Top Tweets for #BapiPanda
ଯାତ୍ରା ଜଗତକୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର। ବାପି ପଣ୍ଡା ଛାଡ଼ିଲେ ଅପେରା ରାଜଦରବାର। ଏବେ କେଉଁ ଅପେରାରେ ଯୋଗ ଦେବେ ବାପି? କାହିଁକି ଛାଡ଼ିଲେ ଅପେରା ରାଜଦରବାର? ଶୁଣନ୍ତୁ...
#BapiPanda #JatraNews #OperaRajdarbar #JatraControversy #OdiaJatra #Jollywood #OdiaEntertainment #OdishaTV #OTV
ମାମାଙ୍କ ପାଇଁ ମାଡ଼ ଖାଇଲେ ବାପି ପଣ୍ଡା…
#PrameyaNews7 #bapipanda #Mama #jatra2026 #khandagiri #jatraupdate
https://t.co/qxFsPkZFA7
ଦିନ ଥିଲା ରାଣୀ ପଣ୍ଡା ଓ ବାପି ପଣ୍ଡାଙ୍କୁ ଅସଭ୍ୟ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ । ଆଜି ରାଣୀ ପଣ୍ଡାଙ୍କ କଥାକୁ ସ୍ବୀକାର କଲେ ବାପି ପଣ୍ଡା। ଶୁଣନ୍ତୁ କଣ କହୁଛନ୍ତି ବାପି ପଣ୍ଡା..
#Bhubaneswar #JatraControversy #Ranipanda #BapiPanda #OTV
‘ଯାତ୍ରା ଉପରେ ପ୍ରଭାବ ପଡ଼ୁଛି’; ପୀୟୂଷ ତ୍ରିପାଠୀ ପ୍ରସଙ୍ଗରେ ଏଭଳି କହିଲେ ବାପି ପଣ୍ଡା
#Odisha #piyushtripathy #Jatra #BapiPanda
https://t.co/4NNntnaPZw
ପୀୟୂଷ ତ୍ରିପାଠୀଙ୍କ ବିବାଦକୁ ନେଇ ଯାତ୍ରା କଳାକାର ବାପି ପଣ୍ଡାଙ୍କ ପ୍ରତିକ୍ରିୟା, ଦାୟୀ କୀଏ କହିଲେ...
#JatraActor #JatraActress #BapiPanda #piyushtripathy #PrameyaNews7 #BreakingNews #TopNews #JatraControversy #Jatraparibar #jatracomedy #Jatrapala
#ଥାନାର_ଦ୍ଵାରସ୍ଥ_ହେଲେ_ବାପି_ପଣ୍ଡା
ଜୀବନପ୍ରତି ବିପଦ ଥିବା ନେଇ ଥାନାରେ ଦ୍ଵାରସ୍ଥ ହେଲେ ବାପି ପଣ୍ଡା। ପାର୍ବତୀ ଏବଂ ରାଜଧାନୀ ଗଣନାଟ୍ୟର ମୁଖ୍ୟ ପରିଚାଳକ ଜଗତ ଜୀବନ ପଣ୍ଡା ସାମାଜିକ ଗଣମାଧ୍ୟରେ ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି।
#JatraControversy #OdishaJatraControversy #BapiPanda
#ବାପି_ପଣ୍ଡା_ଦେଲେ_ଏତଲା
-ବାଲେଶ୍ବର: ଥମୁନି ଯାତ୍ରା କଳି; ବାପି ପଣ୍ଡା ଦେଲେ ଏତଲା
-ବାଲେଶ୍ବର ଟାଉନ୍ ଥାନାରେ ବାପି ପଣ୍ଡାଙ୍କ ଏତଲା
-ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡାଙ୍କ ନାଁରେ ଏତଲା
-ଜୀବନ ପ୍ରତି ବିପଦ ଥିବା ନେଇ ଥାନାରେ ଦେଲେ ଏତଲା
#Bapipanda #Jatra #Jatracontroversy #OTV

#କଳାକାର_ଓ_କର୍ମଚାରୀ_ସୁରକ୍ଷିତ
ଯାତ୍ରା ବିବାଦର ହେବ ଅନ୍ତ ! ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କଳାକାର ସଂଘ | Nari Panda & Bapi Panda
#naripanda #prameyanews7 #bapipanda #cmmohanmajhi #jatracontroversy
👉ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବାପି ପଣ୍ଡାଙ୍କ ପ୍ରତିକ୍ରିୟା
👉ଭରସା ରଖିବାକୁ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ
👉ନରି ପଣ୍ଡା ନ୍ୟାୟ ପାଇବେ, ମୁଖ୍ୟମନ୍ତ୍ରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
👉ଜୀବନପ୍ରତି ବିପଦ ଥିବା ନେଇ ଅବଗତ କରିଛି
👉 କୌଣସି ସମସ୍ୟା ହେଲେ ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ
#BapiPanda #Odisha

