Top Tweets for #BasantPanda
ପାର୍ଟି ଅଫିସର କୋର୍ କମିଟି ବୈଠକରେ କ’ଣ ଗୁରୁମନ୍ତ୍ର ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ? ଶୁଣନ୍ତୁ କଣ କହିଛନ୍ତି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା ।
#OdishaPolitics #BJP #NitinNabin #BJPCoreCommittee #PoliticalMeeting #BasantPanda #BJPOdisha #PartyStrategy #OTV
ନୂଆବର୍ଷରେ ବିଜେପି ନେତାଙ୍କୁ ମିଳିବ କି ନିଗମ ମୁଆଁ ? ଖୁବଶୀଘ୍ର ବୋର୍ଡ ଓ ନିଗମ ପାଇଁ ହୋଇପାରେ ନେତାଙ୍କ ନାଁ ଘୋଷଣା...ସମୀର, ଗୋଲକ ଓ ବସନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ...
#OdishaBJP #CorporationAppointments #BoardPosts #NewYearAnnouncement #SamirMohanty #GolakMohapatra #BasantPanda #OTV
ଉପ ନିର୍ବାଚନର ବିଜୟ ବିକାଶର ବିଜୟ। ବିଜେପି ଉପରେ ବିଶ୍ବାସ କରିବା ସହ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା- ବସନ୍ତ ପଣ୍ଡା, ବିଜେପି ନେତା
#NuapadaByelection2025 #OTV #NuapadaBypoll2025 #BasantPanda #NuapadaResultWithOTV #Odisha #Nuapada #BJP #BJD #Congress
ସମାଜର ଉନ୍ନତି ପାଇଁ ମତଦାନ କରନ୍ତୁ,ଗଣତନ୍ତ୍ର ସୁଦୃଢ଼ ହେଲେ ସୁଶାସନ ସହ ରାଷ୍ଟ୍ରର ଉନ୍ନତି ହେବ #nuapadabyelection #votingupdate #nuapadafight #nuapadabattel #nuapadavoter #nuapadavoting #prameyadigital #PrameyaOdia #OdishaNews #basantpanda #BJPLeader
ବିଜେଡି ପ୍ରାର୍ଥୀ ନିଜେ ଭୋଟ୍ ଦେଇପାରିବେ ନାହିଁ, ସେ କ’ଣ ଭିକ୍ଷା ମାଗିବେ ?
#PrameyaNews7 #OdishaNews #BJP #BasantPanda
https://t.co/cwMMJ7lCpo
ନିର୍ବାଚନୀ ମୈଦାନରେ ବସନ୍ତ ପଣ୍ଡା; ଜୟ ଢୋଲକିଆଙ୍କୁ ଜିତେଇବା ପାଇଁ ନୂଆପଡ଼ା ବାସୀଙ୍କୁ କଲେ ନିବେଦନ
Basant Panda Appeals to Nuapada Voters to Elect Jay Dholakia
#BasantPanda #JayDholakia #NuapadaBypoll #OdishaPolitics #BJPNews #ElectionOdisha #NuapadaVoters #BJPLeader #OdiaNews
ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଜୟ ଢୋଲକିଆ | ଏ ଫଟୋ କଣ ସନ୍ଦେଶ ଦେଉଛି?
#Satyapatha #nuapadabyelection #BasantPanda #jaydholkia #BJPOdisha

