Top Tweets for #Basantapanda
ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ନିଜର ମତଦାନ କରନ୍ତୁ, ଉପଯୁକ୍ତ ପାତ୍ରରେ ନିଜର ମତ ଦିଅନ୍ତୁ : ବସନ୍ତ ପଣ୍ଡା
#BasantaPanda #BJP #PrameyaNews7 #BreakingNews #TopNews #NuapadaByElection #ElectionUpdate
Nuapada Assembly by-elections | BJP senior leader Basanta Kumar Panda casts his vote at a polling booth in the constituency.
#nuapadabyelection #BasantaPanda #CastVote

ନୂଆପଡ଼ା ଉପନିର୍ବାଚନରେ ବହୁତ ପଛରେ ରହିଯିବେ ସ୍ନେହାଙ୍ଗିନୀ ଛୁରିଆ: ବସନ୍ତ ପଣ୍ଡା #nuapadabyelection #BasantaPanda #Bjd #JayDholkia #Bjd #snehanginichhuria #Badakhabar #badakhabaratv #odishapolitics
ନବୀନଙ୍କ ସଭାରେ ନୂଆପଡ଼ାବାସୀ ବହୁତ କମ୍ ଥିଲେ : ଅଭିନନ୍ଦନ ପଣ୍ଡା
#nuapada #byelection #abhinandanpanda #basantapanda #BJP #BadaKhabar #badakhabaratv
https://t.co/zUhwWIeFJJ
ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?
#NandighoshaTV #nuapadabyelection #basantapanda #tickets #BJPNEWS
#ଜୟ_ଢୋଲକିଆଙ୍କୁ_ନେଇ_ବସନ୍ତଙ୍କ_ବଡ଼_ବୟାନ
ବସନ୍ତ ପଣ୍ଡାଙ୍କଠୁ ଆଶୀର୍ବାଦ ନେଲେ ଜୟ ଢୋଲକିଆ । ବସନ୍ତ କହିଲେ, ଲୋକ ସେବାରେ ବିଜେପି ଲାଗିରହିଛି । ମୋଦୀଙ୍କ ନେତୃତ୍ବରେ ଆମେ ଆଗକୁ ଯାଉଛୁ । ନୂଆପଡ଼ାର ପ୍ରଗତି କରୁଛନ୍ତି ମୋହନ ବାବୁ
#Nuapada #OdishaPolitics #KanakNews #BasantaPanda
ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: ବସନ୍ତ ପଣ୍ଡା
#Sambad #Nuapada #BasantaPanda #BJP
https://t.co/WNvpIduChz

Basanta Panda on Nuapada Bypoll | ଭାରତୀୟ ଜନତା ପାର୍ଟି ୧୮କୋଟି ଲୋକଙ୍କ ପାର୍ଟି, ଯିଏ ଆସିବ ତାକୁ ସ୍ୱାଗତ କରିବ #BasantaPanda #NuapadaBypoll #BJPStatement #OdishaPolitics #PoliticalNews #BJPLeader #OdiaNews
ନୂଆପଡ଼ା ଉପନିର୍ବାଚନରେ ବିଜେପି ଶତ ପ୍ରତିଶତ ଜିତିବ: ବସନ୍ତ ପଣ୍ଡା
#Sambad #Nuapada #BasantaPanda #BJP
https://t.co/CkOHfFyzfZ
ଘରେ ନପଶୁଣୁ ଚାଳ ବାଜିଲାଣି..
ରାଗରେ ଚାଲିଗଲେ ବସନ୍ତ ପଣ୍ଡା ଖେଳ ଆରମ୍ଭ 😁
ଜୟ ଢୋଲକିଆ ବିରୋଧରେ ଅସନ୍ତୁଷ୍ଟ @basantapandabjp ଗୋଷ୍ଠୀଙ୍କ ପ୍ରାର୍ଥୀ ଚୟନ ଶେଷ ...
#Nuapada
#nuapadabyelection
#Basantapanda