Bapi Panda | 'ନରି ପଣ୍ଡାଙ୍କୁ ନ୍ୟାୟ ମିଳିବ..ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି'
#bapipanda #naripanda #cmmohanmajhi #prameyanews7 #jatracontroversy
Bapi Panda's Call for Safety over Jatra Dispute | ଥମୁନି ଯାତ୍ରା ବିବାଦ, ସୁରକ୍ଷା ମାଗିଲେ ବାପି ପଣ୍ଡା #jatranews #bapipanda #jatraactor #jollywood #odiaopera #jatraartist #jatraowner #artistrights #crimealert #pabitrapatra #jagamohanpanda #artistwages #jatracontroversy #jagatjeevenpanda #rajadhaniopera #prameyanews7
'ବାପି ପଣ୍ଡା ସହ ଶୀତଳ ଯୁଦ୍ଧ ଆରମ୍ଭ'..ଡାଇଲଗ ଶୁଣି ମୁଁ ଡରିଗଲି ! #bapipanda #jatracontroversy #jatraowner #prameyanews7
କଳାକାରଙ୍କ ପାଇଁ ଲଢ଼ୁଛି, ଜୀବନ ଚାଲିଗଲେ ବି ପଛକୁ ହଟିବିନି #bapipanda #jatracontroversy #emotional #workers #actors #PrameyaNews7
ଯାତ୍ରା ବିବାଦ ମଞ୍ଚରେ ନୂଆ ବହି, ନିଆଁ ଲଗାଇଦେଲେ ବାପି ପଣ୍ଡା... !
#bapipanda #jatracontroversy #odiajatraactor #JollywoodUpdate #OTV
https://t.co/n8aOBGgyii
ଯାତ୍ରା ବିବାଦ ମଞ୍ଚରେ ଏବେ ନିଇତି ବହି ପରେ ବହି । ଆଜି ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତଜୀବନ ପଣ୍ଡାଙ୍କ ମନ୍ତବ୍ୟ ପରେ ପୁଣି ସାମ୍ନାକୁ ଆସି ପାଲଟା କାଉଣ୍ଟର କଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଉପଦେଷ୍ଟା ବାପି ପଣ୍ଡା।
#Odisha #Jatra #BapiPanda #OTV
'#ମୋ_ଜୀବନ_ପ୍ରତି_ବିପଦ_ଅଛି'
'ମୋତେ ଧମକ ମିଳୁଛି । ମୋ ଜୀବନ ପ୍ରତି ବିପଦ ଅଛି.. ମୁଁ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛି ପ୍ଲିଜ୍ ମୋ ଜୀବନ ବଞ୍ଚିବାର ଅଛି ଏହି ନିରୀହ କଳାକାରଙ୍କ ପାଇଁ।' - ବାପି ପଣ୍ଡା, ଯାତ୍ରା କଳାକାର
#BapiPanda #JatraHero #OdiaJatra #Ollywood #Controversy #Odisha #OTV
'#ଭୁଲିଯାଅ_ପଣ୍ଡା_ବାବୁ_ତମ_ପାଇଁ_ଏସବୁ_ଅସମ୍ଭବ'
'ପଣ୍ଡା ବାବୁ ସବୁ କିଛି ଭୁଲି ତମକୁ ବନ୍ଧୁତାର ନୁହେଁ ସମାଧାନର ହାତ ବଢ଼ାଇକି ତମେ ଭାବୁୂଛ ମୋ ନିରୀହ କଳାକାରଙ୍କ ହାତ ଛାଡ଼ି ଦେବି ଅସମ୍ଭବ...' - ବାପି ପଣ୍ଡା, ଯାତ୍ରା କଳାକାର
#BapiPanda #JatraHero #OdiaJatra #Ollywood #Controversy #OTV
My Life is under threat: Bapi Panda | ମୁଁ କଳାକାରଙ୍କ ହକ୍ ପାଇଁ ଲଢ଼େଇ ଲଢ଼ୁଛି, ମୋ ଜୀବନ ଯଦି ଚାଲିଯାଏ...#jatranews #bapipanda #jatraactor #jollywood #odiaopera #jatraartist #jatraowner #artistrights #crimealert #pabitrapatra #jagamohanpanda #artistwages #jatracontroversy #naripanda #pratapmohanty #prameyanews7
'#ବାପି_ପଣ୍ଡାକୁ_ମାରି_ଦେବ_ତ_ମାରିଦିଅ_କିନ୍ତୁ...'
'ଶୀତଳ ଯୁଦ୍ଧ ଆରମ୍ଭ କଲେଣି, ମୋତେ ମାରିଦେବ ତ ମାରିଦିଅ..ତଥାପି ମୋ ଫଟୋ ରହିବ ଫଟୋରେ ଫୁଲ ମାଳ ରହିବ। ସେଇ ଫଟୋ ଦେଖି ହଜାରେ ବାପି ପଣ୍ଡା ତିଆରି ହୋଇଯିବେ।': ବାପି ପଣ୍ଡା, ଯାତ୍ରା କଳାକାର
#BapiPanda #JatraHero #OdiaJatra #Ollywood #Controversy #OTV
ଯାତ୍ରା ବିବାଦକୁ ନେଇ ବାପିଙ୍କୁ କଡ଼ା କାଉଣ୍ଟର କଲେ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତଜୀବନ ପଣ୍ଡା । କହିଲେ, ‘ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ’ । ମୁଁ ସ୍ୱର ନରମାଇଥିଲି କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ ।’
#JatraControversy #BapiPanda #JagatjibanPanda #OTV
Last Seen Hashtags on Sotwe
kayserigay
Seen from Turkey
omegle
Seen from Indonesia
许昌线下
Seen from United States
nolimit(*)******+filter:native_video
Seen from Ireland
腿毛
sma viral
Seen from Indonesia
masturbate
Seen from Japan
arden
Seen from Turkey
momson()**********+filter:native_video
Seen from United States
สาวใหญ่บ้านๆวัย53
Seen from Thailand
Trends for you
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.4M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.1M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.5M followers

Virat Kohli 
@imvkohli
70.6M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.4M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers



