Top Tweets for #Balugaon
-ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ
-ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ୧ ଘଣ୍ଟା ଧରି ଅଟକି ରହିଛି
-୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଯାଉଥିଲା ଲଞ୍ଚ
-ପ୍ରବଳ ପବନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା
#ChilikaLake #BoatStuck #MechanicalFault #Balugaon #Krushnaprasad #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

#ନବବଧୂକୁ_ହତ୍ୟା!
-ବାଲୁଗାଁ: ଶାଶୁ ଘରେ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ
-ଟାଙ୍ଗୀ ଥାନା ତରାପି ଗାଁରେ ସନ୍ଦେହଜନକ ମୃତ୍ୟୁ
-ମାସେ ତଳେ ବିବାହ ହୋଇଥିଲା, ବାପ ଘର ଆଣିଲେ ହତ୍ୟା ଅଭିଯୋଗ
-ଟାଙ୍ଗୀ ଥାନାରେ ଅଭିଯୋଗ ପରେ ସ୍ବାମୀକୁ ଅଟକ ରଖିଲା ପୋଲିସ
#Balugaon #NewlywedBrideMurder #DowryDeathSuspected #OTV

Felicitation of our top rank holders in AHSCE-2026 (BSE ODISHA)
#pmshri
#pmshrischool
#deokhordha
#beochilika
#khordha
#osepa
#bseodisha
#chilika
#balugaon
#osta
#otvnews
#kanaknews
#proudmoment

#ଓଲଟିଲା_ବସ୍;#୨୦ଯାତ୍ରୀ_ଗୁରୁତର
-ନୟାଗଡ଼: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍
-ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ
-ବସ୍ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା
-ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍, ଉଦ୍ଧାର କାର୍ଯ୍ୟ ଜାରି
#Nayagarh #BusAccident #NayagarhAccident #Balugaon #OdishaNews #RoadAccident #OTV

ବହି ସହିତ ମଣିଷର ସମ୍ପର୍କ ଏକ ଅପୂର୍ବ ନିଶା
@BJP4Odisha
@BJP4India
@CMO_Odisha
@PMOIndia
#bookfair #balugaon #chilikaconstituency #PrithivirajHarichandan
'ଚିଲିକା ପୁସ୍ତକ ମେଳା'ର ପ୍ରଥମ ଦିବସ
@BJP4Odisha
@BJP4India
@CMO_Odisha
@PMOIndia
#bookfair #balugaon #chilikaconstituency #PrithivirajHarichandan
'ଚିଲିକା ପୁସ୍ତକ ମେଳା' ଉଦଘାଟନୀ ଅବସରରେ
@BJP4Odisha
@BJP4India
@CMO_Odisha
@PMOIndia
#bookfair #balugaon #chilikaconstituency #PrithivirajHarichandan
#Balugaon | Another Agniveer found hanging at INS Chilika. The deceased, a native of Bhojpur, Bihar, reportedly died by 'suicide'.
However, his father denied suicide claims and demanded a thorough probe. Notably, another Agniveer had died in a similar manner on the 8th of this month.

ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ସନ୍ତୋଷ ପାଇକରାୟଙ୍କ ସମେତ ସ୍ଥାନୀୟ ଦଳୀୟ ପ୍ରମୁଖ ନେତୃବୃନ୍ଦ ଗଣ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
#Balugaon #mamubhanajahill

#୮ଟି_ମନ୍ଦିରରୁ_ସିରିଜ୍_ଚୋରି
-ବାଲୁଗାଁର ୮ଟି ମନ୍ଦିରରୁ ସିରିଜ୍ ଚୋରି
-ମନ୍ତରାୟପୁର, ବିଦ୍ୟାଧରପୁର, ଗାନ୍ଧୀନଗର ମନ୍ଦିରରୁ ଚୋରି
-ଉତ୍ତରାୟଣୀ, କାଳିଜାଇ ମନ୍ଦିରରୁ ଚୋରି
-ତାଲା ଭାଙ୍ଗି ଦାନବକ୍ସ ସହ ସୁନା ଅଳଙ୍କାର ଲୁଟିନେଲେ
-ଘଟଣାସ୍ଥଳରେ ବାଲୁଗାଁ ପୋଲିସର ତଦନ୍ତ
#Balugaon #TempleTheft #SeriesOfThefts #OTV

Chilika Fishery Food Stall visited by Honourable Education Minister Sir .. District Level PM SHRI UTSAV-2025-26 at @irc_village_school
#pmshri
#pmshriutsav
#ircvillageschool
#balugaon
#khordha
#foodstall
#chilika
District level PM SHRI UTSAV-2025 Quiz competition 2nd position -Padmini Subudhi, 3rd position -Alok Tripathy
#PMSHRI
#QUIZ
#QuizContest
#khordha
#balugaon

Pralipta Panda, AFO invites you to Matsya Pranee Samabesh 2026
📍 Janata Maidan | 🗓️ 21–23 Jan
#MPSO2026 #OdishaEvents #Balugaon #FARD
@CMO_Odisha @GokulanandaBJP @farddepartment @sureshvashishth
@FisheriesGoI @IPR_Odisha @krushibibhag @APICOL_Odisha
@mission_shakti
ଚାଲିକାରେ ଚାଲିବନି ବୋଟ୍, ଡଲଫିନ୍ ଧରିବ ଜିପିଏସ୍ ମେସିନ୍
#ChilikaDolphinCensus #WildlifeConservation_Odisha #ChilikaLake #DolphinCount2026 #MarineLifeProtection #OdishaWildlife #EnvironmentalMonitoring #Balugaon #Satapada #OdishaTV #OTV
https://t.co/D8h4fPfkMP
#କାଲିଠୁ_ଡଲଫିନ୍_ଗଣନା
ଆସନ୍ତାକାଲିଠୁ ଚିଲିକାରେ ଡଲଫିନ୍ ଗଣନା। ତିନି ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ଚିଲିକାର ୧୮ଟି ରୁଟରେ ବାଲୁଗାଁ ଓ ସାତପଡ଼ାରେ ଗଣନା କରାଯିବ। ଗଣନା ପାଇଁ ମୋଟ ୧୮ଟି ଟିମ ଗଠନ କରାଯାଇଛି।
#DolphinCensus #Chilika #Wildlife #Conservation #Balugaon #Satapada #OTV
PM SHRI UTSAV -2025 1st day conducted on 05-01-2026
#PMShriUtsav
#narendramodi
#PMOIndia
#PMSHRISchools
#balugaon
#SchoolEducation
#QualityEducation
#EducationForAll
#TransformingEducation
#ViksitBharat
#NewIndia
@PMOIndia
@narendramodi
@EduMinOfIndia

Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.7M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.7M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.3M followers

X 
@x
60.8M followers