"#ଦଳର_ନିଷ୍ପତ୍ତିକୁ_ସମ୍ମାନ_ଦେବି'
ମୁଁ ଓ ମୋ ପୁଅ ଦଳ ପାଇଁ କାର୍ଯ୍ୟ କରୁଥିଲୁ, ଆଗକୁ ବି କରିବୁ । ଦଳ ଯାହା ନିଷ୍ପତ୍ତି ନେଲା ବୁଝି ବିଚାରି ନେଇଥିବ : ବସନ୍ତ ପଣ୍ଡା, ପୂର୍ବତନ ସାଂସଦ
#KanakNews #Basantapanda #Nuapada #BJP
ମୋ ମନରେ କୋହ ନାହିଁ, ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ: ବସନ୍ତ ପଣ୍ଡା
#Sambad #BasantaPanda #BJP
https://t.co/xf5WK9nn0z
#ବସନ୍ତ_ପଣ୍ଡାଙ୍କ_ମାନଭଞ୍ଜନ_ଉଦ୍ୟମ !
-ରାଜ୍ୟ ଅତିଥି ଭବନରେ ବିଜେପିର ବଡ଼ ବୈଠକ
-ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବସନ୍ତ ପଣ୍ଡା ଉପସ୍ଥିତ
-ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଚର୍ଚ୍ଚା
-ଜୟ ଢୋଲକିଆ ବିଜେପିରେ ସାମିଲ୍ ପୂର୍ବରୁ ମାନଭଞ୍ଜନ ଉଦ୍ୟମ ଚର୍ଚ୍ଚା
#Basantapanda #bjp #bbsr #BadaKhabar

#ବସନ୍ତ_ପଣ୍ଡାଙ୍କ_ମାନଭଞ୍ଜନ_ଉଦ୍ୟମ !
-ରାଜ୍ୟ ଅତିଥି ଭବନରେ ବିଜେପିର ବଡ଼ ବୈଠକ
-ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବସନ୍ତ ପଣ୍ଡା ଉପସ୍ଥିତ
-ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଚର୍ଚ୍ଚା
-ଜୟ ଢୋଲକିଆ ବିଜେପିରେ ସାମିଲ୍ ପୂର୍ବରୁ ମାନଭଞ୍ଜନ ଉଦ୍ୟମ ଚର୍ଚ୍ଚା
#Basantapanda #bjp #bbsr #otv

#ବସନ୍ତ_ମାରିଲେ_ରାବଣ_ବାଣ
ବିଜେପି ନେତା ବସନ୍ତ ପଣ୍ଡାଙ୍କ ରାମ ରାବଣ ଉପାଖ୍ୟାନ । ବିଜେଡି ନାଁ ନନେଇ ମାରିଲେ ବାଣ । କହିଲେ, ରାବଣ ଭଳି ପୂର୍ବ ସରକାରକୁ କେହି ପରାଜିତ କରିପାରିବେ ନାହିଁ ଭାବୁଥିଲେ । ଲୋକେ କଲେ ମୂଲ୍ୟାଙ୍କନ #KanakNews #BasantaPanda #Odisha
Writer #BasantaPanda to talk about ‘No Language No Asmita’ at #OLF24 on Sept 21.
📍 Mayfair Convention, Bhubaneswar | Entry free
Register:
https://t.co/4XfLO6x7fm
@NewIndianXpress @AdityaBirlaGrp @Eventxpress
@PrabhuChawla @santwana99 @KIITUniversity

କଣ ହେବ ବସନ୍ତ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ ? ପୁଅକୁ ଟିକେଟ୍ ମିଳିବା ପରେ ବସନ୍ତଙ୍କ ଆଗାମୀ ଯୋଜନା କଣ ?
#BasantaPanda #BJP #Odisha #Elections2024
@Vkpandianfancl1
@bjd_odisha #vkpandian #bjd #bjp #odishapolitics #Basantapanda
https://t.co/fhumSoVwLh
#ଜନପ୍ରତିନିଧିର_ଭୂମିକା_ଶୂନ୍ୟ
#ଲୋତତନ୍ତ୍ରର_ଭୂମିକା_ଜିରୋ
ରାଜ୍ୟରେ ଆଜି ଜନପ୍ରତିନିଧିର ଭୂମିକା ଶୂନ। ଏଠି ଲୋକତନ୍ତ୍ରର ଭୂମିକା ଜିରୋ ହୋଇଯାଇଛି। ଶାସନ ଆଉ ସମ୍ପତ୍ତି ଏକାଠି ହେଲେ ଦୂର୍ଯ୍ୟୋଧନ ଜନ୍ମ ନିଏ: ବସନ୍ତ ପଣ୍ଡା
#BasantaPanda #KanakNews
#NarendraModi
#PMOIndia
#cmoOdisha
#navinpatnaik
#healthSecyOdisha
#vkpPandian
#basantapanda
Nuapada is having full infrastructure and sufficient area of land for medical college.More important is there's no high class medical facilities within 150km radius.
Last Seen Hashtags on Sotwe
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers












