Top Tweets for #Badamba
ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା.. ବାଲ୍ଟି ଫୋପାଡ଼ି ଡାକ୍ତରଙ୍କୁ ଆକ୍ରମଣ. ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ.. ଗୁରୁତର ଡାକ୍ତରଙ୍କୁ କଟକ ସ୍ଥାନାନ୍ତର.. ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କଲା ପୋଲିସ୍..
#Badamba #ManiabandhaCHC #DoctorAttacked #OTV
ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲା ବଡ଼ମ୍ବାର ଆରାଧ୍ୟା ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼
#nandighoshatv #Odisha #badamba #durgapuja
ନବମୀରେ ମାଆ ଭଟ୍ଟାରିକାଙ୍କ ମହାଲକ୍ଷ୍ମୀ ବେଶ । କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକାଙ୍କ ପୀଠରେ ଆଜି ଆଧ୍ୟାତ୍ମିକତା ଓ ଭକ୍ତିର ଅପୂର୍ବ ପରିବେଶ
#nandighoshatv #Odisha #MaaBhattarika #MahalaxmiBesha #MahaNavami #Badamba
ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ କାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ...ଦିବ୍ୟ ବେଶ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କର ସମାଗମ
#MaaBhattarika #BhattarikaTemple #Badamba #MaaKali #Mahakali #KaliBesha #OTV
ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ କାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ରାତିରେ ମାଆ ଭଟ୍ଟାରିକା ମହାକାଳୀ ବେଶରେ ଦର୍ଶନ ଦେବେ, କାଳେସି ପ୍ରସନ୍ନ ଓ ଉଭା ଯାତ୍ରା ଆନୁଷ୍ଠିତ ହେବ। ମାଆଙ୍କର ଏହି ଦିବ୍ୟ ବେଶ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କର ସମାଗମ
#MaaBhattarika #BhattarikaTemple #Badamba #MaaKali #Mahakali #KaliBesha #OTV
ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଦିବ୍ୟ ଜୟ ଦୁର୍ଗା ବେଶ | #MaaBhattarika #JayaDurgaBesha #Badamba #MaaBhattarikaDarshan #OdishaTemples #DurgaBesha #GoddessDurga #OdiaDevotion #DivineDarshan #SpiritualOdisha #ShaktiPeetha #TempleTradition

ଆଠଗଡ଼ ଅବକାରୀ ବିଭାଗର ଚଢ଼ାଉ ବେଳେ ଗଞ୍ଜେଇ ଓ ମଦ ମାଫିଆଙ୍କ ଆକ୍ରମଣ। କଟକ ବଡ଼ମ୍ବା ଥାନା ରତାପାଟ ଗାଁରେ ଗଞ୍ଜେଇ କାରବାର ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ଟିମ୍।
#Athagarh #ExciseRaid #GanjaMafia #LiquorMafia #Cuttack #Odisha #Badamba #RatapatVillage #OdishaCrime #ExciseDepartment #GanjaTrade
ପଞ୍ଚମ ଥର ପାଇଁ ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ମନ୍ଦିରକୁ ପ୍ରବେଶ କରିଛି ମହାନଦୀର ବନ୍ୟାଜଳ.. ମନ୍ଦିରର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଥିବାରୁ ମାଆଙ୍କ ପୂଜା ବିଧିରେ ବାଧା ଉପୁଜିଛି..
#BhattarikaTemple #Badamba #Mahanadi #OdishaFlood #OTV
#ଭଟ୍ଟାରିକା_ପୀଠରେ_ଲାଗିଲା_୧୬୩_ଧାରା
ବଡମ୍ବା ଭଟ୍ଟାରିକା ପୀଠରେ ଲାଗିଲା ୧୬୩ ଧାରା
ଜଳସ୍ତର ବଢି ଭଟ୍ଟାରିକା ମନ୍ଦିର ଛୁଇଁଲା ବନ୍ୟାଜଳ
ଜଳସ୍ତର ଆଉ ବଢିଲେ ମା'ଭଟ୍ଟାରିକାଙ୍କୁ ସ୍ଥାନାନ୍ତର କରାଯିବ
ମା'ଭଟ୍ଟାରିକାଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯିବ
#Badamba #BhattarikaTemple #FloodAlert #ArgusNews #Mahanadi #Section163

କାଲି ଯାଏ ମହାନଦୀ ଉପରେ ଫୋକସ ରହିବ... ବଡ଼ ବନ୍ୟା ଆସିବାର ନାହିଁ ତଥାପି ଆମେ ସତର୍କ ରହିଛୁ। ଶୁଣନ୍ତୁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କ’ଣ କହିଛନ୍ତି।
#CuttackFlood #Banki #Athagarh #Badamba #MahanadiFlood #OdishaFlood #Kathajodi #Kuakhai #FloodAlert #OTV
ବଡମ୍ବା ତହସିଲ ଆଗରେ ସାନବାରସିଂହ ରାଜସ୍ବ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପଶି ଆରଆଇଙ୍କୁ ମାଡ ମାରିବା, ଜାତିଗତ ଆକ୍ଷେପ ଓ ଅଫିସରେ ଭଙ୍ଗାରୁଜା ଘଟଣାର ପ୍ରତିବାଦ କରି ଅଧିକାରୀ ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି
#nandighoshatv #Odisha #badamba
#ଖୁବଶୀଘ୍ର_ଖୋଲିବ_୩ଟି_ଚିନି_କଳ
ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବ ୩ଟି ଚିନି କଳ
ବଡ଼ମ୍ବା, ବଲାଙ୍ଗିର ଏବଂ ନୟାଗଡ଼ରେ ଚିନି କଳ ଖୋଲିବ
ପ୍ରଥମେ ବଡ଼ମ୍ବା ଚିନି କଳ ଖୋଲିବାକୁ ଏମ୍ଓୟୁ ସ୍ୱାକ୍ଷରିତ
ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
#Odisha #SugarMill #Badamba #Balangir #Nayagarh #KanakVardhanSinghDeo

