Top Tweets for #Basudebpur
বিজেপি নেতাকে হুমকির অভিযোগে বাসুদেবপুরে উপপ্রধানের স্বামী গ্রেপ্তার
#eisamay #Basudebpur #TMCNews #CrimeNews
କାଳବୈଶାଖୀ ପ୍ରଭାବରେ ତିନି ଦିନ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ତ। ନଷ୍ଟ ହୋଇ ଯାଇଛି କଲରା, କୋବି, ବିଟ, ଝୁଡଙ୍ଗ, ବୋଇତାଳୁ, ପୋଇ, କାକୁଡି, ଜହ୍ନି, ଟମାଟୋ ଚାଷ।
#OdishaWeather #Kalbaisakhi #AgricultureLoss #Basudebpur #OTV
#Basudebpur: Due to Kalbaisakhi storms, a broken electric pole has left villagers in darkness for 4 days.
Locals near Naikanidihi PS and Bideipur Kantanali Chowk reportedly blocked the main road to Dhamra, protesting the delay in restoration.
#OdishaWeather #Kalbaisakhi #PowerOutage

#ପୋଖରୀରେ_ବୁଡ଼ି_୨ଛାତ୍ରୀ_ମୃତ
-ବାସୁଦେବପୁର: ଅରଣ୍ଡୁଆ ଗାଁ ପୋଖରୀରେ ବୁଡ଼ି ୨ ଛାତ୍ରୀ ମୃତ
-ସ୍କୁଲ୍ରେ ରଙ୍ଗ ଖେଳି ଘରକୁ ଫେରି ଗାଧୋଇ ଯାଇଥିଲେ ୨ ଛାତ୍ରୀ
-ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ
-ପୋଖରୀରୁ ୨ ଜଣଙ୍କୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର
#Basudebpur #DrowningTragedy #AranduaVillage #GirlStudentsDrown #PondDrowning #OdishaNews #TragicDeath #StudentDeath #OTV

#ଟ୍ରାକ୍ଟର_ଓଲଟି_ଡ୍ରାଇଭର_ମୃତ
-ବାସୁଦେବପୁର ବିଦେଇପୁର ଗାଁରେ ଟ୍ରାକ୍ଟର ଓଲଟି ଯୁବକ ମୃତ
-ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ
-ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର
#TractorAccident #Basudebpur #RoadAccident #OTV

#Bhadrak : A driver remains trapped inside the cabin of a trailer-truck after it collided head-on with a sand-laden truck at Mataji Matha Chhak under the Basudebpur area this morning. Fire service personnel are currently carrying out rescue operations.
#Basudebpur #Accident #trailertruck

#ବିକ୍ରି_ଶିଶୁକନ୍ୟା_ଉଦ୍ଧାର
-ବାସୁଦେବପୁର: ବଡ ମଳିକସାହିର ଶିଶୁକନ୍ୟା ତିହିଡ଼ିରୁ ଉଦ୍ଧାର
-ଉଦ୍ଧାର କରି ପରିବାର ଜିମା ଦେଲେ ଶିଶୁ ସୁରକ୍ଷା ଅଧିକାରୀ
-ଗତ ୩ ତାରିଖରେ ଶିଶୁକନ୍ୟା ବିକ୍ରିର ଅଭିଯୋଗ ହୋଇଥିଲା
-୩ ଦିନର ଶିଶୁକନ୍ୟାକୁ ନିଜ ବାପା ବିକିଥିବା ଅଭିଯୋଗ ହୋଇଥିଲା
#Basudebpur #OTV

ଭଦ୍ରକ ଜିଲ୍ଲା ବାସୁଦେବପୁରର ଐତିହାସିକ 'ରକ୍ତତୀର୍ଥ ଇରମ'ରେ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।🙏🙏
#ShaheedDiwas #eram #Basudebpur #Bhadrak

