣ ଫୁଟେଇବା ଯୋଗୁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ଏଥର "ବାବୁ ମହଲ ର" ପ୍ରସଙ୍ଗ ହେଉଛି " ଦୀପାବଳି " ।
Video-https://t.co/BEUIDbF1Ch
#BabuMahal #OdiaCartoon #DharitriLive
କାର୍ତ୍ତିକ ମାସ ସୋମବାର, ଏହିଦିନ ନିଜର ମାନସିକ ରଖି ଶିବ ମନ୍ଦିରରେ ଭିଡ ହୋଇଥାଏ, ଏହି ଗହଳିର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକ ଚପଲ ଚୋରି କରିଥାଆନ୍ତି । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି " ଚପଲ ଚୋରି "
Video-https://t.co/geCs4dtBgJ
#BabuMahal #OdiaCartoon #DharitriLive
'ଶିକ୍ଷା' ଏକ ଅମୂଲ୍ୟ ସମ୍ପଦ। ଆଜିକାଲି ଅଭିଭାବକମାନେ ନିଜ ପିଲାଙ୍କ ଶିକ୍ଷାରେ ଅଧିକ ଉନ୍ନତି ପାଇଁ ଟିଉସନ ଦେଉଛନ୍ତି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଟିଉସନ ମାଷ୍ଟର ସନିଆ'।
Video: https://t.co/FY7nsqaxS5
#BabuMahal #OdiaCartoon #DharitriLive
ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତ ଜନନୀ ମା ଦୁର୍ଗା । ପ୍ରଭୁ ରାମଚନ୍ଦ୍ର ମାଙ୍କ ଆର୍ଶୀବାଦ ରେ ରାବଣକୁ ବଧ କରି ଦୁନିଆରୁ ଅଧର୍ମ ଓ ପାପ ର ବିନାଶ କରିଥିଲେ । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି "ରାବଣ ପୋଡ଼ି" ।
Video: https://t.co/avJjhGBevm
#BabuMahal #OdiaCartoon #DharitriLive
ପରିଶ୍ରମ କଲେ ସର୍ବଦା ସଫଳତା ମିଳିଥାଏ ଓ ଅଳସୁଆ ସର୍ବଦା ଦୁଃଖ ଭୋଗିଥାଏ । ଏଥର 'ବାବୁ ମହଲ' ର ପ୍ରସଙ୍ଗ ହେଉଛି 'ଅଳସୁଆ ସନିଆ'।
Video-https://t.co/XzIe1nc3FS
#BabuMahal #OdiaCartoon #DharitriLive
ସହର ହଉ କି ଗାଁ ସବୁଆଡେ ମଇଳା ପାଣି ଡ୍ରେନେଜ୍ ଅସୁବିଧା, ଯାହା ଫଳରେ ରାସ୍ତାଘାଟ ପାଣିରେ ବୁଡି ଯାଉଛି ଓ ଘରେ ପାଣି ପଶୁଛି। ଏଥର 'ବାବୁ ମହଲ' ର ପ୍ରସଙ୍ଗ ହେଉଛି 'ମାଝୀବାବୁଙ୍କ ଘରେ ବନ୍ୟା'।
Video-https://t.co/DSATeUz0VV
#BabuMahal #OdiaCartoon #DharitriLive
ଆଜିର ଯୁବକ ଯୁବତୀମାନେ ରାତାରାତି ଷ୍ଟାର୍ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରିଥାଆନ୍ତି, ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥର "ବାବୁମହଲ" ର ପ୍ରସଙ୍ଗ ହେଉଛି "ସୁପରଷ୍ଟାର୍ ସନିଆ"।
Video: https://t.co/XaRG5auUNt
#BabuMahal #OdiaCartoon #DharitriLive
ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର ପ୍ରତି ହାନିକାରକ ହୋଇପାରେ । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି "ସନିଆର ଆଖିଦୋଷ"।
Video: https://t.co/9PD240UHXW
#BabuMahal #OdiaCartoon #DharitriLive #ବାବୁମହଲ
କଥାରେ ଅଛି 'ଶସ୍ତା ରୁ ହିନସ୍ତା'। ଠିକ୍ ଭାବରେ ଅନୁଧ୍ୟାନ ନ କରି ଶସ୍ତାରେ ଜିନିଷ କିଣିବା ଦ୍ୱାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ିଥାଏ। ଏଥର ବାବୁ ମହଲ ର ପ୍ରସଙ୍ଗ ହେଉଛି "କାର କିଣିଲେ ମାଝିବାବୁ" ।
Video: https://t.co/cOaPeOhn0p
#BabuMahal #OdiaCartoon #DharitriLive #OdiaComedy
କିଛି ଲୋକ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟକୁ ବେଶୀ ପସନ୍ଦ କରନ୍ତି। ବାହାରେ ଖାଇବା ଦ୍ୱାରା ଲୋକମାନେ କିପରି ହଇରାଣରେ ପଡନ୍ତି, ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି। ଏଥର 'ବାବୁମହଲ'ର ପ୍ରସଙ୍ଗ ହେଉଛି 'ରତନା ଘରେ ସନିଆ'।
Video: https://t.co/LtPMRXo1Qv
#BabuMahal #OdiaCartoon #DharitriLive #OdiaComedy #Fun
କଥାରେ ଅଛି ରାଗ ହେଉଛି ମଣିଷ ଜୀବନର ବଡ ଶତ୍ରୁ । ଅତ୍ୟଧିକ ରାଗିବା ଦ୍ଵାରା ପରିବାରରେ କିପରି କଳହ ସୃଷ୍ଟି ହୋଇଥାଏ, ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର ବାବୁ ମହଲ ର ପ୍ରସଙ୍ଗ ହେଉଛି "ଘର ଛାଡ଼ିଲା ସନିଆ" ।
Video:https://t.co/mBryfH2Eqn
#BabuMahal #OdiaCartoon #DharitriLive
'ଗଣେଷ ଚତୁର୍ଥୀ' ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଏହି ପର୍ବକୁ ବହୁ ଆଡ଼ମ୍ବରରେ ପାଳନ କରାଯାଏ, କିନ୍ତୁ କିଛି ଅସାମାଜିକ ଯୁବକ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରି ମଜା ମଜଲୁସ୍ କରନ୍ତି । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି "ଗଣେଷ ପୂଜା" ।
Video: https://t.co/xSA2gmj4WP
#BabuMahal #OdiaCartoon #DharitriLive
୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହୋଇଥିଲା। ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗେଇ ଆମ ଦେଶକୁ ସ୍ବାଧୀନ କରାଇଥିଲେ । ଏଥର "ବାବୁ ମହଲ" ର ପ୍ରସଙ୍ଗ ହେଉଛି "ଅଗଷ୍ଟ ୧୫" ।
Video: https://t.co/VrURWqxmyF
#BabuMahal #OdiaCartoon #DharitriLive
Last Seen Hashtags on Sotwe
ometv slut
Seen from Lebanon
gavat
Seen from Turkey
ควยดารา
Seen from Thailand
محارم_أمهات
Seen from Turkey
czechgloryhole
Seen from Turkey
cumbang
Seen from France
nationplay russian
Seen from Poland
ArthEazy
Seen from United States
desifeetmodel
Seen from United States
elazigtraveſti
Seen from Turkey
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