#ଛାଡ଼ିଛି_ବର୍ଷା #ବଢିଛି_ଦୁର୍ଦ୍ଦଶା
ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘରର କାନ୍ଥ । ବିପଦ ମୁଣ୍ଡେଇ ଭଙ୍ଗା ଘରେ କାଳ କାଟୁଛନ୍ତି ବଡ଼ମ୍ବା ବ୍ଲକ କରଡ଼ିବନ୍ଧ ଗାଁର ଲତା ବେହେରାଙ୍କ ପରିବାର । ଜରି ପାଲ ଖଣ୍ଡେ ଦେଇ ବସି ପଡ଼ିଛି ପ୍ରଶାସନ
#Odisha #NandighoshaTV #Badamba
ବଡ଼ମ୍ବା ବ୍ଲକ ନରଣପୁର ଗାଁରେ କୁମ୍ଭୀର ଆତଙ୍କ, କାଳିକା ମନ୍ଦିର ସମ୍ମୁଖ ସିଆରିଆ ନାଳରେ କୁମ୍ଭୀର ଦେଖାଯିବା ପରେ ଲୋକେ ଭୟଭୀତ
#Odisha #NandighoshaTV #Badamba
ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ
#nandighoshaTV #odisha #kataka #badamba
#ପ୍ରଶାସନ_ଶୁଣିଲାନି_ରାସ୍ତା_ବନ୍ଦ_କଲେ_ଲୋକେ
ବଡ଼ମ୍ବା: ପ୍ରବଳ ବର୍ଷାପାଣି ଯୋଗୁଁ ଗୋପୀନାଥପୁର ରାସ୍ତା ବନ୍ଦ
ରାସ୍ତା ବନ୍ଦ କଲେ ଗ୍ରାମବାସୀ, ବଡ଼ମ୍ବା-ବାଙ୍କୀ ଯୋଗାଯୋଗ ଠପ୍
ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି କରୁଥିଲେ
ପ୍ରଶାସନ ନ ଶୁଣିବାରୁ ଅସନ୍ତୋଷ ପ୍ରକାଶ କରି ରାସ୍ତା ବନ୍ଦ କଲେ
#Kataka #Badamba #RoadBlock #ArgusNews #RainWaterLogging

#ଭଙ୍ଗା_ଘରେ_କଟୁଛି_ଜୀବନ
ଲଗାଣ ବର୍ଷାରେ ଭଶୁଡ଼ି ପଡ଼ିଛି ଘରର କାନ୍ଥ । ଜୀବନକୁ ବାଜି ଲଗାଇ ଭଙ୍ଗା ଘରେ ଦିନ କାଟୁଛନ୍ତି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ କୁଆଁରପାଳ ଗାଁର ମିଲୁ ସେନାପତିଙ୍କ ପରିବାର
#nandighoshatv #odisha #cuttack #badamba
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବା ପାଇଁ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ପ୍ରସିଦ୍ଧ ବାବା ସିଂହନାଥ ପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ ।
#nandighoshatv #odisha #badamba #cuttack
ପୋଖରୀରେ ଭାସୁଛି ଶହ ଶହ ମଲା ମାଛ l ବନ୍ୟାଜଳ ପସି ନଷ୍ଟ ହେଲା ମାଛ ଚାଷ। ଏବେ ଚିନ୍ତାରେ କଟକ ଜିଲ୍ଲା ବଡମ୍ବା ବ୍ଲକ ତେଲେଣିଆ ଗ୍ରାମର ମାଛ ଚାଷୀ
#FishFarming #FloodDamage #DeadFish #Cuttack #Badamba #Telenia #Odisha #FishFarmers #OTV
ବର୍ଷା କମିଥିଲେ ମଧ୍ୟ କମିନି ଦୁର୍ଦ୍ଦଶା.. ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଆଜି ବି ବନ୍ୟା ଜଳ ଘେରରେ ରହିଛି.. ପାଖାପାଖି ୨ରୁ ୩ ଫୁଟ୍ ବନ୍ୟା ଜଳ ମନ୍ଦିର ଭିତରେ ପ୍ରବାହିତ ହେଉଛି..
#Badamba #MaaBhattarika #OdishaFloods #TempleFlooded #OTV
Last Seen Hashtags on Sotwe
ผ่าเบนซ์
Seen from Thailand
minichat() #snapchat
Seen from United States
desahancewek
Seen from Indonesia
anxiouspandaa
Seen from Sweden
mulekadinha
Seen from Brazil
یالثارات_الحسین
Seen from United States
esenyurttravesti
Seen from United States
micronesian
Seen from United States
minichatT(********)**filter:videos()()()()
Seen from Colombia
นวดบ่อวิน
Seen from Thailand
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