'ଅଭାବନୀୟ ପରିସ୍ଥିତିରେ ଉପନିର୍ବାଚନ ହେଉଛି, ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବୁ': Basant Panda #basantpanda #prameyanews7 #nuapadabyelection #bjp
ବିଜେପି ପାଇଁ ହିଁ କାମ କରିବି, କୌଣସି ବ୍ୟକ୍ତି ପାଇଁ ମୁଁ କେବେ କାମ କରିନାହିଁ ! | BJP's Basant Panda #basantpanda #bjp #nuapadabyelection #prameyanews7 #jaydholakia #candidateselection
#WATCH BJP Tries to Convince Basanta Panda to Contest Nuapada By-Election
#basantpanda #bjp #Kalingatv
ରାଜି ହେଲେ ବସନ୍ତ ପଣ୍ଡା, ଜୟ ଢ଼ୋଲକିଆଙ୍କ ମିଶ୍ରଣ ପର୍ବରେ ଦେବେ ଯୋଗ
#PrameyaNews7 #OdishaNews #BasantPanda #BJPNEWS
https://t.co/OxwFChjOnQ
'#ହତ୍ୟା_ପଛରେ_ଅଦୃଶ୍ୟ_ହାତ'
ନବ ଦାସଙ୍କ ହତ୍ୟା ପଛରେ ସରକାରରରେ ଥିବା ତୁଙ୍ଗନେତାଙ୍କର ହାତ ରହିଛି । ସିବିଆଇ ତଦନ୍ତ ହେଲେ ସବୁ ଖୋଲିବ : ବସନ୍ତ ପଣ୍ଡା
#KanakNews #BasantPanda #BJP
ବସନ୍ତ ପଣ୍ଡାଙ୍କ ରାମ- ରାବଣ ଉପାଖ୍ୟାନ ; ବିଜେଡି ନାଁ ନନେଇ ମାରିଲେ ବାଣ #KanakNews #BasantPanda #BJP
https://t.co/LgkCQbXOC6
#BasantPanda accepts Party’s Decision; Kharabela sounds Rebellious.
#Odisha #Politics #BJP #LokasabhaElection2024 #TNI #Insight #PiN #GeneralElections2024
https://t.co/5ZRkW6Up9c
Today attended the inauguration of 32th All India YMC Cup Cricket Tournament with Hon'ble #MPKalahandi #Basantpanda ji, #SPNuapada and NAC Chairman .
#BJP4India
#BJP4Odisha
ଓଡ଼ିଶାରେ ଚାଷୀ ସମସ୍ୟା ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ବସନ୍ତ ପଣ୍ଡା । ଧାନ ସଂଗ୍ରହ ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ବସନ୍ତ ପଣ୍ଡା ।
#BasantPanda
Attended the Anand Mela function organised on occasion of #MaharajAgrasenJayanti with Hon'ble M.P.Kalahandi Sri #BasantPanda ji at Khariar Road Agrasen bhawan.
#BJP4India
#BJP4Odisha
#Agrawalsamaj
-‘ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କଣ, କେମିତି ପରିଚୟ ହେଲା’
-‘ତାଙ୍କର ଦୈନନ୍ଦିନ କାମ କଣ ଥିଲା, କିଏ ଟିକେଟ ଦେଲା?’
-‘ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ୱରୁ ଓହରନ୍ତୁ’
#OdishaPolitics #BasantPanda
-ଶ୍ରଦ୍ଧା କିଏ ବୋଲି ପଚାରିଲେ ବିଜେପି ସାଂସଦ ବସନ୍ତ ପଣ୍ଡା
-ପ୍ରେସମିଟ୍ରେ ଶ୍ରଦ୍ଧାର ପରିଚୟ ମାଗିଲେ ବସନ୍ତ ପଣ୍ଡା
-ଶ୍ରଦ୍ଧା କିଏ, ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ଗଲେ ବୋଲି ପଚାରିଲେ
-‘କିଏ ସେହି ଶ୍ରଦ୍ଧା, ଭାଟିକାନ ସିଟିକୁ କାହିଁକି ନେଇଥିଲେ?’
#OdishaPolitics #BasantPanda

#ଦଳ_ଯେଉଁଠି_ପ୍ରାର୍ଥୀ_କରିବ_ସେ_ଲଢିବେ
ଦଳ ଯାହାକୁ ଯେଉଁଠି ଟିକେଟ ଦେବ ସେ ସେଠି ଲଢିବ । ପୂର୍ବ ଓଡିଶାରେ ସେ ଅଧିକ କାମ କରୁଛନ୍ତି । ସେ ତ ସବୁ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି : ବସନ୍ତ ପଣ୍ଡା
#BJP #BasantPanda #KanakNews
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.5M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.6M followers

Taylor Swift 
@taylorswift13
81.4M followers

Lady Gaga 
@ladygaga
73M followers

Virat Kohli 
@imvkohli
69.8M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.7M followers













