Top Tweets for #Balangacase
ବିଧାନସଭାରେ ବଳଙ୍ଗା ଘଟଣାର ବଡ଼ ଖୁଲାସା ; ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ହତ୍ୟା ଥିଲା ନା ଆତ୍ମହତ୍ୟା ? | Balanga Incident Exposed in Assembly #balangacase #odishaassembly #prameyanews7 #cmmohanmajhi #bjd #bjp #congress #puri
ବଳଙ୍ଗା ପୀଡ଼ିତା ନିଜ ଦେହରେ କିରୋସିନ ପକାଇ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ରଖିଛନ୍ତି । ଜୁଲାଇ ୧୯ରେ ବଳଙ୍ଗା ପୀଡ଼ିତାଙ୍କୁ କିଛି ଦୁର୍ବୃତ୍ତ ନଦୀପଠାକୁ ନେଇ ମାରିଦେବା ଉଦ୍ୟମ ଅଭିଯୋଗ ହୋଇଥିଲା #balangacase #suicide #cmmohanmajhi #NandighoshaTV
ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ ବଳଙ୍ଗା ପୀଡ଼ିତା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
#BalangaCase #Odisha #Assembly #KanakNews
https://t.co/55MUNXwFkx
ବଳଙ୍ଗା ପୀଡ଼ିତାଙ୍କ ବୟାନ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ- ଏସ୍ପି ପିନାକ ମିଶ୍ର
#Puri #BalangaCase
https://t.co/vvtBoGbq4x
ପୀଡ଼ିତାଙ୍କ ବୟାନ ରେକର୍ଡ ବେଳର ଭିଡ଼ିଓ ଭାଇରାଲ୍ ,ପୁରୀ ଏସପି କହିଲେ ଚାଲିଛି ଅନୁସନ୍ଧାନ
#balangacase #victim #aiims #videoviral #OTV
https://t.co/K9UnO2PSE5
ସୋସିଆଲ ମିଡ଼ିଆକୁ କେମିତି ଆସିଲା ବଳଙ୍ଗା ପୀଡିତାଙ୍କ ଭିଡ଼ିଓ ? | Puri SP Pinak Mishra | Balanga Case #pinakmishra #balangacase #prameyanews7 #investigations #viralvideo
#ଏଇତ_ମହିଳା_ସୁରକ୍ଷା !
ବଳଙ୍ଗା ପୀଡିତାଙ୍କ ଭିଡ଼ିଓ ଭାଇରାଲ ପରେ ସରକାର ଓ ପୋଲିସକୁ ବିଜେଡିର ଟାର୍ଗେଟ | Balanga Tragedy | BJD Pressmeet
#balangacase #prameyanews7 #leninmohanty #bjdpressmeet
ବାଇକ୍ରେ ଆସିଥିଲେ, ଜଙ୍ଗଲରେ କିରୋସିନ ଢାଳିଥିଲେ.. ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ଶେଷ ବୟାନକୁ ଚର୍ଚ୍ଚା
#PrameyaNews7 #OdishaNews #BalangaCase
https://t.co/zOIP02zMNN
ବଳଙ୍ଗା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି; କଟକରେ ପୋଲିସ ଡିଜି ଅଫିସ ଘେରିବ କଂଗ୍ରେସ #balangacase #congressprotest
#ବଳଙ୍ଗାକୁ_ନେଇ_ତେଜୁଛି_ରାଜନୀତି
ଥମୁନି ବଳଙ୍ଗା ଛାତ୍ରୀ ମୃତ୍ୟୁ ରାଜନୀତି । ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ...ଆନ୍ଦୋଳନ କରିବ କଂଗ୍ରେସ
#BalangaCase #Politics #KanakNews #odisha
Balanga Shocker | Odisha Politics | ବଳଙ୍ଗା ଅଘଟଣ; ଥମୁନି ରାଜନୀତି, ଆସନ୍ତା ୧୦ରେ ନାରୀ ନ୍ୟାୟ ପଦଯାତ୍ରା | PrameyaNews7
#balangacase #odishapolitics #PrameyaNews7 #bjdvsbjp
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ରୁ ଦିନ ୧୨ ଯାଏଁ ଥିଲା ବନ୍ଦ
#BalangaCase #PuriNews #OdishaBJD
#ବିଜେଡିର_ଶାନ୍ତିପୂର୍ଣ୍ଣ_ହରତାଳ
ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା ନ୍ୟାୟ ପାଇଁ ବିଜେଡିର ଦାବି । ନାରୀ ନିର୍ଯାତନାର ବିରୋଧରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ #puri #balangacase #womenharrasment #bjd #protest #NandighoshaTV
https://t.co/LNjJVUoHaT
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡି, ୬ ଘଣ୍ଟିଆ ପୁରୀ ବନ୍ଦ
#PrameyaNews7 #BalangaCase #puristrike #bjdstrike
ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି, ବିଜେଡିର ୬ଘଣ୍ଟିଆ ପୁରୀ ବନ୍ଦ #Balangacase #PuriBandh #BJDProtest #odisha #BreakingNews #TopNews #prameyaNews7
ବଳଙ୍ଗା ପୀଡ଼ିତା ଘଟଣାରେ ଥମୁନି ରାଜନୀତି; ୭ରେ ବିଜେଡ଼ିର ହରତାଳ, ୧୪ରେ କଂଗ୍ରେସର ପଦଯାତ୍ରା
#BalangaCase #OTV
https://t.co/8XXusrBQO4
#ପ୍ରଶ୍ନକାଳ_ବଳଙ୍ଗା_ବିରୋଧୀ_ରାଜନୀତି
ଦେଖନ୍ତୁ ଆଜି, ସନ୍ଧ୍ୟା ୬ଟା ୨୫ରେ
#ArgusNews #Prashnakala #BalangaCase #PoliticalControversy #OdishaPolitics #Balangavictim
ଆସନ୍ତା ୭ରେ ପୁରୀରେ ବିଜେଡିର ହରତାଳ, ବଳଙ୍ଗା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି | Puri BJD's Pressmeet #balangacase #puri #bjd #prameyanews7
ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଓ ଧର୍ମଶାଳା ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ
#balangacase #himanshusekharsahoo #prameyanews7 #congressprotest

Last Seen Hashtags on Sotwe
xxx
Seen from Turkey
incestbrosis
Seen from Japan
chatseksberalur
Seen from Germany
旗手怜央
Seen from United States
erc6960
Seen from United Kingdom
cnc video
Seen from United States
compilation
Seen from France
หีมัธยม
Seen from Thailand
รับงานปทุมธานี
Seen from Thailand
รับงานรังสิต
Seen from Thailand
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.7M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.6M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.9M followers

CNN 
@cnn
61.8M followers

X 
@x
60.8M followers






