Top Tweets for #BanspalBlock
#ସହକାରୀ_ଯନ୍ତ୍ରୀ_ଫେରାର
ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଫେରାର । ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସାଙ୍କ ପତ୍ତା ପାଉନି ପୋଲିସ । ସ୍ପେଶାଲ ଟିମ ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କଲେ ମଧ୍ୟ ମ୍ୟାଡାମଙ୍କ ମିଳୁନି ପତ୍ତା।
#MonalisaBehera #AssistantEngineer #BanspalBlock #OdishaNews #PoliceInvestigation #MissingOfficial #SpecialTeam #LawAndOrder #Kendujhar #NandighoshaTV
@CMO_Odisha @MoSarkar5T @Ashokpandabbsr @SecyChief @PradeepJenaIAS @pkmerkap @SSEPD2 @RDOdisha @PRDeptOdisha @DistAdmKeonjhar
Respected Sir🙏, Please take necessary action to resolve the issue.
#BanspalBlock
#PhuljharVillage

#nature
#Beautiful
#Keonjhar
ପାହାଡ ର ଶୀର୍ଷରେ
ରହିଥିବା ଏକ ଆଦିବାସୀ
ପଡାର ମନୋରମ ଦୃଶ୍ୟ ।
#Banspalblock
#Temra village

Lock Down 3.O :
We visited to Few places of Bansapal Block, Kendujhar Dist.
Jamidihi Sahi,Sindhu Sahi,Kiabadi Sahi, Jhiripani Sahi
#NayakotGP
Kudakala,Pechanal
#KadakalaGP
It's hard to believe we are living 2020 ☹️
#Lockdown #Effect #BanspalBlock #Kendujhar
ବାସ୍ତବରେ କେନ୍ଦୁଝର
ପ୍ରକୃତି ଦୃଷ୍ଟିରୁ ଯେତେ ନିଆରା
ଏଠାକାର ଆଦିମ ଅଧିବାସୀ ଙ୍କ ପରମ୍ପରା ମଧ୍ୟ ସେତେ ନିଆରା
୬ ଫୁଟ ଲମ୍ବର ବୃହତ
ବଡ଼କାଠ ରାଜ ବାଦ୍ୟ ବାଜେ ଆଉ
ଏକାଠି ହୁଅନ୍ତି ୨୨ ଗାଁ ର ଭୂୟାଁ।
#ଅଠେଇଯାତ୍ରା
ମା ମହାପାଟଙ୍କ ବିଶେଷ ସ୍ନାନ
#Banspalblock
#Kuanrvillage
#Keonjhar

ସରୁ ପାଦ ଚଲା
ରାସ୍ତାରେ
ଗଡୁଛି ପାହାଡି
ଆଦିବାସୀ ଙ୍କ ଜୀବନ।
ଝରଣା ମେଣ୍ଟାଉଛି ଶୋଷ
ଆଉ ମାଣ୍ଡିଆ, ଗଙ୍ଗେଇ,ସୁତୁରୀରେ
କଟୁଛି ଦିନ
ଆବାସ ବି ଫେଲ,
ସ୍ବଚ୍ଛ ଭାରତ ବି ଅପହଞ୍ଚ
#Keonjhar
#BanspalBlock
ନୟାକୋଟ ପଞ୍ଚାୟତ,
ଶାଗପାଲିର ଗାଁ ର
୪ ପାହାଡି ଆଦିବାସୀ ସାହି
କୁ ମୌଳିକ ସୁବିଧା କେବେ
@DistAdmKeonjhar
@CMO_Odisha

#ସାବାସ
#ସ୍ବାସ୍ଥ୍ୟକର୍ମୀ
ଲକ୍ଷ୍ୟଥିଲା ଅପହଞ୍ଚ ଇଲାକାର
ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା
ପହଞ୍ଚାଇ ନିରାପଦ ମାତୃତ୍ବ ପ୍ରଦାନ,
#Keonjhar #Banspalblock ମା ଗୃହର ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ
ଆମ୍ବୁଲାନ୍ସ ନେଇ ବାହାରିଲେ।
ବାଟରେ ଅଟକି ଗଲା ଆମ୍ବୁଲାନ୍ସ ।
ଆଉ ୧୪ କିମି ଚାଲି ଚାଲି ଆଣିଲେ ।
@DistAdmKeonjhar
@CMO_Odisha

#ଜୀବନବାଜି
#ପେଟରଭୋକପାଇଁ
#ମୁଣ୍ଡରେବୋଝବୋହି
#ପାରିହେଉଛନ୍ତି #ଉଛୁଳାନଇ
#Keonjhar #Banspalblock
#NayakoteGP
ଚାଉଳ ନେଲେ ଚୂଲୀ ଜଳିବ ।
ଦିନ ଗଡିଗଲେ ମାସେ ଜଗିବାକୁ ପଡିବ ।
ଆମେ ପଛେ ନଦୀ ମୁହଁରେ ଭାସିଯାଉ
ଛୁଆପିଲା ଓପାସ ନ ରୁହନ୍ତୁ ।
ଦୁଖଃ ର ୨ ନଦୀ ରେ ପୋଲ କେବେ ।
@DistAdmKeonjhar
@CMO_Odisha
@PRDeptOdisha

Last Seen Hashtags on Sotwe
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.9M followers

Taylor Swift 
@taylorswift13
82.8M followers

Lady Gaga 
@ladygaga
74.3M followers

Virat Kohli 
@imvkohli
71.8M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.7M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62M followers

CNN 
@cnn
61.8M followers

X 
@x
60.8M followers