#ଅପହୃତା_ନାବାଳିକାର_ମୃତଦେହ_ଉଦ୍ଧାର
-ବାସୁଦେବପୁର: ଗାଁ ଦାଣ୍ଡରୁ ଅପହୃତା ନାବାଳିକାର ମୃତଦେହ ଉଦ୍ଧାର
-ଧାମରା-ବାସୁଦେବପୁର ରାସ୍ତାର କେନାଲରୁ ମୃତଦେହ ଉଦ୍ଧାର
-କେନାଲ ଦଳରୁ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
-ଶନିବାର ଭଉଣୀ ସହ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ କରାଯାଇଥିଲା
#Basudebpur #Deadbody #OTV

Teacher Recruitment at Basudebpur | ବାସୁଦେବପୁର କଣ୍ଟାଗଡିଆ ମଳିକ ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକ ଆଗରେ ଧାରଣାରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ.
#Protest #TeacherRecruitment #Basudebpur #Kantagadia #SchoolDemands #ParentsAndStudents #EducationRights #OdishaEducation #SchoolProtest #communityvoice #prameyanews7
Glimpses of the grand inauguration ceremony of Rifa Mobile in Basudebpur, August 1st.
#basudebpur #samserganjassembly


#ଷଣ୍ଢ_ଆକ୍ରମଣ;#ଜଣେ_ମୃତ,#୨ଗୁରୁତର
-ବାସୁଦେବପୁର: ଷଣ୍ଢ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର
-ବାସୁଦେବପୁର ଥାନା ଚଣ୍ଡିଆ ଗାଁରେ ଆତଙ୍କ ଖେଳାଇଲା ଷଣ୍ଢ
-ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କଚାଡ଼ି ମାରିଲା ଷଣ୍ଢ #Basudebpur #Attack #OTV

#Bhadrak: One killed, another critically injured after two trucks collided head-on near Para Pokhari Chhak in Basudebpur in Bhadrak distrct. Injured admitted to Basudevpur Medical.
#RoadAccident #Odisha #Basudebpur #RoadSafety
ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ବଡ଼ ଧରଣର ଡକାୟତି, ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
#Sambad #Basudebpur #Odisha #Loot
https://t.co/ar6RBW4nBd
ବାସୁଦେବପୁର: ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର ଥାନା ସ୍ଥିତ ବେତଡ଼ା ମଧୁସୂଦନପୁର ଗ୍ରାମର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଅଭିଯୋଗ ହୋଇଛି। ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।
#Sambad #Basudebpur #Odisha #Loot

ଚୋରା ମଦ ବିକ୍ରି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ
https://t.co/vCqEUlAa9t
#prameya #basudebpur
News coming in from #NorthDinajpur district of #WestBengal.
Islamists attacked a Hindu family in #Basudebpur village of Raiganj.
This morning, Islamists Rashid, Saddam and others attacked the Hindu family. The Islamists broke their home completely.
Hindu family alleged that Islamists were forcing them to sell their home for the last few months. But, they didn't agree.
To save their lives, Bidhan Majumder and his wife were hiding in a corn field. From there, they made this video.
-ବାସୁଦେବପୁର : ସଙ୍ଗୀତ କଳା ପରିଷଦର ଛାତ୍ରୀଙ୍କୁ ଦୁଷ୍କର୍ମ !
-ଓଡଶୀ ନୃତ୍ୟ ଶିଖିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ
-ସଙ୍ଗୀତ କଳା ପରିଷଦର ସମ୍ପାଦକ ବିଜୟ କୁମାର ରାୟ ଗିରଫ
#Basudebpur #Odisha

ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ମୋ ନିର୍ବାଚନ ମଣ୍ଡଳୀ ବାସୁଦେବପୁରରେ ଆୟଜିତ ସଭାରେ ଯୋଗଦେଲି
#FoundationDay
#BJDStandsWithOdisha
#BJD4Odisha
#BJDDigitalWing
#BJDForPeople
#Basudebpur
Last Seen Hashtags on Sotwe
Lohenlumi
Seen from Pakistan
showbizztheadult
Seen from Japan
دنيا_السطايفية
Seen from Algeria
teenager
Seen from Netherlands
japanese #bbc
Seen from Indonesia
lausanneHockeyClub
Seen from Brazil
ニューハーフ
Seen from Japan
monkeyapp
Seen from Canada
mersingay
Seen from Turkey
SONDAKIKA
Seen from Netherlands
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.7M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers

















